ସମ୍ପାଦକୀୟ

ଭିଡ଼ ବିପଦ

ଭାରତର ମହାନଗରୀରେ ଟ୍ରାଫିକ୍‌ ଜାମ୍‌ ଓ ଲୋକଙ୍କ ଭିଡ଼ ଅସମ୍ଭାଳ ସ୍ତରରେ ପହଞ୍ଚିଥିବା ବିଷୟରେ ସର୍ବଦା ଆମେ ଦେଖିବାକୁ ପାଉଥିଲୁ। ଏବେ ଓଡ଼ିଶା ଭଳି ରାଜ୍ୟରେ ମଧ୍ୟ ଜନ ଓ ଯାନ ଭିଡ଼ ଅନେକ ସ୍ଥାନରେ ଅସମ୍ଭାଳ ସ୍ଥିତି ସୃଷ୍ଟି କଲାଣି।…

ଏ ଆନନ୍ଦ ସମସ୍ତଙ୍କ ପାଇଁ ନୁହେଁ

ନିକଟରେ ଗୀତ ଓ ଭୋଜିଭାତର ଆସର, ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଭିତରେ ଇଂଲିଶ୍‌ ନବବର୍ଷ ୨୦୨୩କୁ ସମସ୍ତେ ସ୍ବାଗତ ଜଣାଇଛନ୍ତି। କେବଳ ନୂଆବର୍ଷ କାହିଁକି, ବିଭିନ୍ନ ପର୍ବପର୍ବାଣି, ପାରିବାରିକ ଉତ୍ସବରେ ଥିଲାବାଲା ଲୋକ ସର୍ବଦା ଜାକଜମକରେ ପାଳନ କରିଥା’ନ୍ତି। ଅଧିକାଂଶ…

ମାଟି ବନ୍ଧ୍ୟା ହେଉଛି

ଏକ ସୁସ୍ଥ ପରିସଂସ୍ଥା ନିମନ୍ତେ ମୃତ୍ତିକାର ସ୍ବାସ୍ଥ୍ୟ ଓ ସୁପରିଚାଳନା ଏକାନ୍ତ ଜରୁରୀ। ବିଗତ କିଛିଦିନ ହେଲା ‘ଈଷା’ ଯୋଗସଂସ୍ଥାର ପ୍ରତିଷ୍ଠାତା ସଦ୍‌ଗୁରୁଙ୍କର ଆହା୍ବନ ଓ ସୂଚନା ବାରମ୍ବାର ଦେଶର ବିଭିନ୍ନ ଇଲେକ୍ଟ୍ରୋନିକ୍‌ ଓ ପ୍ରିଣ୍ଟ ମିଡିଆରେ ପ୍ରସାରିତ ହେଉଛି ‘ମାଟିକୁ…

ଏଇ ଭାରତରେ

ପରିସଂସ୍ଥାର ସୁରକ୍ଷା ଦୃଷ୍ଟିକୋଣରୁ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି। ହେଲେ ବେଙ୍ଗାଲୁରୁର ଡିଜାଇନ୍‌ କନ୍‌ସଲ୍‌ଣ୍ଟାଣ୍ଟ ଗ୍ରାସି ଏଲିଜାବେଥ୍‌ଙ୍କ ନିଆରା ପଦକ୍ଷେପ ପ୍ରଶଂସନୀୟ। ଗ୍ରାସି ପୁରୁଣା କାଠ ସଂଗ୍ରହ କରି ସେଥିରେ ଇଣ୍ଟେରିୟର୍‌ ଡିଜାଇନ କରୁଛନ୍ତି। ଏହା ସହ ପୁରୁଣା…

ଏଇ ଭାରତରେ

ବର୍ଷେ କି ଦୁଇ ବର୍ଷ ନୁହେଁ, ୨୫ ବର୍ଷ ହେଲା ଗଛ ଲଗାଇ ନିଜ ଅଞ୍ଚଳକୁ ସବୁଜ କରିବାକୁ ଚେଷ୍ଟା କରି ଆସିଛନ୍ତି କେରଳ ଏର୍ନାକୁଲମ୍‌ ନିବାସୀ ସି.ସି. କନ୍ନନ। ସେ ଜଣେ ଶ୍ରମିକ। ରାସ୍ତାକଡ଼, ଅଙ୍ଗନଓ୍ବାଡ଼ି, ସ୍କୁଲ ଓ ଚାଷ…

ନାସାର ମୁଖ୍ୟ ପ୍ରଯୁକ୍ତିବିତ୍‌

ଏ ସି ଚରନିଆ ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା) ପୃଥିବୀର ଅନ୍ୟାନ୍ୟ ମହାଶୂନ୍ୟ ଗବେଷଣା ସଂସ୍ଥାଠାରୁ ବହୁ ଆଗରେ ରହିଛି। ଏହାର ମୁଖ୍ୟ ପ୍ରଯୁକ୍ତିବିତ୍‌ଙ୍କ ଭୂମିକା ସର୍ବଦା ଗୁରୁତ୍ୱ ରଖିଥାଏ। ନିକଟରେ ଭାରତୀୟ-ଆମେରିକୀୟ ଭବ୍ୟ ଲାଲ୍‌ ଏହି ପଦବୀରୁ…

ପୋଷା ସାପର ଫଁ

ପ୍ରକାଶ ତ୍ରିପାଠୀ ଦୁଇ ଆତଙ୍କବାଦୀ ପୃଷ୍ଠଭୂମି ରାଷ୍ଟ୍ର ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି, ଯାହା କି ଏସୀୟ ଦେଶ ପ୍ରତି ଏକ ସତର୍କ ଘଣ୍ଟି। ବିବାଦୀୟ ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ଉଭୟ ଦେଶର ସେନାଙ୍କ ମଧ୍ୟରେ ବାରମ୍ବାର…

ବାସ୍ତବ ପ୍ରତିକ୍ରିୟା

ରାମ ମାଧବ ମୋର ଜଣେ ଭଲ ବନ୍ଧୁ। ସେ ଏକ ଲେଖାରେ ଦର୍ଶାଇଛନ୍ତି ଯେ, ଅଧିକାଂଶ ନେତା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌)ର ମୁଖ୍ୟ ମୋହନ ଭାଗବତଙ୍କ ସାକ୍ଷାତକାରକୁ ନ ପଢ଼ି ତାହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମୁଁ ଏବେ…

ଏଇ ଭାରତରେ

୧୫ ମିନିଟରେ ଆମ୍ବୁଲାନ୍ସ ଘରେ ପହଞ୍ଚିବା ନିଶ୍ଚିତ ଭାବେ ଏକ ଉତ୍ତମ ସେବା। ଷ୍ଟାନ୍‌ପ୍ଲସ ନାମକ ଏକ ହେଲ୍‌ଥ ଟେକ୍‌ କମ୍ପାନୀ ମାଧ୍ୟମରେ ଏହି ସେବା ଯୋଗାଇ ଦେଉଛନ୍ତି ପ୍ରଭଦୀପ ସିଂ। ପ୍ରଭଦୀପ ଏହି ସଂସ୍ଥାର ସିଇଓ ଥିବାବେଳେ ତାଙ୍କ ସହ-ପ୍ରତିଷ୍ଠାତା…

ଆରମ୍ଭ ହେଲା ଦେବତାଙ୍କ ଦିନ

ଡା.ଉମେଶ ଚନ୍ଦ୍ର ପାତ୍ର ସଂସାରର ସବୁ ସଂସ୍କୃତିରେ ସୂର୍ଯ୍ୟଙ୍କୁ ଆଲୋକ ଓ ଶକ୍ତିର ଦେବତା ଭାବେ ଗ୍ରହଣ କରାଯାଏ। ଧର୍ମ ଓ ବିଜ୍ଞାନ ଉଭୟ ସୂର୍ଯ୍ୟଙ୍କ ମହତ୍ୱକୁ ସ୍ବୀକାର କରନ୍ତି। ମକର ସଂକ୍ରାନ୍ତିରେ ପ୍ରୟାଗର ତ୍ରିବେଣୀ ସଙ୍ଗମଠାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ…

ଓଡ଼ିଆ ସାହିତ୍ୟର ଅନନ୍ୟ ରୂପକାର

ଡ. ସିଦ୍ଧାର୍ଥ କାନୁନ୍‌ଗୋ ଫକୀର ମୋହନଙ୍କ ସୃଷ୍ଟିସମ୍ଭାର ଉପରେ ଆଲୋଚନା କଲାବେଳେ ସମାଲୋଚକମାନେ ତାଙ୍କର କାଳଜୟୀ ଗଳ୍ପ ଓ ଉପନ୍ୟାସ ଉପରେ ଆଲୋକପାତ କରିଥାନ୍ତି। ଏ କଥା ଅବଶ୍ୟ ସ୍ବୀକାର୍ଯ୍ୟ ଯେ, ଫକୀର ମୋହନ ହେଉଛନ୍ତି ଓଡ଼ିଆ କ୍ଷୁଦ୍ରଗଳ୍ପ ଓ ସନ୍ତୁଷ୍ଟ…

ଓଏନ୍‌ଜିସିରେ ପରିବର୍ତ୍ତନ

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତୈଳ ଓ ପ୍ରାକୃତିକ ବାଷ୍ପ ନିଗମ (ଓଏନ୍‌ଜିସି)ରେ ଏବେ ପରିବର୍ତ୍ତନ ହାଓ୍ବା ବହୁଛି। ଗତ ମାସ ପ୍ରାରମ୍ଭରେ ସରକାର ଅରୁଣ କୁମାର ସିଂଙ୍କୁ ଓଏନ୍‌ଜିସିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ। ସିଂ ଏହା ପୂର୍ବରୁ ଭାରତ ପେଟ୍ରୋଲିୟମ କର୍ପୋରେଶନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri