ସମ୍ପାଦକୀୟ

କ୍ୟାନ୍‌ସର ଚିକିତ୍ସାରେ ଅସମାନତା

ରାଫେଲ୍‌ ମାରିଆନୋ ଗ୍ରୋସି ଉନ୍ନତ ତଥା ଆଧୁନିକ କ୍ୟାନ୍‌ସର ଚିକିତ୍ସା ବ୍ୟବସ୍ଥାରୁ ଏବେ ପର୍ଯ୍ୟାପ୍ତ ଲାଭ ମିଳୁଛି ଓ ଅନେକ ଲକ୍ଷ ଲୋକଙ୍କ ଜୀବନ ରକ୍ଷା ହେଉଛି। ଫଳରେ ୨୦୦୦ରୁ ୨୦୧୫ ମଧ୍ୟରେ ଧନୀଦେଶଗୁଡ଼ିକ କ୍ୟାନ୍‌ସର ରୋଗୀଙ୍କ ସମ୍ଭାବ୍ୟ ମୃତ୍ୟୁହାର ୨୦…

ସାଧାରଣ ଜନତା ଓ ବିକାଶ

ଡ. କିଶୋର ମହାନ୍ତି ଅର୍ଥଶାସ୍ତ୍ରରେ ବିକାଶର ପରିଭାଷା ଯାହା ହେଉନା କାହିଁକି, ସାଧାରଣଙ୍କ ଆଖିରେ ବିକାଶ ଗୋଟାଏ ଭେଳିକି – ବିକାଶ ବୋଧେ ଗୋଟିଏ ଆପେକ୍ଷିକ ଶବ୍ଦ। ଆଜିର ଗଣତନ୍ତ୍ରରେ ବିକାଶକୁ ନେଇ ତର୍କ ବିତର୍କ, ଗବେଷଣା ଆଦି କେତେ କ’ଣ।…

ପୁଟିନ୍‌ଙ୍କ ଯୁଦ୍ଧ ଓ ବିଶ୍ୱ ଦୃଶ୍ୟପଟ

ବ୍ରହ୍ମ ଚେଲାନି ରୁଷିଆ ୟୁକ୍ରେନ୍‌ ଉପରେ ଭୀଷଣ ଆକ୍ରମଣ ଜାରି ରଖିଛି। ଏହି ସମୟରେ ପ୍ରକାଶ ପାଇଥିବା ପାଶ୍ଚାତ୍ୟ ଦେଶଗୁଡ଼ିକର ଅଭୂତପୂର୍ବ ପ୍ରତିକ୍ରିୟା ଅନ୍ତର୍ଜାତୀୟ ସମ୍ପର୍କରେ ଏକ ବଡ଼ ପରିବର୍ତ୍ତନକୁ ଦର୍ଶାଇଛି। ଏହା ଶୀତଳ ଯୁଦ୍ଧ ପରବର୍ତ୍ତୀ ଯୁଗର ଓପଚାରିକ ପୂର୍ଣ୍ଣଚ୍ଛେଦକୁ…

ଯକ୍ଷ୍ମା ନିର୍ମୂଳ ପାଇଁ…

ଡା. ରାମଚନ୍ଦ୍ର ରାଉତ ମାର୍ଚ୍ଚ ୨୪ ତାରିଖକୁ ବିଶ୍ୱ ଯକ୍ଷ୍ମା(ଟିବି) ଦିବସ ରୂପେ ପାଳନ କରାଯାଇଆସୁଛି। ୧୮୮୨ ମସିହାର ଏହି ଦିନରେ ଡା. ରବର୍ଟ କକ୍‌ ଯକ୍ଷ୍ମାର ଜୀବାଣୁ ‘ମାଇକୋ ବ୍ୟାକ୍ଟେରିଅମ୍‌ ଟ୍ୟୁବରକ୍ୟୁଲୋସିସ୍‌’ ଆବିଷ୍କାର କରିଥିଲେ। ତେବେ ଚଳିତ ବର୍ଷ ଏଦି…

ଶେଷ କେଉଁଠି

ଅକ୍ଷୟ କୁମାର ମିଶ୍ର ସମ୍ପ୍ରତି ସମାଜରେ ଘଟିଚାଲିଥିବା ଗୋଟିଏ ପରେ ଗୋଟିଏ ଘଟଣା ମୋତେ ସ୍ତବ୍ଧ କରିଦେଇଛି। ମାନସିକ ଅସନ୍ତୁଳନ ଭିତରେ ସିଦ୍ଧାନ୍ତରେ ଉପନୀତ ହେବା କଷ୍ଟ ସାଧ୍ୟ ନିଶ୍ଚୟ। ଏହି ଅସ୍ଥିରତା ମଧ୍ୟରେ ମୁଁ ବୁଝିପାରୁନି କେଉଁଠୁ ଆରମ୍ଭ କରିବି।…

ଏଇ ଭାରତରେ

ବୟସ ୬ ଛୁଇଁବା କ୍ଷଣି ସବୁକିଛି ଓଲଟପାଲଟ ହୋଇଗଲା। ଓଷ୍ଟ୍ରିଓଜେନେସିସ୍‌ ଇମ୍ପରଫେକ୍ଟା(ଏକପ୍ରକାର ଅସ୍ଥିଗତ ସମସ୍ୟା)ରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହେଲେ ବାରାଣସୀର ଶ୍ୱେତା ମୟୂର। ସେବେଠୁ ଆଉ ସେ ଶଯ୍ୟାରୁ ଉଠିପାରୁନାହାନ୍ତି, ହେଲେ ଦେଶର ବିଭିନ୍ନ ଅଞ୍ଚଳରେ ଅସହାୟ ଓ ଆହତ…

ଏଇ ଭାରତରେ

ଦିଲ୍ଲୀ ନିବାସୀ ଉଷା ଗୁପ୍ତାଙ୍କ ବୟସ ୮୮ ଛୁଇଁଲାଣି। ପରିଣତ ବୟସରେ ଗରିବଙ୍କ ସେବା ମନସ୍କତା ତାଙ୍କୁ ନିଆରା ପରିଚୟ ଦେଇଛି। ଏବେ ସେ ଆଚାର ବିକ୍ରିକରି ସେମାନଙ୍କ ସେବା ପାଇଁ ପାଣ୍ଠି ଯୋଗାଡ଼ କରୁଛନ୍ତି ଓ ଅସହାୟ ଗରିବଙ୍କୁ ଖାଇବାକୁ…

କାନ୍ଦୁରା ହସ

ଦ୍ୱିତୀ ଚନ୍ଦ୍ର ସାହୁ   ଧାଡ଼ି ଧାଡ଼ି ହୋଇ ରହିଛି ନୂଆ ଘର। ନୂଆ ରଙ୍ଗରେ ଧଉଳା ହୋଇ ବେଶ୍‌ ଆକର୍ଷଣୀୟ ଲାଗୁଛି। ଦୁଇ ଧାରରେ ଠିଆ ହୋଇଥିବା ଘରକୁ ଦି’ ଫାଳ କରି ଲମ୍ବିଛି କଳା ମଚମଚ ପିଚୁ ରାସ୍ତା।…

ଶାନ୍ତି ଲୋଡ଼ା

ଇଂ. ରୌଶନ ଖାନ୍‌   ବିଶ୍ୱବନ୍ଦିତ ରସୁଲ୍‌ ହଜରତ ମହମ୍ମଦଙ୍କ ଦ୍ୱାରା ଶରିୟତ ବା ଧର୍ମବିଧାନ ପୂର୍ଣ୍ଣାଙ୍ଗ ପ୍ରାପ୍ତ ହୋଇଥିବାରୁ ତାଙ୍କୁ ‘ଖାତମନ୍‌ ନବିୟିନ୍‌’ ବା ନବିଶ୍ରେଷ୍ଠ ରୂପେ ଅଭିହିତ କରାଯାଇଛି। ଇସଲାମ୍‌ର ପୁନରଭ୍ୟୁଦୟ ସମ୍ବନ୍ଧରେ ତାଙ୍କର ମହାନ୍‌ ବାଣୀକୁ ଚରିତାର୍ଥ…

ବେରୋଜଗାରୀର ବିସ୍ଫୋରକ ସ୍ଥିତି

ଭାଲଚନ୍ଦ୍ର ଷଡ଼ଙ୍ଗୀ   ଗତ ଜାନୁୟାରୀ ଶେଷ ସପ୍ତାହରେ ବିହାରର ପାଟନାଠାରୁ ଆରମ୍ଭ କରି ଉତ୍ତର ପ୍ରଦେଶର ପ୍ରୟାଗରାଜ ପର୍ଯ୍ୟନ୍ତ ବେରୋଜଗାର ଯୁବତୀ ଯୁବକଙ୍କ ରଣହୁଙ୍କାର ଦେଶକୁ ଆଲୋଡ଼ିତ କରିଥିଲା। ରେଲ୍‌ଓ୍ବେ ଭର୍ତ୍ତିରେ ହୋଇଥିବା ଅନିୟମିତତାକୁ କେନ୍ଦ୍ରକରି ଉପରୋକ୍ତ ଦୁଇ ରାଜ୍ୟର…

ସବୁ ଖୁସି ଖୁସିରେ

ନିକଟରେ ପ୍ରକାଶିତ ଜାତିସଂଘର ବିଶ୍ୱ ଖୁସି ରିପୋର୍ଟରେ ମୋଟ୍‌ ୧୪୬ ଦେଶ ମଧ୍ୟରୁ ଭାରତକୁ ୧୩୬ତମ ସ୍ଥାନ କାହିଁକି ମିଳିଛି ବୁଝିବା କଷ୍ଟକର। ରିପୋର୍ଟକୁ ତ୍ରୁଟିପୂର୍ଣ୍ଣ ବୋଲି କହୁନାହୁଁ, କିନ୍ତୁ ବୃଦ୍ଧିପାଇଥିବା ଇନ୍ଧନ ଓ ରନ୍ଧନ ଗ୍ୟାସ୍‌ ଦରକୁ ଯେଉଁଭଳି ଭାବରେ…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶର ଦୁଇ ଯୁବ ଇଞ୍ଜିନିୟରଙ୍କ ବର୍ଜ୍ୟ ପରିଚାଳନା ପଦ୍ଧତି ଏକ ଉଦାହରଣ ସୃଷ୍ଟି କରିଛି। ତିରୁପତିର ଦର୍ଶନ ଚାଲ୍ଲୁର ଏବଂ ଚନ୍ଦନ କଙ୍ଗନାପଲ୍ଲୀ ‘ଇକୋଫିନିକ୍ସ’ ଷ୍ଟାର୍ଟଅପ୍‌୍‌ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ସେମାନେ ତିରୁପତି ସହରରୁ ସଂଗୃହୀତ ବର୍ଜ୍ୟରୁ ଖତ ପ୍ରସ୍ତୁତକରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri