ସମ୍ପାଦକୀୟ

କୃଷକଙ୍କ ଆୟ ଦୁଇଗୁଣ ହେଲାନି

ଭାଲଚନ୍ଦ୍ର ଷଡ଼ଙ୍ଗୀ ୨୦୧୪ରେ କ୍ଷମତାକୁ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ଦଳ ଦେଶରେ କୃଷି ସଙ୍କଟର ସମାଧାନ ସହ କୃଷକଙ୍କ ପାଇଁ ଭଲ ଦିନ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ। ଭାଜପା ନେତାମାନେ କ୍ଷମତାକୁ ଆସିଲେ ଦେଶରେ କୃଷି ସଙ୍କଟର…

ଜୈବବିବିଧତାର ସ୍ୱଦେଶୀ ରକ୍ଷକ

ଫିଲିପାଇନ୍ସର ଦକ୍ଷିଣପଶ୍ଚିମରେ ଥିବା ଜଙ୍ଗଲରେ ବଟାକ୍‌ ଜନଜାତି ଲୋକେ ରହନ୍ତି। ଏହି ଜଙ୍ଗଲ ଜୈବବିବିଧତାର ପ୍ରମୁଖ ସ୍ଥଳୀ। କାନାଡ଼ାର ମଣ୍ଟ୍ରିଲ ଆକାର ଏହି ଜଙ୍ଗଲରେ ସ୍ତନ୍ୟପାୟୀ ପାଙ୍ଗୋଲିନ୍‌ ସମେତ ବିପଦରେ ଥିବା ତଥା ବିଲୁପ୍ତପ୍ରାୟ ୩୧ଟି ପ୍ରଜାତି ଜୀବ ଦେଖାଯାଆନ୍ତି। ୨୦୨୧ର…

ମୁଁ କିଏ

ବୋଧ କହିଲେ ବୁଝିବାକୁ ହୁଏ ଜ୍ଞାନ ଅଥବା ବୁଝିବା ଶକ୍ତି। ଏ ବୋଧଶକ୍ତି ବଳରେ ବୁଦ୍ଧତ୍ୱ ପ୍ରାପ୍ତ କରାଯାଇପାରେ ଏଥିରେ ତିଳେମାତ୍ର ଦ୍ୱିରୁକ୍ତି ନାହିଁ। ସେହିପରି ବୁଦ୍ଧ କୌଣସି ନାମ କି ଉପନାମ ନୁହେଁ। ପରନ୍ତୁ ତାହା ଏକ ଅବସ୍ଥା। ମନୁଷ୍ୟ…

ସ୍ମୃତି ଓ ଜହ୍ନରାତି

ଆମେ ସାଧାରଣତଃ ସ୍ମୃତିକୁ ଜହ୍ନରାତି ସହିତ ତୁଳନା କରିଥାଉ। କାରଣ, ଏ ଉଭୟ ଆମ ବିକ୍ଷୁବ୍ଧ ମନକୁ ଶାନ୍ତ କରିଥା’ନ୍ତି। ବିଜୁଳିବତି ନ ଥିବା ଯୁଗର ପଲ୍ଲୀଗ୍ରାମରେ ବଢ଼ିଥିବା ଲୋକେ ହିଁ କେବଳ ସ୍ମରଣ କରିପାରିବେ ଯେ, କର୍ମମୟ ଦିବସର ଅବସାନ…

ଏଇ ଭାରତରେ

ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଏକ ନିଆରା ଉପାୟ ଆପଣାଇଛନ୍ତି ଡ. ଗଜାନନ ଡି ମୁରାକ୍‌ତାର। ଲୋକମାନେ ଜଙ୍ଗଲକୁ ଅଧିକ ଗୁରୁତ୍ୱ ଦେଉଥିବାବେଳ ସେଠାରେ ଘାସପଡ଼ିଆ କଥା ଅଧିକ ଚିନ୍ତା କରୁଛନ୍ତି ଡ. ଗଜାନନ। ସେ ୨୫ ବର୍ଷ ହେଲା…

ଏଇ ଭାରତରେ

ଇ କମର୍ସ କମ୍ପାନୀଗୁଡ଼ିକ ଦ୍ୱାରା ପସନ୍ଦର ଜିନିଷ ଘରେ ପହଞ୍ଚୁଥିବା ଭଳି ଏବେ ବେଙ୍ଗାଲୁରୁର ୨ ଭଉଣୀ ଯଶୋଦା ଏବଂ ରେହା କାରୁତୁରି ଲୋକଙ୍କୁ ପୂଜାଫୁଲ ଦେଉଛନ୍ତି। ସେମାନେ ହୁଭୁ (କନ୍ନଡ ଭାଷାରେ ଫୁଲ) ଫ୍ରେଶ୍‌ ଷ୍ଟାର୍ଟଅପ୍‌ ଗଠନ କରି ତା’…

ଓଲଟାମତି, ଓଲଟଗତି

ଶୁଭନାରାୟଣ ଶତପଥୀ   ସୁରାପାନ ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠାରେ ପରିବ୍ୟାପ୍ତ। ସୁରା କବଳରୁ ଯୁବକ, ଯୁବତୀ, ମହିଳା ଏମିତି କି ଶିଶୁମାନେ ମଧ୍ୟ ବାଦ ପଡୁନାହାନ୍ତି। ଥରେ ଗୋଟିଏ ସ୍ଥାନରେ କେତେକ ପିଲା ସୁରାପାନ କରୁଥିବାର ଦେଖିବାକୁ ମିଳିଲା। ଏତିକିବେଳେ…

ମଣିଷ ସମୟର ଦାସ

ରାଧାଶ୍ୟାମ ରାଉଳ   ସମୟର ପ୍ରବହମାନ ସ୍ରୋତରେ ଜୀବନରେ ଓ ଜଗତରେ ନାନା ଘଟଣା ଘଟୁଛି, ଅନେକ କିଛି ପରିବର୍ତ୍ତନ ହେଉଛି। ଇତିହାସ ହେଉ କି ପୁରାଣ ଶାସ୍ତ୍ରର ଚର୍ଚ୍ଚା ହେଉ; ସେଥିରୁ ଅନେକ ପ୍ରମାଣ ମିଳିବ ଯେ, କେତେକେତେ ପ୍ରତାପୀ,…

ବିଶ୍ୱାସରେ ସାନ୍ତା

ସାନ୍ତାକ୍ଲଜ୍‌ କିଏ ତାହା ସାମ୍ପ୍ରତିକ ସମୟରେ ସମୀକ୍ଷା କରାଯିବା ଦରକାର। ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ସହ ସାନ୍ତାକ୍ଲଜ୍‌ର ସମ୍ପର୍କ କ’ଣ ରହିଛି ତାହା ମଧ୍ୟ ଜାଣିବା ଆବଶ୍ୟକ। ପ୍ରଥମେ ଏଠାରେ ଏକ କାହାଣୀ ଅବତାରଣା କରାଯାଉଛି। ଜଣେ ଜାପାନୀଙ୍କ ଶପିଂ ମଲ୍‌କୁ ଜଣେ…

୨ ଇଞ୍ଜିନ୍‌ ଚାଲୁନାହିଁ

ଦୁଇ ଭାଜପା ଶାସିତ ରାଜ୍ୟ ମହାରାଷ୍ଟ୍ର ଓ କର୍ନାଟକ ମଧ୍ୟରେ ‘ବେଲଗାଭି’କୁ ନେଇ ସୀମା ବିବାଦ ବଢ଼ିବା ପରେ ଏବେ ଉତ୍ତେଜନା ସର୍ବୋଚ୍ଚରେ ପହଞ୍ଚତ୍ଛି। ଉଲ୍ଲେଖଯୋଗ୍ୟ, ବେଲଗାମ୍‌ ବା ବେଲଗାଭି ହେଉଛି କର୍ନାଟକର ଏକ ଅଂଶ, ଯାହାକି ବ୍ରିଟିଶ ଇଣ୍ଡିଆର ବମ୍ବେ…

ପ୍ଲାଷ୍ଟିକ୍‌ ଖାଉଛି ଭାଲୁ

ଇ-କମର୍ସ କମ୍ପାନୀ ଆମାଜନ ପକ୍ଷରୁ ପ୍ଲାଷ୍ଟିକ୍‌ ବର୍ଜ୍ୟ ଯେତିକି ସୃଷ୍ଟି କରାଯାଇଛି, ତାହା ପୃଥିବୀକୁ ୮୦୦ ଥର ବୁଲିପାରିବ ବୋଲି ଏନଭାଇରନମେଣ୍ଟ ଗ୍ରୁପ ‘ଓସେନା’ ପକ୍ଷରୁ କୁହାଯାଇଛି। ଏହା ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। କେବଳ ଯେ ଆମାଜନ ଏହି…

ଶିଶୁଶ୍ରମିକ ସୁରକ୍ଷା ଓ ପେନ୍‌ସିଲ ପୋର୍ଟାଲ

୧୯୭୯ ମସିହାରେ ଗଠିତ ଗୁରୁପଦସ୍ବାମୀ କମିଟିଙ୍କ ରିପୋର୍ଟ ଭାରତବର୍ଷରେ ଶିଶୁଶ୍ରମିକ ପ୍ରଥାର ନିରାକରଣ ପାଇଁ ଅନେକ ବାଟ ଖୋଲିଦେଇଥିଲା। ଏହି ରିପୋର୍ଟ ଆଧାରରେ ଦେଶରେ ଶିଶୁଶ୍ରମିକ (ନିଷିଦ୍ଧ ଓ ନିୟନ୍ତ୍ରଣ) ଆଇନ,୧୯୮୬ରେ ପ୍ରଣୟନ କରାଗଲା। ସପ୍ତମ ପଞ୍ଚବାର୍ଷିକ ଯୋଜନାରେ ଦେଶରେ ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?