ଅଲ୍ଟରନେଟିଭ୍ ନୋବେଲ ବିଜେତା
ସ୍ବିଡେନ-ଜର୍ମାନୀ ଲେଖକ, ରାଜନେତା ତଥା ସାମାଜିକ କର୍ମୀ ଜାକୋବ ଭନ୍ ଉକ୍ସେକୁଲ୍ ୧୯୮୦ ମସିହାରେ ‘ରାଇଟ୍ ଲାଇଭ୍ଲିହୁଡ୍ ଆଓ୍ବାର୍ଡ’ ପ୍ରତିଷ୍ଠା କରିଥିଲେ। ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣୁଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିବା ଲକ୍ଷ୍ୟରେ ସେ ଯେଉଁ ପୁରସ୍କାର ଗଢ଼ିଥିଲେ, ତାହାକୁ ଅଲ୍ଟରନେଟିଭ୍…
ଏଇ ଭାରତରେ
ପୁରୁଣା ଶାଢ଼ି, କପଡ଼ା, ପରଦା, ବେଡ୍ଶିଟ ଆଦିର ପୁନଃ ଉପଯୋଗ କରି ନୂଆ ଡିଜାଇନର ଫେଶନେବଲ ଡ୍ରେସ୍ ତିଆରି କରୁଛନ୍ତି କୋଲକାତାର ମେଘନା ନାୟକ। ସେ ପ୍ରତିବର୍ଷ କୋଲକାତାର ବିଭିନ୍ନ ପୂଜା ମଣ୍ଡପରୁ କପଡା ସଂଗ୍ରହ କରି ଏଥିରେ ଲଗାଇଥାନ୍ତି। ମେଘନାଙ୍କ…
ଏଇ ଭାରତରେ
ରାସ୍ତା କଡ଼ରେ ବସିଥିବା ବେସାହାରା ଜଣେ ବୃଦ୍ଧଙ୍କୁ ଦେଖିଲେ ମାନସିକ ରୋଗୀ ବୋଲି ଭାବି ଅନେକେ ଚାଲିଯାଆନ୍ତି। କିନ୍ତୁ ସେମାନେ ବି ସାମାନ୍ୟ ଜୀବନର ହକ୍ଦାର, ସେମାନଙ୍କର ପରିବାର ଥାଇପାରେ ବୋଲି କେହି ଚିନ୍ତା କରନ୍ତି ନାହିଁ। ତଥାପି ସମାନଙ୍କୁ ସମାଜରେ…
ଚିତା ଆସିଲା, ସବୁ ଦୁଃଖ ହଟିଲା
ଡ. ସନ୍ତୋଷ କୁମାର ମହାପାତ୍ର ଗତ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଚିତାବାଘ ଛାଡ଼ିଛନ୍ତି। ପ୍ରୋଜେକ୍ଟ ଚିତା ଅଧୀନରେ ନାମିବ୍ୟାରୁ ଭାରତକୁ ଚିତା ବାଘଗୁଡ଼ିକୁ ଅଣାଯାଇଛି। ଏହା ହେଉଛି ବିଶ୍ୱର ସର୍ବପ୍ରଥମ ଆନ୍ତଃମହାଦେଶୀୟ ବୃହତ୍…
ବରିଷ୍ଠଙ୍କ ସୁରକ୍ଷା ସଭିଙ୍କ ଦାୟିତ୍ୱ
ଭାରତୀ ଚକ୍ର ୨୦୧୧ ଜନଗଣନା ଅନୁସାରେ ଭାରତରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଆମ ଜନସଂଖ୍ୟାର ପାଖାପାଖି ୧୦ ଭାଗ। ସେହିଭଳି ଓଡ଼ିଶା ଜନସଂଖ୍ୟାର ପାଖାପାଖି ୧୦ ଭାଗ ହେଉଛନ୍ତି ବରିଷ୍ଠ ନାଗରିକ। ଜନସଂଖ୍ୟାର ଏହି ଅଂଶଟି ଅନେକାଂଶରେ ଅଶୁଣା, ଅଦେଖା ତଥା…
ୟୁପିଏସ୍ସି ନାରାଜ
ଉତ୍ତରପ୍ରଦେଶ (ୟୁପି)ରେ ଆଇଏଏସ୍ ଅଧିକାରୀମାନଙ୍କ ମଧ୍ୟରେ ଅଶାନ୍ତି ବଢୁଛି। ମାସକ ଭିତରେ ରାଜ୍ୟରେ ଅତି କମ୍ରେ ୫ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ ସେବାରୁ ସ୍ବେଚ୍ଛାକୃତ ଅବସର ଚାହିଁଛନ୍ତି। ଏହା ସମ୍ଭବତଃ ଭାଜପା ସରକାର ଏବଂ ସିଭିଲ ସର୍ଭିସ ମଧ୍ୟରେ ଏବକାର…
ଏଇ ଭାରତରେ
ଅନେକ ସମୟରେ ଲୋକେ କହନ୍ତି ନିଜ କାମ କରିବାକୁ ତ ସମୟ ନାହିଁ, ଅନ୍ୟମାନଙ୍କ କଥା ବୁଝିବି କ’ଣ? ଏଭଳି ଲୋକେ ତ ପ୍ରାଣୀଙ୍କ କଥା ଚିନ୍ତା କରିବା ସ୍ବପ୍ନ। ହେଲେ ମଣିଷଙ୍କ ଭିତରେ ଏମିତି ବି ଅଛନ୍ତି ଯିଏ ନିଜ…
ବିଶ୍ବ ଅନୁବାଦ ଦିବସ ଓ ଆମ ସ୍ଥିତ
ହରେକୃଷ୍ଣ ଦାସ ପୃଥିବୀର ବିଭିନ୍ନ ଦେଶକୁ ପରସ୍ପରର ବୌଦ୍ଧିକ ଓ ସାଂସ୍କୃତିକ ବିଭବ ସହ ଭାଷା ମାଧ୍ୟମରେ ଯୋଡ଼ିବାର ଲକ୍ଷ୍ୟ ନେଇ ଅନ୍ତର୍ଜାତୀୟ ଅନୁବାଦ ଦିବସ ପାଳନ କରିବାର ପରିକଳ୍ପନା କରାଯାଇଥିଲା। ଦେଶ ଦେଶ ମଧ୍ୟରେ ଶାନ୍ତି ଓ ସଦ୍ଭାବନା ସ୍ଥାପନ…
ନିର୍ବାଚନକୁ ଅସ୍ବୀକାର
ଜାନ୍ ଓ୍ବେର୍ନର ମୁଲେର୍ ଆସନ୍ତା ମାସରେ ବ୍ରାଜିଲ ରାଷ୍ଟ୍ରପତି ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଜୟେର ବୋଲ୍ସୋନାରୋ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପଥ ଆପଣାଇବାକୁ ପ୍ରସ୍ତୁତ ହେଉଛନ୍ତି। ଟ୍ରମ୍ପ୍ଙ୍କ ‘ବିଗ୍ ଲାଏ’, ଯାହା ଭୋଟିଂକୁ ଅବୈଧ ଓ…
ପାର୍ବଣରେ ପ୍ରଦୂଷଣ
ଡ. ବିଜୟଲକ୍ଷ୍ମୀ ଭୂୟଁା ଯାହା ଆମକୁ ଚାରିପଟୁ ଘେରିରହିଛି ତାହା ହିଁ ପରିବେଶ। ଏହି ପରିବେଶକୁ ଅତ୍ୟଧିକ ପରିତ୍ୟକ୍ତ ଓ ଦୂଷିତ ପଦାର୍ଥ ପରିତ୍ୟାଗ କରିବାକୁ ପ୍ରଦୂଷଣ କୁହାଯାଏ। ଶିଳ୍ପାୟନ, ପରିବହନ ବ୍ୟବସ୍ଥା, ମଇଳା ଆବର୍ଜନା ଇତ୍ୟାଦି ଦ୍ୱାରା ବାୟୁମଣ୍ଡଳ ପ୍ରଦୂଷଣ…
ରୁଷିଆ, ଇରାନ ଓ ଏକଚ୍ଛତ୍ରବାଦ
ବେଳେବେଳେ ନ୍ୟୁଜ୍ ପ୍ରକ୍ରିୟାରେ ଏକ ନିର୍ଦ୍ଦିଷ୍ଟ ଘଟଣାକୁ ବହୁବାର ପୁନରାବୃତ୍ତି କରାଯାଏ। ଉକ୍ତ ଘଟଣାର ପ୍ରଚ୍ଛଦରେ କ’ଣ ଥାଇପାରେ ସେ ସମ୍ପର୍କରେ ଏହା ଏକ ରହସ୍ୟମୟ ସଙ୍କେତ ପ୍ରଦାନ କରିଥାଏ। ଚଳିତ ମାସରେ ଏଭଳି ସଙ୍କେତ ମିଳିଛି। ନ୍ୟୁଜ୍ରେ ପ୍ରକାଶ ପାଇଥିବା…
ହାର୍ ମାନିବା ନାହିଁ
ନିରନ୍ତର ସାଧନା ଓ ପ୍ରଚେଷ୍ଟା ପରେ ମଧ୍ୟ ବେଳେବେଳେ କାର୍ଯ୍ୟରେ ସଫଳତା ମିଳି ନ ଥାଏ। ଏଭଳି କ୍ଷେତ୍ରରେ ବ୍ୟକ୍ତି ନିରାଶ ହୋଇ ଚେଷ୍ଟା ଛାଡ଼ିଦିଏ କିମ୍ବା ହାର୍ ମାନିଯାଏ। କାର୍ଯ୍ୟଟିକୁ ଅସମ୍ଭବ ମନେକରି ପଛଘୁଞ୍ଚା ଦିଏ ଅଥବା ଭାଗ୍ୟରେ ନାହିଁ…
Archives


