ସମ୍ପାଦକୀୟ

ଜୀବନଶୈଳୀ ରୋଗ

ଗତ ୧୦-୧୫ ବର୍ଷ ମଧ୍ୟରେ ଭାରତରେ ରୋଗୀ ବୋଝ ଏବେ ସଂକ୍ରାମକ ରୋଗଠାରୁ ଅଣସଂକ୍ରାମକ ରୋଗ ଆଡ଼କୁ ଯାଉଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ ଦେଶରେ ୬ କୋଟିରୁ ଊର୍ଦ୍ଧ୍ୱ ଜନତା ମଧୁମେହରେ ଆକ୍ରାନ୍ତ। ବିଜ୍ଞାନ ପତ୍ରିକା ‘ଦି ଲାନ୍‌ସେଟର’ ରିପୋର୍ଟ…

ଏଇ ଭାରତରେ

ସେବା ହିଁ ପରମ ଧର୍ମ, ଏହା ଉପଲବ୍ଧି କରିଛନ୍ତି ଫରିଦାବାଦର ବୀଣା ଲାଲ୍‌। ସେ ୨୫ ବର୍ଷ ହେଲା ଅନାଥ ଓ ଦିବ୍ୟାଙ୍ଗ ପିଲାମାନଙ୍କର ସେବା କରିଆସୁଛନ୍ତି। ‘କର୍ମ ମାର୍ଗ’ ଏନ୍‌ଜିଓ ମାଧ୍ୟମରେ ସେ ଏହି ସେବା କରୁଛନ୍ତି। ବୀଣା ମୋଟ…

ଏଇ ଭାରତରେ

ମହାଭାରତରେ ଏକଲବ୍ୟଙ୍କ ଗୁରୁଦକ୍ଷିଣା ସମ୍ପର୍କରେ ଆମେ ଜାଣିଛେ। ଏବେ ପଞ୍ଜାବରେ ଏହାର ଏକ ଉଦାହରଣ ସୃଷ୍ଟି କରିଛନ୍ତି କେତେଜଣ ଖେଳାଳି। କ୍ରୀଡ଼ାକୁ ଜୀବନ୍ତ ରଖିବା ପାଇଁ ଶହ ଶହ ଅନ୍ତର୍ଜାତୀୟ କବାଡ଼ି ଖେଳାଳିଙ୍କୁ ତାଲିମ ଦେଇଥିବା କୋଚ ରେସଲର ସେବୁ ଦାରଗାବାଦଙ୍କୁ…

ଅପାରଦର୍ଶୀ ନିଲାମି ପ୍ରକ୍ରିୟା

ଶ୍ରୀଗିରୀଶ ଜଲିହଲ   ଗରିବ ଓ ସଶସ୍ତ୍ର ବଳକୁ ଡାଲି ଯୋଗାଇ ଦେବା ଲାଗି କେନ୍ଦ୍ର ସରକାରଙ୍କ ୪,୬୦୦ କୋଟି ଟଙ୍କା ମୂଲ୍ୟର ନିଲାମି ପ୍ରକ୍ରିୟା କେତେକ ବଡ ମିଲ୍‌ ମାଲିକଙ୍କୁ ଲାଭ ଦେବାକୁ ଅନୁଚିତ ଉପାୟରେ ପ୍ରବନ୍ଧିତ କରାଯାଇଥିଲା ବୋଲି…

ବିନାଶ ପଥେ କଂଗ୍ରେସ

ମାସାଧିକ କାଳର କସରତ ପରେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗଦେବାକୁ ମନା କରିଦେଇଛନ୍ତି। ଟୁଇଟରରେ ସେ ଏହାର କାରଣ ମଧ୍ୟ କହିଛନ୍ତି। କିଶୋର କହିଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଦ୍ୱାରା ଗଠିତ ଏମ୍ପାଓ୍ବାର୍ଡ ଆକ୍ସନ ଗ୍ରୁପ୍‌…

ମସ୍କ: ମାନିବାକୁ ପଡ଼ିବ

ଟେସ୍‌ଲା ମାଲିକ, ସ୍ପେସ୍‌ଏକ୍ସ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ବିଶ୍ୱର ସର୍ବବୃହତ୍‌ ଧନୀ ବ୍ୟକ୍ତି ଏଲନ୍‌ ମସ୍କ ଆମେରିକାଭିତ୍ତିକ ମାଇକ୍ରୋବ୍ଲଗିଂ ଓ ସୋସିଆଲ ନେଟ୍‌ଓ୍ବର୍କିଂ ସର୍ଭିସ ‘ଟୁଇଟର’କୁ ୪୪ ବିଲିୟନ ଡଲାରରେ କିଣିଛନ୍ତି। ଷ୍ଟକ୍‌ ବଜାରରେ ତାଲିକାଭୁକ୍ତ କମ୍ପାନୀ ମଧ୍ୟରେ ଏହି ଅଧିଗ୍ରହଣ…

ଏଇ ଭାରତରେ

ଅଧାରୁ ପାଠ ଛାଡ଼ିଛନ୍ତି, ହେଲେ ନିଜର ନିଷ୍ଠା ବଳରେ ତିଆରି କରିଛନ୍ତି ଏଭଳି ଜିନିଷ ଯାହାକୁ ବ୍ୟବହାର ପରେ ବି ଖାଇହେଉଛି। ତାମିଲନାଡ଼ୁ କୋଏମ୍ବାଟୁରର କଲ୍ୟାଣ କୁମାରଙ୍କ ଦ୍ୱାରା ଏହା ସମ୍ଭବ ହୋଇଛି। କଲ୍ୟାଣଙ୍କ ବୟସ ୩୯ । ବିଜ୍‌ନେସ ଆଡ୍‌ମିନିଟ୍ରେଶନରେ…

ଅସହାୟ ଜୀବନ ଓ ଦିଗହରା ରାଜନୀତ

ବ୍ରଜକିଶୋର ଦାସ ଓଡ଼ିଶା ଏକ ପ୍ରାକୃତିକ ଦୁର୍ବିପାକର ରାଜ୍ୟ। ବର୍ଷ ବର୍ଷ ଧରି ବନ୍ୟା, ବାତ୍ୟା, ମରୁଡ଼ି ସବୁବେଳେ ଜନସାଧାରଣଙ୍କୁ ଦୁଃଖ ଓ ଦୁର୍ଦ୍ଦଶା ମଧ୍ୟକୁ ଠେଲିଦିଏ। ଏଠି ବସବାସ କରୁଥିବା ଅଧିକାଂଶ ମଣିଷ ଶ୍ରମଜୀବୀ, ଆଦିବାସୀ, ଗରିବ ଓ ନାମମାତ୍ର…

ପଡ଼ୋଶୀ ଦେଶରୁ ଶିକ୍ଷା

ରଶ୍ମିରଞ୍ଜନ ରାଉତ ଭାରତର ୩ଟି ନିକଟତମ ପଡ଼ୋଶୀ ଦେଶ ଶ୍ରୀଲଙ୍କା, ପାକିସ୍ତାନ ଓ ନେପାଳରେ ଆର୍ଥତ୍କ ସଙ୍କଟ ଏବେ ଚରମ ସୀମାରେ। ଏହା ମଧ୍ୟରେ ଶ୍ରୀଲଙ୍କା ନିଜକୁ ଦେବାଳିଆ ଘୋଷଣା କରିସାରିଥିବାବେଳେ ପାକିସ୍ତାନର ନେତୃତ୍ୱରେ ପରିବର୍ତ୍ତନ ଘଟିସାରିଛି। ଏହା ସହ ନେପାଳ…

ଭୂତଳ ନୁହେଁ, ଭୂପୃଷ୍ଠ

ପୃଥିବୀକୁ ନୀଳ ଗ୍ରହର ଆଖ୍ୟା ଦିଆଯାଇଛି। କାରଣ ଭୂପୃଷ୍ଠରେ ନୀଳ ସାଗର ବହିବା ସହ ଏହା ୭୧ ପ୍ରତିଶତ ଜଳଧାରଣ କରିଛି। ଅନ୍ୟପକ୍ଷରେ ଦିନକୁ ଦିନ ଏହାର ଗ୍ରାଉଣ୍ଡ୍‌ ଓ୍ବାଟର ବା ଭୂତଳ ଜଳସ୍ତର ବିଭିନ୍ନ କାରଣରୁ କମିକମି ଯାଉଛି। ପ୍ରାଣୀ…

ଅନ୍ଧାର କୋଣ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଏବେ ପୁଣି ଚର୍ଚ୍ଚାକୁ ଆସିଛି। ଏହାର ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଇତିହାସ ଏବଂ ରାଜନୀତି ବିଜ୍ଞାନ ପାଠ୍ୟକ୍ରମରୁ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ (ଏନ୍‌ଏଏମ୍‌), ଆଫ୍ରିକୀୟ-ଏସୀୟ ଅଞ୍ଚଳର ଇସ୍‌ଲାମୀୟ ସାମ୍ରାଜ୍ୟ, ଶୀତଳ ଯୁଦ୍ଧ ଯୁଗ,…

ପିଲାଙ୍କ ବ୍ରେନ୍‌ ପାୱାର

ଡା. ସମ୍ରାଟ କର କରୋନା ପ୍ରକୋପ ପାଇଁ ପାଖାପାଖି ଦୁଇବର୍ଷ ପିଲାମାନେ ଘରେ ରହି ଅନ୍‌ଲାଇନରେ ପରୀକ୍ଷା ଦେଲେ। ତେବେ ଚଳିତ ବର୍ଷଠାରୁ ଅଫ୍‌ଲାଇନ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ଏହିପରି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ପିଲାମାନଙ୍କ ବ୍ରେନ ପାୱାର ବଢ଼ିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri