ଏଇ ଭାରତରେ

ଶସ୍ୟ, ମୁଖ୍ୟତଃ ଧାନ ଓ ନଡ଼ା ଖୁଣ୍ଟା ପୋଡ଼ିରୁ ପରିବେଶ ପ୍ରଦୂଷିତ ହେଉଛିି। ପ୍ରତିବର୍ଷ ଏହି ସମସ୍ୟା ଦିଲ୍ଲୀ-ଏନ୍‌ସିଆର୍‌ ଶୀତଋତୁରେ ସାମ୍ନା କରିଆସୁଛି। ଏହା ଉପରେ ନ୍ୟାୟିକ କଟକଣା ଲାଗୁ କରାଯାଇଥିଲେ ମଧ୍ୟ ସୁଫଳ ମିଳିପାରୁନାହିଁ। ତେବେ ଖୁଣ୍ଟାର ପୁନଃ ଉପଯୋଗ ଉପରେ ଗୁରୁତ୍ୱ ଦିଆଯାଉଛି; ଯେଉଁଥିପାଇଁ ସେଥିରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତିରେ ଯେଉଁ କେତେଜଣ ପ୍ରୟାସ କରିଛନ୍ତି ସେମାନଙ୍କ ମଧ୍ୟରେ ଦିଲ୍ଲୀର ଶୁଭମ୍‌ ସିଂ ଅନ୍ୟତମ। ଶୁଭମ୍‌ ପେସାରେ ଜଣେ ଇଞ୍ଜିନିୟର। ସେ ଏକ ମେଶିନ ଆବିଷ୍କାର କରିଛନ୍ତି; ଯେଉଁଥିରେ ଶସ୍ୟଖୁଣ୍ଟାରୁ ବିକଳ୍ପ କାଠ (କାଠ ସଦୃଶ ଦ୍ରବ୍ୟ) ପ୍ରସ୍ତୁତ କରୁଛନ୍ତି, ଯାହାର ଚାହିଦା ବଢ଼ିବାରେ ଲାଗିଛି। ଏହି କାଠକୁ ଘରେ ଜାଳେଣି ଭାବେ ବ୍ୟବହାର କରାଯାଉଛି। ଏହି ମେଶିନରେ ଖୁଣ୍ଟାରୁ କୃଷକମାନେ ଘରେ ମଧ୍ୟ ଜାଳେଣି ପ୍ରସ୍ତୁତ କରିପାରୁଛନ୍ତି। ଏହାର ବ୍ୟାପକ ଉତ୍ପାଦନ ହେଲେ ଗଛକଟା ହ୍ରାସ ପାଇବା ସହ ପ୍ରଦୂଷଣ ହ୍ରାସ ପାଇବ ବୋଲି କହନ୍ତି ଶୁଭମ୍‌। ସେ ‘କ୍ରାଷ୍ଟେ’ ଷ୍ଟାର୍ଟଅପ୍‌ ମାଧ୍ୟମରେ ଏହି କାର୍ଯ୍ୟ କରିବା ସହ କୃଷକମାନଙ୍କୁ ଅତିରିକ୍ତ ଆୟର ପନ୍ଥା ଯୋଗାଇ ଦେଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠଙ୍କ ପରାମର୍ଶଦାତ୍ରୀ

ବିଶ୍ୱବ୍ୟାପୀ ଅନ୍ୟତମ ସାମାଜିକ ସମସ୍ୟା ଭାବେ ବୟସ୍କଙ୍କ ପ୍ରତି ହତାଦର ବଢ଼ିଥିବା ଲକ୍ଷ୍ୟ କରାଯାଉଛି। ଜୀବନସାରା ପିଲାମାନଙ୍କ ପାଇଁ ପରିଶ୍ରମ କରି ସେମାନଙ୍କୁ ଭଲରେ ରଖିବାକୁ...

ଏଇ ଭାରତରେ

ସ୍ବାଧୀନତାର ଦୀର୍ଘ ବର୍ଷ ପରେ ଦେଶର ଏବେ ବି ଅନେକ ସ୍ଥାନରେ ମହିଳାମାନେ ପାଣି ପାଇଁ ମାଇଲ ମାଇଲ ଯାଉଛନ୍ତି। ହେଲେ ମଧ୍ୟପ୍ରଦେଶର ଜଣେ ମହିଳା...

ଗୋଇନ୍ଦା ପାରା

ଅଭିମନ୍ୟୁ ଧଳ   ”ମନପାରାରେ ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ”ଆହାକି ସୁନ୍ଦର ତୋର ଘୁମୁରାରେ“ ”ମୁଁ ତ ବଡ଼ ଦେଉଳର ପାରାରେ“; ଭଜନ ସମ୍ରାଟ ସ୍ବର୍ଗତ...

ପାର୍ଲାମେଣ୍ଟ ଧାମ

ବହୁ ପ୍ରତୀକ୍ଷିତ ସଂସଦର ସ୍ବତନ୍ତ୍ର ଅଧିବେଶନ ସେପ୍ଟେମ୍ବର ୧୮ରୁ ଆରମ୍ଭ ହୋଇଛି। ପୁରୁଣା ସଂସଦ ଭବନରେ ଅଧିବେଶନର ପ୍ରଥମ ଦିନ ଶେଷ ହେବା ପରେ ସେପ୍ଟେମ୍ବର...

ରହିବନି ‘କଲେକ୍ଟର’ ପଦ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଇତିହାସରୁ ଜଣାପଡ଼େ, ଅଷ୍ଟାଦଶ ଶତାବ୍ଦୀରେ ଓ୍ବାରେନ୍‌ ହେଷ୍ଟିଙ୍ଗ୍ସ ରାଜସ୍ବ ଆଦାୟ କରିବା ପାଇଁ କଲେକ୍ଟରମାନଙ୍କୁ ନିଯୁକ୍ତ କରିବା ପରଠାରୁ ‘କଲେକ୍ଟର’...

ଦୋଷ ଦେବା କାହାକୁ

ଡ.ସତ୍ୟନାରାୟଣ ମିଶ୍ର ସାମ୍ପ୍ରତିକ ଏକବିଂଶ ଶତାବ୍ଦୀରେ ମଣିଷ ଯେତେବେଳେ ସ୍ବୟଂସିଦ୍ଧ, ସେତେବେଳେ ପ୍ରଯୁକ୍ତିବିଦ୍ୟାର ଉତ୍କର୍ଷରେ ନିଜକୁ ଶ୍ରେଷ୍ଠ ବୋଲି ପରିଚୟ ସୃଷ୍ଟି କରିଥାଏ। ମାତ୍ର ପରିଚୟକୁ...

ଧର୍ମ ମାଧ୍ୟମରେ ପରିବେଶ ସୁରକ୍ଷା

ଈପ୍ସିତା ମହାନ୍ତି   ଧର୍ମ ଏବଂ ପରିବେଶର ସମ୍ପର୍କ ଅତି ନିବିଡ଼। ଦୁନିଆର ସବୁ ଧର୍ମ ପ୍ରକୃତି ସୁରକ୍ଷାର ଶିକ୍ଷା ଦିଅନ୍ତି। ବାଇବେଲରେ ପରିବେଶ ସଂରକ୍ଷଣ...

ଅନ୍ଧାରି ଶାସନ ଓ ଗଣ ଦେଶାନ୍ତର

ଡ. ପ୍ରଫୁଲ୍ଲ କୁମାର ସାହୁ ପୈତୃକ ଭୂମି ପ୍ରତି ପ୍ରତ୍ୟେକ ମଣିଷର ମମତା ଅମାପ। ତେଣୁ ପ୍ରବାସରେ ଥିଲେ ଜନ୍ମ ମାଟିକୁ ଫେରିବା ପାଇଁ ପ୍ରାଣ...

Advertisement
Archives

Model This Week