ସମ୍ପାଦକୀୟ

ଜି୨୦: କେବଳ ଆଲୋଚନା

ବାସ୍ତବରେ ଜଣେ ନେତା ହୋଇ ନ ପାରିଲେ ବି ବାହାନା କରିପାରନ୍ତି ଯେ ସେ ଜଣେ ନେତା। ଯେତେବେଳେ ଦର୍ଶକମାନେ ଜାଣି ନ ଥାନ୍ତି ଯେ ଜଣେ ଦେଖେଇ ହେଉଛି ଏବଂ ମିଡିଆ ସେହିଭଳି କାମ କରୁଛି ସେତେବେଳେ ଏଭଳି ବାହାନା…

ଏଇ ଭାରତରେ

ବାଲ୍ୟ ବିବାହ କରିବା ପରେ ବାଲ୍ୟ ବିଧବା ପାଲଟିଯାଇଥିବା ଜଣେ ଝିଅ ନିଜର ଇଚ୍ଛାଶକ୍ତି ଓ ନିଷ୍ଠା ବଳରେ କିପରି ସଶକ୍ତ ହୋଇ ସମାଜସେବା କରିପାରେ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରାଖଣ୍ଡରେ। ପିଥୋରଗଡ଼ ଗାଁରେ ଜନ୍ମିତ ବାସନ୍ତୀ ଦେବୀ…

ସାପ, ଶିଡ଼ି ଓ ଜୀବନ

ସୁପ୍ରଭା ବେହେରା ଯେବେଠାରୁ ଦିନ, ଦଣ୍ଡ, ମାସ, ବର୍ଷର ପିଠିରେ ଆୟୁଷ ଶିଡ଼ି ଚଢ଼ି ଜୀବନ ଗଢ଼େ, ସେବେଠାରୁ ବୋଧହୁଏ ମଣିଷକୁ ଶିଡ଼ିର ମୋହ ମୋହାଚ୍ଛନ୍ନ କରେ। ମଣିଷକୁ ଭିତରୁ ଯେମିତି କିଏ ଜଣେ ଉସୁକାଉ ଥାଏ, ନା ଏଇଠି ନୁହଁ,…

ନାରୀ ଓ ମାନବ ଅଧିକାର

ସୌର ଚନ୍ଦ୍ର ମହାପାତ୍ର ଆଜି ବିଶ୍ୱ ମାନବ ଅଧିକାର ଦିବସ। ଭାରତ ସରକାର ୧୯୯୩ ମସିହାରେ ଜାତୀୟ ମାନବ ଅଧିକାର ଆୟୋଗ ଆଇନ ପ୍ରଣୟନ କରିଥିଲେ। ଏହି ଆଇନ ଅନୁଯାୟୀ ମାନବ ଅଧିକାର ଅର୍ଥ ସମ୍ବିଧାନ ଦ୍ୱାରା ଏବଂ ଆନ୍ତର୍ଜାତିକ ଚୁକ୍ତିରେ…

ବିବାଦରେ ଫସିଲେ

କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏବଂ ରାଜ୍ୟପାଳ ଅରିଫ୍‌ ମହମ୍ମଦ ଖାନ୍‌ଙ୍କ ମଧ୍ୟରେ କ୍ଷମତା ବିବାଦ ଲାଗି ରହିଛି। ନିଃସନ୍ଦେହ ଯେ, ଏହି ବିବାଦ ରାଜ୍ୟରେ ବାବୁମାନଙ୍କୁ ପ୍ରଭାବିତ କରୁଛି। ରାଜ୍ୟପାଳଙ୍କୁ ରାଜ୍ୟରେ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳାଧିପତି ପଦରୁ ହଟାଇବା ଲାଗି ସରକାର…

ଏଇ ଭାରତରେ

ଜଣେ ଦିନ ମଜୁରିଆଙ୍କ ପରିବେଶ ସଂରକ୍ଷଣଭିତ୍ତିକ କାର୍ଯ୍ୟ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛି। କେରଳର ଏହି ବ୍ୟକ୍ତି ଜଣକ ହେଉଛନ୍ତି ସି. ସି. କାନ୍ନନ। ସେ ରହୁଛନ୍ତି ଏର୍ନାକୁଲମର ଇଷ୍ଟ ମାରାଡି ଅଞ୍ଚଳରେ। କାନ୍ନନ ଦୀର୍ଘ ୨୫ ବର୍ଷ ହେଲା ସ୍କୁଲ,…

ମହାସମାଧି ଦିବସର ପ୍ରତିଶ୍ରୁତି

ବିମଳ ପ୍ରସନ୍ନ ଦାସ ଡିସେମ୍ବର ୯, ୧୯୫୦ ମହାଯୋଗୀ ଶ୍ରୀଅରବିନ୍ଦଙ୍କ ପବିତ୍ର ମହାସମାଧି ଦିବସ। ଯଦିଓ ଡିସେମ୍ବର ୫ ରେ ଦେହତ୍ୟାଗ କଲେ, ସେ ମହାନ୍‌ ଆମତ୍ାଙ୍କର ମହାସମାଧି ୯ ତାରିଖରେ ଅର୍ଥାତ୍‌ ଦେହାବସାନର ୫ମ ଦିବସରେ ଅନୁଷ୍ଠିତ ହେଲା। ସେଦିନ…

ଜଳବାୟୁ ପରିବର୍ତ୍ତନ ଓ ପରିବହନ

ଅଭୟ କୁମାର ଦାସ ପରିବହନ କ୍ଷେତ୍ରରେ ଆସିବ ବଡ଼ ସଂସ୍କାର। ଅଧିକ ଧୂଅଁା ଓ ପ୍ରଦୂଷଣ ନିର୍ଗତ କରୁଥିବା ପୁରୁଣା ଯାନବାହନ ରାସ୍ତାରୁ ହଟିବ। ପେଟ୍ରୋଲ, ଡିଜେଲ ଯେମିତି କମ୍‌ ବ୍ୟବହାର ଦ୍ୱାରା ଗାଡ଼ିଚାଳନା କରାଯିବ, ସେଥିପାଇଁ ଡ୍ରାଇଭରଙ୍କୁ ଦିଆଯିବ ତାଲିମ।…

ଫିଫା ବିଶ୍ୱକପ୍‌ରେ ବିରୋଧାଭାସ

ଇଆନ ବୁରୁମା କାତାରରେ ଫିଫା ବିଶ୍ୱକପ୍‌ ଫୁଟବଲ ଜାରି ରହିଛି। ‘ପୁଟବଲ ବିଶ୍ୱକୁ ଏକାଠି କରେ’ ଏଭଳିି ହାସ୍ୟାସ୍ପଦ ସ୍ଲୋଗାନ ନେଇ ଫିଫା ଏହି ବିଶ୍ୱକପ୍‌ରେ ଅବତୀର୍ଣ୍ଣ ହୋଇଛି। ଆଧିକାରିକ ସ୍ତରରେ ପ୍ରଚାର ଲାଗି ଜାରି କରାଯାଇଥିବା ଭିଡିଓରେ ଆର୍ଜେଣ୍ଟିନାର ଲିଓନେଲ…

ଏଇ ଭାରତରେ

ବର ବିବାହ ପରେ ଆନନ୍ଦରେ ଘରକୁ ଫେରିବା ବଦଳରେ ରାସ୍ତା ନିର୍ମାଣ ଲାଗି ଧାରଣାରେ ବସିଥିବା ଘଟଣା ଏବେ ଦେଖିବାକୁ ମିଳିଛି ଉତ୍ତରାଖଣ୍ଡରେ। ପ୍ରକୃତ ଘଟଣା ହେଲା, ରାସ୍ତା ଖରାପ ଯୋଗୁ ବର ଜଣକ ବିବାହ ପାଇଁ କନ୍ୟାଘରେ କଷ୍ଟେମଷ୍ଟେ ପହଞ୍ଚତ୍ଥିଲେ।…

ପିଏଫ୍‌ଆଇ ଭଳି ମାନସିକତାର ସମାଧାନ କ’ଣ

ଅନିଲ ବିଶ୍ୱାଳ   ଇତି ମଧ୍ୟରେ ଆତଙ୍କବାଦୀ ସଙ୍ଗଠନ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆକୁ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇବାର ଦୁଇ ମାସ ବିତିଗଲାଣି। ପୂର୍ବରୁ ଇସ୍‌ଲାମିକ ଆତଙ୍କବାଦୀ ସଙ୍ଗଠନ ସିମି (ଷ୍ଟୁଡେଣ୍ଟ ଇସ୍‌ଲାମିକ ମୁଭମେଣ୍ଟ ଅଫ୍‌ ଇଣ୍ଡିଆ)କୁ ମଧ୍ୟ କେନ୍ଦ୍ର…

ଇ-ଆବର୍ଜନା ସଙ୍କଟ

ବିପିନ ବିହାରୀ ରାଉତ   ଦିନକୁ ଦିନ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ମାଟି, ପାଣି ଓ ପବନ ଏହି ପ୍ରଦୂଷଣ ମଧ୍ୟରେ ଅନ୍ତର୍ଭୁକ୍ତ। ବିଭିନ୍ନ ପ୍ରକାର କୀଟନାଶକ ଦ୍ରବ୍ୟ ସାର ଆକାରରେ ମାଟିରେ ଓ କଳକାରଖାନାରୁ ବିଷାକ୍ତ ଜଳ ବାହାରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri