କ୍ଷୁଦ୍ରଶସ୍ୟରେ ହାଇବ୍ରିଡ କାହିଁକି
ବିଚିତ୍ର ବିଶ୍ୱାଳ ଚଳିତ ବର୍ଷ ୨୦୨୩କୁ ଜାତିସଂଘ ତରଫରୁ ଅନ୍ତର୍ଜାତୀୟ ମିଲେଟ୍ ବା କ୍ଷୁଦ୍ରଶସ୍ୟର ବର୍ଷ ଭାବେ ପାଳନ କରାଯାଉଥିବା ବେଳେ ଆମ ଦେଶରେ କ୍ଷୁଦ୍ରଶସ୍ୟର ଚାହିଦା ବଢ଼ୁଥିବାର ଦେଖାଯାଉଛି। ସମୟ ଥିଲା ଲୋକମାନେ ଗହମ ଓ ଚାଉଳ ତୁଳନାରେ କ୍ଷୁଦ୍ରଶସ୍ୟକୁ…
ଏଇ ଭାରତରେ
ଲୋକେ ଅନ୍ଲାଇନ କିମ୍ବା ନଗଦ ଟଙ୍କା ଦେଇ ମନପସନ୍ଦର ଦୁଇଚକିଆ ହେଉ କିମ୍ବା ୪ ଚକିଆ ଯାନ କିଣିଥାନ୍ତି। କିନ୍ତୁ ଆସାମରେ ମହମ୍ମଦ ସଇଦୁଲ ହକ୍ କେବଳ ୯୦,୦୦୦ ଟଙ୍କାର କଏନ ବା ଧାତବ ମୁଦ୍ରା ବିନିମୟରେ ସ୍କୁଟର କିଣିଛନ୍ତି। ହକ୍…
ଜଳ ସଙ୍କଟ ଓ ନିବେଶ ସୁଯୋଗ
ବାୟୁ ଭଳି ଜଳ ମଧ୍ୟ ପୃଥିବୀର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ଉତ୍ସ। ତେବେ ବହୁ ସମୟରେ ଜଳ ପ୍ରଣାଳୀର କାର୍ଯ୍ୟପଦ୍ଧତି ଗମ୍ଭୀର ସଙ୍କଟ ସ୍ଥିତି ସୃଷ୍ଟିକରେ ଯାହା ଜୀବନ ଜୀବିକାକୁ ପ୍ରଭାବିତ କରିଥାଏ। ଏବେ ପୃଥିବୀରେ ପ୍ରାୟ ୨ ବିଲିୟନ ଲୋକ…
ବିଶ୍ୱ ପ୍ରସଙ୍ଗରେ ଦକ୍ଷତା ବିକାଶ
କଥାରେ ଅଛି ସକାଳ ହେଲେ ଅନ୍ନ ଚିନ୍ତା। ରାତି ପାହିଲେ ଘରର ଯୁବ ସନ୍ତାନ ପରିବାରର ଉନ୍ନତି ପାଇଁ ସମ୍ବଳ ଗୋଟାଇବାକୁ ସ୍ବାଭିମାନର ସହ ବାହାରକୁ ଗୋଡ଼ କାଢ଼େ କିମ୍ବା ଦକ୍ଷତା ଅଭାବରୁ ପରାଜିତ ସୈନିକ ଭଳି ମୁଣ୍ଡ ପୋତି ପରିବାରର…
ଆରୋଗ୍ୟସାଧ୍ୟ ଯକ୍ଷ୍ମା
୧୮୮୨ ମସିହା। ସେତେବେଳେ ୟୁରୋପ ଏବଂ ଆମେରିକା ମହାଦେଶରେ ଥିଲା ଯକ୍ଷ୍ମାର ପ୍ରାଦୁର୍ଭାବ। ଏହି ରୋଗରେ ପ୍ରାୟ ପ୍ରତି ସାତ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରୁଥିଲେ। ଏହାର ଭୟାବହତାକୁ ଲକ୍ଷ୍ୟ କରିଥିଲେ ବର୍ଲିନର ଡା. ରବର୍ଟ କୋକ୍। ତା’ପରେ…
ଏଇ ଭାରତରେ
ନିଜେ ସ୍ବାବଲମ୍ବୀ ହୋଇ ଅନ୍ୟମାନଙ୍କୁ ଜୀବିକା ଯୋଗାଇବାରେ ଜୀବନ ସାର୍ଥକ ହୁଏ ବୋଲି ଉପଲବ୍ଧି କରିଛନ୍ତି ମଧ୍ୟପ୍ରଦେଶର ପ୍ରତିଭା ତିଓ୍ବାରୀ। ସେ ଭୋପାଳରେ ଅନେକ ବର୍ଷ ଗଣିତ ଶିକ୍ଷକ ଭାବେ କାର୍ଯ୍ୟକରିବା ପରେ ଜୈବିକ କୃଷିକୁ ଆପଣାଇଥିଲେ। ପ୍ରତିଭା ଚାକିରି ଛାଡ଼ିବା…
ଏଇ ଭାରତରେ
ଅନେକ ସମୟରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନରେ ସାମିଲ ଲୋକଙ୍କ ହାତରେ ପ୍ଲାକାର୍ଡରେ ଦେଖିବାକୁ ମିଳେ, ଯେଉଁଥିରେ ଲେଖାଥାଏ-‘ସଡ଼କ ସୁରକ୍ଷା ଜୀବନ ରକ୍ଷା’। କିନ୍ତୁ ଦୁର୍ଘଟଣା ଉପରେ ଲୋକଙ୍କୁ ସଚେତନ କରିବା ଲାଗି ଲକ୍ଷ୍ନୌର ଜଣେ ମହିଳା ରାସ୍ତା କଡ଼ରେ ଏକ…
ହାଃ ନିଦ୍ରା…
ପ୍ର. ରମେଶ ଚନ୍ଦ୍ର ପରିଡ଼ା ଖାଦ୍ୟାଭାବ କିପରି କରାଳ ରୂପ ନେଇପାରେ, ତାହାର ଏକ ନିଖୁଣ ଚିତ୍ର ପ୍ରଦାନ କରିଥିଲେ ଜନପ୍ରିୟ ଔପନ୍ୟାସିକ କାହ୍ନୁ ଚରଣ ମହାନ୍ତି ତାଙ୍କ କାଳଜୟୀ ଉପନ୍ୟାସ ‘ହାଃ ଅନ୍ନ’ରେ। ସ୍ବାଧୀନତା ପ୍ରାପ୍ତି ପରେ ପରେ…
ମହାମାରୀ ପ୍ରଭାବିତ ମାଟ୍ରିକ୍ ପରୀକ୍ଷା
ରବିନାରାୟଣ ସାମଲ ମାଟ୍ରିକ୍ ପରୀକ୍ଷା ସରିଗଲା। କିନ୍ତୁ ଅନିୟମିତତା ପିଛା ଛାଡ଼ିଲା ନାହିଁ। କପି ତ ହେଉଛି , ହେବ। ପରୀକ୍ଷା ପଦ୍ଧତିରେ ଉପଯୁକ୍ତ ସଂସ୍କାର ନ ହେଲା ପର୍ଯ୍ୟନ୍ତ ସେମିତି ଚାଲିଥିବ। ଆଗରୁ ପ୍ରଶ୍ନପତ୍ର ପ୍ରଘଟ ହେଉଥିଲା, ଏବେ…
ସଙ୍କଟ ପାଇଁ ଦାୟୀ କିଏ
ନିକଟରେ ଉତ୍ତର କାଲିଫର୍ନିଆରେ ସିଲିକନ୍ ଭ୍ୟାଲି ବ୍ୟାଙ୍କ(ଏସ୍ଭିବି) ଏବଂ ନ୍ୟୁୟର୍କରେ ସିଗ୍ନେଚର ବ୍ୟାଙ୍କ ଡୁବିଯାଇଛି। ୨୦୦୮ ପରେ ଏଭଳି ବ୍ୟାଙ୍କ ବନ୍ଦ ହେବା ସବୁଠୁ ବଡ଼ ଘଟଣା। ଏହା ଯୋଗୁ ଆଞ୍ଚଳିକ ଏବଂ ମଧ୍ୟମ ଆକାର ବ୍ୟାଙ୍କର ଶେୟାରଗୁଡ଼ିକରେ ହ୍ରାସ ଘଟିଛି।…
ସୁଖ କାହିଁ
ଜାତିସଂଘର ସ୍ଥାୟୀ ବିକାଶ ସମାଧାନ ନେଟ୍ଓ୍ବର୍କ ପକ୍ଷରୁ ପ୍ରକାଶିତ ବିଶ୍ୱ ହାପିନେସ୍ ରିପୋର୍ଟ ୨୦୨୩ରେ ଭାରତ ୧୨୬ ତମ ସ୍ଥାନରେ ଅଛି। ତାଲିକାରେ ଫିନ୍ଲାଣ୍ଡ ସବୁଠୁ ସୁଖୀ ଦେଶ ହୋଇଥିବାବେଳେ ଡେନ୍ମାର୍କ ଦ୍ୱିତୀୟ ଏବଂ ଆଇସ୍ଲାଣ୍ଡ ତୃତୀୟ ସ୍ଥାନରେ ରହିଛନ୍ତି। ପୃଥିବୀର…
ବନ୍ଧୁତ୍ୱରେ ବ୍ୟବସାୟ ଗଣିତ
ନିଃସ୍ୱାର୍ଥପରତା, ସମର୍ପଣ ଭାବନା, ତ୍ୟାଗ ଓ ସଦା ସଦିଚ୍ଛାରେ ଭରା ବନ୍ଧୁତାରେ ଭଟ୍ଟା। କଥାଟା ଅଡୁଆ ଲାଗୁଥିଲେ ମଧ୍ୟ ସାମ୍ପ୍ରତିକ ସମାଜର ଅପ୍ରିୟ ସତ୍ୟ ହେଉଛି ବନ୍ଧୁତ୍ୱରେ ବ୍ୟବସାୟ। ବନ୍ଧୁଙ୍କୁ ନେଇ ଆଲେଖ୍ୟ, କବିତା, ଉପନ୍ୟାସର ପାହାଡ ସୃଷ୍ଟି ହୋଇଛି ସତ…
Archives


