ଗଣମାଧ୍ୟମ ନିୟାମକର ଅଧ୍ୟକ୍ଷ
ଆଜିର ସମୟରେ ଗଣମାଧ୍ୟମର ସଂଜ୍ଞା ବ୍ୟାପକ ହୋଇଛି। ଛାପା (ପ୍ରିଣ୍ଟ୍), ବୈଦ୍ୟୁତିକ (ଇଲେକ୍ଟ୍ରୋନିକ୍) ମାଧ୍ୟମଠାରୁ ସୋସିଆଲ ମିଡିଆ ଓ ସର୍ବୋପରେ କହିଲେ ଡିଜିଟାଲ ଗଣମାଧ୍ୟମ ଦୁନିଆକୁ ଆବୋରି ବସିଛି। ଡିଜିଟାଲ ଯୁଗରେ ଜଗତ ଏବେ ପାଲଟିଯାଇଛି ବିଶ୍ୱଗ୍ରାମ। ତେଣୁ ପ୍ରତି...
ଏଇ ଭାରତରେ
ଚରଖା ଓ ହସ୍ତତନ୍ତର ଆଦର କମି ଆସୁଥିବାବେଳେ ଏହାର ଉପଯୋଗିତାକୁ ପୁନଃ ପ୍ରତିପାଦିତ କରିଛନ୍ତି ପୁଣେର ନନ୍ଦନ ଭଟ୍ଟ। ସେ ସିଙ୍ଗଲ୍ ୟୁଜ୍ଡ ପ୍ଲାଷ୍ଟିକ ଭଳି ପଲିିଥିନ୍ ବ୍ୟାଗ, ଅଡିଓ ଓ ଭିଡିଓ କ୍ୟାସେଟ ଟେପ୍କୁ ଚରଖା ଏବଂ ହସ୍ତତନ୍ତ...
ଅଜଣା ରୋଗର ନିଦାନ
ରୋଗ ହେଉଛି ଏକ ଅବସ୍ଥା, ଯାହା ଶରୀରର ଗତାନୁଗତିକ କାର୍ଯ୍ୟରେ ବାଧା ସୃଷ୍ଟି କରି ପୀଡ଼ା ସହ ସ୍ବାସ୍ଥ୍ୟକୁ ଆଘାତ ଦେଇଥାଏ। ଉଭୟ ଉଦ୍ଭିଦ ଓ ପ୍ରାଣୀ ରୋଗରେ ପୀଡ଼ିତ ହୋଇଥାନ୍ତି। ଉଦ୍ଭିଦଗୁଡ଼ିକର ରୋଗକୁ ମଣିଷ ଦେଖେ ଓ ତାହାର...
ଘୃଣା ମନ୍ତବ୍ୟ ରୋକିବା ଜରୁରୀ
ନିକଟରେ ଏକ ଘରୋଇ ଟିଭି ଚ୍ୟାନେଲ୍ର ବିତର୍କରେ ଭାଗ ନେଇ ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ନୂପୁର ଶର୍ମା ଇସ୍ଲାମ ଧର୍ମର ସଂସ୍ଥାପକ ପେଗମ୍ବର ମହମ୍ମଦଙ୍କ ସମ୍ପର୍କରେ ଯେଉଁ ଅସୂୟାସୂଚକ ମନ୍ତବ୍ୟ ଦେଲେ, ତାକୁ ନେଇ ଉଭୟ ଦେଶ ଭିତରେ ଓ...
ଲକ୍ଷ୍ୟପଥରେ ବାବୁ
ବହୁ ସମୟରେ ଆଇଏଏସ୍ ଅଧିକାରୀମାନେ ପ୍ରାପ୍ତ ସୁବିଧାସୁଯୋଗର ଦୁରୁପଯୋଗ କରିବା କିମ୍ବା ରାଜନୈତିକ ଗୁରୁଙ୍କ ଦ୍ୱାରା ନିୟନ୍ତ୍ରିତ ବା ପ୍ରଭାବିତ ହେଉଥିବା ଯୋଗୁ ତୀବ୍ର ସମାଲୋଚନାର ସମ୍ମୁଖୀନ ହେବା ଲକ୍ଷ୍ୟ କରାଯାଏ। ଅପରପକ୍ଷେ ନୀରବରେ କାମ କରି ପ୍ରଶଂସିତ ହେଉଥିବା...
ଏଇ ଭାରତରେ
ବିନା ଡ୍ରାଇଭର୍ରେ ଚାଲିବ ଟ୍ରାକ୍ଟର। ରାଜସ୍ଥାନ ବାରନ ଜିଲାର ବମୋରିକଲା ଗାଁରେ ଯୋଗେଶ ନାଗରଙ୍କ ଦ୍ୱାରା ଆବିଷ୍କୃତି ରିମୋଟ୍ରେ ଏହା ସମ୍ଭବ ହୋଇଛି। ଏହି ରିମୋଟ୍ରେ ଦୂରରେ ରହି ଟ୍ରାକ୍ଟରକୁ ସହଜରେ ଚଲାଯାଉଛି। ଯୋଗେଶ ସପ୍ତମ ଶ୍ରେଣୀରେ ପଢ଼ିବା ବେଳୁ...
ମୃତ୍ୟୁଯନ୍ତା
ଡ. ଜୟକୃଷ୍ଣ ପାଣିଗ୍ରାହୀ ମାନବ ସଭ୍ୟତାର ଅଭ୍ୟୁଦୟ ଏବଂ ବିବର୍ତ୍ତନ ପ୍ରକ୍ରିୟାରେ ବିବିଧ କ୍ଷେତ୍ରରେ ଯେଉଁସବୁ ପ୍ରଗତିଶୀଳ ବିପ୍ଳବର ସୂତ୍ରପାତ ହୋଇଛି, ସେଥିରେ ପ୍ରମୁଖ ରୂପେ ଅନ୍ତର୍ଭୁକ୍ତ ରହିଛି କୃଷି, ଶିଳ୍ପ, ଶିକ୍ଷା, ସ୍ବାସ୍ଥ୍ୟ, ପରିବହନ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ, ସୂଚନା...
ବୈଶ୍ୱିକ କ୍ଷୁଧା ଓ ଖାଦ୍ୟ ବ୍ୟବସ୍ଥା
ଆଲେକ୍ଜାଣ୍ଡର ମୁଲର, ଭାୟୋଲେଟ ଶିଭ୍ୟୁଟ୍ସେ ବୈଶ୍ୱିକ ଖାଦ୍ୟ ବ୍ୟବସ୍ଥା ଛିନ୍ନଭିନ୍ନ ହୋଇଯାଇଛି। ଯଦିଓ ଏହା ୮୧୧ ମିଲିୟନ ( ୮୧.୧ କୋଟି)ଲୋକଙ୍କୁ ଖାଦ୍ୟ ଯୋଗାଇବା ଲାଗି ଅଧିକରୁ ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ ଉପତ୍ାଦନ କରୁଛି ତଥାପି ବିଶ୍ୱ ଜନସଂଖ୍ୟାର ୧୦%ରୁ...
ବିଘଟନକାରୀ ଶକ୍ତି
ଇବ୍ରାର ଖାଁ ବର୍ତ୍ତମାନ ଦେଶର ସାମାଜିକ ଏବଂ ଆର୍ଥିକ ସ୍ଥିତିକୁ ଅନୁଧ୍ୟାନ କଲେ ଆମେ ପ୍ରଗତି ପଥରେ କେତେଦୂର ଆଗେଇବାରେ ସମର୍ଥ ହୋଇଛୁ ତାହା ହିଁ ବିଚାର୍ଯ୍ୟ। ଘଟିଯାଉଥିବା ଘଟଣା ପ୍ରବାହକୁ ଅନୁଶୀଳନ କଲେ ଲୋକମାନଙ୍କର ଆଉ ଆଇନକାନୁନ୍ ବ୍ୟବସ୍ଥା...
ଏଇ ଭାରତରେ
ଇଞ୍ଜିନିୟରିଂ ପଢ଼ିବା ସହ ପରିବେଶ ସୁରକ୍ଷାରେ ଲାଗିଛନ୍ତି ମଧ୍ୟପ୍ରଦେଶର ବିଶାଲ ଶ୍ରୀବାସ୍ତବ। ସେ ଦ୍ୱିତୀୟ ବର୍ଷ ଇଞ୍ଜିନିୟରିଂ ଛାତ୍ର ଥିବାବେଳେ ୨୦୧୯ରେ ‘ପ୍ରୟାସ’ ଏନ୍ଜିଓର ଏକ ଟିମ୍ ସହ ଗ୍ବାଲିୟରର ମରୁଡ଼ିପ୍ରବଣ ଅଞ୍ଚଳକୁ ଯାଇ ସେଠାରେ ଲୋକଙ୍କ ଦୁର୍ଦ୍ଦଶା ଦେଖି...
ଘାତକ ଅନ୍ଲାଇନ ଗେମ୍
ପ୍ରକାଶ ତ୍ରିପାଠୀ ସମୟ- ଗତ ଜୁନ ୫ ତାରିଖ ରାତ୍ର ୩ଟା। ସ୍ଥାନ- ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷୌ। ୧୬ ବର୍ଷର ଜଣେ କିଶୋର ଭାରତୀୟ ସେନାବାହିନୀରେ କାର୍ଯ୍ୟରତ ନିଜ ବାପାଙ୍କ ପିସ୍ତଲ ଧରି ମା’ଙ୍କ ଶୋଇବାଘରକୁ ପ୍ରବେଶ କଲେ।...
ସମୀକ୍ଷାର ସମୟ
ମୀରା ବେଉରା ଜାତିର ପିତା ମହାତ୍ମା ଗାନ୍ଧୀ କହୁଥିଲେ- ମୁଁ ଏପରି ଭାରତବର୍ଷ ନିମନ୍ତେ କାମ କରିବି, ଯେଉଁଠି ଦରିଦ୍ରରୁ ଦରିଦ୍ରମାନେ ଅନୁଭବ କରିବେ ଯେ ଏହା ସେହିମାନଙ୍କ ଦେଶ, ଯାହାର ନିର୍ମାଣରେ ସେମାନଙ୍କର ଫଳପ୍ରଦ ଅବଦାନ ରହିଥିବ।...
Archives


