ହିଂସା ନିନ୍ଦନୀୟ, ପ୍ରତିବାଦ ସ୍ୱାଗତଯୋଗ୍ୟ
ଭାରତର ପ୍ରତିରକ୍ଷା କ୍ଷେତ୍ରରେ ନିଯୁକ୍ତି ସଂକ୍ରାନ୍ତୀୟ କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନା ଏବେ ବିଷମ ସ୍ଥିତି ସୃଷ୍ଟି କରିଛି। ସେନାରେ ୪ ବର୍ଷିଆ ଅସ୍ଥାୟୀ ନିଯୁକ୍ତିକୁ ବିରୋଧ କରାଯାଇ ଦେଶର ବିଭିନ୍ନ ଭାଗରେ ପ୍ରତିବାଦ କରାଯାଉଛି। ଯୁବବର୍ଗ ଟ୍ରେନ୍ରେ ନିଆଁ ଲଗାଇ…
ବିଜ୍ଞାନ, ପ୍ରଜ୍ଞାନ ଓ ଆଧ୍ୟାତ୍ମିକ ଜ୍ଞାନ
ଡ. ମନୋରଞ୍ଜନ ପ୍ରଧାନ ଖୁବ୍ କମ୍ ଦିନ ତଳେ ଜଣେ ବିଶିଷ୍ଟ ଓଡ଼ିଆ ବୈଜ୍ଞାନିକଙ୍କ ସହ ଏକ ଆଭାସି ଆଲୋଚନା ଚକ୍ରରେ ଯୋଗଦେବାର ସୁଯୋଗ ପାଇଥିଲି। ବୈଜ୍ଞାନିକ ଜଣକ ଦୀର୍ଘ ପଚାଶ ବର୍ଷ ହେଲା ଯୁକ୍ତରାଷ୍ଟ୍ର ଆମେରିକାରେ ରହି ବିଜ୍ଞାନ କ୍ଷେତ୍ରରେ…
କମ୍ପ୍ୟୁଟରରେ ମିଥ୍ୟା
ବିଶ୍ୱର କେତେକ ଭାଗରେ ପୋଲିସବାହିନୀ ବିକ୍ଷୋଭକାରୀଙ୍କୁ ଚିହ୍ନଟ କରିବା ସକାଶେ ହ୍ୟାକିଂ ଉପକରଣ ବହୁଳ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ରାଜନୈତିକ ବିରୋଧୀଙ୍କ ଅନ୍ତରଙ୍ଗ ତଥ୍ୟ ହାତେଇବା ଏବଂ ବିଭିନ୍ନ ପ୍ରସଙ୍ଗରେ ଭିନ୍ନମତ ପୋଷଣ କରୁଥିବା ଅଧିକାର କର୍ମୀମାନଙ୍କ କମ୍ପ୍ୟୁଟରଗୁଡ଼ିକରେ ସ୍ପାଏଓ୍ବେର…
ହାତୀ ମଲେ, ଜିଇଲେ
ଓଡ଼ିଶାରେ ଏଇ କିଛି ଦିନ ହେବ ହାତୀଙ୍କ ମୃତ୍ୟୁ ଓ ଆହତ ହେବା ବିଷୟ ନିତିଦିନିଆ ଘଟଣା ହୋଇଗଲାଣି। ଗତ ସପ୍ତାହରେ ନରସିଂହପୁର ବନାଞ୍ଚଳରେ ଶିକାରୀ ଦ୍ୱାରା ଗୁଳିବିଦ୍ଧ ହାତୀର ୧୪ ଜୁନ୍ରେ ମୃତ୍ୟୁ ଘଟିଥିଲା। ଏହା ପରଦିନ ସମ୍ବଲପୁର ବନଖଣ୍ଡ…
ବିକାଶର ନାମ ବିଜ୍ଞାପନ
ପେଟ ଚାଖଣ୍ଡକ ପୂରିଗଲେ କଥା ସରିବା କଥା। ହେଲେ ସର୍ବଗ୍ରାସୀ ଲୋଭ, ସବୁକୁ ନିଜର କରିବାର ପ୍ରୟାସରୁ ଅନେକେ କ୍ଷତିଗ୍ରସ୍ତ ହେଉଛନ୍ତି। ହେଇ ଦେଖୁନାହାନ୍ତି ନୀରବ ମୋଦି ଓ ବିଜୟ ମାଲ୍ୟାଙ୍କ ପରି ବ୍ୟକ୍ତିବିଶେଷ କେତେ ଠକି ନେଲେ ଯେ ତାକୁ…
ଏଇ ଭାରତରେ
ଘର ବଗିଚାରେ ୧,୫୦୦ରୁ ଊର୍ଦ୍ଧ୍ୱ ଗଛ ବଢ଼ାଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି କୋଚିର ବିଶ୍ୱମ୍ବରନ୍ ଏନ୍.କେ.। ସେ ଡିଆରଡିଓରେ ବୈଜ୍ଞାନିକ ଥିଲେ। ସେଥିରୁ ଅବସର ନେବା ପରେ ସେ ଏହିଭଳି ବଗିଚା କରିବାକୁ ସକ୍ଷମ ହୋଇଛନ୍ତି। ତାଙ୍କ ବଗିଚାର ଆକର୍ଷଣ…
ନିଯୁକ୍ତିକୁ ନେଇ କ୍ରୋଧ
ଅଗ୍ନିବୀର ଘଟଣାରେ, ସରକାର ପୁଣି ପ୍ରଥମେ ତାଙ୍କ ପଟରୁ କାର୍ଯ୍ୟ କରିଛନ୍ତି ଓ ପରେ ନୀରବରେ ତା’ର ସମ୍ଭାବ୍ୟ ପରିଣାମ ସମ୍ପର୍କରେ ଚିନ୍ତା କରୁଛନ୍ତି। ହଠାତ୍ ଏବକାର ସେନା ନିଯୁକ୍ତି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବଦଳାଇବାର ମାନେ କ’ଣ ଥିଲା। ଏହା କିପରି…
ପରାଜିତ ମୃତ୍ୟୁର ଆନନ୍ଦ
ମୃତ୍ୟୁ ତ ଚିରକାଳ ବିଜୟୀ। ମୃତ୍ୟୁ ଉପରେ ବିଜୟ ଲାଭ କରିବାର ଦୃଷ୍ଟାନ୍ତ କେବଳ ବିରଳ ନୁହେଁ, ଅସମ୍ଭବ ମଧ୍ୟ। ମୃତ୍ୟୁ ଆସେ ସମ୍ପୂର୍ଣ୍ଣ ଅଯାଚିତ, ଅପ୍ରତ୍ୟାଶିତ ଭାବେ। ସେ କଅଁଳ କଳିକାଟିଏ ହେଉ କି ପରିଣତ ବୟସ୍କ ବୃଦ୍ଧ, ରୋଗୀ…
ଗଣମାଧ୍ୟମ ନିୟାମକର ଅଧ୍ୟକ୍ଷ
ଆଜିର ସମୟରେ ଗଣମାଧ୍ୟମର ସଂଜ୍ଞା ବ୍ୟାପକ ହୋଇଛି। ଛାପା (ପ୍ରିଣ୍ଟ୍), ବୈଦ୍ୟୁତିକ (ଇଲେକ୍ଟ୍ରୋନିକ୍) ମାଧ୍ୟମଠାରୁ ସୋସିଆଲ ମିଡିଆ ଓ ସର୍ବୋପରେ କହିଲେ ଡିଜିଟାଲ ଗଣମାଧ୍ୟମ ଦୁନିଆକୁ ଆବୋରି ବସିଛି। ଡିଜିଟାଲ ଯୁଗରେ ଜଗତ ଏବେ ପାଲଟିଯାଇଛି ବିଶ୍ୱଗ୍ରାମ। ତେଣୁ ପ୍ରତି ମୁହୂର୍ତ୍ତରେ…
ଏଇ ଭାରତରେ
ଚରଖା ଓ ହସ୍ତତନ୍ତର ଆଦର କମି ଆସୁଥିବାବେଳେ ଏହାର ଉପଯୋଗିତାକୁ ପୁନଃ ପ୍ରତିପାଦିତ କରିଛନ୍ତି ପୁଣେର ନନ୍ଦନ ଭଟ୍ଟ। ସେ ସିଙ୍ଗଲ୍ ୟୁଜ୍ଡ ପ୍ଲାଷ୍ଟିକ ଭଳି ପଲିିଥିନ୍ ବ୍ୟାଗ, ଅଡିଓ ଓ ଭିଡିଓ କ୍ୟାସେଟ ଟେପ୍କୁ ଚରଖା ଏବଂ ହସ୍ତତନ୍ତ ମାଧ୍ୟମରେ…
ଅଜଣା ରୋଗର ନିଦାନ
ରୋଗ ହେଉଛି ଏକ ଅବସ୍ଥା, ଯାହା ଶରୀରର ଗତାନୁଗତିକ କାର୍ଯ୍ୟରେ ବାଧା ସୃଷ୍ଟି କରି ପୀଡ଼ା ସହ ସ୍ବାସ୍ଥ୍ୟକୁ ଆଘାତ ଦେଇଥାଏ। ଉଭୟ ଉଦ୍ଭିଦ ଓ ପ୍ରାଣୀ ରୋଗରେ ପୀଡ଼ିତ ହୋଇଥାନ୍ତି। ଉଦ୍ଭିଦଗୁଡ଼ିକର ରୋଗକୁ ମଣିଷ ଦେଖେ ଓ ତାହାର ଉପଚାର…
ଘୃଣା ମନ୍ତବ୍ୟ ରୋକିବା ଜରୁରୀ
ନିକଟରେ ଏକ ଘରୋଇ ଟିଭି ଚ୍ୟାନେଲ୍ର ବିତର୍କରେ ଭାଗ ନେଇ ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ନୂପୁର ଶର୍ମା ଇସ୍ଲାମ ଧର୍ମର ସଂସ୍ଥାପକ ପେଗମ୍ବର ମହମ୍ମଦଙ୍କ ସମ୍ପର୍କରେ ଯେଉଁ ଅସୂୟାସୂଚକ ମନ୍ତବ୍ୟ ଦେଲେ, ତାକୁ ନେଇ ଉଭୟ ଦେଶ ଭିତରେ ଓ ବିଦେଶରେ…
Archives


