ସମ୍ପାଦକୀୟ

ସ୍ବର୍ଗରେ କ୍ଷୁଧା

ପରମ୍ପରାଗତ ବିଶ୍ୱାସରେ କେବଳ ଗୋଟିଏ ସ୍ବର୍ଗ ରହିଛି। ଗୋଟିଏ ସ୍ବର୍ଗର ଅବଧାରଣା ଅଦ୍ୱେତବାଦ ବା ଏକେଶ୍ୱରବାଦ ଧର୍ମରୁ ଆସିଛି। ଏଣୁ ଖ୍ରୀଷ୍ଟିଆନ, ଇସ୍‌ଲାମ ଏବଂ ଇହୁଦୀ ଧର୍ମ ଏକ ସ୍ବର୍ଗର କଥା କହେ । ଉକ୍ତ ଧର୍ମରେ ଜଣେ ବ୍ୟକ୍ତି ଈଶ୍ୱରଙ୍କୁ…

ଶିକ୍ଷାର ଆତ୍ମିକ ବିକାଶ ଆବଶ୍ୟକ

ଅକ୍ଷର ଜ୍ଞାନ ଲାଭକଲେ ମଣିଷ ପ୍ରତ୍ୟେକ କ୍ଷେତ୍ରରେ ସକ୍ଷମ ହୋଇପାରିବ। ନିଜର ଦାୟିତ୍ୱ, ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହୋଇପାରିବା ସହିତ ନିଜର ବୃତ୍ତି ଓ ପ୍ରବୃତ୍ତିରେ ଦକ୍ଷ ହୋଇପାରିବ। ନିରକ୍ଷରତା ଏକ ଆଞ୍ଚଳିକ, ପ୍ରାଦେଶିକ କି ଜାତୀୟ ସମସ୍ୟା…

ଆତ୍ମାକୁ ଚିହ୍ନନ୍ତୁ

ପୁରାଣ କହେ ଆତ୍ମା ସେହି- ”ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି, ନୈନଂ ଦହତି ପାବକଃ। ନ ଚୈନଂ କ୍ଲେଦୟନ୍ତ୍ୟାପୋ, ନ ଶୋଷୟତି ମାରୁତଃ॥“ ପୌରାଣିକ ଆଖ୍ୟାନ ଅନୁସାରେ ମଣିଷର ମୃତ୍ୟୁ ପରେ ଆତ୍ମା ଗୋଟିଏ ଘଟରୁ ଅନ୍ୟ ଏକ ଘଟକୁ ସ୍ଥାନାନ୍ତରିତ ହୋଇଥାଏ।…

ଏଇ ଭାରତରେ

ଶିକ୍ଷା ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ଓ ଶିକ୍ଷା ବିନା ସଶକ୍ତ ନାଗରିକ ହେବା ଅସମ୍ଭବ; ଯାହା ହୃଦୟଙ୍ଗମ କରିଛନ୍ତି ପଞ୍ଜାବର ସୁଖପାଲ ସିଂ ସିଦ୍ଧୁ। ପଞ୍ଜାବ ଭଟିଣ୍ଡା ନିକଟବର୍ତ୍ତୀ ନାନ୍‌ଥାନ ଅଞ୍ଚଳର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟ…

ଏଇ ଭାରତରେ

ବାଇକରେ ନୂଆ ଜାଗା ବୁଲିବା ସହ ରୋଜଗାରର ନୂଆ ତରିକା ସାମ୍ନାକୁ ଆଣିଛନ୍ତି କେରଳର ଜୀବିନ ମଧୁ। ଚାକିରି ନିଶାରେ ଘର ଛାଡ଼ି ବାଇକରେ ଭାରତର ୧୦ଟି ରାଜ୍ୟ, ନେପାଳ ଓ ମ୍ୟାନ୍‌ମାର ବୁଲିଛନ୍ତି ୨୪ ବର୍ଷୀୟ ଜୀବିନ । ମୋଟରେ…

ଆଧୁନିକତା ଓ ଓଡ଼ିଆ କାବ୍ୟ

ଡ. ପ୍ରମୋଦ କୁମାର ପଣ୍ଡା   ସମାଜର ହିତ ସାଧନ କରୁଥିବା ଲେଖାକୁ ସାହିତ୍ୟ କୁହାଯାଇଥାଏ। ଏହା ମାଧ୍ୟମରେ ଜନସାଧାରଣ ତା’ର ସଭ୍ୟତା, ସଂସ୍କୃତି, ଇତିହାସ, ଭୂଗୋଳ, ବିଜ୍ଞାନ, ଦର୍ଶନ ଆଦିକୁ ପରିପ୍ରକାଶ କରିଥା’ନ୍ତି। ସାହିତ୍ୟର ଆହୁରି ଏକ ବଡ଼ ଦିଗ…

ଶିକ୍ଷା ବ୍ୟବସ୍ଥାର ସଞ୍ଜୀବନୀ: ସୃଜନଶୀଳତା

ଡ. ଶରତ ଚନ୍ଦ୍ର ପରିଡ଼ା   ବିଶ୍ୱ ବର୍ତ୍ତମାନ ଶିକ୍ଷା ସୃଜନଶୀଳତା ଅଭିବୃଦ୍ଧି ପାଇଁ ପ୍ରତିଶ୍ରୁତିବଦ୍ଧ। ପାଠ୍ୟକ୍ରମ ବ୍ୟବସ୍ଥାରେ ଏହା ଅଗ୍ରାଧିକାର ଲାଭ କରିଛି। ଆମ ଶିକ୍ଷା ବ୍ୟବସ୍ଥା ସ୍ବାଧୀନତା ପ୍ରାପ୍ତିର ପଞ୍ଚସ୍ତରି ବର୍ଷ ପରେ ମଧ୍ୟ ପାରମ୍ପରିକ ହୋଇ ରହିଛି।…

କରିବ କିଏ

ଓଡ଼ିଶାର ବିଭିନ୍ନ ସ୍ଥାନରେ ନକଲି ସାମଗ୍ରୀ ତା’ର ପସରା ମେଲାଇ ଚାଲିଛି। କଟକର ଜଗତପୁରଠାରୁ ଆରମ୍ଭକରି ଅନୁଗୋଳ, ବ୍ରହ୍ମପୁର, କୋରାପୁଟ ଓ ରାଜଧାନୀ ସମେତ ଅନେକ ଅଞ୍ଚଳରେ ଖାଦ୍ୟସାମଗ୍ରୀ ଭେଜାଲ ଥିବା ଦେଖିବାକୁ ମିଳୁଛି। ୫ ସେପ୍ଟେମ୍ବରରେ ଭୁବନେଶ୍ୱର ଉପକଣ୍ଠ ଅଟଳା…

କେବଳ ଚେରାପୁଞ୍ଜି ନୁହେଁ

ପିଲାଦିନେ ପଢ଼ିଥିଲୁ ପୃଥିବୀର ସର୍ବାଧିକ ବର୍ଷା ହେଉଥିବା ଅଞ୍ଚଳ ମେଘାଳୟର ଚେରାପୁଞ୍ଜି। ଏବେ ମନେ ହେଉଛି ସେହି ଅଞ୍ଚଳ ବ୍ୟାପିବାରେ ଲାଗିଛି। ଅସରାଏ ବର୍ଷାରେ ସହର ଉବୁଟୁବୁ ହୋଇଯାଉଛି ଏବଂ ଏହା ଲୋକଙ୍କ ଜୀବନ, ଜୀବିକା ଓ ସହରର ଭିତ୍ତିଭୂମିକୁ ଘୋର…

ଏଇ ଭାରତରେ

ଗୁରୁଙ୍କ ଗୌରବ କଥା ଆସିଲେ ମନେପଡ଼ନ୍ତି ବିହାରର ରଜନୀକାନ୍ତ(ଆର.କେ.) ଶ୍ରୀବାସ୍ତବ। ୧୫ ବର୍ଷ ହେଲା ସେ ପିଲାମାନଙ୍କୁ ଏକ ଟଙ୍କା ଦକ୍ଷିଣାର ପଢ଼ାଉଛନ୍ତି। ରୋହତାସ ଜିଲା ବିକ୍ରମଗଞ୍ଜରେ ସେ ଏକ ସ୍ବତନ୍ତ୍ର କ୍ଲାସ କରୁଛନ୍ତି ଓ ତାହାକୁ ‘ଏକ ଟଙ୍କା ଦକ୍ଷିଣା…

ଆଞ୍ଚଳିକ ବୈଷମ୍ୟ

ଡ. ଦୀପକ କୁମାର ନନ୍ଦ ଓଡ଼ିଶାର ଆଞ୍ଚଳିକ ବୈଷମ୍ୟ ତଥା ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳ, ପଶ୍ଚିମ, ଦକ୍ଷିଣ ଏବଂ ଉତ୍ତରାଞ୍ଚଳ ମଧ୍ୟରେ ଅତିମାତ୍ରାରେ ପରିଲକ୍ଷିତ ହୁଏ। ୧୯୯୪ ରେ ପଶ୍ଚିମ ଓଡ଼ିଶା ପାଇଁ ଭିନ୍ନ ଏକ ବିକାଶ ପରିଷଦ ଗଠନ, ମାନବ…

ଚାଷୀ ଆତ୍ମହତ୍ୟାର ମୂଳ କାରଣ

ବିଚିତ୍ର ବିଶ୍ୱାଳ ଓଡ଼ିଶାରେ ବାତ୍ୟା, ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ଖୁବ୍‌ ସାଧାରଣ। ସେହି ବାତ୍ୟାକୁ ନେଇ ଗୋଟିଏ ଘଟଣା। ଥରେ ବାତ୍ୟାରେ ଗୋଟିଏ ଗଛ ଉପୁଡ଼ି ନିକଟରେ ଥିବା ଏକ ଗୁହାଳ ଉପରେ ପଡ଼ି କାନ୍ଥ ଭାଙ୍ଗିଗଲା। କାନ୍ଥ ଭାଙ୍ଗିଯିବାରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri