ଏଇ ଭାରତରେ

ଭିନ୍ନ ଧାରାରେ କାର୍ଯ୍ୟ କରି ସଫଳ ହୋଇଥିବା ବ୍ୟକ୍ତି ହେଉଛନ୍ତି କେରଳର ଅବଦୁର ରଜାକ। ସେ ଅଗଣାରେ ପ୍ଲାଷ୍ଟିକ ଡ୍ରମ୍‌ରେ ୧୩୫ ଫଳଗଛ ଉତାରିଛନ୍ତି। ତିରୁର୍‌ ନିବାସୀ ରଜାକ ଦୁବାଇରେ କାମ କରୁଥିଲେ। ୨୦୧୮ରେ ଭାରତକୁ ଫେରିବା ପରେ ସେ ଅଗଣାରେ ଫଳ ବଗିଚା କରିବା ଆରମ୍ଭ କରିଥିଲେ। ପରେ ସେ ପ୍ଲାଷ୍ଟିକ ଡ୍ରମ୍‌ କିଣି ସେଥିରେ ଗଛ ଲଗାଇଥିଲେ। ମୋଟ୍‌ ତାଙ୍କ ବଗିଚାରେ ୨୫୦ ଫଳଗଛ ରହିଛି ଓ ସେଥିମଧ୍ୟରୁ ୧୩୫ଟି ଗଛ ବଢିଛି ଡ୍ରମ୍‌ରେ । ଏହି ପଦ୍ଧତିରେ କମ୍‌ ଖର୍ଚ୍ଚ ଓ ସାର ବ୍ୟବହାର ହେଉଛି। ରଜାକ ଦୁବାଇରେ ଭାଗୀଦାରିରେ ଫଳ ଓ ପରିବା ବ୍ୟବସାୟ କରୁଥିବା ସମୟରେ ସେ ୫୬ରୁ ଅଧିକ ଦେଶର ଫାର୍ମ ଓ ସଂସ୍ଥାଗୁଡ଼ିକ ସହ ଯୋଗାଯୋଗ କରିବାର ସୁବିଧା ପାଉଥିଲେ। ଥାଇଲାଣ୍ଡର ପ୍ଲାଷ୍ଟିକ ଡ୍ରମ୍‌ରେ ଫଳ ଗଛ ଲଗାଯାଇ ଏକ ଫାର୍ମ କରାଯାଇଥିବା ଜାଣିବା ପରେ ସେ ତାଙ୍କ ଅଗଣାରେ ସେଭଳି ଫାର୍ମ କରିବା ଲାଗି ମନସ୍ଥ କରିଥିଲେ। ସେ ସ୍କ୍ରାପ ଶପ୍‌ରୁ ପ୍ଲାଷ୍ଟିକ ଡ୍ରମ୍‌ ଯୋଗାଡ଼ କରୁଛନ୍ତି। ଏବେ ତାଙ୍କ ଫାର୍ମରେ ସବୁ ଋତୁରେ ଫଳ ଫଳୁଛି। ଘରର ଆବଶ୍ୟକତା ପୂରଣ କରିବା ପରେ ବଳକା ଫଳ ସେ ବିକ୍ରି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri