ସମ୍ପାଦକୀୟ

ହର୍ଗିଲା ସେନାପତି

ପାଞ୍ଚବର୍ଷ ବୟସ ହୋଇଥିବା ବେଳେ ତାଙ୍କୁ ଆଈଙ୍କ ପାଖରେ ରହିବା ଲାଗି ଛାଡ଼ି ଦିଆଯାଇଥିଲା। ଆସାମର ବ୍ରହ୍ମପୁତ୍ର ନଦୀ କୂଳରେ ଆଈ ଖେତରେ କାମ କରନ୍ତି। ସେହି କୁନି ଝିଅଟିକୁ ମଧ୍ୟ ସାଥିରେ ନେଇଥାଆନ୍ତି। ଓ୍ବେଟଲାଣ୍ଡ୍‌ ବା ସନ୍ତସନ୍ତିଆ ଅଞ୍ଚଳରେ ରହୁଥିବା…

ଦୁଃଖୀ ମଣିଷର ସୁଖ

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ସମାଜର ସାମାଜିକ ଓ ଅର୍ଥନୈତିକ ସଂସ୍କୃତି ମଧ୍ୟରେ ଦୁଃଖୀ ମଣିଷର ଦୁଃଖ ବା ସୁଖୀ ମଣିଷର ସୁଖର ଦୃଷ୍ଟାନ୍ତ ଖୋଜିବା ଯେମିତି କଷ୍ଟସାଧ୍ୟ ନୁହେଁ, ସେମିତି ଏସବୁ ଦୃଷ୍ଟାନ୍ତ କୌଣସି ଅର୍ଥପୂର୍ଣ୍ଣ ଅନୁଶୀଳନର ଅପେକ୍ଷା ରଖେ…

ଅଧୁରା ଅଭିଯାନ

ଭାଜପା ସରକାର ବ୍ୟାପକ ଶକ୍ତି ଓ ସଂବେଗ ସହ ୨୦୧୯ରେ ପ୍ରବେଶ କରିଥିଲା। ସେହି ବର୍ଷ ମେ’ର ନିର୍ବାଚନୀ ବିଜୟ ଥିଲା ନିର୍ଣ୍ଣାୟକ ଓ ଏହା ୨୦୧୪ ତୁଳନାରେ ଅଧିକ ଆସନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଦେଲା। ଦୃଢ ଜନାଦେଶ ଓ ତାଙ୍କ ଉପରେ…

ଏଇ ଭାରତରେ

ପାରମ୍ପରିକ ଧାନ ବିଲୁପ୍ତ ହୋଇଯାଉଥିବା ବେଳେ ଉଚ୍ଚ ବେତନର ଚାକିରି ଛାଡ଼ି ଏହି ଚାଷ କରିବାରେ ଲାଗି ପଡ଼ିଛନ୍ତି କେରଳର ଏକ ଦମ୍ପତି। ମହମ୍ମଦ ରାଇନା ଏବଂ ତାଙ୍କ ସ୍ତ୍ରୀ ପ୍ରତିଭା ଏବେ ବିଭିନ୍ନ ପାରମ୍ପରିକ ଧାନ ଚାଷ କରି ବର୍ଷକୁ…

ସମୀକ୍ଷା କରିବାର ଅଛି

ଉପେନ୍ଦ୍ର ବିଶ୍ୱାଳ ରାଷ୍ଟ୍ରର ସମୃଦ୍ଧି ଓ ସୁପରିଚାଳନା ପାଇଁ ନିହାତି ଲୋଡ଼ା ନୀତିନିୟମ, ବିଧିବିଧାନ, ଆଚାର ସଂହିତା। ସେଥିପାଇଁ ତିଆରି ହୁଏ ସମ୍ବିଧାନ। ବିଶିଷ୍ଟ ଦାର୍ଶନିକ ପ୍ଲାଟୋଙ୍କ ଅନୁଯାୟୀ, ”ଉତ୍ତମ ପାଳନପୋଷଣ ଏବଂ ଉତ୍କୃଷ୍ଟ ଶିକ୍ଷା ପାଇଁ ଦେଶରେ ଉତ୍ତମ ସମ୍ବିଧାନ…

ରାଗିଂ ନା ହିଂସା ବିଳାସ

ଶୈଳେନ୍ଦ୍ର ଦ୍ୱିବେଦୀ ନିକଟରେ ରାଗିଂ ଅଭିଯୋଗରେ ଗଞ୍ଜାମ ପୋଲିସ କିଛି ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୧୨ ଜଣ ଛାତ୍ରଙ୍କୁ କଲେଜରୁ ବହିଷ୍କୃତ କରାଯାଇଛି। ସମ୍ପୃକ୍ତ କଲେଜର ଅଧ୍ୟକ୍ଷ କହିଛନ୍ତି, ରାଗିଂ ସମ୍ପର୍କିତ ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତଙ୍କ…

ରାଜ୍ୟରେ ବେଶି, କେନ୍ଦ୍ରରେ କମ୍‌

କେନ୍ଦ୍ରରେ ଆଇପିଏସ୍‌ ଅଧିକାରୀଙ୍କ ଅଭାବ ଲାଗିରହିଛି। ରାଜ୍ୟଗୁଡ଼ିକ ଅଧିକ ସଂଖ୍ୟକ ଅଧିକାରୀଙ୍କୁ ଡେପୁଟେଶନରେ ନ ପଠାଇବା ଯୋଗୁ ଏଭଳି ସ୍ଥିତି ଉପୁଜିଛି ବୋଲି ମୋଦି ସରକାର ଲଗାତର ଅଭିଯୋଗ କରିଆସୁଛନ୍ତି। ଏପରି କି ଭାଜପା ଶାସିତ ରାଜ୍ୟଗୁଡ଼ିକ ଡେପୁଟେଶନ କୋଟା ପୂରଣ…

ଏଇ ଭାରତରେ

ଯାନବାହନ ଚଳାଚଳ, ଶିଳ୍ପ ବିକାଶ ସହ ଆମ ଅବ୍ୟବସ୍ଥିତ ଜୀବନଶୈଳୀ ଯୋଗୁ ଅଧିକ ଧୂଆଁ ଓ ସବୁଜଗୃହ ବାଷ୍ପ ନିର୍ଗମନ ବୃଦ୍ଧିପାଉଛି । ଫଳରେ ବାୟୁମଣ୍ଡଳ ଉତ୍ତପ୍ତ ହେବା ସହ ପ୍ରଦୂଷଣ ମଧ୍ୟ ବଢିଚାଲିଛି। ବାୟୁ ପ୍ରଦୂଷଣର ଭୟଙ୍କର ସ୍ଥିତି ଦେଖିବାକୁ…

ଏଇ ତ ଦୁନିଆ

ଡ. ସିଦ୍ଧାର୍ଥ କାନୁନ୍‌ଗୋ ଏହି ଅଳ୍ପ ଦିନ ତଳର ଘଟଣା। ତାରିଖ ମୋର ଠିକ୍‌ ମନେ ନାହିଁ। ଗୋଟିଏ କଲେଜର ପୁରାତନ ଛାତ୍ର ସଂଘର ସଦସ୍ୟ ହିସାବରେ ମୁଁ ଏକ ମିଟିଂରେ ଯୋଗଦେଇଥାଏ। ଏହି ସମୟରେ ଉକ୍ତ କଲେଜର ଜଣେ ଅଧ୍ୟାପିକା…

ମେଳଣ ପଡ଼ିଆ

ନିମାଇଁ ଚରଣ ଲେଙ୍କା ଜୀବନ ଶୁଦ୍ଧ ଓ ନିର୍ମଳ ହେବା ପାଇଁ, ଆତ୍ମାର ବିକାଶ ପାଇଁ, ଈଶ୍ୱରଙ୍କ ସାନ୍ନିଧ୍ୟ ଲାଭ ପାଇଁ ଧର୍ମୀୟ ଜୀବନଯାପନ କରିବା ବିଧେୟ। ଏପରି ମହତ୍ତ୍ୱାକାଂକ୍ଷା ଉତ୍ତମ ଓ ଆବଶ୍ୟକ। କିନ୍ତୁ ଅନେକ ବ୍ୟକ୍ତି ଅଭିମାନବଶତଃ ପୂଜା,…

ଚାଇନାର ଋଣଯନ୍ତା

ବ୍ରହ୍ମ ଚେଲାନି ୨୦୧୪ରେ ଚାଇନା ସହ କେନିଆର ଏକ ଋଣଚୁକ୍ତି ହୋଇଥିଲା। ଏକ ବିବାଦୀୟ ରେଲଓ୍ବେ ପ୍ରୋଜେକ୍ଟକୁ ଅର୍ଥ ଯୋଗାଣ ପାଇଁ ଏହି ଚୁକ୍ତି କରାଯାଇଥିଲା। ନିକଟରେ ଚୁକ୍ତି ସମ୍ପର୍କିତ ସବିଶେଷ ବିବରଣୀ ପ୍ରକାଶ ପାଇଥିଲା। ବିକାଶଶୀଳ ଦେଶଗୁଡ଼ିକୁ ଚାଇନା ଋଣ…

ଏଇ ଭାରତରେ

ଜଳ ସଙ୍କଟ ଓ ପରିବେଶ ସୁରକ୍ଷା ପ୍ରତି ସଚେତନ ପୁଣେର ୨୭ ବର୍ଷୀୟ କେଦାର କୁଲକର୍ନି ପବ୍ଲିକ୍‌ ୟୁରିନାଲଗୁଡ଼ିକୁ ଦୁର୍ଗନ୍ଧମୁକ୍ତ କରିବା ସହ ପାଣି ଅପଚୟ ରୋକୁଛନ୍ତି। ସେ ଆବିଷ୍କାର କରିଥିବା ଓ୍ବାଟର୍‌ଲେସ ଟେକ୍ନୋଲୋଜି ମାଧ୍ୟମରେ ଏହା କରୁଛନ୍ତି। ‘ରୁତୁ ବାୟୋସିଷ୍ଟମ୍‌’…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri