ସମ୍ପାଦକୀୟ

ଏଇ ଭାରତରେ

ନିଜ ମା’ଙ୍କୁ ଗର୍ଭପାତ ପାଇଁ ପଡ଼ୋଶୀ ଓ ପରିବାର ବାଧ୍ୟ କରୁଥିବା ସ୍ଥିତିକୁ ପିଲାବେଳେ ଭଲ ଭାବେ ଅନୁଭବ କରିଥିବା ଝିଅ ସଞ୍ଜୋଲି ବାନାର୍ଜୀ ଏହାକୁ ରୋକିବା ଲାଗି ଅଭିଯାନ ଚଳାଇଛନ୍ତି। ସେଥିପାଇଁ ସଞ୍ଜୋଲିଙ୍କୁ ୭ ବର୍ଷ ବୟସ ହୋଇଥିବାବେଳେ ସେ…

ବଜ୍ରପାତ ବିଜ୍ଞାନ ଓ ଜୀବନ ସୁରକ୍ଷା

ରିତେଶ କୁମାର ଶିଶୁ   ଆଗକୁ ବର୍ଷାଋତୁ ଆସୁଛି। ଏହି ସମୟରେ ଅନେକ ଲୋକ ଚାଷ କାମ ବେଳେ ରାସ୍ତା କଡ଼ ଗଛମୂଳରେ ଛିଡ଼ାହୋଇ ବଜ୍ରପାତର ଶିକାର ହୁଅନ୍ତି। ପାଣିପାଗ ବିଜ୍ଞାନୀଙ୍କ ଆକଳନ କହେ ବିଶ୍ୱ ଜଳବାୟୁରେ ଦ୍ରୁତ ପରିବର୍ତ୍ତନ ଓ…

ପ୍ରାଚୀନ ଭାରତରେ ପରିଚର୍ଯ୍ୟା

ନଗେନ୍ଦ୍ର ନାଥ ପଟ୍ଟନାୟକ   ଚିକିତ୍ସା କ୍ଷେତ୍ରରେ ରୋଗୀଙ୍କ ପରିଚର୍ଯ୍ୟା ଅତ୍ୟନ୍ତ ଆବଶ୍ୟକ ତଥା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ। ଏଥିରେ ରୋଗୀ ତଥା ଅସୁସ୍ଥ ମନୁଷ୍ୟର ଫଳପ୍ରଦ ସେବା-ଶୁଶ୍ରୂଷା ଏଭଳି ଭାବରେ ସମ୍ପନ୍ନ କରାଯାଏ, ଯାହାକି ସାଧାରଣ ଚିକିତ୍ସକଙ୍କ ଦ୍ୱାରା କରାଯାଉଥିବା ଉପଚାର…

ଆଲ୍‌ଗୋରିଦମ୍‌ ଓ ଅପରାଧ

ଜିଓଭାନି ମାଷ୍ଟ୍ରୋବୁଓନି   ଜୀବନରେ କରୁଥିବା କାର୍ଯ୍ୟ ଓ ଅନ୍ୟ ସବୁ ବିଷୟରେ ଆମେ ସମସ୍ତେ ଅଭ୍ୟାସକୁ ଅନୁସରଣ କରିବାକୁ ଚାହୁଁ। ମୁଁ ସାଧାରଣତଃ ସକାଳେ ସବୁଠୁ ଭଲ କାମ କରେ ଏବଂ ଡିନର୍‌ ପରେ କାମ କରିବାକୁ ପସନ୍ଦ କରେ…

ଗଣମାଧ୍ୟମ ସ୍ବାଧୀନତାର ଲଢ଼େଇ

ଫିଲିପାଇନ୍ସର ପାଲାଓ୍ବାନ ପ୍ରୋଭିନ୍ସ ଜୈବ ବିବିଧତାର ଭରପୁର ଦ୍ୱୀପ ଭାବେ ବେଶ୍‌ ଜଣାଶୁଣା। ନିକଟରେ ସେଠାରେ ଏକ ବିଷମ ରାଜନୈତିକ ରୋମାଞ୍ଚ ସାମ୍ନାକୁ ଆସିଥିଲା। ମେ ୯ରେ, ୨୦୧୧ର ତଥାକଥିତ ରେଡିଓ ବ୍ରଡକାଷ୍ଟର ଗେରୀ ଓର୍‌ଟେଗା ହତ୍ୟା ଘଟଣାର ମାଷ୍ଟର୍‌ମାଇଣ୍ଡ ଜୋଏଲ…

ମାନସିକତା

ଥରେ ମୁଁ ଓ ମୋର ଜଣେ ଘନିଷ୍ଠ ବାନ୍ଧବୀ ଜଣେ ସାଧୁ ଦେଉଥିବା ପ୍ରବଚନକୁ ଶୁଣିବାକୁ ଯାଇଥିଲୁ। ପ୍ରଥମ ଦିନ ସାଧୁ କହିଥିଲେ, ସାହସିକତା ଓ ଆତ୍ମବିଶ୍ୱାସ ମଣିଷକୁ ବଡ଼ କରି ତୋଳେ କିନ୍ତୁ ଭୟଭ୍ରାନ୍ତି ମଣିଷର ଦୁଇ ଶତ୍ରୁ ଓ…

ବାୟୁରେ ମୃତ୍ୟୁକଣିକା

ଆମ ଦେଶରେ ବାୟୁ ପ୍ରଦୂଷଣ ଗମ୍ଭୀରତାକୁ ନେଇ ବ୍ୟାପକ ସୂଚନା ପ୍ରଦାନ କରାଯାଇଛି ନିକଟରେ ପ୍ରକାଶିତ ଦୁଇଟି ଆନ୍ତର୍ଜାତିକ ରିପୋର୍ଟ (ମାର୍ଚ୍ଚ ୨୦୨୨)ରେ। ଏଥିରେ ବିଚାରକୁ ନିଆଯାଇଛି ସ୍ବାସ୍ଥ୍ୟ ପ୍ରତି ସର୍ବାଧିକ କ୍ଷତିକାରକ ରୂପେ ବିବେଚିତ ବାୟୁରେ ଭାସମାନ ସୂକ୍ଷ୍ମ କଣିକାଗୁଡ଼ିକ…

ଏଇ ଭାରତରେ

ତାମିଲନାଡୁ ବିରୁଦ୍ଧୁନଗରର ଯୁବକମାନେ ୨ ବର୍ଷରେ ୪୩,୦୦୦ କେ.ଜି. ବର୍ଜ୍ୟ ରିସାଇକିଲିଂ କରି ସାରା ଦେଶରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ଏଥିପାଇଁ ଏକ ‘ଗାର୍ବେଜ୍‌ ବ୍ୟାଙ୍କ’ ଖୋଲିିଛନ୍ତି। ଏହା ମାଧ୍ୟମରେ ସେମାନେ ଅଳିଆ ସଂଗ୍ରହ କରିବା ସହ ଲୋକମାନଙ୍କୁ…

ତିନି ଦଶକରେ ମୂଲ୍ୟବୃଦ୍ଧି ସର୍ବୋଚ୍ଚ

ବଜାରରେ ପ୍ରତିଦିନ ମୂଲ୍ୟବୃଦ୍ଧି ନିଆଁ ଜଳୁଛି। ଗତ ମେ ୧୭ରେ କେନ୍ଦ୍ର ସରକାରଙ୍କ ସରକାରୀ ପରିସଂଖ୍ୟାନରେ ଏହାର କିଛି ପ୍ରତିଫଳନ ଦେଖିବାକୁ ମିଳିଛି। ପାଇକାରୀ ମୂଲ୍ୟ ସୂଚକାଙ୍କ ଏପ୍ରିଲ ମାସରେ ପହଞ୍ଚିଛି ୧୫.୦୮ ପ୍ରତିଶତରେ। ଚାଲୁ ସିରିଜ (୨୦୧୧-୧୨) ଭି’ ଅନୁସାରେ…

ବଡ଼ ସ୍ବପ୍ନ ଦେଖିବାକୁ ହେବ

ବିଜ୍ଞାନ ଓ କାରିଗରି କୌଶଳକୁ ପାଥେୟ କରି ବହୁ ଯୋଗଜନ୍ମା ମନୀଷୀ ବିଶ୍ୱକୁ ଅନେକ ସ୍ବତନ୍ତ୍ର ଉପହାର ଦେଇଯାଇଛନ୍ତି ବିଭିନ୍ନ ଯୁଗରେ। ସେ ମିଶରର ପିରାମିଡ୍‌ ହେଉ କିମ୍ବା ପ୍ୟାରିସ୍‌ର ଆଇଫେଲ ଟାୱାର କିମ୍ବା ଚାଇନାର ଗ୍ରେଟ୍‌ ୱାଲ ଅବା ଭାରତର…

ସମାଧାନ କ୍ଷୀଣ

ମେ ୨୩ରେ ମ୍ୟାନ୍‌ମାରରୁ ରୋହିଙ୍ଗ୍ୟା ମୁସଲମାନମାନେ ଡଙ୍ଗାରେ ମାଲେସିଆ ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହେବାରୁ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ମ୍ୟାନ୍‌ମାରରେ ରୋହିଙ୍ଗ୍ୟାମାନଙ୍କୁ ନାଗରିକ ଭାବେ ଗଣା ନ ଯିବା ଓ ଜାତିଗତ ଦଙ୍ଗାର ସମ୍ମୁଖୀନ ହେବା ଯୋଗୁ ସେମାନେ ୨୦୧୭…

ତାଇୱାନ ପରେ

ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ୩ ମାସ ଅତିକ୍ରମ କରିବାକୁ ବସିଛି। ଯୁଦ୍ଧ କେବେ ଶେଷ ହେବ ତାହାର ସଙ୍କେତ ମିଳୁ ନାହିଁ। ଏଭଳି ସ୍ଥଳେ ଏବେ ଯେଉଁ ନୂଆ ଖବରଟି ବିଶ୍ୱବ୍ୟାପୀ ଚର୍ଚ୍ଚାକୁ ଆସିଛି ତାହା ହେଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri