ଏଇ ଭାରତରେ

ଭୋକିଲାଙ୍କ ପେଟ ଚିନ୍ତା ଥିଲା ଅହମଦାବାଦର ମଞ୍ଜୁଳାବେନ୍‌ଙ୍କର। ତାଙ୍କ ଆଖପାଖରେ କେହି କ୍ଷୁଧା ଜୀବନ ବିତାନ୍ତୁ, ଏହା ସେ ଚାହଁୁ ନ ଥିଲେ। ସେଥିପାଇଁ ସକାଳ ହେବା କ୍ଷଣି ରୋଷେଇ କରି ସେମାନଙ୍କୁ ଖାଦ୍ୟ ଯୋଗାଉଥିଲେ। ମଞ୍ଜୁଳାଙ୍କ ଦେହାନ୍ତ ପରେ ଏବେ ତାଙ୍କ ପୁଅ ମୟୂର ଓ ବୋହୂ ପ୍ରଣାଳୀ କମଦର ଏହି କାର୍ଯ୍ୟ କରୁଛନ୍ତି। ଉକ୍ତ ଦମ୍ପତି ବସ୍ତିର ଶହ ଶହ ପିଲା ଓ ବୟସ୍କଙ୍କ ପାଇଁ ଦୁଇବେଳା ରୋଷେଇ କରି ସେମାନଙ୍କ ନିକଟରେ ପହଞ୍ଚାଉଛନ୍ତି। ରୋଷେଇ ଶେଷହେବା କ୍ଷଣି ମୟୂର ଓ ପ୍ରଣାଳୀ ଟ୍ରକ୍‌ରେ ଖାଦ୍ୟ ନେଉଛନ୍ତି। ଏହି କାର୍ଯ୍ୟ ସେମାନେ ‘ମଞ୍ଜୁବା କି ରୋଷେଇ’ ନାମରେ ଚଳାଉଛନ୍ତି ଓ ଟ୍ରକ୍‌ର ନାମ ଦେଇଛନ୍ତି ‘ମଞ୍ଜୁବା କି ରୋଷେଇ ଫୁଡ୍‌’ ଟ୍ରକ। ଲକ୍‌ଡାଉନ୍‌ ସମୟରେ ଏହି ସେବା ସାମୟିକ ଭାବେ ସ୍ଥଗିତ ରହିଥିଲା। ଏବେ ସେମାନେ ପୁଣି ଆରମ୍ଭ କରିଦେଇଛନ୍ତି। ପ୍ରତିଦିନ ୩୦୦ ଲୋକଙ୍କ ପାଇଁ ଖାଦ୍ୟ ଘରେ ପ୍ରସ୍ତୁତ କରୁଛନ୍ତି। ଏହା ବ୍ୟତୀତ ସେମାନେ ଟ୍ରକ୍‌ରେ ମଧ୍ୟ ଏକ ଛୋଟ ରୋଷେଇଘର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାର୍ବଜନୀନ ନୂ୍ୟନତମ ଆୟ ବ୍ୟବସ୍ଥା ଚାଲୁ କର

ସହଦେବ ସାହୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଲେଣି ନଭେଲ୍‌ କରୋନା ଭାଇରସ୍‌ ମଣିଷମାନଙ୍କ ଭିତରେ ରହିବ, ମଣିଷଠୁ ମଣିଷକୁ ବ୍ୟାପିବ, ଯେ...

ଏଇ ଭାରତରେ

ଭାରତୀୟ ସଂସ୍କୃତିରେ ଘରେ ପ୍ରଥମ ରୁଟି ଗାଈଙ୍କ ପାଇଁ କରାଯାଏ ଓ ଏହା ଶୁଭ ବୋଲି ମାନ୍ୟତା ରହିଛି। କିନ୍ତୁ ଏହି ସଂସ୍କୃତି ଧୀରେ ଧୀରେ...

ଶ୍ରେଷ୍ଠ ପ୍ରଦର୍ଶନ କରିପାରୁନାହୁଁ କାହିଁକି

ସୁଧିରାଜ ରାଉତ   କରୋନାର କଳା ଚାଦରକୁ ଚିରି, ଜୀବନୀଶକ୍ତିକୁ ହରିନେଉଥିବା ଦୀର୍ଘ ରଜନୀକୁ ଅନ୍ତକରି ଉଦିତ ସୂର୍ଯ୍ୟ ପ୍ରାୟେ ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ...

ପୁଞ୍ଜିପତିଙ୍କ ପାଇଁ ସତର୍କଘଣ୍ଟି

ଈପ୍ସିତା ମହାନ୍ତି ଧନୀ ଓ ଗରିବଙ୍କ ମଧ୍ୟରେ ବଢୁଥିବା ତାରତମ୍ୟ ଯୋଗୁ ଅର୍ଥନୀତିଜ୍ଞ ହିଁ ନୁହନ୍ତି, ସମାଜବିଜ୍ଞାନୀମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। କରୋନା ସଙ୍କଟ...

ଅଭିବୃଦ୍ଧିର କାରକ

ଆକାର ପଟେଲ ଭାରତ କିପରି ଉଚ୍ଚହାରର ଅଭିବୃଦ୍ଧି ହାସଲ କରିବ ଓ ତାକୁ ଧରିରଖି ପାରିବ? ଉଚ୍ଚହାର କହିଲେ ବାର୍ଷିକ ୮ ପ୍ରତିଶତ ବା ତା’ଠୁ...

ଏଇ ଭାରତରେ

ହଜାର ହଜାର ଝିଅଙ୍କୁ ସଶକ୍ତ କରି ସମାଜ ଲାଗି ପ୍ରେରଣା ସାଜିଛନ୍ତି ବିହାର ବୈଶାଳୀ ଜିଲାର ପୁନମ ରାୟ । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ପେଣ୍ଟିଂରେ...

ସ୍ଥାନୀୟ ଲୋକଙ୍କୁ ସାମିଲ କର

ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜଙ୍ଗଲରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳୁଛି। ଭୟଙ୍କର ବନାଗ୍ନି ଗତ ସପ୍ତାହେ ଧରି ଖବରର ଶୀର୍ଷକ ହେଇ ଆସିଛି...

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ବିବାହ ପରମ୍ପରା ଦେଖିବାକୁ ମିଳେ। ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ଝାଡ଼ଖଣ୍ଡ ଆଦି ରାଜ୍ୟର ଜଙ୍ଗଲରେ ବସବାସ କରୁଥିବା ଭୀଲ୍‌...

Advertisement
Archives

Model This Week