ସମ୍ପାଦକୀୟ

ବିଭାଜନ ଲୋଡ଼ା ନାହିଁ

ପ୍ରଭାତ କୁମାର ଦାସ ଦେଶକୁ ସାମ୍ପ୍ରଦାୟିକ ଭାବନାରେ ବିଭାଜନ କରା ନ ଯାଉ,ଏ କଥା ମୂଳରୁ ଗାନ୍ଧିଜୀ କହୁଥିଲେ। ନିଜ ଅନୁଭବରୁ ସେ ଜାଣିଥିଲେ, ଭ୍ରାତୃତ୍ୱର ଅମୃତ ଶକ୍ତିକୁ ଏକାଠି କରି ସ୍ବାଧୀନତା ସଂଗ୍ରାମ ପାଇଁ ସେ ଯେଉଁ ଆୟୁଧ ତିଆରି…

ଏଇ ଭାରତରେ

ମହିଳାମାନେ ଶବଦାହ କରିବାର ପରମ୍ପରା ନ ଥିବା ବେଳେ କେରଳର ସେଲିନା ମାଇକେଲ ଦୀର୍ଘ ଦଶନ୍ଧି ଧରି ଏହି କାର୍ଯ୍ୟ କରୁଛନ୍ତି। କୋଚିର କାକାଣ୍ଡାରେ ରହୁଥିବା ସେଲିନା ଶବଦାହ ଭଳି ଏକ ପବିତ୍ର କାର୍ଯ୍ୟ କରି ତାଙ୍କ ପରିବାର ପ୍ରତିପୋଷଣ କରନ୍ତି।…

ଗଣତନ୍ତ୍ରରେ ସ୍ବଚ୍ଛତା ରହୁନାହିଁ

ଗଣତନ୍ତ୍ରର ଶକ୍ତି ହେଉଛି ସ୍ବଚ୍ଛତା। ଦେଶ ସାମ୍ନା କରୁଥିବା ସଙ୍କଟକୁୁ ଯେତେବେଳେ ଲୋକେ ଜାଣିବେ ସେତେବେଳେ ସେମାନେ ଏହା ବିରୋଧରେ ଏକାଠି ଲଢ଼େଇ କରିପାରିବେ। ସେମାନେ ଏଭଳି ବିପଦକୁ ସାମ୍ନା କରୁଛନ୍ତି ବୋଲି ଜାଣି ଏକତ୍ରିତ ହୋଇପାରିବେ। ଏହି ବିଚାରଧାରା ଗଣତାନ୍ତ୍ରିକ…

ପ୍ରଥମ ମହିଳା ବାଉନ୍ସର

ଆମେ ଯେପରି ପାଠ ନ ପଢ଼ିପାରିବୁ ଘରେ ପିତା ବିଦ୍ୟୁତ୍‌ ବିଚ୍ଛିନ୍ନ କରିଦେଉଥିଲେ। ତାଙ୍କ ଚିନ୍ତାରେ ଝିଅମାନେ ପାଠ ପଢ଼ିଲେ ନିଜ ପସନ୍ଦରେ ବିବାହ କରିଦେବେ। ହେଲେ ବାପା ଓ ଗ୍ରାମବାସୀଙ୍କ ଏଭଳି ରକ୍ଷଣଶୀଳ ଚିନ୍ତାଧାରା ବିରୋଧରେ ମା’ ସ୍ବର ଉଠାଇଥିଲେ।…

ରୁଷିଆର ପରମାଣୁ ଆକ୍ରମଣ ସାମର୍ଥ୍ୟ

ଗତ ଫେବୃୟାରୀ ୨୪ଠାରୁ ରୁଷିଆ ୟୁକ୍ରେନ୍‌ ବିପକ୍ଷରେ ସାମରିକ ଅଭିଯାନ ଆରମ୍ଭ କରିଛି। ରୁଷିଆର କ୍ରମାଗତ କ୍ଷେପଣାସ୍ତ୍ର ଓ ବୋମା ମାଡ଼ରେ ୟୁକ୍ରେନ୍‌ର ବିଭିନ୍ନ ସହର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଏହି ଯୁଦ୍ଧରେ ପ୍ରତିଦିନ ଉଭୟ ରୁଷିଆ ଓ ୟୁକ୍ରେନ୍‌ ପକ୍ଷରୁ ଶହ…

ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀ ଜୀବିକା ଉପରେ ପ୍ରଭାବ ପକାଇଥିଲେ ବି ଅନେକଙ୍କୁ ନୂଆ ରାସ୍ତା ଦେଖାଇଛି। ଏମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ଅମେଠିର ସୋମେଶ୍ୱର ସିଂ ଜଣେ। ସେ ଚାକିରି ଛାଡ଼ି ଅମୃତଭଣ୍ଡା ଚାଷରୁ ବର୍ଷକୁ ୧୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ସୋମେଶ୍ୱର…

ଏଇ ଭାରତରେ

ମନ୍ଦିରରେ ଦିଅଁସେବା ପରେ ଫିଙ୍ଗି ଦିଆଯାଉଥିବା ଫୁଲକୁ ସଂଗ୍ରହ କରି ତାହାର ପୁନଃ ଉପଯୋଗ କରୁଛନ୍ତି ସୁରଟର ୨୨ ବର୍ଷୀୟା ଇଞ୍ଜିନିୟର ମୈତ୍ରୀ ଜରିଓ୍ବାଲା। ସେ ଏହି ଫୁଲରୁ ୧୦ ପ୍ରକାର ଉତ୍ପାଦ ତିଆରି କରିବା ସହ ବର୍ଜ୍ୟ ସମସ୍ୟା ସମାଧାନ…

ଛୋଟ କାନ୍ଧ, ବଡ଼ ବୋଝ

ସେଦିନ ଅଭ୍ୟାସ କାର୍ଯ୍ୟ କରି ନ ଥିବା ପ୍ରତ୍ୟେକ ପିଲାଙ୍କୁ ଶ୍ରେଣୀଗୃହରେ ଦଣ୍ଡ ସ୍ବରୂପ କାନ ଧରି ଛିଡ଼ାହେବାକୁ କହିଲି। ସମସ୍ତେ ନିଜ ନିଜର ସଫେଇ ଦେବାକୁ କିଛି କହିଲେ। କିନ୍ତୁ ନିଜ ସପକ୍ଷରେ ଏକା କହିପାରିଲାନି ମାଧବୀ। କହିଥାନ୍ତା ବା…

ଯୁଦ୍ଧରେ ହାରନ୍ତି ଜନତା

ରୁଷିଆ ଆକ୍ରମଣରେ ୟୁକ୍ରେନ୍‌ ଆଜି ଛାର୍‌ଖାର୍‌। ଅନେକ ଲୋକ ମୃତାହତ ହେଲେଣି। କେବଳ ସାମରିକସ୍ଥଳୀ ନୁହେଁ, ଅନେକ ସର୍ବସାଧାରଣ ସ୍ଥାନରେ ରୁଷିଆ ବୋମାମାଡ଼ କରୁଥିବାର ସୂଚନା ମିଳୁଛି। ଆକ୍ରମଣ ଭୟରେ ୟୁକ୍ରେନ୍‌ର ରାଜଧାନୀ ସମେତ ଅନେକ ବଡ଼ ବଡ଼ ସହରରୁ ଲୋକମାନେ…

ନିଯୁକ୍ତି ରହସ୍ୟ

ପ୍ରତିରକ୍ଷା ଉତ୍ପାଦନ ସଚିବ ରାଜ କୁମାରଙ୍କ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ତାଙ୍କ ମୂଳ ରାଜ୍ୟ କ୍ୟାଡର୍‌ ଗୁଜରାଟକୁ ପଠାଇ ଦିଆଯିବା ପରେ ତିନି ମାସରୁ ଊର୍ଦ୍ଧ୍ୱ ହେବ ସେହି ପଦବୀ ଖାଲି ରହିଛି। ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ପରେ…

ଏଇ ଭାରତରେ

ଭିନ୍ନ ଧାରାରେ କାର୍ଯ୍ୟ କରି ସଫଳ ହୋଇଥିବା ବ୍ୟକ୍ତି ହେଉଛନ୍ତି କେରଳର ଅବଦୁର ରଜାକ। ସେ ଅଗଣାରେ ପ୍ଲାଷ୍ଟିକ ଡ୍ରମ୍‌ରେ ୧୩୫ ଫଳଗଛ ଉତାରିଛନ୍ତି। ତିରୁର୍‌ ନିବାସୀ ରଜାକ ଦୁବାଇରେ କାମ କରୁଥିଲେ। ୨୦୧୮ରେ ଭାରତକୁ ଫେରିବା ପରେ ସେ ଅଗଣାରେ…

କ୍ଷୁଦ୍ର ଭୂଖଣ୍ଡର ଆର୍ତ୍ତନାଦ

ଡ. ନିଖିଳାନନ୍ଦ ପାଣିଗ୍ରାହୀ ପ୍ରଶାନ୍ତ ମହାସାଗରରେ ବିଷୁବରେଖା ପାଖାପାଖି ରିପବ୍ଲିକ ଅଫ୍‌ ଦା ମା ମାର୍ଶଲ ଆଇଲାଣ୍ଡ୍ସ ନାମକ ଏକ ସ୍ବାଧୀନ ରାଷ୍ଟ୍ର ଅଛି। ଏହି ରାଜ୍ୟର ଜନସଂଖ୍ୟା ମୋଟେ ୫୮,୪୧୩ (୨୦୧୮ ମସିହାର ବିଶ୍ୱବ୍ୟାଙ୍କ ଜନଗଣନା ଅନୁସାରେ)। ମୁଖ୍ୟତଃ ପାଞ୍ଚଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri