ସମ୍ପାଦକୀୟ

ଏଇ ଭାରତରେ

ଫିଲ୍ମରେ ହସ୍ପିଟାଲରେ ବାହାଘର ହେବା ପ୍ରାୟତଃ ଅନେକେ ଦେଖିଥିବେ। କିନ୍ତୁ ବାସ୍ତବରେ ହସ୍ପିଟାଲର ଆଇସିୟୁ ରୁମ୍‌ ବାହାରେ ବିବାହ ଅନୁଷ୍ଠିତ ହେବା କଥା କେହି ଦେଖିଛନ୍ତି କିମ୍ବା ଶୁଣିଛନ୍ତି କି। କଥାଟା ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ। କାରଣ କିଛି ଏଭଳି…

କୃଷକର ଅନ୍ତର୍ବେଦନା

ଡ. ସିଦ୍ଧାର୍ଥ କାନୁନ୍‌ଗୋ ମୁଁ ପୁରୀ ଜିଲା ରାଉଳପାଟଣା ଗଁାର ଜଣେ ଚାଷୀ। ମୋ ନଁା ସନାତନ। ଗଁାରେ ମତେ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ କିଏ ସନିଆ ଅବା ଆଉ କିଏ ସନିଆ ଭାଇ ବୋଲି ଡାକନ୍ତି। ଚାଷ ବୋଇଲେ ଜମି…

ଏଇ ଭାରତରେ

ରାସ୍ତାରେ ଭିକ୍ଷାବୃତ୍ତି କରୁଥିବା ଏବଂ ଶ୍ରମିକ ଭାବେ ଖଟୁଥିବା ଶିଶୁଙ୍କ ଉଦ୍ଧାର କ୍ଷେତ୍ରରେ ଜଣେ ପୋଲିସ ଅଧିକାରୀଙ୍କ ପ୍ରୟାସ ପ୍ରଶଂସନୀୟ। ଉତ୍ତରାଖଣ୍ଡ ପୋଲିସ ମହାନିର୍ଦ୍ଦେଶକ ଅଶୋକ କୁମାର ୨୦୧୭ରେ ‘ଅପରେଶନ ମୁକ୍ତି’ ଅଭିଯାନ ଆରମ୍ଭ କରି ଉକ୍ତ କାର୍ଯ୍ୟ ଜାରି ରଖିଛନ୍ତି।…

ଶାକାହାରୀ, ମାଂସାହାରୀ ଓ ଭେଗାନ୍‌

ଡ. ବିଜୟ କେତନ ପଟ୍ଟନାୟକ   ଖ୍ରୀଷ୍ଟପୂର୍ବ ୭୦୦ବର୍ଷ ତଳୁ ଶାକାହାରୀ ଖାଦ୍ୟପେୟ ସମ୍ପର୍କରେ ବିଭିନ୍ନ ଶାସ୍ତ୍ରରେ ବର୍ଣ୍ଣନା ରହିଛି। ଶାକାହାରୀ ବ୍ୟକ୍ତି ଜୀବଜନ୍ତୁଙ୍କଠାରୁ ମିଳୁଥିବା ମାଂସ, ତାହା ଛେଳିମାଂସ, କୁକୁଡ଼ାମାଂସ, ଗୋମାଂସ ବା ଅନ୍ୟ କୌଣସି ଜୀବ ବା ପକ୍ଷୀର…

ଯୁବପିଢ଼ିର ଅଧ୍ୟୟନ ବିତୃଷ୍ଣା

ଡ. ଛାୟାକାନ୍ତ ଷଡ଼ଙ୍ଗୀ   ଦିନ ଥିଲା ପ୍ରକାଶକମାନେ ପ୍ରଖ୍ୟାତ ଲେଖକଙ୍କ ନିକଟକୁ ଯାଇ ସେମାନଙ୍କଠାରୁ ପାଣ୍ଡୁଲିପି ସଂଗ୍ରହ କରି ବହି ପ୍ରକାଶ କରୁଥିଲେ ଓ ଲେଖକମାନଙ୍କୁ ରୋଚକ ପ୍ରାପ୍ୟ ଦେଉଥିଲେ। ପ୍ରଭାବଶାଳୀ ବହିର ବାରମ୍ବାର ସଂସ୍କରଣ ପ୍ରକାଶ ପାଉଥିଲା। ଆଜି…

ଯେଉଁଠି ମା’, ଝିଅ, ଭଉଣୀ ଅଲୋଡ଼ା

ଇରାନୀୟ ମହିଳା ମହସା ଅମିନିଙ୍କ ୧୬ ସେପ୍ଟେମ୍ବର ୨୦୨୨ରେ ମୃତ୍ୟୁ ହେବା ପରେ ସେ ଦେଶରେ ଶାସକ ବିରୋଧୀ ପ୍ରତିବାଦ ସର୍ବୋଚ୍ଚରେ ପହଞ୍ଚିଛି। ମହିଳାମାନେ ରାସ୍ତାକୁ ଆସି ବିକ୍ଷୋଭ କରିବା ସହ ଅନ୍ତର୍ଜାତୀୟ ମଞ୍ଚରେ ହିଜାବ ପ୍ରସଙ୍ଗ ଉଠାଇ ଏହାର ନାଗରିକମାନେ…

ଏଇ ଭାରତରେ

ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଜଣେ ମହିଳା ଶ୍ମଶାନର ବିକାଶ ପାଇଁ କାମ କରିବା କିଛି କମ୍‌ କଥା ନୁହେଁ। ଏଭଳି କାର୍ଯ୍ୟ କରୁଛନ୍ତି ଚେନ୍ନାଇର ଏସ୍ଥର ଶାନ୍ତି। ଚେନ୍ନାଇର ସବୁଠୁ ବଡ଼ ଶ୍ମଶାନ ଓଟେରିରେ ସେ ୨୦୧୪ରୁ କାମ କରୁଛନ୍ତି।…

ମନନଶୀଳ ଔପନ୍ୟାସିକା

ଅନୁରାଧା ରଏ ମାଇଶ୍‌କିନଙ୍କୁ ସେତେବେଳେ ୯ ବର୍ଷ ବୟସ ଯେତେବେଳେ ତାଙ୍କ ମା’ ତାଙ୍କୁ ଛାଡ଼ି ପଳାଇଥିଲେ। ପିତା ଭାରତର ଏକ କାଳ୍ପନିକ ସହର ‘ମୁନ୍‌ତାଜିର’ରେ ଜଣେ ଗୁପ୍ତଚର ଭାବେ କାର୍ଯ୍ୟ କରନ୍ତି ଓ ସେ ମଧ୍ୟ ପୁଅଠୁ ଅଲଗା ରହିଛନ୍ତି।…

ମାୟାଘେରରେ କଳା

ବ୍ରଜମୋହନ ମିଶ୍ର ସଭାଟିଏ- ରାଜନୈତିକ ଅବା ଆଲୋଚନାଚକ୍ର ହେଉ ଅବା ବୈଜ୍ଞାନିକ ହେଉ କିମ୍ବା ଧାର୍ମିକ ହେଉ ସରିଗଲେ ମଞ୍ଚ ଉପରୁ ଅତିଥିମାନେ ବିଦାୟ ନେବା ଅବସରରେ ସଭାର ଉଦ୍ୟୋକ୍ତା ଘୋଷଣା କରନ୍ତି ଯେ ଏବେ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯିବ।…

ଭାରତର ଗୁପ୍ତଚର ଓ କଶ୍ମୀର

ଆକାର ପଟେଲ ସାଧାରଣତଃ ଭାରତର ଗୁପ୍ତଚର ଓ ଗୁପ୍ତ ନେଟ୍‌ଓ୍ବର୍କର ନେତୃତ୍ୱ ନେଉଥିବା ବ୍ୟକ୍ତିମାନେ ସେମାନଙ୍କ ଜୀବନ ଏବଂ ଅନୁଭୂତି (ଜୀବନବୃତ୍ତ) ଲେଖନ୍ତି ନାହିଁ। କିନ୍ତୁ ୧୯୮୮-୯୦ରେ ଅନୁପ୍ରବେଶ ଆରମ୍ଭ ହେବାବେଳେ କଶ୍ମୀରରେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ମୁଖ୍ୟ ଥିବା ଏ.ଏସ୍‌.…

ଏଇ ଭାରତରେ

ପରିବାର ଅଣଦେଖା କରୁଥିବା ମାନସିକ ଓ ଶାରୀରିକ ଦିବ୍ୟାଙ୍ଗମାନଙ୍କ ଅଶାବାଡ଼ି ପାଲଟିଛନ୍ତି ଉତ୍ତରପ୍ରଦେଶର ୩୮ ବର୍ଷୀୟ ଅନିଲ ଜୋଶେଫ। ସେ ଏଭଳି ପିଲାମାନଙ୍କ ପାଇଁ ଖାଦ୍ୟ, ବସ୍ତ୍ର, ଚିକିତ୍ସା ଆଦିର ସମସ୍ତ ବ୍ୟବସ୍ଥା କରୁଛନ୍ତି। ଅନିଲ ଏକ ଏନ୍‌ଜିଓରେ କାମ କରୁଥିବା…

କରୋନାର ଲେଉଟାଣି

ମାୟାଧର ନାୟକ ପୁଣି କରୋନାର କରାଳ ରୂପ ଚାଇନା, ଆମେରିକା, ଜାପାନ, କୋରିଆ ପ୍ରମୁଖ ଦେଶକୁ ଲେଉଟାଣି ବିଶ୍ୱବାସୀଙ୍କ ଚିନ୍ତାର କାରଣ ପାଲଟିଯାଇଛି। ୨୦୧୯ରୁ ଆଜିପର୍ଯ୍ୟନ୍ତ କରୋନାର କାଳବଳୟରେ ସମଗ୍ର ବିଶ୍ୱ ଜ୍ୱଳନ୍ତ ଜତୁଗୃହ। ଯେଉଁଠି ଚାହିଁଲେ କେବଳ ନୈରାଶ୍ୟ, ଆତଙ୍କର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri