ସମ୍ପାଦକୀୟ

ଇରାନ ଓ ଧର୍ମୀୟ ଶାସନ

ରିଜା ଅସ୍‌ଲନ ଇରାନରେ ମହିଳାଙ୍କ ଅଧିକାର ଏବଂ ଧର୍ମୀୟ ନୈତିକତାର ଦ୍ୱାହି ଦେଉଥିବା ତଥାକଥିତ ପୋଲିସର ନିର୍ଯାତନାକୁ ନେଇ ଦେଶବ୍ୟାପୀ ପ୍ରତିବାଦର ସ୍ବର ଉଠିଛି। ଏହା ଦେଶର ଶିୟା ଧର୍ମୀୟ ନେତାମାନଙ୍କ ଶାସନ ଏବଂ ଶୀର୍ଷ ନେତା ଆୟାତୋଲ୍ଲା ଖାମିନିଙ୍କ ଅସୀମିତ…

ପରେ ଆସ ଶସ୍ତାରେ ମିଳିବ

ଡ. ଗଣେଶ ଚନ୍ଦ୍ର କୁଣ୍ଡ ପରିବା ହାଟରେ ପହଞ୍ଚି ଦେଖିଲି ପରିବା ଦୋକାନୀ ଓ ଜଣେ ଗ୍ରାହକଙ୍କ ମଧ୍ୟରେ ଯୁକ୍ତିତର୍କ। କେହି କେହି ନ ଶୁଣିଲା ପରି ଚାଲିଯାଉଥିଲା ବେଳେ ଅନେକ ଲୋକ ଦେଖିବା ପାଇଁ ସେଠାରେ ଭିଡ ଜମାଉଥିଲେ। ଏତେ…

ଶିକ୍ଷା ଅଧିକାର ପାଇଁ ଲଢ଼େଇ

ଶିକ୍ଷା ଅଧିକାରର ବାରମ୍ବାର ଉଲ୍ଲଂଘନକୁ ପ୍ରତିବାଦ କରି ଅନେକ ହଜାର ମହିଳା ଓ ଝିଅ ଆଫଗାନିସ୍ତାନ ସହରଗୁଡ଼ିକର ରାସ୍ତାକୁ ଓହ୍ଲାଇଛନ୍ତି। ଇରାନ୍‌ରେ ହିଜାବକୁ ନେଇ ଆନ୍ଦୋଳନ ଚାଲିଥିଲାବେଳେ ସମାନ ସମୟରେ ଉକ୍ତ ପ୍ରତିବାଦ ଆରମ୍ଭ ହୋଇଛି। ଗତ ସେପ୍ଟେମ୍ବର ମାସରେ କାବୁଲ୍‌ର…

ଅସ୍ଥିର ଶତ୍ରୁ ଅସ୍ଥିସୁଶୀରତା

ଅଷ୍ଟିଓପୋରୋସିସ୍‌ (ଅସ୍ଥିସୁଶୀରତା) ଶରୀରରେ ଏପରି ଏକ ସ୍ଥିତି, ଯେଉଁଥିରେ ଅସ୍ଥିଗୁଡ଼ିକ ଖୁବ୍‌ ଦୁର୍ବଳ ହୋଇପଡ଼େ ଏବଂ ସାମାନ୍ୟ ଆଘାତରେ ଭାଙ୍ଗିଯାଏ। ୨୦ରୁ ୩୦ ବର୍ଷ ବୟସ ମଧ୍ୟରେ ଅସ୍ଥି ସବୁଠାରୁ ଅଧିକ ମଜଭୁତ ରହେ। ଏହାପରେ ଏହାର ଘନତ୍ୱ କ୍ରମେ କମିଚାଲେ।…

ଅର୍ଥ ବ୍ୟବସ୍ଥା ଓ ଭାରତ

ଭାରତ ବିଶ୍ୱର ଏକ ଷଷ୍ଠମାଂଶକୁ ପ୍ରତିନିଧିତ୍ୱ କରିଥାଏ ଏବଂ କ୍ରୟଶକ୍ତି କ୍ଷମତା ଅନୁଯାୟୀ ଆଜିର ଦିନରେ ଭାରତ ତୃତୀୟ ସର୍ବବୃହତ୍‌ ଅର୍ଥ ବ୍ୟବସ୍ଥା ଭାବେ ଉଭା ହୋଇଛି। ଏପରିକି ଡଲାରର ନାମମାତ୍ର ବା ସାଂକେତିକ ବିନିମୟ ମୂଲ୍ୟ ଅନୁଯାୟୀ ମଧ୍ୟ ଭାରତ…

ଏଇ ଭାରତରେ

ବହୁ ସମୟରେ ସମସ୍ୟା ନୂଆ ବାଟ ଦେଖାଇଥାଏ ଓ ସମ୍ମିଳିତ ପ୍ରୟାସରେ ସଫଳତା ହାସଲ ହୋଇଥାଏ। ଏ ଦୁଇଟିର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଛତିଶଗଡ଼ର କୱାର୍ଦ୍ଧା(କବୀରଧାମ)ରେ । ସ୍ଥାନୀୟ ଲୋକଙ୍କୁ ରାଶନ ଲାଗି ବୁଲି ବୁଲି ୧୨ କିଲୋମିଟର ଯାତ୍ରା କରିବାକୁ…

ଏଇ ଭାରତରେ

ସମ୍ପ୍ରତି ଆମେ ପ୍ରାୟତଃ ସ୍ମାର୍ଟଫୋନ ପାଇଁ ଲୋକଙ୍କ ମଧ୍ୟରେ ଥିବା ପାଗଳାମି ଖବର ଶୁଣିଥାଉ। କିନ୍ତୁ ପଶ୍ଚିମବଙ୍ଗରେ ଯାହା ଘଟିଛି ସେଥିରେ ଯେକୌଣସି ଲୋକ ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ ଜଣେ ୧୬ ବର୍ଷ ବୟସ୍କା ନାବାଳିକା ନିଜର ରକ୍ତ ବିକ୍ରି କରି…

ବିଦ୍ୟା ଯେବେ ହୁଏ ବିବେକହୀନ

ଛନ୍ଦା ମିଶ୍ର   ସାବିଦ୍ୟା ୟା ବିମୁକ୍ତୟେ। ଅର୍ଥାତ୍‌ ବିଦ୍ୟା ହେଉଛି ସେହି ଦୁର୍ଲଭ ବସ୍ତୁ, ଯାହା ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନରୂପକ ଆଲୋକ ଦେଖାଇ ମୁକ୍ତି ପ୍ରଦାନ କରେ। ମୁକ୍ତି ପ୍ରଦାନ କରେ ସମସ୍ତ ଅବିଦ୍ୟାରୁ, ଅବଗୁଣରୁ,…

ଧବଳ ଟଗର ଉପରେ କଳା ଆବରଣ

ସହଦେବ ସାହୁ   ଭଗବାନଙ୍କ ଦୟା ଅଛି ବୋଲି ତୁମେ ଶକ୍ତିଶାଳୀ ହୋଇଛ, ଉଲ୍ଲାସରେ ଜୀବନ କାଟୁଛ-ଏଭଳି ଧାରଣା ମନ୍ଦିରଗୁଡ଼ିକରେ ପୂଜକମାନେ କହନ୍ତି, ଆଉ ଧର୍ମଗୁରୁ ଓ ପ୍ରବଚକମାନେ ପ୍ରଚାର କରନ୍ତି। ତୁମର ଧନ ବଢ଼ୁଛି ମାନେ ଭଗବାନ ତୁମ ଉପରେ…

ସୀମା ଡେଇଁଲେ ବିପଦ

ଗତି ଆଣେ ପ୍ରଗତି। ମଣିଷ ଗାଡ଼ି ହେଉ ବା ଯନ୍ତ୍ର ତାହାକୁ ଉଦ୍ଭାବନ କରିଥିଲେ ମଧ୍ୟ ଚଳାଇଲା ବେଳେ ନିୟନ୍ତ୍ରଣ ଭିତରକୁ ଆଣି ନ ପାରିଲେ ଦୁର୍ଘଟଣା ଅବଶ୍ୟମ୍ଭାବୀ। ଆଉ ଏହି ଗତିଶୀଳତାକୁ ଡିଜିଟାଲ ଯୁଗ ଅଧିକ କ୍ଷୀପ୍ର କରିଦେଇଥିବାରୁ ଅନେକେ…

ଏଇ ଭାରତରେ

ମହାରାଷ୍ଟ୍ରର ଓସ୍‌ମାନାବାଦ ଜିଲା ଉପଲା ଗାଁ ୩୨ ଏକର ଜମି ମାଙ୍କଡ଼ଙ୍କ ନାମରେ ନାମିତ କରି ଏକ ନିଆରା ଉଦାହରଣ ସୃଷ୍ଟି କରିଛି। ଏହି ଗାଁରେ ମାଙ୍କଡ଼ମାନଙ୍କ ପ୍ରତି ବହୁ ସମ୍ମାନ ଅଛି। ବେଳେବେଳେ ବିବାହ ସମୟରେ ଲୋକଙ୍କ ଭୋଜି ପୂର୍ବରୁ…

ଚାଲ ହାରିବା ଶିଖିବା

ସୁପ୍ରଭା ବେହେରା ଜୀବନ ଗୋଟିଏ ନଈ। ତାହା ଦେହରେ ଘଟଣାପ୍ରବାହ ସବୁ ସୁଅ ଭଳି। ବର୍ଷାରେ ନଈର ଛାତି ଫୁଲିଉଠି କେବେ ହୁଏ ଉଛୁଳା। ପୁଣି ରୌଦ୍ରଦଗ୍ଧ ହୋଇ ସେଇ ଭରା ନଈର ଉଛୁଳା ଛାତି ହୁଏ ଫୁଙ୍ଗୁଳା। ତା’ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?