ସମ୍ପାଦକୀୟ

ସୃଷ୍ଟିର ଆଦ୍ୟ ଶବ୍ଦ

ଡ. ନରେନ୍ଦ୍ର ସେଠୀ ପୂର୍ବରୁ ବିଜ୍ଞାନ ଜଗତରେ ଏହି ବିଶ୍ୱାସ ଥିଲା ଯେ ମହାକାଶରେ କୌଣସି ଶବ୍ଦ ତରଙ୍ଗର ଉପସ୍ଥିତି ନାହିଁ ବା ସୁଦୂର ମହାକାଶରେ କୌଣସି ଶବ୍ଦ ସୃଷ୍ଟି ହୁଏ ନାହିଁ I କାରଣ ବିଜ୍ଞାନ ଅନୁସାରେ ଶୂନ୍ୟରେ ଶବ୍ଦ…

ଉଚ୍ଚଶିକ୍ଷାରେ ବୈଷମ୍ୟ

ଡ. ସୁବାସ ଚନ୍ଦ୍ର ପାତ୍ର ଓଡ଼ିଶା ସରକାର ନାରୀଙ୍କୁ ସମ୍ମାନ ଓ ମହିଳା ସଶକ୍ତୀକରଣ କଥା ଜୋର୍‌ ପାଟିରେ କହୁଥିଲାବେଳେ ଉଚ୍ଚଶିକ୍ଷା କ୍ଷେତ୍ରରେ ନାରୀ ଶିକ୍ଷାନୁଷ୍ଠାନକୁ ଦେଖିଲେ ହତାଶ ହେବାକୁ ପଡ଼େ। ଏହାର ମୁଖ୍ୟ କାରଣ ଆମର ଯାବତୀୟ ରାଜନୈତିକ, ସାମାଜିକ,…

ଅସନ୍ତୁଷ୍ଟ ଅଧିକାରୀ

ଗତମାସରେ ଉକ୍ତ ସ୍ତମ୍ଭରେ ଉତ୍ତରପୂର୍ବାଞ୍ଚଳରେ ନିଯୁକ୍ତ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀମାନଙ୍କୁ ଦିଆଯାଉଥିବା ବିଭିନ୍ନ ପ୍ରୋତ୍ସାହନ ଏବଂ ଭତ୍ତା ପ୍ରତ୍ୟାହାର କରାଯାଇଥିବା ବିଷୟ ଉଲ୍ଲେଖ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପକୁ ନେଇ ଅଧିକାରୀମାନେ କ୍ରୋଧ ପ୍ରକାଶ କରିଥିଲେ। ସେବେଠାରୁ କେନ୍ଦ୍ର…

ଏଇ ଭାରତରେ

‘ସାଝେ ସ୍ବପ୍ନ’-ନାଁଟି ଶୁଣିବାକୁ ଯେମିତି କାମ ବି ସେମିତି। ଏହା ହେଉଛି ସେହି ଏନ୍‌ଜିଓ, ଯାହା ହିମାଚଳପ୍ରଦେଶ ଗ୍ରାମୀଣ ମହିଳାମାନଙ୍କ ନିଯୁକ୍ତି ସ୍ବପ୍ନ ପୂରଣ କରିବାରେ ଲାଗିଛି। ଏହାର ପ୍ରତିଷ୍ଠାତା ସୁରଭି ଯାଦବ। ସୁରଭି ଉକ୍ତ ଏନ୍‌ଜିଓ ମାଧ୍ୟମରେ ମହିଳାମାନଙ୍କୁ ମାର୍କେଟ…

ଆଶା ଆଶଙ୍କାର ରୂପ ନେଲାଣି

ବୈକୁଣ୍ଠନାଥ ମିଶ୍ର ଆଶା ଓ ଆଶଙ୍କା- ଦୁହେଁ ଭବିଷ୍ୟତର ମାର୍ଗଦର୍ଶିକା ହୋଇଥିଲେ ମଧ୍ୟ ଆଶା ଅସ୍ତିବାଚକ ହୋଇଥିଲା ବେଳେ ଆଶଙ୍କା ନାସ୍ତିତ୍ୱର ପ୍ରତୀକ। ଆଶା ଅତୀତର ସ୍ତମ୍ଭ ଉପରେ ଦଣ୍ଡାୟମାନ ହୋଇ ବର୍ତ୍ତମାନକୁ ଗତିଶୀଳ କରି ଭବିଷ୍ୟତକୁ ଆବାହନ କରେ। କିନ୍ତୁ…

ବିଶ୍ୱରେ ଶକ୍ତିର ସ୍ଥିତି

ଭାନେସା ନାକାଟେ, ରାଚେଲ କିଟେ ସାରା ବିଶ୍ୱରେ ସାଧାରଣ ଜନତା ଏବେ ଦୁଇଟି ବୃହତ୍‌ ଓ ବ୍ୟାପକ ସମସ୍ୟାର ପରିଣତି ଭୋଗ କରୁଛନ୍ତି। ଗୋଟିଏ ପଟେ ସେମାନଙ୍କ ଜୀବନ ଜୀବିକା ଓ ବାସସ୍ଥାନ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହେବା ସହ ଅତ୍ୟାବଶ୍ୟକ…

ପ୍ରଦୂଷଣ ଭୟାବହତା

ଶେଖ ଫରିଦ୍‌ଉଦ୍ଦିନ ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳରେ କିଛିଦିନ ତଳେ ସଂପ୍ରତି ପ୍ରଦୂଷଣର ମାତ୍ରା ଚିନ୍ତାଜନକ ସ୍ଥିତିରେ ପହଞ୍ଚିବା ପରେ ଏହାର ପ୍ରତିକାର ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଯାଇଥିଲା। ଏବେ ଶୀତକାଳୀନ କୁହୁଡ଼ି ସହ ପ୍ରଦୂଷଣ ଏକ ପ୍ରକାର ସାଙ୍ଘାତିକ…

ଦିବ୍ୟ ଗଣିତ

ବହୁ ସମୟରେ ଲୋକେ ଶୂନକୁ ନେଇ ପ୍ରଶ୍ନ ଉଠାନ୍ତି। ସେମାନେ କହନ୍ତି ଯେ, ଯଦି ଆର୍ଯ୍ୟଭଟ୍ଟ ଶୂନ ଆବିଷ୍କାର କରିଥିଲେ, ତେବେ ତାଙ୍କ ପୂର୍ବରୁ ରାମାୟଣ ଓ ମହାଭାରତ ଯୁଗରେ ଲୋକେ କିଭଳି ରାବଣର ୧୦ ମୁଣ୍ଡ ଓ ଗାନ୍ଧାରୀଙ୍କର ୧୦୦…

ପିଲା ଯାଉଥିଲେ ବାଲିଯାତ୍ରା

ସର୍ବଭାରତୀୟ ସ୍ତରରେ କଟକ ବାଲିଯାତ୍ରାର ସ୍ଥାନ ସ୍ବତନ୍ତ୍ର। ସପ୍ତାହବ୍ୟାପୀ ଏହି ବାଲିଯାତ୍ରାରେ ଆନନ୍ଦ ଓ ମନୋହରର ବିପଣୀରେ ସାମିଲ ହେବା ପାଇଁ ଜନସାଧାରଣଙ୍କ ଭିତରେ ପିଲାମାନେ ସାମିଲ ହୋଇଥାନ୍ତି। ପିଲାମାନଙ୍କ ପାଇଁ ବାଲିଯାତ୍ରାର ମହକ ବି ଏକ ସ୍ବତନ୍ତ୍ର ସ୍ଥାନ ରଖିଥାଏ।…

ବଦଳୁଥିବା ସମୟ

ଯୁଗ ବଦଳୁଛି ଓ ତା’ ସହ ବଦଳୁଛି ଆମ ଚାଲିଚଳନ, ବେଶଭୂଷା, ଖାଦ୍ୟପେୟ, ବୃତ୍ତି ଓ ଆମର ଦୈନନ୍ଦିନ ବ୍ୟବହାରରେ ଆସୁଥିବା ପ୍ରତିଟି ସାମଗ୍ରୀ। ଗତ ତିନି ଦଶନ୍ଧି ଧରି ଏ ସବୁର ପରିବର୍ତ୍ତନ କ୍ଷିପ୍ର ଗତିରେ ଘଟୁଛି। ନବେ ଦଶକରେ…

ଏଇ ଭାରତରେ

ରାଜସ୍ଥାନର ଏକ ଛୋଟ ଗାଁ ବିଳାସପୁର। ଉକ୍ତ ଗାଁର ପାନଦୋକାନୀ ବିଳାସ ରାମ ମଓ୍ବୋଡ ପାନ ବିକ୍ରି କରିବା ସହ ଗାଁକୁ ପ୍ଲାଷ୍ଟିକ୍‌ ମୁକ୍ତ ରଖିବା ଲାଗି ଚଳାଇଥିବା ଅଭିଯାନ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଛି। ସେ ପ୍ରତିମାସରେ ୫୦ କେ.ଜି.…

ଏଇ ଭାରତରେ

ଦିନମଜୁରିଆଙ୍କ ଅଭାବୀ ଜୀବନର ଦୁଃଖକୁ ଅନୁଭବ କରିଛନ୍ତି ଦିଲ୍ଲୀର ଦୁଇ ଭାଇ। ସେମାନେ ଦିନମଜୁରିଆମାନଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ବ୍ରିଗେଡିୟର ପ୍ରେମ୍‌ଜିତ ସିଂ ପାନେସର ଓ କରମ୍‌ଜିତ ସିଂ ‘ବୀରଜିକା ଡେରା’ର ସ୍ବେଚ୍ଛାସେବୀମାନଙ୍କ ସାହାଯ୍ୟରେ ମେଡିକାଲ କ୍ୟାମ୍ପ ଆୟୋଜନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri