ସମ୍ପାଦକୀୟ

ଗୋଟେ ପାଇଲେ ଗୋଟେ ଖସିଲା

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସମେତ ୧୩ ଜଣଙ୍କ ବିରୋଧରେ ୨୧ ଅଗଷ୍ଟରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ‘ଲୁକ୍‌ ଆଉଟ୍‌ ସର୍କ୍ୟୁଲାର’ ଜାରି କରିଥିବା ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି। ଦିଲ୍ଲୀ ଅବକାରୀ ନୀତିରେ ଦୁର୍ନୀତି ହୋଇଥିବା ନେଇ ସିବିଆଇ ପକ୍ଷରୁ ଇତିମଧ୍ୟରେ…

ଏଇ ଭାରତରେ

କେରଳର ଦମ୍ପତି ଶିବ ସ୍ବାମୀ ଓ ମହାଲକ୍ଷ୍ମୀ ଅସହାୟ ପିଲାମାନଙ୍କ ଶିକ୍ଷା ପାଇଁ ସବୁକିଛି ସମର୍ପଣ କରିଦେଇଛନ୍ତି। କୋଏମ୍ବାଟୁରର ପଚପଳୟମ୍‌ରେ ରହୁଥିବା ଏହି ଦମ୍ପତି ‘କଲଭି ଥୁନାଇ’ ସଂସ୍ଥା ଗଢ଼ି ଏବେ ସୁଦ୍ଧା ୧୦୦୦ରୁ ଊର୍ଦ୍ଧ୍ୱ ଅସହାୟ ପିଲାଙ୍କୁ ମାଗଣାରେ ଶିକ୍ଷା…

ସ୍ଥାପତ୍ୟର ଅଗ୍ରଧାବିକା

ମାରିନା ତବସୁମ୍‌ ଘର, କାର୍ଯ୍ୟାଳୟ, ଷ୍ଟୁଡିଓଠାରୁ ଆରମ୍ଭ କରି ସର୍ବସାଧାରଣ ସୌଧ ନିର୍ମାଣ ଲାଗି ସ୍ଥପତିଙ୍କ ଉପସ୍ଥିତି ନିତାନ୍ତ ଜରୁରୀ। କେଉଁଠି ବାସ୍ତୁଶାସ୍ତ୍ର ଦେଖାଯାଇ ଏସବୁ ନିର୍ମାଣ ହେଉଛି ତ ଆଉ କେଉଁଠି ବିଶୁଦ୍ଧ ପରିବେଶ ଉପଯୋଗୀ ନିର୍ମାଣକୁ ଗୁରୁତ୍ୱ ଦିଆଯାଉଛି।…

ତୁମ ଭାରତ ମହାନ୍‌

ଅଧ୍ୟାପକ ନିରଞ୍ଜନ ପାଢ଼ୀ କେଇଦିନ ତଳେ ଅମୃତ ମହୋତ୍ସବର ଅମୃତ ଲଗ୍ନରେ ଲାଲ୍‌କିଲ୍ଲାରେ ପତାକା ଉତ୍ତୋଳନ କରି ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କରିଥିବା ସମ୍ବୋଧନ ଯେଉଁମାନେ ଶୁଣିଥିବେ, ସେମାନେ ଜାଣିଥିବେ ସମଗ୍ର ବିଶ୍ୱର ସବୁ ଦେଶ ତୁଳନାରେ ଭାରତବର୍ଷ କେମିତି ଭିନ୍ନ…

ଜନଗଣନା ପରମ୍ପରା ଭାଙ୍ଗିଛୁ

ଭାରତର ଜନଗଣନା ପୁନର୍ବାର ବିଳମ୍ବ ହୋଇଛି ଓ ଅନିଶ୍ଚୟତା ମଧ୍ୟରେ ରହିଛି। ଜନଗଣନାର ୧୫୦ ବର୍ଷ ଇତିହାସ ମଧ୍ୟରେ ପ୍ରଥମ ଥର ପାଇଁ ଏହା ଠିକ୍‌ ସମୟରେ ହୋଇପାରି ନାହିଁ। ତେବେ ଦେଖିବା ଏହା ପଛରେ କି କାରଣ ରହିଛି। ୧୮୮୧ରୁ,…

ଏଇ ଭାରତରେ

ପ୍ଲାଷ୍ଟିକ୍‌ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ଏବେ ଚିନ୍ତାର କାରଣ ହୋଇଥିବାବେଳେ ଏହାର ସମାଧାନ ପାଇଁ ପୁଣେର ଅମିତା ଦେଶପାଣ୍ଡେଙ୍କ ପ୍ରୟାସ ବେଶ୍‌ ପ୍ରଶଂସନୀୟ। ଅମିତା ଜଣେ ସଫ୍ଟଓ୍ବେର ଇଞ୍ଜିନିୟର। ହେଲେ ସେ ଚାକିରି ପ୍ରତି ଆସକ୍ତ ନ ହୋଇ ପରିବେଶ…

ଆଇନ ତା’ ବାଟରେ ଯାଉନାହିଁ

ନାରାୟଣ ମିଶ୍ର ସମ୍ବିଧାନର କୌଣସି ସ୍ଥାନରେ ଲେଖା ନାହିଁ ଯେ ସାଂସଦ ବା ବିଧାନସଭା ସଦସ୍ୟମାନଙ୍କର ସମ୍ପତ୍ତି ନିର୍ବାଚନ ବେଳେ ଦୁଇଲକ୍ଷ ଏବଂ ନିର୍ବାଚିତ ହେବାର ପାଞ୍ଚବର୍ଷ ପରେ ପାଞ୍ଚଶହ କୋଟି ବୋଲି ଘୋଷଣା କଲେ ମଧ୍ୟ ସେମାନଙ୍କ ବିରୁଦ୍ଧରେ ଆୟ…

କଲେରା, ପାଣି ଓ ଖଣି

ସହଦେବ ସାହୁ କାହାକୁ ‘ସ୍ମାର୍ଟ’ କହିଲା ବେଳେ ଆମ ମନ ଭିତରେ ଠକ ବୋଲି ଗୋଟିଏ ଧାରଣା ଆସେ। ଆମ ରାଜ୍ୟ ସରକାର ସବୁ କାମରେ ସ୍ମାର୍ଟ ବୋଲି କହିହେବା ମୂଳରେ ଏମିତି କିଛି ଗୋଟାଏ ଠକାମି ଥିଲାପରି ମନେହେଉଛି-ନିର୍ବାଚନ ଜିତିବା…

ଖବର ଚିନ୍ତା

ଉତ୍ତରପ୍ରଦେଶ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ନବନୀତ୍‌ ସେହଗଲ ଏବେ ଜିଲା, ବ୍ଲକ୍‌, ତହସିଲ ସୂଚନା ଅଧିକାରୀମାନଙ୍କୁ ପ୍ରକ୍ରିୟାର ମୌଳିକ ସ୍ତରରେ ପ୍ରକାଶିତ ଖବରଗୁଡ଼ିକର ଯାଞ୍ଚ କରିବା ପାଇଁ ଚିଠି ଲେଖିଛନ୍ତି। ଉକ୍ତ ଚିଠିରେ କୁହାଯାଇଛି…

ଏଇ ଭାରତରେ

ଶିକ୍ଷକତା ଛାଡ଼ି ବର୍ଷକୁ ଗୋପାଳନ ଓ ଜୈବିକ ଚାଷରୁ ୭୦ ଲକ୍ଷ ଟଙ୍କା ରୋଜଗାର କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଉତ୍ତରପ୍ରଦେଶର ଶିକ୍ଷୟିତ୍ର ମିଲନ ଶର୍ମା। ଫରିଦାବାଦରରେ ରହନ୍ତି ମିଲନ। ସେ ପ୍ରଥମେ ଆମିଟି ଇଣ୍ଟର୍‌ନ୍ୟାଶନାଲ ସ୍କୁଲରେ ଜର୍ମାନୀ ଭାଷାର…

କାହାପାଇଁ ଅମୃତ ବେଳା

ଡ. ସନ୍ତୋଷ କୁମାର ମହାପାତ୍ର ଗତ ଅଗଷ୍ଟ ୧୫ରେ ୭୬ତମ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ଅମୃତବେଳା କଥା କହିଛନ୍ତି। ଗତବର୍ଷ ମଧ୍ୟ ସ୍ବାଧୀନତା ଦିବସରେ କହିଥିଲେ। ଚଳିତ ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଧ୍ୟ ଏହି…

ଶେଷ କେଉଁଠି

ବ୍ରହ୍ମ ଚେଲାନି ଆମେରିକା ଲଜ୍ଜାଜନକ ଭାବେ ଆଫଗାନିସ୍ତାନ ଛାଡି ତାହାକୁ ତାଲିବାନ୍‌ଙ୍କ ହାତରେ ଟେକିଦେଲା। ଏହା ପରଠାରୁ ଆଫଗାନିସ୍ତାନ ନିମ୍ନଗାମୀ ହୋଇଛି । ସେଠାରେ ଏକ ମଧ୍ୟଯୁଗୀୟ ଶାସନ ଚାଲିଛି। ଜେହାଦୀ ଓ ସନ୍ତ୍ରାସବାଦୀଙ୍କ ଆଡ୍ଡାସ୍ଥଳୀ ପାଲଟିବ ବୋଲି ପର୍ଯ୍ୟବେକ୍ଷକମାନେ ଯାହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri