କ୍ଷତିକାରକ ପାଠ୍ୟପୁସ୍ତକ
ଓଡ଼ିଶାରେ ସବୁ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନୁଷ୍ଠାନର ନାମଫଳକ ଓଡ଼ିଆ ଭାଷାରେ ଲେଖାଯିବା ସହ କାଗଜପତ୍ର କାମ ଏହି ଭାଷାରେ କରାଯିବା ନେଇ ସରକାରୀ ଭାବେ ଏକାଧିକ ନିର୍ଦ୍ଦେଶ ଦିଆଯାଉଛି। ଓଡ଼ିଆ ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇବା ପରେ...
ପଣ୍ଡିତଙ୍କ ଦୁର୍ଦ୍ଦଶା
ଗତ ଶତାବ୍ଦୀର ୯୦ ଦଶକରେ କଶ୍ମୀରୀ ପଣ୍ଡିତଙ୍କ ଗଣପଳାୟନ ଓ ଦୁର୍ଦ୍ଦଶା ଉପରେ ଗତିଶୀଳ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘କଶ୍ମୀର ଫାଇଲ୍ସ’କୁ ନେଇ ଉଠିଥିବା ବିବାଦ ଥମିନାହିଁ; ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ପୁଣିଥରେ ଟାର୍ଗେଟ ହତ୍ୟା ଆରମ୍ଭ କରିଥିବା କୁହାଯାଉଛି। ୨୦୨୨...
୩୦ ସୁଦ୍ଧା ୩୦
ଆଲେଖ୍ୟର ଶୀର୍ଷକଟି ପାଠକଙ୍କ ମନରେ ବିସ୍ମୟ ସୃଷ୍ଟିର କାରଣ ହେବା ସ୍ବାଭାବିକ। ଏବେ କିନ୍ତୁ ବିଶ୍ୱ ସ୍ତରରେ ପରିବେଶ ସଚେତନ ନାଗରିକ ଏବଂ ସଂରକ୍ଷଣବାଦୀଙ୍କ ମହଲରେ ଏହି ‘୩୦ ସୁଦ୍ଧା ୩୦’ ପ୍ରସଙ୍ଗଟି ଏକ ଗମ୍ଭୀର ଆଲୋଚନାର ବିଷୟବସ୍ତୁ ପାଲଟିଛି।...
ଗୋଟିଏ ଆକାଶ ଦୁଇଟି ତାରା
ଅହିଂସାର ପ୍ରତୀକ ବୁଦ୍ଧ ଓ ଗାନ୍ଧୀ। ଉଭୟ ବିଧି ପ୍ରେରିତ ମହାପୁରୁଷ। ଜଣେ ଭାରତୀୟ ସାଂସ୍କୃତିକ ଇତିହାସର ପ୍ରଥମ ବିଶ୍ବବନ୍ଦିତ ବ୍ୟକ୍ତି, ଆଉ ଜଣେ ବିଶ୍ବ ଇତିହାସର ସର୍ବମାନ୍ୟ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ। ଉଭୟ ଗୋଟିଏ ସୂତ୍ରରେ ବନ୍ଧା ଏବଂ ସେହି...
ଏଇ ଭାରତରେ
ଭୋକିଲାଙ୍କ ପେଟ ଚିନ୍ତା ଥିଲା ଅହମଦାବାଦର ମଞ୍ଜୁଳାବେନ୍ଙ୍କର। ତାଙ୍କ ଆଖପାଖରେ କେହି କ୍ଷୁଧା ଜୀବନ ବିତାନ୍ତୁ, ଏହା ସେ ଚାହଁୁ ନ ଥିଲେ। ସେଥିପାଇଁ ସକାଳ ହେବା କ୍ଷଣି ରୋଷେଇ କରି ସେମାନଙ୍କୁ ଖାଦ୍ୟ ଯୋଗାଉଥିଲେ। ମଞ୍ଜୁଳାଙ୍କ ଦେହାନ୍ତ ପରେ...
ପରିବର୍ତ୍ତନର ଆଶା
ସୁପ୍ରିମକୋର୍ଟ ଦେଶଦ୍ରୋହ ଆଇନ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଏହି ଉପନିବେଶିକ ଯୁଗର ଆଇନକୁ ହଟାଇଦେବାକୁ ଚାହାନ୍ତି ବୋଲି କେନ୍ଦ୍ର ସରକାର କହିଛନ୍ତି। ଏହା ଏକ ଉତ୍ତମ ପଦକ୍ଷେପ। ଏହି ଆଇନ କହେ- ଯେଉଁ ବ୍ୟକ୍ତି ସରକାର...
ପ୍ରତିଭା, ପ୍ରତିକୂଳତା ଓ କବି କାଳିନ୍ଦୀଚରଣ
ଭଲ କବିତା ଯେ ପ୍ରତିଭାମୂଳ- ଏ କଥାରେ ମତାନ୍ତର କ୍ୱଚିତ୍ ଥାଏ। ଏହି ଦୃଷ୍ଟିରୁ ବିଚାରକଲେ ପଦ୍ମଭୂଷଣ କାଳିନ୍ଦୀଚରଣ ପାଣିଗ୍ରାହୀ ହେଉଛନ୍ତି ଓଡ଼ିଆ ଭାଷାର ଜଣେ ଉଚ୍ଚମାନର କୃତବିଦ୍ୟ କବି, ଯାହାଙ୍କ ଜୀବନରେ କବିତ୍ୱର ଉଦୟ ହୋଇଥିଲା ଛାତ୍ରାବସ୍ଥାରୁ। ମାଆ...
‘ଦି ଆଟ୍ଲାଣ୍ଟିକ୍’ର ସାମ୍ବାଦିକା
ବବି ମ୍ୟାକ୍ଲାଭାଇନ୍ ଦେଖିବାକୁ ଥିଲେ ସୁନ୍ଦର ଓ ଉଚ୍ଚାକାଂକ୍ଷୀ ଯୁବକ। ୧୧ ସେପ୍ଟେମ୍ବର ୨୦୦୧ରେ ଆମେରିକାର ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡବ୍ଲ୍ୟୁଟିସି)ରେ ଏକ ସମ୍ମିଳନୀରେ ଯୋଗଦେବାକୁ ଯାଇଥିଲେ। ଆତଙ୍କବାଦୀ ଆକ୍ରମଣରେ ଅନେକ ହଜାର ବ୍ୟକ୍ତିଙ୍କ ଭଳି ବବିଙ୍କର ମଧ୍ୟ ମୃତ୍ୟୁ...
ଏଇ ଭାରତରେ
ଦୁନିଆରେ ଏମିତି ପିଲା ଅଛନ୍ତି ଯେଉଁମାନଙ୍କର କେହି ବି ନାହାନ୍ତି, ନା ଅଛି ଘର ନା ଅଛି ଶିକ୍ଷା। ସେମାନେ ରାସ୍ତା କଡ଼ର ବାସିନ୍ଦା, ସେମାନେ ପୁଣି ନିର୍ଯାତିତ। ଏମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ଅନେକ...
ଠକାମି ପ୍ରତିଯୋଗିତା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ‘ସ୍ବଚ୍ଛ ଭାରତ ଅଭିଯାନ’ ଆରମ୍ଭ କଲେ। ଗ୍ରାମଗୁଡ଼ିକୁ ବାହ୍ୟ ମଳମୁକ୍ତ କରିବାକୁ ଆହ୍ବାନ ଦେଲେ। ବେଶ୍ କିଛି ଲୋକ ଏଥିରେ ଅନୁପ୍ରାଣିତ ହେଲେ। ରାସ୍ତାଘାଟ, ମନ୍ଦିର, ମସ୍ଜିଦ୍, ସ୍କୁଲ୍, କଲେଜ ସଫେଇ କରାଗଲା। ମାତ୍ର...
ଶିକ୍ଷାରେ ଶ୍ରମର ଅର୍ଥନୈତିକ ବ୍ୟବହାର
ଅକ୍ଷୟ କୁମାର ମିଶ୍ର ଅଭିଯୋଗ ହୁଏ ଆମ ଦେଶର ଶିକ୍ଷା ଏଯାଏ ଲର୍ଡ ମ୍ୟାକୁଲେଙ୍କ ଦ୍ୱାରା ପ୍ରଣୀତ ଶିକ୍ଷା ବ୍ୟବସ୍ଥାକୁ ଅନୁକରଣ ତଥା ଅନୁସରଣ କରିଚାଲିଛି। ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରାଯାଇ ନ ପାରେ। ଏଭଳି ଶିକ୍ଷା ବ୍ୟବସ୍ଥା...
କଠୋର ବାର୍ତ୍ତା
ଆଜିକାଲି ବ୍ୟାଡ୍ ଡାଟା ଅର୍ଥାତ୍ ତ୍ରୁଟିପୂର୍ଣ୍ଣ, ଅନୁପଯୁକ୍ତ ଓ ନକଲି ତଥ୍ୟ ସବୁଆଡେ ଦେଖିତ୍ବାକୁ ମିଳୁଛି। ଏପରି କି ଭାରତରେ କୋଭିଡ୍ ମହାମାରୀ ସମୟରେ କୋଭିଡ୍ ଜନିତ ମୃତ୍ୟୁକୁ ନେଇ ରାଜ୍ୟଗୁଡ଼ିକ ଦ୍ୱାରା ପ୍ରଦତ୍ତ ତଥ୍ୟ ଉପରେ କେନ୍ଦ୍ର ଜୋର୍ଦାର...
Archives


