ସମ୍ପାଦକୀୟ

ଶ୍ରୀକୃଷ୍ଣାବତାର

ପ୍ରଭୁଙ୍କ ଲୀଳା ଅପାର। ମର୍ତ୍ତ୍ୟରେ ତାଙ୍କ ମାନବରୂପୀ ଆବିର୍ଭାବ ଶ୍ରୀକୃଷ୍ଣଙ୍କ ଜନ୍ମ ରହସ୍ୟରେ ଅତି ଚମତ୍କାର ଭାବରେ ପ୍ରଦର୍ଶିତ ହୋଇଛି। ଯେଉଁ ଅଦୃଶ୍ୟ ଶକ୍ତି ନିସ୍ତବ୍ଧ ରାତିରେ କାରାଗାରର ଶୃଙ୍ଖଳରୁ ମୁକ୍ତକରି କୃଷ୍ଣଙ୍କୁ ଗୋପପୁରରେ ନେଇ ବଢ଼ାଇଥିଲା, ତାଙ୍କରି ଲୀଳା ଯୋଗୁ…

ଦୁର୍ନୀତି ଓ ଦୁର୍ଗତି

“ଗୋଟେ ଦେଶକୁ ଧ୍ୱଂସ କରିବା ପାଇଁ ସର୍ବଦା ପରମାଣୁ ବୋମା ଜରୁରୀ ନୁହଁ। କାରଣ ଦେଶର ଭ୍ରଷ୍ଟ ରାଜନେତାମାନଙ୍କ ଦ୍ୱାରା ସେ କାମ ହୋଇଥାଏ।” ସତେଯେମିତି ଭାରତକୁ ଲକ୍ଷ୍ୟ ରଖି ଏକଥା ସେଦିନ କହିଥିଲେ ପ୍ରେରଣାଦାୟୀ ଲେଖକ ଇଶ୍ରାଏଲମର ଆଇଭର (ଘାନା)।…

ଏଇ ଭାରତରେ

ମାଓବାଦୀଙ୍କ ସହିତ ଲଢ଼ିବାକୁ ଏବେ କିନ୍ନରମାନେ ପ୍ରସ୍ତୁତ। ଛତିଶଗଡ଼ର ମାଓବାଦୀ ପ୍ରଭାବିତ ବସ୍ତର ଜିଲାରେ ପୋଲିସର ନୂତନ ସ୍ବତନ୍ତ୍ର ୟୁନିଟ୍‌ ବସ୍ତର ଫାଇଟର୍ସରେ ୯ ଜଣ କିନ୍ନରଙ୍କୁ ପ୍ରଥମ ଥର ପାଇଁ ପୋଲିସ ବିଭାଗ ପକ୍ଷରୁ ନିଯୁକ୍ତ କରାଯାଇଛି। ନିଯୁକ୍ତ କିନ୍ନରମାନେ…

ଏଇ ଭାରତରେ

କେରଳର କନ୍ନୁର ଜିଲାର ପିନାରାଇ ପଞ୍ଚାୟତରେ ଅବିବାହିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଏହି ସମସ୍ୟା ଦୂର କରିବା ପାଇଁ ପଞ୍ଚାୟତ ପକ୍ଷରୁ ବିବାହ ଲାଗି ଏକ ୱେବ୍‌ସାଇଟ ଆରମ୍ଭ କରାଯାଇଛି। ଜିଲା ଯୋଜନା କମିଟି ପିନାରାଇ ପଞ୍ଚାୟତର ଏହି ‘ସାୟୋଯ୍ୟମ୍‌’…

ବୟସ୍କଙ୍କୁ ହତାଦର କାହିଁକି

ଇବ୍ରାର ଖାଁ   ସମାଜରେ ପ୍ରତିଦିନ କିଛି ନା କିଛି ଘଟଣା, ଦୁର୍ଘଟଣା ସଂଘଟିତ ହେଉଛି। ସେହିସବୁ ଘଟଣା ମଧ୍ୟରେ ଚିନ୍ତାଜନକ ହେଉଛି ବୟସ୍କମାନଙ୍କ ପ୍ରତି ବଢ଼ିଚାଲିଥିତ୍ବା ହତାଦର। ଯେକୌଣସି ମଣିଷ ସେ ଗରିବ ହେଉ କିମ୍ବା ଧନୀ, ଜୀବନରେ ବାଲ୍ୟ,…

ଜଙ୍ଗଲ ଅଧିକାର ଆଇନ ବନବାସୀ ବିରୋଧୀ

କିଶୋର ଜେନା   କେନ୍ଦ୍ର ସରକାର ଜଙ୍ଗଲ ସଂରକ୍ଷଣ ଆଇନର ନିୟମ ବିଧିରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେହି ଲକ୍ଷ୍ୟରେ ମୋଦି ସରକାରଙ୍କ ପରିବେଶ ମନ୍ତ୍ରଣାଳୟ ଜଙ୍ଗଲ ସଂରକ୍ଷଣ ଆଇନ ପରିସରରେ ନୂଆ ନିୟମ ବିଧିର ବିଜ୍ଞପ୍ତି ଜାରି କରିଛି: ଫରେଷ୍ଟ…

ଶ୍ରୀଲଙ୍କାର ବେଖାତିର

ଶେଷରେ ଚାଇନା ଜାହାଜ ‘ୟୁଆନ୍‌ ଓ୍ବାଙ୍ଗ୍‌ ୫’ ଶ୍ରୀଲଙ୍କାର ହମ୍ବନ୍‌ଟୋଟା ବନ୍ଦରରେ ୧୬ ଅଗଷ୍ଟରେ ପହଁଞ୍ଚିଲା। ଏହାକୁ ଶ୍ରୀଲଙ୍କାର ସାଂସଦ ଓ ଚାଇନା ଅଧିକାରୀମାନେ ବନ୍ଦରରେ ସ୍ବାଗତ କରିଥିବା ଦେଖାଯାଇଛି। ଭାରତ ଆଶଙ୍କା ବ୍ୟକ୍ତ କରିଥିଲା ଯେ ଚାଇନାର ଏହି ଗୁପ୍ତଚରୀ…

ମାନସିକତାରେ ପରାଧୀନ

ଭାରତ ଆଜି ସ୍ବାଧୀନତାର ୭୫ ବର୍ଷ ପୂରଣ କରିଛି। ଏହି ସ୍ବତନ୍ତ୍ରତାକୁ ସ୍ମରଣୀୟ କରି ରଖିବା ଲାଗି ବର୍ଷେବ୍ୟାପୀ ଦେଶସାରା ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡାକରାକୁ ସମ୍ମାନ ଦେଇ ତିନି ରଙ୍ଗର…

ଶ୍ରୀଅରବିନ୍ଦଙ୍କ ପାଞ୍ଚଟି ସ୍ବପ୍ନ

୧୮୭୨ ଅଗଷ୍ଟ ୧୫ ରେ ମହାଯୋଗୀ ଶ୍ରୀଅରବିନ୍ଦ ଜନ୍ମଗ୍ରହଣ କରିଥିଲେ, ସେହି ପୁଣ୍ୟ ତିଥିର ୭୫ ବର୍ଷ ପରେ ଅର୍ଥାତ୍‌ ୧୫ା୦୮ା୧୯୪୭ରେ ସ୍ବାଧୀନ ଭାରତର ଜନ୍ମ। ଦୀର୍ଘ ଦୁଇଶହ ବର୍ଷରୁ ଊର୍ଦ୍ଧ୍ୱକାଳ ପରାଧୀନତାରୁ ମୁକ୍ତିଲାଭ କଲା ଆମ ଦେଶ, ଏହାକୁ ଏକ…

ବିଶ୍ୱକୁ କ୍ଷୁଧା ସଙ୍କଟ

ମିଳିତ ଜାତିସଂଘ ୧୯୪୮ରେ ଘୋଷଣା କରିଥିଲା, ‘ପ୍ରତ୍ୟେକ ବ୍ୟକ୍ତିର ଖାଦ୍ୟ ଅଧିକାର ଏକ ମାନବିକ ଅଧିକାର। ବ୍ୟକ୍ତି ପାଇଁ ସୁଷମ ଖାଦ୍ୟ ନିଶ୍ଚିତ କରିବା ରାଷ୍ଟ୍ରର ଦାୟିତ୍ୱ। କିନ୍ତୁ ଦେଖିବାକୁ ମିଳିଛି ଭୋକିଲାମାନେ ବଡ଼ବଡ଼ିଆଙ୍କର ଭୋଜିଭାତ ବା ହୋଟେଲର ଅଇଁଠା ବା…

ଏଇ ଭାରତରେ

୬୦ ବର୍ଷ ବୟସ ପରେ ଆର୍ଥିକ ରୂପେ ସ୍ବାଧୀନ ଜୀବନ ଜିଇବା ସହଜ ନ ହେଲେ ମଧ୍ୟ ଗୁଜରାଟ ନବସାରୀ ଥାଟ ଗାଁର ୬୧ ବର୍ଷୀୟା ଲକ୍ଷ୍ମୀ ପଟେଲଙ୍କ କାହାଣୀ ଆମ ପାଇଁ ପ୍ରେରଣାଦାୟକ ନିଶ୍ଚୟ। ଅନ୍ୟମାନଙ୍କ ଉପରେ କୌଣସି ପ୍ରକାର…

ଅମର ଯୁଗର ଆଶ୍ୱାସନା

ଜୀବନର ୪ଟି ଅବସ୍ଥା ବା ସ୍ତର ସମ୍ପର୍କରେ କିଛି ହିନ୍ଦୁ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏଗୁଡ଼ିକ ହେଲା ବ୍ରହ୍ମଚର୍ଯ୍ୟ, ଗ୍ରାର୍ହସ୍ଥ, ବାନପ୍ରସ୍ଥ ଓ ସନ୍ନ୍ୟାସ। ଜୀବନର ଏକ ଶତାବ୍ଦୀକୁ ୪ ଭାଗ କଲେ ପ୍ରତ୍ୟେକ ଅବସ୍ଥାର ମିଆଦ ୨୫ବର୍ଷ ବୋଲି ବିଚାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri