ସମ୍ପାଦକୀୟ

ସହନୀୟ ଓ ସମାବେଶୀ ଅଭିବୃଦ୍ଧି

ସିଭେନ୍‌ ସ୍ମିଥ୍‌ ଅନୁ ମାଡଗାଭ୍‌କର     ନଭେମ୍ବରରେ ଇଣ୍ଡୋନେସିଆର ବାଲିରେ ବି୨୦ ବିଶ୍ୱ ବାଣିଜ୍ୟ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଠାରେ ବିଶ୍ୱର ଅନେକ କର୍ପୋରେଟ ସିଇଓ ଓ ରାଷ୍ଟ୍ରମୁଖ୍ୟ ଏକାଠି ହୋଇଥିଲେ। ଚଳିତ ବର୍ଷ କାର୍ଯ୍ୟକ୍ରମ ପରିବେଶ ସହନୀୟ, ସମାବେଶୀ…

ପ୍ଲାଷ୍ଟିକ ପ୍ରଦୂଷଣ ଓ ବୈଶ୍ୱିକ ବୁଝାମଣା

ପ୍ଲାଷ୍ଟିକ୍‌ ପ୍ରଦୂଷଣ ରୋକିବା ପାଇଁ ନଭେମ୍ବର ଶେଷାର୍ଦ୍ଧରେ ପ୍ରଥମ ଥର ଲାଗି ଜାତିସଂଘର ଇଣ୍ଟରଗଭର୍ନମେଣ୍ଟାଲ ନେଗୋସିଏଟିଂ କମିଟି (ଆଇଏନ୍‌ସି)ର ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ଲାଷ୍ଟିିକ୍‌ ପ୍ରଦୂଷଣ ହ୍ରାସ କରିବା ଉପରେ ଏକ ବୈଧ ତଥା ବାଧ୍ୟତାମୂଳକ ବୈଶ୍ୱିକ ବୁଝାମଣାର ସ୍ପଷ୍ଟ ଲକ୍ଷ୍ୟ…

ଅବସର ପରେ ଭଲ ଲାଗୁନି

ଦିନେ ସନ୍ଧ୍ୟାବେଳେ ମୁଁ ଓ ମୋର ବନ୍ଧୁ ଏକ ପାର୍କ ପାଖରେ ବୁଲୁଥିବାବେଳେ ଜଣେ ବାବୁଙ୍କ ସହିତ ଦେଖାହେଲା। ବାବୁଙ୍କୁ ପଚାରିଲି ଆପଣ କେମିତି ଅଛନ୍ତି ? ବାବୁ କହିଲେ, ଅବସର ପରେ କିଛି ଭଲ ଲାଗୁନି। ମୁଁ କହିଲି ଏତେ…

ଅବାଞ୍ଛିତ ଆହ୍ବାନ

ପଦ୍ମଭୂଷଣ ଉପାଧି ବିଭୂଷିତ ବିଶିଷ୍ଟ ଲେଖକ ରସ୍କିନ୍‌ ବଣ୍ଡ୍‌ ବିଶ୍ୱ ସାହିତ୍ୟ ଜଗତର ଜଣେ ଅସାଧାରଣ ପ୍ରତିଭା। ତାଙ୍କର ଆତ୍ମଜୀବନୀ ”ଦ ସିନ୍ସ ଫ୍ରମ୍‌ ଏ ରାଇଟର୍ସ ଲାଇଫ୍‌“ରେ ଭାରତ ରହଣି ସମୟରେ ଇଂରେଜମାନଙ୍କର ସମସ୍ୟା, ଦ୍ୱିତୀୟ ବିଶ୍ୱଯୁଦ୍ଧର ବିଭୀଷିକା ତଥା…

ଏଇ ଭାରତରେ

ବଗିଚା କହିଲେ ଘର ଅଗଣା, କିନ୍ତୁ ଫଳୁଛି ବ୍ରାଜିଲର ୨୫୦ ପ୍ରକାର ଫଳ। ଅଗଣାରେ ଏଭଳି ଚାଷକରି ଅନ୍ୟମାନଙ୍କୁ ବାଟ ଦେଖାଇଛନ୍ତି କେରଳର ପରେଶ ଜନାନ୍‌। ପରେଶ ରହୁଛନ୍ତି ଥ୍ରିଶୂରରେ। ସେ ଫେସ୍‌ବୁକ୍‌ ଭିଡିଓ ପ୍ରେରିତ ହୋଇ ଏହି ବିଦେଶୀ ଫଳ…

ଏଇ ଭାରତରେ

ଭାରତରେ ଏମିତି ଏକ ପରିବାର ଅଛି, ଯାହା ୭ ପିଢ଼ି ଧରି ଅର୍ଥାତ୍‌ ଅଷ୍ଟାଦଶ ଶତାବ୍ଦୀରୁ ଏଯାବତ୍‌ ଶ୍ରେଷ୍ଠ କଳାକାରଙ୍କୁ ସିତାର, ତାନପୁରା ଏବଂ ବୀଣା ଯୋଗାଇ ଆସୁଛି। ମହାରାଷ୍ଟ୍ରର ପୁରାତନ ଐତିହାସିକ ସହର ମିରାଜ୍‌ରେ ବାସ କରନ୍ତି ଏହି ପରିବାର।…

ଚାକିରି କ୍ଷେତ୍ରରେ ନାରୀ

ଡ. ମୌସୁମୀ ପରିଡ଼ା ଭାରତ ପରି ପୁରୁଷପ୍ରଧାନ ଦେଶରେ ଯୁଗଯୁଗ ଧରି ନାରୀ ବହୁମୁଖୀ ସମସ୍ୟାରେ ପୀଡ଼ିତା ହୋଇଆସିଛି। ଏକବିଂଶ ଶତାବ୍ଦୀରେ କର୍ମଜୀବୀ ନାରୀଟିଏ ଯେତେ ନିପୁଣା ହେଲେ ମଧ୍ୟ ହୀନମନ୍ୟତାର ଶିକାର ହେଉଛି। ଦେଶର ଅଗ୍ରଗତିରେ ନାରୀର ଭୂମିକା ବହୁତ…

ମୂଳ ଭାରତୀୟଙ୍କୁ ସମ୍ବିଧାନରେ ଉପେକ୍ଷା

ସହଦେବ ସାହୁ ଆମ ସମ୍ବିଧାନର ପ୍ରଣେତାମାନଙ୍କ ଜନ୍ମ ସିନା ଭାରତରେ, ସମ୍ବିଧାନ ପ୍ରଣୟନ ବେଳେ ସେମାନଙ୍କ ମନ ଥିଲା ବିଲାତି (ଗୋରା) ସାହେବଙ୍କ ପରି! ଏମିତି କହିବାର ବେଳ ଆସିଯାଇଛି ସ୍ବାଧୀନତାର ୭୫ ବର୍ଷ ପାଳନ ଅବସରରେ। ସ୍ବାଧୀନତାର ଅମୃତ ମହୋତ୍ସବ…

ଉଲଗ୍ନ ଲୋଭ

ଭାରତୀୟ ଚିନ୍ତାଧାରାରେ ମଣିଷ ଜୀବନର ୪ ଅବସ୍ଥା ବିଷୟରେ କୁହାଯାଇଛି। ସେଗୁଡ଼ିକ ହେଲା-ବ୍ରହ୍ମଚର୍ଯ୍ୟ, ଗୃହସ୍ଥ, ବାନପ୍ରସ୍ଥ ଏବଂ ସନ୍ନ୍ୟାସ। ଏଥିରୁ ପ୍ରଥମ ବ୍ରହ୍ମଚର୍ଯ୍ୟ ଓ ଶେଷ ତଥା ଚତୁର୍ଥ ସନ୍ନ୍ୟାସ ସ୍ଥିତିରେ ମଣିଷ ତା’ର ଲୋଭ ଓ ଅହଂଭାବ ପରିତ୍ୟାଗ କରିବା…

ଭାରତବର୍ଷରେ ଦୁର୍ନୀତିର ସ୍ବରୂପ

ଡ. ସୁବାସ ଚନ୍ଦ୍ର ପାତ୍ର ଭାରତବର୍ଷରେ ଦୁର୍ନୀତିକୁ ଏତେ ମାତ୍ରାରେ ଅର୍ଥ ବା ଅର୍ଥନୈତିକ ଅନିୟମିତତା ସହ ଯୋଡ଼ିଦିଆଯାଇଛି ଯେ ଖୁବ୍‌ କମ୍‌ ଲୋକ ତା’ର ମୂଳଉତ୍ସ ପାଖରେ ପହଞ୍ଚିପାରନ୍ତି। ବସ୍ତୁତଃ ଆମ ଦେଶର ସମସ୍ତ ପ୍ରକାର ଅର୍ଥନୈତିକ ଦୁର୍ନୀତିର ଆଧାର…

ରୋଗ ରାଜନୀତି

  କୋଭିଡ୍‌-୧୯ ସରିଗଲା ବୋଲି ଲୋକେ ଆଶ୍ୱସ୍ତ ହେଉଥିବା ବେଳେ ପୃଥିବୀର ବିଭିନ୍ନ ଭାଗରେ ଏହା ପୁଣି ମୁଣ୍ଡ ଟେକିଛି। ବିଶେଷକରି ଚାଇନାରେ ଏହା ଉଗ୍ରରୂପ ଧାରଣ କରି ଅନେକ ଲକ୍ଷ ଲୋକଙ୍କ ଜୀବନ ନେଲାଣି। ସେଠାରେ ମୃତ୍ୟୁସଂଖ୍ୟା ଏଭଳି ବଢ଼ିଛି…

ଏଇ ଭାରତରେ

ଫିଲ୍ମରେ ହସ୍ପିଟାଲରେ ବାହାଘର ହେବା ପ୍ରାୟତଃ ଅନେକେ ଦେଖିଥିବେ। କିନ୍ତୁ ବାସ୍ତବରେ ହସ୍ପିଟାଲର ଆଇସିୟୁ ରୁମ୍‌ ବାହାରେ ବିବାହ ଅନୁଷ୍ଠିତ ହେବା କଥା କେହି ଦେଖିଛନ୍ତି କିମ୍ବା ଶୁଣିଛନ୍ତି କି। କଥାଟା ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ। କାରଣ କିଛି ଏଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?