ସମ୍ପାଦକୀୟ

ସମୟର ଆହ୍ବାନ

ଡ. ଭାରତ ଭୂଷଣ ରଥ ଅଯୋଧ୍ୟା ନରେଶ ଦଶରଥ ପତ୍ନୀ କୈକେୟୀଙ୍କୁ ତିନିଗୋଟି ବର ପ୍ରଦାନ କରିଥିଲେ। ଦିନ ଆସିଲା, କୈକେୟୀ ଦଶରଥଙ୍କୁ ସେହି ବର ପ୍ରାର୍ଥନା କଲେ। କୈକେୟୀଙ୍କର ପ୍ରଥମ ବର ଥିଲା; ରାମଚନ୍ଦ୍ର ଚତୁର୍ଦ୍ଦଶ ବର୍ଷ ବନବାସ କରିବେ।…

ସ ସ ସ

ସର୍ବୋଚ୍ଚରୁ ସର୍ବନିମ୍ନ ସମାନ (ସ ସ ସ)। ଭାରତରେ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ବ୍ରିଟେନ୍‌ର ବର୍ମିଂହାମ୍‌ଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ଆଥ୍‌ଲେଟମାନେ ଅନେକ ପଦକ ଜିତି ନିଜର ଦକ୍ଷତା ଦେଖାଇପାରିଛନ୍ତି। ଡାକ୍ତରଙ୍କଠାରୁ…

ନୀତି ଅନୀତି

ନୂଆଦିଲ୍ଲୀଠାରେ ୭ ଅଗଷ୍ଟରେ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଶନ ଫର୍‌ ଟ୍ରାନ୍ସଫର୍ମିଂ ଇଣ୍ଡିଆ ବା ନୀତି ଆୟୋଗର ୭ମ ପରିଚାଳନା ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆହୂତ ହୋଇଥିଲା। ଏଥିରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) ଏବଂ ବିହାର ମୁଖ୍ୟମନ୍ତ୍ରୀ…

ପଞ୍ଚସ୍ତରି ବର୍ଷର ପତାକା

ଆଉ ସପ୍ତାହକ ପରେ ଆମ ଦେଶ ସ୍ବାଧୀନତାର ଆୟୁଷକୁ ପୂରିବ ପଞ୍ଚସ୍ତରି ବର୍ଷ। ଶହ ଶହ ବର୍ଷ ଧରି ଯେଉଁ ଦେଶର ଆକାଶରେ ଭିନ୍ନ ଭିନ୍ନ ରଙ୍ଗର ପତାକା ଫରଫର ଉଡ଼ି ନିଜ ନିଜର ପରାକ୍ରମ ପ୍ରକାଶ କରୁଥିଲେ ସେ ଦେଶର…

ନାହିଁ ଆବେଗ ନା ଅଛି ଆକର୍ଷଣ

ଠିକ୍‌ ଧର୍ମାନ୍ତର ଗ୍ରହଣ କରିବା ପରେ ଆହାର, ବେଶଭୂଷା, ଭଜନକୀର୍ତ୍ତନ ଇତ୍ୟାଦି ବଦଳେଇ ଦେଇଥାଏ ବ୍ୟକ୍ତିବିଶେଷ। ଆଜିର ସମସ୍ୟା ଠିକ୍‌ ସେହିଭଳି ଶିକ୍ଷା ସମାପନ ପରେ ପାସୋର ପଡୁଛି ମନରୁ ପଲ୍ଲୀଭୂମି, ଯାହାର ଶାକ ତଣ୍ଡୁଳରେ ପୁଷ୍ଟ ହୋଇଥିଲା ଶରୀର, ଯାହାର…

ଏଇ ଭାରତରେ

ପେଟ୍ରୋଲ-ଡିଜେଲ ଦାମ୍‌ ଆକାଶଛୁଆଁ ହୋଇଛି। ଅପରପକ୍ଷେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅନୁଭୂତ ହେବାରେ ଲାଗିଛି। ଏଭଳି ସ୍ଥିତିରେ ଇଲେକ୍ଟ୍ରିକ୍‌ ଯାନ (ଇଭି) କିଣିବା ସଭିଙ୍କ ପାଇଁ ଏକ ଉତ୍ତମ ବିକଳ୍ପ। କିନ୍ତୁ ଏହାର ଦାମ୍‌ ଓ ଚାର୍ଜିଂ ସମସ୍ୟା ବାଧକ ସାଜୁଛି।…

ମହାକାଶ ଦୌଡ଼

ଚଳିତ ମାସରେ ପାର୍ଲାମେଣ୍ଟରେ କୁହାଗଲା ଯେ, ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଭାରତର ମହତ୍ତ୍ୱାକାଂକ୍ଷୀ ମହାକାଶ ମିଶନ ଉପରେ ବନ୍ଦ ରହିଥିବା ପ୍ରଥମ ପ୍ରଦର୍ଶନଭିତ୍ତିକ ପରୀକ୍ଷଣ ଚଳିତ ବର୍ଷ ଡିସେମ୍ବର ୩୧ ପୂର୍ବରୁ କରିବ। ଏଣୁ ଭାରତର ୯,୦୨୩ କୋଟି ଟଙ୍କାର…

ଅଭିଜ୍ଞ ନୂଆ ସିଜେଆଇ

ଭାରତୀୟ ନ୍ୟାୟପାଳିକାର ସର୍ବୋଚ୍ଚ ସ୍ଥାନରେ ଯିଏ ନୂତନ ଭାବେ ଅବସ୍ଥାପିତ ହୋଇଥାଆନ୍ତି, ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ସମସ୍ତେ ଜାଣିବା ଲାଗି ଆଗ୍ରହ ରଖିବା ସ୍ବାଭାବିକ। ଅଗଷ୍ଟ ୨୬ରେ ବର୍ତ୍ତମାନର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍‌ ଏନ୍‌. ଭି. ରମନା କାର୍ଯ୍ୟରୁ…

ଜନନାୟକ ହେବ ତ ଏମିତି

ସେ ହେଉଛି ପ୍ରକୃତ ସଭ୍ୟ, ଯେ ବସ୍ତୁ ତିଆରି କରେ ଓ ତାକୁ ସରସ ସୁନ୍ଦର କରି ପୂର୍ଣ୍ଣାଙ୍ଗ ରୂପ ପ୍ରଦାନ କରେ ଏବଂ ଉପଭୋକ୍ତାଙ୍କୁ ସନ୍ତୋଷ ପ୍ରଦାନ କରେ। ମାତ୍ର ଯେ ତାକୁ ଉପଭୋଗ କରେ ସେ ବାସ୍ତବ ସଭ୍ୟ…

ଏଇ ଭାରତରେ

ଜମ୍ମୁ-କଶ୍ମୀରର ଡୋଡ଼ାରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଏକ ଛବି ସାମ୍ନାକୁ ଆସିଛି। ଏଠାରେ ମୁସଲମାନ ଲୋକେ ହିନ୍ଦୁମାନଙ୍କ ସହ ମିଶି ପାହାଡ଼ ଚଢ଼ି ୭୦୦ କେ.ଜି. ଓଜନର ଦେବବେଦୀ ମୂର୍ତ୍ତିଗୁଡ଼ିକୁ ମନ୍ଦିରକୁ ନେଇଛନ୍ତି। ଭଦ୍ରଓ୍ବାହ-ଡୋଡା ରାଜପଥଠାରୁ ୩ କି.ମି. ଦୂର କୁରସାରୀର ପାହାଡ଼…

ଏଇ ଭାରତରେ

ଝାଡ଼ଖଣ୍ଡ ଦେଓଘରର ରାମ ପାଣ୍ଡେ ଅନେକ ଅସହାୟ ଝିଅଙ୍କ ପିତା ପାଲଟି ଯାଇଛନ୍ତି। ୨୦୦୪ରୁ ସେ ଏହି ଦାୟିତ୍ୱ ବହନ କରିଆସୁଛନ୍ତି। ରାମଙ୍କ ବୟସ ୬୧। ସେ ଏବେ ଦେଓଘରର ପ୍ରସିଦ୍ଧ ଶିବମନ୍ଦିରକୁ ଯାଉଥିବା କାଉଡ଼ିଆମାନଙ୍କୁ ପିଇବା ପାଣି ଦେବା ଲାଗି…

ଲୁଚିଛି ନା ଦିଶୁଛି

ଘାସିରାମ ପଣ୍ଡା କକଟରେ ରାଜ୍ୟ ସଭାରେ ଆଗତ ଏକ ପ୍ରଶ୍ନର ଉତ୍ତର ଦେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କୋଭିଡ୍‌ଜନିତ ଲକ୍‌ଡାଉନରେ ଶିଶୁ ଶ୍ରମିକ, ବାଲ୍ୟ ବିବାହ, ଚାଲାଣ ଭଳି କୌଣସି ଅପରାଧ ପଞ୍ଜୀକୃତ ହୋଇ ନ ଥିବା ଦର୍ଶାଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri