ଏଇ ଭାରତରେ
ଚାଷ କାମ ସହିତ ଉଦ୍ଭାବନ ନିଶା ଜଣେ କୃଷକଙ୍କୁ ସଫଳତା ଦେଇଛି। ଗୁଜରାଟ ରାମନଗର ନିବାସୀ ୩୪ ବର୍ଷୀୟ ମହେଶ ଭୂତ୍ ଏକ ଇ-ଟ୍ରାକ୍ଟର ନିର୍ମାଣ କରିଛନ୍ତି ଯାହାକୁ ୧ ଘଣ୍ଟା ଚଳାଇଲେ ଖର୍ଚ୍ଚ ହେଉଛି ମାତ୍ର ୧୫ ଟଙ୍କା। ପୁଅର…
ଏଇ ଭାରତରେ
ଶସ୍ୟ, ମୁଖ୍ୟତଃ ଧାନ ଓ ନଡ଼ା ଖୁଣ୍ଟା ପୋଡ଼ିରୁ ପରିବେଶ ପ୍ରଦୂଷିତ ହେଉଛିି। ପ୍ରତିବର୍ଷ ଏହି ସମସ୍ୟା ଦିଲ୍ଲୀ-ଏନ୍ସିଆର୍ ଶୀତଋତୁରେ ସାମ୍ନା କରିଆସୁଛି। ଏହା ଉପରେ ନ୍ୟାୟିକ କଟକଣା ଲାଗୁ କରାଯାଇଥିଲେ ମଧ୍ୟ ସୁଫଳ ମିଳିପାରୁନାହିଁ। ତେବେ ଖୁଣ୍ଟାର ପୁନଃ ଉପଯୋଗ…
ବ୍ୟବହାରିକ ଭାଷା
ଦ୍ୱିତୀଚନ୍ଦ୍ର ସାହୁ କିଛିଦିନ ପୂର୍ବେ ସୁନ୍ଦରଗଡ଼ ଜିଲାର ମାତୃଭାଷାର ସ୍ଥିତି ପରଖିବାର ସୁଯୋଗ ମିଳିଥିଲା। କେତେକ ଜନଜାତିର ଲୋକେ ନିଜ ମାତୃଭାଷାରେ ଆଉ କଥାବାର୍ତ୍ତା ହେଉନାହାନ୍ତି ସେଠି। ସେମାନେ ସାଦ୍ରୀ କିମ୍ବା ଓଡ଼ିଆ ଭାଷାକୁ ମୁଖ୍ୟ ବ୍ୟବହାରିକ ଭାଷା ଭାବେ…
ସାଧାରଣଙ୍କ ପାଇଁ କରତାଳି
ନିରଞ୍ଜନ ସାହୁ ଛୁଆଟିଏ ଶିଶୁ ଶ୍ରେଣୀରେ ନାଁ ଲେଖାଇବା ଦିନରୁ ମା’ବାପା ତା’ ମୁଣ୍ଡ ଭିତରେ ପୂରାଇଲେ ‘ତୁ ଫାଷ୍ଟ ହଅ’। ଆଉ ଟିକିଏ ବଡ଼ ହେଲାରୁ ସାଙ୍ଗମାନେ ତା’ କାନରେ ଫୁଙ୍କିଲେ ‘ତୁ ଆମ କ୍ରିକେଟ୍ ଟିମ୍ର କ୍ୟାପଟେନ୍…
ଇତିହାସରେ ହଜିଯିବେ
ଚଳିତ ମାସ ଦ୍ୱିତୀୟ ସପ୍ତାହରେ ଏକ ଐତିହାସିକ ଘଟଣା କ୍ରମରେ ସୁପ୍ରିମକୋର୍ଟ ‘ଦେଶଦ୍ରୋହ’ ଆଇନ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଭାରତୀୟ ଦଣ୍ଡ ସଂହିତା(ଆଇପିସି) ଧାରା ୧୨୪ (ଏ) ଆଧାରରେ ୧୮୬୦ରୁ ଏହି ଆଇନ ରହିଛି ଓ ଏଭଳି ଏକ ଉପନିବେଶିକ…
ଏଇ ଭାରତରେ
ପୂଜା ଫୁଲ ଘରେ ଘରେ ପହଞ୍ଚାଇ ବର୍ଷକୁ ୮ କୋଟି ଟଙ୍କାର କାରବାର କରୁଛନ୍ତି ଦୁଇ ଭଉଣୀ। ଏ କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ବେଙ୍ଗାଲୁରୁର ଯଶୋଦା ଏବଂ ରେହା କର୍ତ୍ତୁରି ଏହି କାର୍ଯ୍ୟ କରୁଛନ୍ତି। ଦୁଇ ଭଉଣୀ ହୁଭୁ…
କ’ଣ କରନ୍ତି ଆପଣ
ଶ୍ରୁତକୀର୍ତ୍ତି ତ୍ରିପାଠୀ ଖବରକାଗଜରେ ଲେଖାଟିଏ ପ୍ରକାଶିତ ହେଲେ କେତେଜଣ ଲେଖା ପଢ଼ି ପଚାରନ୍ତି, ‘ମାଡାମ ଲେଖାଟି ଭଲ ହୋଇଛି ଯେ, କୁହନ୍ତୁ ତ ଆପଣ କ’ଣ କେଉଁଠି ଶିକ୍ଷୟିତ୍ରୀ ଅଛନ୍ତି ?’ ନାହିଁ ଶବ୍ଦ ଶୁଣିଲା ପରେ, କିଛି କୁହନ୍ତି, ‘ଯା…
ପେନ୍ସନଭୋଗୀଙ୍କ ଅଧିକାର
ଡ. ସିଦ୍ଧାର୍ଥ କାନୁନ୍ଗୋ ଇନ୍ଦିରା ପାର୍କରେ ପ୍ରାତଃଭ୍ରମଣ ସାରି ଆମେ କେଇଜଣ ବନ୍ଧୁ ମୁଖ୍ୟତଃ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଚା ଦୋକାନରେ କଥାବାର୍ତ୍ତା ହେଉଥିବା ବେଳେ ଭଟବାବୁ ମୁହଁ ଶୁଖାଇ ବସିଥିଲେ। ତାଙ୍କୁ ଦେଖି ନରେନ୍ଦ୍ର ବାବୁ ପଚାରିଲେ ମୁହଁଟାକୁ କାହିଁକି…
କ୍ଷତିକାରକ ପାଠ୍ୟପୁସ୍ତକ
ଓଡ଼ିଶାରେ ସବୁ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନୁଷ୍ଠାନର ନାମଫଳକ ଓଡ଼ିଆ ଭାଷାରେ ଲେଖାଯିବା ସହ କାଗଜପତ୍ର କାମ ଏହି ଭାଷାରେ କରାଯିବା ନେଇ ସରକାରୀ ଭାବେ ଏକାଧିକ ନିର୍ଦ୍ଦେଶ ଦିଆଯାଉଛି। ଓଡ଼ିଆ ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇବା ପରେ ଆମେ…
ପଣ୍ଡିତଙ୍କ ଦୁର୍ଦ୍ଦଶା
ଗତ ଶତାବ୍ଦୀର ୯୦ ଦଶକରେ କଶ୍ମୀରୀ ପଣ୍ଡିତଙ୍କ ଗଣପଳାୟନ ଓ ଦୁର୍ଦ୍ଦଶା ଉପରେ ଗତିଶୀଳ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘କଶ୍ମୀର ଫାଇଲ୍ସ’କୁ ନେଇ ଉଠିଥିବା ବିବାଦ ଥମିନାହିଁ; ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ପୁଣିଥରେ ଟାର୍ଗେଟ ହତ୍ୟା ଆରମ୍ଭ କରିଥିବା କୁହାଯାଉଛି। ୨୦୨୨ ମେ’…
୩୦ ସୁଦ୍ଧା ୩୦
ଆଲେଖ୍ୟର ଶୀର୍ଷକଟି ପାଠକଙ୍କ ମନରେ ବିସ୍ମୟ ସୃଷ୍ଟିର କାରଣ ହେବା ସ୍ବାଭାବିକ। ଏବେ କିନ୍ତୁ ବିଶ୍ୱ ସ୍ତରରେ ପରିବେଶ ସଚେତନ ନାଗରିକ ଏବଂ ସଂରକ୍ଷଣବାଦୀଙ୍କ ମହଲରେ ଏହି ‘୩୦ ସୁଦ୍ଧା ୩୦’ ପ୍ରସଙ୍ଗଟି ଏକ ଗମ୍ଭୀର ଆଲୋଚନାର ବିଷୟବସ୍ତୁ ପାଲଟିଛି। ବୈଜ୍ଞାନିକମାନେ…
ଗୋଟିଏ ଆକାଶ ଦୁଇଟି ତାରା
ଅହିଂସାର ପ୍ରତୀକ ବୁଦ୍ଧ ଓ ଗାନ୍ଧୀ। ଉଭୟ ବିଧି ପ୍ରେରିତ ମହାପୁରୁଷ। ଜଣେ ଭାରତୀୟ ସାଂସ୍କୃତିକ ଇତିହାସର ପ୍ରଥମ ବିଶ୍ବବନ୍ଦିତ ବ୍ୟକ୍ତି, ଆଉ ଜଣେ ବିଶ୍ବ ଇତିହାସର ସର୍ବମାନ୍ୟ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ। ଉଭୟ ଗୋଟିଏ ସୂତ୍ରରେ ବନ୍ଧା ଏବଂ ସେହି ସୂତ୍ରଟି…
Archives


