ସମ୍ପାଦକୀୟ

ଗୋରୁ, ଆଇଏଏସ୍‌

କ୍ଷମତା ଉପଭୋଗ ବିଷୟ ଉଠିଲେ ସାଧାରଣରେ ରାଜନୈତିକ ବ୍ୟକ୍ତିଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ ହୋଇଥାଏ। କିନ୍ତୁ ଭାରତରେ ସର୍ବାଧିକ କ୍ଷମତା ଅମଲାତନ୍ତ୍ରୀମାନେ ଉପଭୋଗ କରୁଥିବା ପ୍ରମାଣିତ। ରାଜନେତା ଏକ ସାମୟିକ ସମୟ ପାଇଁ ଲୋକଙ୍କ ଦ୍ୱାରା ବଛା ହେଉଥିବା ବେଳେ ଅମଲାତନ୍ତ୍ରୀ…

ଏଇ ଭାରତରେ

ଜୀବନରେ ରିକ୍ସାଚାଳକ ଭାବେ ଏକ କଷ୍ଟକର ଜୀବନ ବଞ୍ଚିବାର ଅନୁଭୂତି ଥିଲା ହରିୟାଣାର ଧରମବୀର କାମ୍ବୋଜଙ୍କର। ଦିଲ୍ଲୀରେ ରିକ୍ସା ଚଳାଇ ଅନେକ ରାତି ବସ୍‌ଷ୍ଟାଣ୍ଡରେ ଶୋଇଛନ୍ତି। ଯମୁନାନଗର ଜିଲାର ଡାମଲା ଗାଁର ଧରମବୀର ଏହି ସଂଘର୍ଷମୟ ଜୀବିକାରେ ସୀମିତ ନ ରହି…

ଗଳାବାଟର ଦେଶ

ନିରଞ୍ଜନ ସାହୁ ଯେକୌଣସି କାମ କରିବା ପାଇଁ ଏକ ଅନୁସୃତ ପଦ୍ଧତି ରହିଛି। ଏପରିକି ଆମ ଦେଶର ଆଇନ ମଧ୍ୟ ସେଇକଥା କହେ। ଯାହା ହେଲା-Procedure established by law। ଅର୍ଥାତ୍‌ କାମଟି ଠିକ୍‌ କି ନା ବିଚାର କଲାବେଳେ ସେଇ…

ଔରଙ୍ଗଜେବଙ୍କ ଦୋଷ

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ସବୁଦିନ ଖସିବାରେ ଲାଗିଛି। ଅର୍ଥାତ୍‌ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବାରେ ଲାଗିଛି। କୁହାଯାଉଛି, ପ୍ରତ୍ୟେକ ଦିନ ଟଙ୍କା ଏକ ନୂଆ ରେକର୍ଡ ସୃଷ୍ଟି କରୁଛି। ପିଲାଦିନେ ଶୁଣିଥିଲୁ, ଭଲଭାବେ ଦୌଡ଼ିପାରିଲେ ମପାଯାଇଥିବା ସମୟର…

ମାଟି ଓ ମେଘର ମହାମିଳନ

ବିମଳ ପ୍ରସନ୍ନ ଦାସ ଓଡ଼ିଶାର ରଜପର୍ବ ତା’ର ନିଜସ୍ବ ସଂସ୍କୃତି ଓ ପରମ୍ପରାର ଅଲିଭା ଆଲେଖ୍ୟ। ମାଟି ଆଉ ମେଘର ହୁଏ ମହାମିଳନ। ଓଡ଼ିଶାର ଉପକୂଳବର୍ତ୍ତୀ ଗାଁ ଗହଳିରେ ମୁଖରିତ ହୁଏ କିଶୋରୀମାନଙ୍କର ମନମତାଣିଆ ସଙ୍ଗୀତର ଝଙ୍କାର। ”ବନସ୍ତେ ଡାକିଲା ରଜ…

ନୀରବତା

ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ଅରୁଚିକର ମନ୍ତବ୍ୟ ଦେଇଥିବା ନୂପୁର ଶର୍ମା ଓ ତାହାକୁ ସମର୍ଥନ କରିଥିବା ନବୀନ କୁମାର ଜିନ୍ଦଲ ଅଦ୍ୟାବଧି ଗିରଫ ହୋଇ ନ ଥିବାରୁ ବିବାଦ ଥମୁ ନାହିଁ। ଗତ ଶୁକ୍ରବାର ପ୍ରାର୍ଥନା ପରେ ମୁସଲମାନମାନେ ନୂପୁରଙ୍କ ମନ୍ତବ୍ୟକୁ…

ସମାଧାନ ନୁହେଁ ଫର୍ଟିଫାଏଡ ଚାଉଳ

ପୁଷ୍ଟି ସୁରକ୍ଷା ପାଇଁ ଖାଦ୍ୟ ବିବିଧତାର ଭୂମିକା ରହିଛି। ଖାଦ୍ୟରେ ବିବିଧତାର ଅଭାବ ଯୋଗୁ ଶିଶୁମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଅପପୁଷ୍ଟି ଯଥା ବୟସ ଅନୁସାରେ ଓଜନ କମ୍‌, ଉଚ୍ଚତା କମ୍‌, ଉଚ୍ଚତା ଅନୁସାରେ ଓଜନ କମ ଓ ମହିଳାଙ୍କ ମଧ୍ୟରେ…

ଜୀବନକୁ ବୁଝି ନ ଥିବା ମଣିଷ

ସେ ଜଣେ କୁକୁଡ଼ାକଟାଳି। ସେଥିପାଇଁ ଜିଅନ୍ତା କୁକୁଡ଼ାର ବେକ ମୋଡ଼େ। ଛଟପଟ ହେଉଥିବା କୁକୁଡ଼ାକୁ ଗରମ ପାଣିରେ ଭରିଦିଏ। ତା’ପରେ ପର ଛେଲି ଶରୀରକୁ ଟିକିଟିକି ମାଂସରେ ପରିଣତ କରିଦିଏ। ମାଂସକଟାଳି ଭାବେ କଲ୍ୟାଣସିଂହପୁରର ଶେଖ୍‌ ମହମ୍ମଦ କାସିମ ଚାଚାଙ୍କୁ ଯିଏ…

ଏଇ ଭାରତରେ

ପରିବେଶକୁ ରକ୍ଷା ଲାଗି ଏବେ ତାପଜ ବିଦ୍ୟୁତ୍‌ ପରିବର୍ତ୍ତେ ସୌର ଶକ୍ତି ଉତ୍ପାଦନକୁ ପ୍ରାଧାନ୍ୟ ଦିଆଯାଉଛି। ଏହି କ୍ରମରେ ସୋଲାର ପାଓ୍ବାର ଷ୍ଟେଶନ ସଂଖ୍ୟା ବୃଦ୍ଧି ପାଉଛି ଓ ସେହି ଅନୁପାତରେ ସୌର ପ୍ୟାନେଲ ବର୍ଜ୍ୟ ବଢ଼ିବାରେ ଲାଗିଛି। ୨୦୩୦ ସୁଦ୍ଧା…

ଏଇ ଭାରତରେ

ଛତୁରୁ ପ୍ରସ୍ତୁତ ବିସ୍କୁଟ, ଆଚାର ଆଦି ଖାଇଛନ୍ତି କି? ଏଭଳି ଆଇଟମ୍‌ ପ୍ରସ୍ତୁତ କରୁଛନ୍ତି ତେହରି ଗଡ୍‌ଓ୍ବାଲର କୁଲଦୀପ ବିଷ୍ଟ ଏବଂ ତାଙ୍କ ସାଥୀ ପ୍ରମୋଦ ଜୁୟାଲ। ଭୌମକୋଟି ଗାଁର ଏହି ଦୁଇଜଣ ଯୁବକ ଚାକିରି ଛାଡ଼ି ଛତୁଚାଷ କରୁଛନ୍ତି ଓ…

ଆର୍ମିର ଉଡ଼ନ୍ତା ରାଣୀ

– ଜିତେନ୍ଦ୍ର କୁମାର ନାୟକ ଇଣ୍ଡିଆନ୍‌ ଆର୍ମିର ଲଢ଼ୁଆ ହେଲିକପ୍ଟରର ପ୍ରଥମ ମହିଳା ପାଇଲଟ କ୍ୟାପଟେନ୍‌ ଅଭିଳାଷା ବାରାକ୍‌ଙ୍କର ପିଲାବେଳେ ସାମରିକ କ୍ଷେତ୍ରରେ ସେବା କରିବାର ଅଭିଳାଷ ନ ଥିଲା। କିନ୍ତୁ ପିତା କଲୋନେଲ୍‌ ଏସ୍‌. ଓମ୍‌ ସିଂ ୨୦୧୧ରେ ସେନାରୁ…

ଧର୍ମୀୟ ଭାବାବେଗ ଓ ରାଜନୀତି

ଡ. ଛାୟାକାନ୍ତ ଷଡ଼ଙ୍ଗୀ ୧୯୫୦ ମସିହାରେ ଯେତେବେଳେ ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀ ହେଲା, ସେତେବେଳେ ଏହାର ମୁଖବନ୍ଧରେ ‘ସେକ୍ୟୁଲାର’ ଶବ୍ଦଟି ନ ଥିଲା। ୧୯୭୬ରେ ୪୨ତମ ସମ୍ବିଧାନ ସଂଶୋଧନରେ ଏହି ଶବ୍ଦଟି ଯୋଡ଼ି ଦିଆଗଲା। ସମ୍ବିଧାନର ଧାରା ୨୫ରେ ଭାରତୀୟ ନାଗରିକମାନଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri