ପ୍ରଧାନମନ୍ତ୍ରୀ ଗଲେ
ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେ ଶେଷରେ ୯ ମେ’ରେ ପଦରୁ ଇସ୍ତଫା ଦେଇଛନ୍ତି। ଶ୍ରୀଲଙ୍କାରେ ସଙ୍କଟ ଦେଖାଦେବାଠାରୁ ଦେଶବାସୀ ପ୍ରଧାନମନ୍ତ୍ରୀ ମହିନ୍ଦା ଓ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କ ଇସ୍ତଫା ଲାଗି ଅଡ଼ି ବସିଥିଲେ। ଦ୍ୱିତୀୟ ଥର ଲାଗି ଶ୍ରୀଲଙ୍କାରେ ଜାତୀୟ ଜରୁରିକାଳୀନ…
ରକ୍ତ ଝୁଣୁଛନ୍ତି
ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ମୁଦ୍ରାନୀତି କମିଟି(ଏମ୍ପିସି) ନିକଟରେ ରେପୋ ରେଟ୍ ୪୦ ବେସିସ୍ ପଏଣ୍ଟ ବୃଦ୍ଧି କରିଛି। ଫଳରେ ଏହା ୪.୪ ପ୍ରତିଶତରେ ପହଞ୍ଚିଛି। ଉଲ୍ଲେଖଯୋଗ୍ୟ, ରେପୋ ରେଟ୍ ହେଉଛି ଏକ ହାର, ଯେଉଁଥିରେ ଆର୍ବିଆଇ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକୁ ପାଣ୍ଠିରେ ନିଅଣ୍ଟ ଥିଲେ…
ମହୋଦଧିର ମହତ୍ତ୍ୱ ଓ ପର୍ଯ୍ୟଟକର ଭାବନା
ସଦ୍ୟ ପୁରୀ ସମୁଦ୍ରଜଳରେ ଜଣେ ନିରୀହ ପର୍ଯ୍ୟଟକଙ୍କର ସଲିଳସମାଧି ଜନସାଧାରଣଙ୍କୁ ବ୍ୟଥିତ କରିଛି। ହସି ହସି ବାପାଙ୍କ ସହିତ ଖେଳୁଥିବା ଶିଶୁଟିଏ ନିଜ ଆଖି ସାମ୍ନାରେ ବାପାଙ୍କୁ ଆଜୀବନ ହରେଇ ସାରିଛି, ଏ କଥା ସେ ବିଶ୍ୱାସ କରିବ କେମିତି? ପରିବାର…
ଏଇ ଭାରତରେ
ସେ ମୁସଲମାନ, ପୁଣି ଦିବ୍ୟାଙ୍ଗ; ତଥାପି ଭାରତନାଟ୍ୟମ୍ର ଜଣେ ଶ୍ରେଷ୍ଠ ଡ୍ୟାନ୍ସର। ସେହି ସଫଳ କଳାକାର ହେଉଛନ୍ତି ଦିଲ୍ଲୀର ହୁସେନ। ହ୍ବିଲ୍ଚେୟାର ତାଙ୍କର ଶାହା ହେଲେ ମଧ୍ୟ ବହୁ ଘାତପ୍ରତିଘାତ ମଧ୍ୟରେ ହୁସେନ ନାଚ ଶିଖି ଏବେ ୯୦ରୁ ଅଧିକ ଲୋକଙ୍କୁ…
ଆମେ ତଳକୁ ଖସୁଛୁ
ଜୁଲାଇ ୨୦୨୦ରେ ୨୯ଟି ପ୍ରମୁଖ ବୈଶ୍ୱିକ ସୂଚକାଙ୍କରେ ଭାରତର ପ୍ରଦର୍ଶନ ଯାଞ୍ଚ କରିବେ ବୋଲି ସରକାର ଘୋଷଣା କରିଥିଲେ। ଭାରତର ର଼୍ୟାଙ୍କିଙ୍ଗ୍ରେ କିଭଳି ଉନ୍ନତି ଅଣାଯାଇପାରିବ ସେଥିପାଇଁ ୪୭ କେନ୍ଦ୍ର ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକୁ ନେଇ ଏକ ବୈଠକ ବି କରାଯାଇଥିଲା।…
ସିଆଇଏ ସିଟିଓ
ପ୍ରଥମ ଥର ପାଇଁ ଜଣେ ଭାରତୀୟ ବଂଶୋଦ୍ଭବ ନନ୍ଦ୍ ମୁଲଚନ୍ଦାନି ଆମେରିକାର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି (ସିଆଇଏ)ର ଚିଫ୍ ଟେକ୍ନୋଲୋଜି ଅଫିସର (ସିଟିଓ) ନିଯୁକ୍ତ ହୋଇଛନ୍ତି। ଆମେରିକୀୟ ଗୋଇନ୍ଦାର ଏକ ଉଚ୍ଚ ପଦବୀରେ ମୁଲଚନ୍ଦାନି ଅବସ୍ଥାପିତ ହେବା ସଂକ୍ରାନ୍ତରେ ଘୋଷଣା କରିବା…
ମାନବ ସେବାରେ ରେଡ୍କ୍ରସ
ଯୁଦ୍ଧ ସରିଯାଇଛି। ଯୁଦ୍ଧର ବିଭୀଷିକାକୁ ଦେଖି ମ୍ରିୟମାଣ ହୋଇଛନ୍ତି। ପାରିବାଯାଏ ଆହତ, ମୁମୂର୍ଷୁ ସୈନିକମାନଙ୍କର ସେବା, ଶୁଶ୍ରୂଷା କରିଛନ୍ତି। ଏହି ଯୁଦ୍ଧର ଭୟବହତାକୁ ସେ ବର୍ଣ୍ଣନା କରନ୍ତି ”ମେମୋରି ଅଫ୍ ସଲ୍ଫରିନୋ“ ନାମରେ। ଏହି ପୁସ୍ତକ ହିଁ ଏକ ଅନ୍ତର୍ଜାତୀୟ ସେବା…
ଏଇ ଭାରତରେ
ପୋଲିସ ସେବା ଭଳି କଠୋର ଦାୟିତ୍ୱ ମଧ୍ୟରୁ ସମୟ ବାହାର କରି ପିଲାମାନଙ୍କୁ ପଢ଼ାଇବା କିଛି କମ୍ କଥା ନୁହେଁ। ଏଭଳି କାର୍ଯ୍ୟ କରି ଅଯୋଧ୍ୟାରେ ଜଣେ ପୋଲିସ ଇନ୍ସପେକ୍ଟର ରଣଜିତ ସିଂ ଯାଦବ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଯାଦବ…
ଏଇ ଭାରତରେ
ଜୀବନ କେମିତି ଗଢ଼ିବାକୁ ହୁଏ, ଜୀବିକା ଲାଗି ସଂଗ୍ରାମ କରି ନିଜେ ବଞ୍ଚି ଅନ୍ୟମାନଙ୍କ ମୁହଁରେ କେମିତି ହସ ଫୁଟାଇବାକୁ ହୁଏ; ତାହାର ଏକ ଦୃଷ୍ଟାନ୍ତ ହେଉଛନ୍ତି ମଧୁମିତା ଶ। ପିପଲ ଟ୍ରି ସଂସ୍ଥା ମାଧ୍ୟମରେ ହସ୍ତକଳା ବ୍ୟବସାୟ କରି ଏବେ…
ବିଦ୍ୟୁତ୍ ବ୍ୟବହାର: ବିଚାରଣୀୟ ବିଷୟ
ମନୋଜ ପଟ୍ଟନାୟକ ବିଦ୍ୟୁତ୍ ସେବା ଆମ ଗ୍ରାହକମାନଙ୍କୁ ଶେଷ କିଛି ସପ୍ତାହ ହେଲା ବହୁତ ବ୍ୟତିବ୍ୟସ୍ତ କରିଛି। ଏହି ବ୍ୟାଘାତ ହେତୁ ବିଭିନ୍ନ ମହଲରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବୁଦ୍ଧିଜୀବୀ କିଛି ମତବ୍ୟକ୍ତ କରିନାହାନ୍ତି ତଥାପି ଅନେକ ଖବର ସରବରାହ…
ଆତଙ୍କର ବୁଲ୍ଡୋଜର
ଭାଲଚନ୍ଦ୍ର ଷଡ଼ଙ୍ଗୀ ଦେଶରେ ଆଜିକାଲି ବୁଲ୍ଡୋଜରକୁ ନେଇ ଚର୍ଚ୍ଚା ଚାଲିଛି। ଉତ୍ତର ପ୍ରଦେଶଠାରୁ ଆରମ୍ଭକରି ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ବୁଲ୍ଡୋଜର ଏବେ ରାଜନୀତିର ନୂଆ ପ୍ରତୀକ ଭାବେ ସାମ୍ନାକୁ ଆସିଛି। ବିଶେଷକରି କେନ୍ଦ୍ର ଓ ବିଭିନ୍ନ ରାଜ୍ୟର ଶାସନ କ୍ଷମତାରେ ରହିଥିବା…
ପକ୍ଷପାତ ରାଜନୀତିକୁ ଉପେକ୍ଷା
ନିକଟରେ କେରଳ ମୁଖ୍ୟ ଶାସନ ସଚିବ ଭି.ପି.ଜୟ ଗୁଜରାଟରେ ଇ-ଗଭର୍ନାନ୍ସ ପାଇଁ ଚାଲିଥିବା ଡାଶ୍ବୋର୍ଡ ସିଷ୍ଟମ ଉପରେ ଅନୁଧ୍ୟାନ କରିବା ପାଇଁ ଗାନ୍ଧୀନଗର ଗସ୍ତ କରିଥିଲେ। ଉତ୍ତମ ସରକାର ପାଇଁ ଡାଶ୍ବୋର୍ଡ ସିଷ୍ଟମକୁ ଅନ୍ୟ ରାଜ୍ୟଗୁଡ଼ିକ ଗ୍ରହଣ କରିବାର ଏହା ଏକ…
Archives


