ଏଇ ଭାରତରେ
ଭୋକିଲାଙ୍କ ପେଟ ଚିନ୍ତା ଥିଲା ଅହମଦାବାଦର ମଞ୍ଜୁଳାବେନ୍ଙ୍କର। ତାଙ୍କ ଆଖପାଖରେ କେହି କ୍ଷୁଧା ଜୀବନ ବିତାନ୍ତୁ, ଏହା ସେ ଚାହଁୁ ନ ଥିଲେ। ସେଥିପାଇଁ ସକାଳ ହେବା କ୍ଷଣି ରୋଷେଇ କରି ସେମାନଙ୍କୁ ଖାଦ୍ୟ ଯୋଗାଉଥିଲେ। ମଞ୍ଜୁଳାଙ୍କ ଦେହାନ୍ତ ପରେ ଏବେ…
ପରିବର୍ତ୍ତନର ଆଶା
ସୁପ୍ରିମକୋର୍ଟ ଦେଶଦ୍ରୋହ ଆଇନ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଏହି ଉପନିବେଶିକ ଯୁଗର ଆଇନକୁ ହଟାଇଦେବାକୁ ଚାହାନ୍ତି ବୋଲି କେନ୍ଦ୍ର ସରକାର କହିଛନ୍ତି। ଏହା ଏକ ଉତ୍ତମ ପଦକ୍ଷେପ। ଏହି ଆଇନ କହେ- ଯେଉଁ ବ୍ୟକ୍ତି ସରକାର ବିରୋଧରେ…
ପ୍ରତିଭା, ପ୍ରତିକୂଳତା ଓ କବି କାଳିନ୍ଦୀଚରଣ
ଭଲ କବିତା ଯେ ପ୍ରତିଭାମୂଳ- ଏ କଥାରେ ମତାନ୍ତର କ୍ୱଚିତ୍ ଥାଏ। ଏହି ଦୃଷ୍ଟିରୁ ବିଚାରକଲେ ପଦ୍ମଭୂଷଣ କାଳିନ୍ଦୀଚରଣ ପାଣିଗ୍ରାହୀ ହେଉଛନ୍ତି ଓଡ଼ିଆ ଭାଷାର ଜଣେ ଉଚ୍ଚମାନର କୃତବିଦ୍ୟ କବି, ଯାହାଙ୍କ ଜୀବନରେ କବିତ୍ୱର ଉଦୟ ହୋଇଥିଲା ଛାତ୍ରାବସ୍ଥାରୁ। ମାଆ ଓ…
‘ଦି ଆଟ୍ଲାଣ୍ଟିକ୍’ର ସାମ୍ବାଦିକା
ବବି ମ୍ୟାକ୍ଲାଭାଇନ୍ ଦେଖିବାକୁ ଥିଲେ ସୁନ୍ଦର ଓ ଉଚ୍ଚାକାଂକ୍ଷୀ ଯୁବକ। ୧୧ ସେପ୍ଟେମ୍ବର ୨୦୦୧ରେ ଆମେରିକାର ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡବ୍ଲ୍ୟୁଟିସି)ରେ ଏକ ସମ୍ମିଳନୀରେ ଯୋଗଦେବାକୁ ଯାଇଥିଲେ। ଆତଙ୍କବାଦୀ ଆକ୍ରମଣରେ ଅନେକ ହଜାର ବ୍ୟକ୍ତିଙ୍କ ଭଳି ବବିଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।…
ଏଇ ଭାରତରେ
ଦୁନିଆରେ ଏମିତି ପିଲା ଅଛନ୍ତି ଯେଉଁମାନଙ୍କର କେହି ବି ନାହାନ୍ତି, ନା ଅଛି ଘର ନା ଅଛି ଶିକ୍ଷା। ସେମାନେ ରାସ୍ତା କଡ଼ର ବାସିନ୍ଦା, ସେମାନେ ପୁଣି ନିର୍ଯାତିତ। ଏମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ଅନେକ ସମାଜସେବୀ…
ଠକାମି ପ୍ରତିଯୋଗିତା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ‘ସ୍ବଚ୍ଛ ଭାରତ ଅଭିଯାନ’ ଆରମ୍ଭ କଲେ। ଗ୍ରାମଗୁଡ଼ିକୁ ବାହ୍ୟ ମଳମୁକ୍ତ କରିବାକୁ ଆହ୍ବାନ ଦେଲେ। ବେଶ୍ କିଛି ଲୋକ ଏଥିରେ ଅନୁପ୍ରାଣିତ ହେଲେ। ରାସ୍ତାଘାଟ, ମନ୍ଦିର, ମସ୍ଜିଦ୍, ସ୍କୁଲ୍, କଲେଜ ସଫେଇ କରାଗଲା। ମାତ୍ର କେତେକ…
ଶିକ୍ଷାରେ ଶ୍ରମର ଅର୍ଥନୈତିକ ବ୍ୟବହାର
ଅକ୍ଷୟ କୁମାର ମିଶ୍ର ଅଭିଯୋଗ ହୁଏ ଆମ ଦେଶର ଶିକ୍ଷା ଏଯାଏ ଲର୍ଡ ମ୍ୟାକୁଲେଙ୍କ ଦ୍ୱାରା ପ୍ରଣୀତ ଶିକ୍ଷା ବ୍ୟବସ୍ଥାକୁ ଅନୁକରଣ ତଥା ଅନୁସରଣ କରିଚାଲିଛି। ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରାଯାଇ ନ ପାରେ। ଏଭଳି ଶିକ୍ଷା ବ୍ୟବସ୍ଥା ଯୋଗୁ…
କଠୋର ବାର୍ତ୍ତା
ଆଜିକାଲି ବ୍ୟାଡ୍ ଡାଟା ଅର୍ଥାତ୍ ତ୍ରୁଟିପୂର୍ଣ୍ଣ, ଅନୁପଯୁକ୍ତ ଓ ନକଲି ତଥ୍ୟ ସବୁଆଡେ ଦେଖିତ୍ବାକୁ ମିଳୁଛି। ଏପରି କି ଭାରତରେ କୋଭିଡ୍ ମହାମାରୀ ସମୟରେ କୋଭିଡ୍ ଜନିତ ମୃତ୍ୟୁକୁ ନେଇ ରାଜ୍ୟଗୁଡ଼ିକ ଦ୍ୱାରା ପ୍ରଦତ୍ତ ତଥ୍ୟ ଉପରେ କେନ୍ଦ୍ର ଜୋର୍ଦାର ପ୍ରଶ୍ନ…
ଏଇ ଭାରତରେ
ଜଙ୍ଗଲ ସୃଷ୍ଟି କରିବାରେ ସାରା ଜୀବନ ଉତ୍ସର୍ଗ କରିଆସିଥିବା ତେଲଙ୍ଗାନାର ଦୁସର୍ଲା ସତ୍ୟନାରାୟଣଙ୍କ କାହାଣୀ ପ୍ରେରଣାଦାୟକ। ସତ୍ୟପୁରା ଜିଲା ରାଘବପୁରାରେ ୭୦ ଏକର ଜମିରେ ସେ ଲକ୍ଷାଧିକ ଫଳଗଛ ଲଗାଇ ଆକର୍ଷଣୀୟ ଜଙ୍ଗଲ କରିଛନ୍ତି। କେବଳ ଏତିକି ନୁହେଁ, ଜଙ୍ଗଲରେ ରହୁଥିବା…
ଅନ୍ଲାଇନ୍ ଜୁଆ
ବିଚିତ୍ର ବିଶ୍ୱାଳ ଗତ ଦେଢ଼ମାସ ହେବ ଆଇପିଏଲ୍ ଖେଳ ଟିଭିରେ ସିଧା ପ୍ରସାରଣ ହେଉଛି। ସନ୍ଧ୍ୟାଠାରୁ ରାତି ସାଢ଼େ ଏଗାରଟା ଯାଏ ଟିଭିରେ ପ୍ରସାରିତ ହେଉଥିବା ଏହି ଖେଳକୁ ଯେଉଁମାନେ ଦେଖୁଥିବେ, ସେମାନେ ନିଶ୍ଚିତ ଭାବେ ଲକ୍ଷ୍ୟକରୁଥିବେ ଯେ, ଖେଳ ମଝିରେ…
ପରିବେଶ ପରିସଂସ୍ଥା ଓ ଆମ ସ୍ବାସ୍ଥ୍ୟ
ଅନୁଜା ମାଲହୋତ୍ରା, ଅବି ବନକ ମାନବଜାତି ଏବେ ଅନେକ ପ୍ରକାର ତଥା ପରସ୍ପର ସମ୍ବନ୍ଧିତ ଅସ୍ତିତ୍ୱ ସଙ୍କଟକୁ ସାମ୍ନା କରୁଛି। ଜଳବାୟୁ ପରିବର୍ତ୍ତନର ପ୍ରଳୟଙ୍କରୀ ପରିଣାମ, ପରିବେଶୀୟ ଅଧଃପତନ ଏବଂ ଜୈବବିବିଧତା କ୍ଷତି ମାନବ ସ୍ବାସ୍ଥ୍ୟ ଓ କଲ୍ୟାଣକୁ ଘୋର ପ୍ରଭାବିତ…
ପ୍ରଭୁପ୍ରସାଦ
ନିମାଇଁ ଚରଣ ଲେଙ୍କା ମନ୍ଦିର ସମ୍ମୁଖରେ ଅସମ୍ଭବ ଭିଡ଼। ପ୍ରଭୁଙ୍କ ପ୍ରସାଦ ପାଇବା ପାଇଁ ସାଧାରଣ ଗରିବଠାରୁ ଆରମ୍ଭକରି କୋଟିପତିମାନେ ମଧ୍ୟ ଲମ୍ବାଧାଡ଼ିରେ ଠିଆହୋଇ ଅତି ଉତ୍କଣ୍ଠାର ସହ ସେହି ସୁଯୋଗକୁ ଅପେକ୍ଷା କରିଛନ୍ତି। ପ୍ରସାଦ କହିଲେ ମାତ୍ର ଗୋଟିଏ ଲଡୁ।…
Archives


