ଆବାସ: ଅନୁକମ୍ପା ନା ଅଧିକାର
ଅକ୍ଷୟ କୁମାର ମିଶ୍ର ମଣିଷ ସାଧାରଣ ଭାବରେ ବଞ୍ଚି ରହିବା ପାଇଁ ତିନୋଟି ମୌଳିକ ଆବଶ୍ୟକତା ଲୋଡ଼ା। ସେଗୁଡ଼ିକ ହେଲା ଖାଦ୍ୟ, ବସ୍ତ୍ର, ବାସଗୃହ। ପରିବର୍ତ୍ତିତ ସମୟରେ ଶିକ୍ଷା ଓ ସ୍ବାସ୍ଥ୍ୟ ମଧ୍ୟ ମୌଳିକ ଅଧିକାର ବୋଲି ଗ୍ରହଣ କରାଗଲାଣି। ଗୋଟିଏ…
୧୫% ଡିସ୍କାଉଣ୍ଟ
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଫେବୃୟାରୀ ୧ରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନ କରିବେ। ତା’ ପୂର୍ବରୁ ୩୧ ଜାନୁୟାରୀରେ ସେ ଅର୍ଥନୈତିକ ସର୍ଭେ ୨୦୨୨-୨୩ ଉପସ୍ଥାପନ କରି ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) କମିବା…
ଏଇ ଭାରତରେ
ଇଞ୍ଜିନିୟରିଂ ପଢ଼ା ଛାଡ଼ି ପ୍ରବୀଣ ନାୟକ ବର୍ଜ୍ୟ ଦାଉରୁ ଦିଲ୍ଲୀକୁ ସୁରକ୍ଷିତ ରଖିବା ପାଇଁ ଅଭିଯାନ ଚଳାଇଛନ୍ତି। ସେ ୨୦୧୮ରେ ଏଥିପାଇଁ ‘ଗାର୍ବେଜ କ୍ଲିନିକ୍’ ପ୍ରତିଷ୍ଠା କରି ଦିଲ୍ଲୀର ବିଭିନ୍ନ ଅଞ୍ଚଳରୁ ବର୍ଜ୍ୟ ସଂଗ୍ରହ ପାଇଁ ଏକ ଆମ୍ବୁଲାନ୍ସ ସିଷ୍ଟମ ଆରମ୍ଭ…
ଖେଳାଳିଙ୍କ ପ୍ରତି କେତେ ସମ୍ବେଦନ
ଭାଲଚନ୍ଦ୍ର ଷଡ଼ଙ୍ଗୀ ଗତ ସପ୍ତାହରେ ପ୍ରବଳ ଶୀତରେ ସମଗ୍ର ଉତ୍ତର ଭାରତ ଥରୁଥିବା ବେଳେ ଦିଲ୍ଲୀର ଯନ୍ତରମନ୍ତରଠାରେ ଦେଶର ପ୍ରମୁଖ କୁସ୍ତି ଖେଳାଳିମାନେ ଭିନ୍ନ ଏକ କୁସ୍ତିରେ ବ୍ୟସ୍ତ ଥିଲେ। ଦେଶର ପ୍ରମୁଖ କୁସ୍ତିଯୋଦ୍ଧାମାନଙ୍କ ଏହି କୁସ୍ତିଟି କୌଣସି ବିଦେଶୀ ଖେଳାଳି…
ମନ ଜିଣିବା ଦରକାର
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଡାକରାରେ ତାମିଲନାଡୁର କନ୍ୟାକୁମାରୀରୁ ୭ ସେପ୍ଟେମ୍ବର ୨୦୨୨ରେ ଆରମ୍ଭ ହୋଇଥିବା ‘ଭାରତ ଯୋଡ଼ୋ ଯାତ୍ରା’ ୩୦ ଜାନୁୟାରୀ ୨୦୨୩ରେ ଜମ୍ମୁ ଓ କଶ୍ମୀରର ଶ୍ରୀନଗରଠାରେ ଶେଷ ହୋଇଛି। ଭାରତ ଯୋଡ଼ୋ ଯାତ୍ରା ଶିବିର ନିକଟରେ ତ୍ରିରଙ୍ଗା…
ଭଲ ଅଭ୍ୟାସ ଲୋଡ଼ା
ଡ. ନିରଞ୍ଜନ ମିଶ୍ର ଶ୍ରୀମଦ୍ ଭଗବଦ୍ଗୀତାରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ କହୁଛନ୍ତି, ”ଚଞ୍ଚଳ ହି ମନଃ କୃଷ୍ଣ ପ୍ରମାଥି ବଳବଦ୍ଦୃଢ଼ମ୍…“ ଅର୍ଥାତ୍ ମଣିଷର ମନ ଅତି ଚଞ୍ଚଳ, ଦୃଢ଼ ଓ ବଳବାନ୍; ଏହାକୁ ବଶକରିବା ଅର୍ଥ ବାୟୁକୁ ହାତମୁଠାରେ ଧରିବା ସଙ୍ଗେ ସମାନ(ଷଷ୍ଠ…
ଏଇ ଭାରତରେ
ଇ-ବର୍ଜ୍ୟର ପୁନଃ ଉପଯୋଗ କରି ଆକର୍ଷଣୀୟ ହସ୍ତକଳାର ପରିଚୟ ଦେଇଛନ୍ତି ବେଙ୍ଗାଲୁରୁର ବିଶ୍ୱନାଥ ମାୟାବାଡ଼ି ଦାଭାଙ୍ଗେର। ସେ ଅଦରକାରୀ କମ୍ପ୍ୟୁଟର, ଲାପଟପ୍, ଫୋନ୍ ସହ ପ୍ଲାଷ୍ଟିକ ଓ ଧାତବ ବର୍ଜ୍ୟରୁ ସୁନ୍ଦର ଗହଣା, ମୂର୍ତ୍ତି, ପ୍ରାଣୀଙ୍କ ପ୍ରତିକୃର୍ତ୍ତି, ବିଭିନ୍ନ ପ୍ରକାର ପାତ୍ର…
ମଣିଷ ଏକତ୍ର ମନ ଛିନ୍ଛତ୍ର
ଶୁଭନାରାୟଣ ଶତପଥୀ ଜେଜେମାଆ ହୁଅନ୍ତୁ ବା ଆଈ ମା’ଗପର ପେଡ଼ି ଖୋଲିଲେ ତାଙ୍କ ଚାରିପାଖରେ ବସିଯାଆନ୍ତି ନାତିନାତୁଣୀ ଓ ସାହିପଡ଼ୋଶୀର ପିଲାମାନେ। ପୁଣି ଯେତେବେଳେ ସ୍ଥାନୀୟ, ରାଜ୍ୟ, ଦେଶ ଓ ଅନ୍ତର୍ଜାତୀୟ ରାଜନୀତି ଚର୍ଚ୍ଚା ହୁଏ, ସେତେବେଳେ ଜେଜେବାପା,…
ବାବୁ-ବିଧାୟକ କଳ
ସହଦେବ ସାହୁ ଆମେ ଯୁକ୍ତରାଷ୍ଟ୍ର ଆମେରିକାରେ ରାଜନୈତିକ ଘଟଣାବଳୀ ବିଷୟରେ ପଢ଼ିଲା ବେଳେ ଭାବୁ ସେଠାରେ ଯେମିତି ଗୋଟିଏମାତ୍ର ବିଧାନସଭା ଅଛି। ଆମ ଦେଶରେ ଯେପରି ପ୍ରତି ପ୍ରଦେଶ ଓ କେନ୍ଦ୍ରାଞ୍ଚଳରେ ବିଧାନସଭା ଅଛି, ଯୁକ୍ତରାଷ୍ଟ୍ର ଆମେରିକାରେ ବି ରାଜ୍ୟଗୁଡ଼ିକରେ…
ସ୍ୱଳ୍ପ ଅବଧି
କୁହାଯାଉଥିଲା ଯେ କଂଗ୍ରେସର ଭୁଲ୍ ପଦକ୍ଷେପ ଯୋଗୁ ନିଜ ଲୋକଙ୍କୁ ଆର୍ଥିକ ସୁବିଧା ଯୋଗାଇ ଦିଆଯିବାରୁ ବ୍ୟାଙ୍କଗୁଡ଼ିକର ବିଫଳତା ଦେଖାଦେଇଥିଲା। ଏହି ବିଷୟ ମଧ୍ୟ ବାରମ୍ବାର ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ କହୁଥିଲେ। ତାଙ୍କ କଥାକୁ ବିଶ୍ୱାସ କରି ଲୋକେ…
ଏଇ ଭାରତରେ
ନ୍ୟାୟିକ ବ୍ୟବସ୍ଥାରେ ଡ୍ରେସ୍ କୋଡ୍ର ଗୁରୁତ୍ୱ କେତେ ଅଛି ତାହା ସ୍ପଷ୍ଟ ହୋଇଛି ଗୁଆହାଟୀ ହାଇକୋର୍ଟରେ। କୋର୍ଟ ପରିସରରେ ଜଣେ ଆବେଦନକାରୀଙ୍କ ଆଇନଜୀବୀ ଜିନ୍ସ ପିନ୍ଧିଥିବାରୁ ଗୁଆହାଟୀ ହାଇକୋର୍ଟ ଏକ ମାମଲାର ଶୁଣାଣି ସ୍ଥଗିତ ରଖିଛନ୍ତି। କେବଳ ଏତିକି ନୁହେଁ, ତାଙ୍କୁ…
ଜନହିତୈଷୀ ପ୍ରଯୁକ୍ତିବିତ୍
ସୁଧା ମୂର୍ତ୍ତି ଜନହିତକର କାର୍ଯ୍ୟ କରିବା ଲାଗି ଗୋଟେ ମିଜାଜ୍ ଥିବା ଦରକାର। ଜଣେ ନିର୍ଦ୍ଧନ ହୁଅନ୍ତୁ ବା ଧନୀ, ମନ ଦୃଢ଼ ଥିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚତ୍ ହୁଏ। ତୁଳନାତ୍ମକ ଭାବେ ଦେଖିଲେ ଅଧିକ ଅର୍ଥ ଉପାର୍ଜନ କରୁଥିବା ବ୍ୟକ୍ତି…
Archives


