ସମ୍ପାଦକୀୟ

ଶିଶୁଶ୍ରମିକ ସୁରକ୍ଷା ଓ ପେନ୍‌ସିଲ ପୋର୍ଟାଲ

୧୯୭୯ ମସିହାରେ ଗଠିତ ଗୁରୁପଦସ୍ବାମୀ କମିଟିଙ୍କ ରିପୋର୍ଟ ଭାରତବର୍ଷରେ ଶିଶୁଶ୍ରମିକ ପ୍ରଥାର ନିରାକରଣ ପାଇଁ ଅନେକ ବାଟ ଖୋଲିଦେଇଥିଲା। ଏହି ରିପୋର୍ଟ ଆଧାରରେ ଦେଶରେ ଶିଶୁଶ୍ରମିକ (ନିଷିଦ୍ଧ ଓ ନିୟନ୍ତ୍ରଣ) ଆଇନ,୧୯୮୬ରେ ପ୍ରଣୟନ କରାଗଲା। ସପ୍ତମ ପଞ୍ଚବାର୍ଷିକ ଯୋଜନାରେ ଦେଶରେ ଜାତୀୟ…

ଆର୍ଥିକ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ

ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ସକାରାତ୍ମକ ନିଶ୍ଚିତତା ନେଇ ସରକାରଙ୍କ ଆଇନକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି। ନ୍ୟାୟପାଳିକା ନିଶ୍ଚିତ କରିଛି ଯେ ଏଭଳି ଆଇନ ଆମ ସମ୍ବିଧାନର ‘ମୌଳିକ ଢାଞ୍ଚା’କୁ ଉଲ୍ଲଂଘନ କରିବ ନାହିଁ। ଆମ ସାମାଜିକ ଢାଞ୍ଚାରେ ‘ବନ୍ଦ ବ୍ୟବସ୍ଥା’…

ଏଇ ଭାରତରେ

ପରିବେଶକୁ ପ୍ଲାଷ୍ଟିକ ପ୍ରଦୂଷଣରୁ ମୁକ୍ତ କରିବାରେ କେରଳର ଇଞ୍ଜିନିୟର ବିଟ୍ଟୁ ଜନ୍‌ କାଲିଗାଲ୍‌ଙ୍କ ଅଭିନବ ପଦ୍ଧତି ବେଶ୍‌ ପ୍ରେରଣାଦାୟକ। କାଲିଗାଲଙ୍କ ବୟସ ୩୩ ଓ ସେ ଏମ୍‌.ଟେକ୍‌ କରିଛନ୍ତି। ସେ ୭ରୁ ୯ଟି ଗ୍ରୀନ୍‌ ସବ୍‌ ଅର୍ଥାତ୍‌ ବର୍ଜ୍ୟଶୂନ୍ୟ ଗ୍ରୋସେରି ଶପ୍‌…

ଏଇ ଭାରତରେ

ମୁମ୍ବାଇର ୨୭ ବର୍ଷୀୟ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର କୌସ୍ତୁଭ ଧୋଣ୍ଡେ ସ୍ବୟଂଚାଳିତ ଟ୍ରାକ୍ଟର ନିର୍ମାଣ କରିଛନ୍ତି। ଏହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଓ ୫ଜି ଟେକ୍ନୋଲୋଜିରେ ଚାଲୁଛି। ‘ଅଟୋନେକ୍ସଟ ଅଟୋମେଶନ’ ଷ୍ଟାର୍ଟଅପ୍‌ ମାଧ୍ୟମରେ ଏହାକୁ ପ୍ରସ୍ତୁତ କରାଯାଇଛି। କୌସ୍ତୁଭଙ୍କ ଜନ୍ମ…

ଦୀର୍ଘ ଜୀବନ ବନାମ ସୁସ୍ଥ ଜୀବନ

ଅଲେଖ ଚନ୍ଦ୍ର ମିଶ୍ର ଦୀର୍ଘକାଳ ବଞ୍ଚିରହିବାକୁ କିଏ ବା ନ ଚାହେଁ ? ସେଥିପାଇଁ ତ ‘ଶତାୟୁ ଭବ, ଦୀର୍ଘଜୀବୀ ହୁଅ, କୋଟି ପରମାୟୁ ହେଉ, ମୋର ଆୟୁଷ ତୋତେ ଲାଗିଯାଉ’ ଇତ୍ୟାଦି ଆଶୀର୍ବଚନ ଆମ ସଂସ୍କୃତିରେ ଯୁଗଯୁଗରୁ ପ୍ରଚଳିତ ହୋଇ…

ସ୍ବଦେଶୀ ସ୍ୱାଭିମାନ ଓ ଜିଆଇ ଟ୍ୟାଗ୍‌

ସମରେନ୍ଦ୍ର ବଳିଆରସିଂହ ଶୋଇଲା ପୁଅର ଭାଗ ନାହିଁ। ଆପଣ ପଚାରିବେ, କିଏ ଶୋଇଛି? ଏହାର ଉତ୍ତର ହେଲା, ଆମେ ଶୋଇଛୁ। ଅର୍ଥନୀତି ଭଳି ଏ ଓଡ଼ିଆ ଜାତି ମାନ୍ଦାବସ୍ଥାର ଶିକାର ହୋଇଯାଉଛି। ଆମ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାରେ ବହୁ ବିଳମ୍ବ…

‘ଡ୍ୟୁଟି’ କରୁଛନ୍ତି

ଭାରତ ୧ ଡିସେମ୍ବର ୨୦୨୨ରୁ ବିଧିବଦ୍ଧ ଭାବେ ଏକ ବର୍ଷ ପାଇଁ ଜି୨୦ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛି। ସଂଯୋଗବଶତଃ ୨୦୨୨ ଡିସେମ୍ବର ସକାଶେ ଜାତିସଂଘ ନିରାପତ୍ତା ପରିଷଦ (ୟୁଏନ୍‌ଏସ୍‌ସି)ର ଅଧ୍ୟକ୍ଷତା ଭାରତ ଭାଗରେ ପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ, ୟୁଏନ୍‌ଏସ୍‌ସିର…

ଏଇ ଭାରତରେ

ଚା’ ପିଇବା ପରେ କପ୍‌କୁ ଖାଇବେ, ଏମିତି କଥା କେବେ ଶୁଣିଛନ୍ତି କି! ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ଜଣେ ପୂର୍ବତନ ଶିକ୍ଷକ ଟି. ଜୟଲକ୍ଷ୍ମୀ ତିଆରି କରୁଛନ୍ତି ଏଭଳି କପ୍‌। ମାଣ୍ଡିଆ ଓ ଚାଉଳ ଚୂନାରେ ଏହା ତିଆରି ହେଉଛି। ଦିନକୁ ସେ…

ବିବାଦ ମୂଳେ ଏ ଜଗତ

ଡ. ନିରଞ୍ଜନ ମିଶ୍ର   ବିଧାତା ଯେତେବେଳେ ଭାରତ ସୃଷ୍ଟି କଲା, ତାକୁ ଅନେକ ମୂଲ୍ୟବାନ ପଦାର୍ଥ ଦେଲା, କିନ୍ତୁ ତା’ର କପାଳରେ ଲେଖିଦେଲା ‘ବିବାଦ’। ଏ କଥା କହିଛନ୍ତି ବଙ୍କିମଚନ୍ଦ୍ର ଚାଟାର୍ଜୀ। କଥାଟି ଅକ୍ଷରେ ଅକ୍ଷରେ ସତ୍ୟ। ଅବସ୍ଥାଚକ୍ରରେ ପଡ଼ି…

ଇରାନୀୟ ମହିଳାଙ୍କ ପାଇଁ ଆଶାର କିରଣ

ପ୍ରକାଶ ତ୍ରିପାଠୀ   ଇରାନ ସରକାର ମୋରାଲିଟି ପୋଲିସ ଅର୍ଥାତ୍‌ ନୈତିକ ପୋଲିସ ବ୍ୟବସ୍ଥାକୁ ଉଠାଇଦେବା ପରେ ଇରାନ ମହିଳାଙ୍କ ପକ୍ଷରୁ ଦେଶବ୍ୟାପୀ ଚାଲିଥିବା ଆନ୍ଦୋଳନ ପ୍ରାୟତଃ ଥମି ଯାଇଛି। ପ୍ରକାଶଯୋଗ୍ୟ, ଇରାନରେ ଡ୍ରେସ୍‌ କୋଡ୍‌ ଲାଗୁକରିବା ହେଉଛି ମୋରାଲିଟି ପୋଲିସର…

ପିଇଲେ ମରିବ

ଗୁଜରାଟ ଭଳି ବିହାର ଏକ ମଦବିହୀନ ରାଜ୍ୟ ବା ‘ଡ୍ରାଏ ଷ୍ଟେଟ୍‌’। ଚଳିତବର୍ଷ ଜୁଲାଇ ୨୫ରେ ଗୁଜରାଟର ବୋଟାଡ୍‌ ଜିଲାରେ ବିଷାକ୍ତ ମଦ ପିଇ ୪୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଏବେ ବିହାରର ସରନ୍‌ ଜିଲା ଅନ୍ତର୍ଗତ ଛାପ୍ରାରେ ମଧ୍ୟ ବିଷାକ୍ତ…

ଏଇ ଭାରତରେ

ବହୁ ସମୟରେ ତୃଣମୂଳ ସ୍ତରରେ ଲୋକେ ବୈଜ୍ଞାନିକଙ୍କ ଭଳି କିଛି ଉଦ୍ଭାବନ କରନ୍ତି, ଯାହା ସେମାନଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥାଏ। ଏଭଳି ପରିଚୟ ଆଣିପାରିଛନ୍ତି ତାମିଲନାଡ଼ୁର ଚାଷୀ ପି.ଏମ୍‌. ମୁରୁଗେସାନ। ସେ ଏକ ମେଶିନ ଉଦ୍ଭାବନ କରିଛନ୍ତି, ଯେଉଁଥିରେ କଦଳୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri