ଏଇ ଭାରତରେ
ବର୍ଜ୍ୟ ପରିଚାଳନା ଆରମ୍ଭ ହେବ ଘରୁ, ଏ ବାଟ ବତାଇଛନ୍ତି ଇଣ୍ଡଷ୍ଟ୍ରିଆଲ ଡିଜାଇନର ତଥା ସୋସିଆଲ ଏଣ୍ଟର୍ପ୍ରିନ୍ୟୁୟର୍ ପୁନମ୍ ବୀର କସ୍ତୁରୀ। ସେ ଏକ ନୂଆ କମ୍ପୋଷ୍ଟର୍ ନିର୍ମାଣ କରିଛନ୍ତି। ଏଥିରେ ଘରର ସବୁ ବର୍ଜ୍ୟକୁ ଖତ କରାଯାଇପାରୁଛି ବିନା...
ଏଇ ଭାରତରେ
ପେସାରେ ବ୍ୟବସାୟୀ, କିନ୍ତୁ ପ୍ରାଣୀ ଉଦ୍ଧାର ତାଙ୍କ ନିଶା। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୋଆର ଅତୁଲ ସରିନ। ସେ ବୁଲାଗୋରୁ, କୁକୁର, ବିଲେଇ ଏପରି କି ପକ୍ଷୀମାନଙ୍କୁ ମଧ୍ୟ ଉଦ୍ଧାର କରୁଛନ୍ତି। ଏବେ ସୁଦ୍ଧା ସେ ୧୫,୦୦୦ ପ୍ରାଣୀଙ୍କୁ...
ଷ୍ଟ୍ରୋକ୍ର ଆଶଙ୍କା ବଢୁଛି
ଡା. ପ୍ରଦ୍ୟୁତ୍ ରଞ୍ଜନ ଭୂୟାଁ ଷ୍ଟ୍ରୋକ୍ ଯେକୌଣସି ବ୍ୟକ୍ତିଙ୍କୁ, ଯେକୌଣସି ସମୟରେ ଏବଂ ଯେକୌଣସିଠାରେ ହୋଇପାରେ। ସମ୍ପ୍ରତି ଷ୍ଟ୍ରୋକ୍ ସମଗ୍ର ବିଶ୍ୱରେ ବିକଳାଙ୍ଗତାର ପ୍ରମୁଖ କାରଣ ଏବଂ ମୃତ୍ୟୁର ଦ୍ୱିତୀୟ କାରଣ। ୩୦-୬୯ ବର୍ଷ ବୟସ ଶ୍ରେଣୀ ମଧ୍ୟରେ ୧.୩...
କୋଟିଆ କାହାର
ଡ. ପ୍ରଫୁଲ୍ଲ କୁମାର ସାହୁ ଦୀର୍ଘ ସାତ ଦଶନ୍ଧିଧରି କୋଟିଆ ଗ୍ରାମପୁଞ୍ଜକୁ ନେଇ ଓଡ଼ିଶା ଓ ଆନ୍ଧ୍ର ଭିତରେ ଲାଗିରହିଛି ସୀମା ବିବାଦ। ଓଡ଼ିଶା ପ୍ରଶାସନିକ ମାନଚିତ୍ରରେ କୋଟିଆ ପଞ୍ଚାୟତ କୋରାପୁଟ ଜିଲାର ପଟାଙ୍ଗି ବ୍ଲକ ଅଧୀନରେ ଥିଲେ ମଧ୍ୟ...
ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ
ପ୍ରକୃତ କଥା ହେଉଛି, ସରକାର ଆଗାମୀ ବଜେଟକୁ ଶେଷ ଓ ପ୍ରଭାବୀ ବୋଲି ବିଚାର କରି ଫାଇନାନ୍ସ ସର୍ଭିସ ସେକ୍ରେଟାରି ସଞ୍ଜୟ ମାଲହୋତ୍ରାଙ୍କୁ ନୂଆ ରାଜସ୍ବ ସଚିବ ଭାବେ ନିଯୁକ୍ତ କରିଛନ୍ତି। ରାଜସ୍ଥାନ କ୍ୟାଡର ୧୯୯୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ...
ଏଇ ଭାରତରେ
ମହାରାଷ୍ଟ୍ର ପିପଲ ଗାଁର ହରିଶ ଶାହା ଏବେ ୨୦୦୦ ପକ୍ଷୀ ଏକାବେଳକେ ଖାଇବା ଭଳି ସବୁଠୁ ବଡ଼ ବାର୍ଡ ଫିଡର ନିର୍ମାଣ କରିଛନ୍ତି। ସେ ପ୍ରଥମେ ଜଣେ ଗହଣା ଦୋକାନୀଙ୍କ ପ୍ରେରଣାରେ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଆରମ୍ଭ କରିଥିଲେ। ହରିଶ...
କିଛି କଥା କିଛି ବ୍ୟଥା
ଡ. ସିଦ୍ଧାର୍ଥ କାନୁନ୍ଗୋ ରାଜନେତାଙ୍କଠାରୁ ଆରମ୍ଭ କରି ତଥାକଥିତ ସମାଜସେବୀ ଗଳାଫଟେଇ ଚିତ୍କାର କରନ୍ତି ଯେ, ପ୍ରକୃତି ତା’ର ସବୁକିଛି ସମ୍ପଦ ଆମ ରାଜ୍ୟରେ ଭରିଦେଇଛି। ରାଜ୍ୟର ଶାଳ ସୁଗନ୍ଧ ବିସ୍ତୀର୍ଣ୍ଣ ବନାନୀ, ଲୁହା, ମାଙ୍ଗାନିଜ୍, କ୍ରୋମାଇଟ୍ ଆଦି ଖଣିଜ...
ରିପବ୍ଲିକାନ୍ ଓ ସମାଜବାଦ
ଜେମ୍ସ ଲିଭିଂଷ୍ଟୋନ୍ ଆଗକୁ ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ବିଜୟ ଲାଭ କରି ରିପବ୍ଲିକାନ ପାର୍ଟି ଉଭୟ ହାଉସ୍ ଅଫ୍ କଂଗ୍ରେସକୁ ଦଖଲ କରିବାକୁ ଅଗ୍ରସର ହେଉଛି। ତଥାପି ପାର୍ଟିକୁ ତା’ଉଗ୍ର ବାମପନ୍ଥୀ ବିଚାରକୁ ନେଇ...
ମନୋବଳ
ଜଚ୍ଚିଦାନନ୍ଦ ଦାଶ ମନୋବଳ କହିଲେ ମନର ମାନସିକ ଶକ୍ତିକୁ ବୁଝାଯାଏ। ଅର୍ଥାତ୍ କେତେ ପରିମାଣରେ ମନର ଶକ୍ତି ଅଛି ବିଭିନ୍ନ ଅପ୍ରତ୍ୟାଶିତ ପରିସ୍ଥିତିକୁ ସମ୍ମୁଖୀନ ହେବା ପାଇଁ। କିଛି କିଛି ଲୋକଙ୍କର ଶାରୀରିକ ଶକ୍ତି କମି ଥାଇପାରେ। ମାତ୍ର ମାନସିକ...
ପୂର୍ବ ଭାରତର ଧର୍ମୀୟ ଗୁରୁତ୍ୱ
ଅଧିକାଂଶ ସମୟରେ ଆମେ ଭାରତର ହିନ୍ଦୁତ୍ୱ ସମ୍ପର୍କରେ ଚର୍ଚ୍ଚା କଲାବେଳେ ଅନ୍ୟ ଅଞ୍ଚଳ ବଦଳରେ ଉତ୍ତର ଓ ଦକ୍ଷିଣ ଭାରତର କାହାଣୀ ଉପରେ ଅଧିକ ଧ୍ୟାନ ଦେଇଥାଉ। କିନ୍ତୁ ଭାରତର ପୂର୍ବାଞ୍ଚଳ, ମୁଖ୍ୟତଃ ଗାଙ୍ଗେୟ ତ୍ରିକୋଣ ଭୂମି, ବ୍ରହ୍ମପୁତ୍ର ଏବଂ...
ବାସିରୁଟି
ଜଣେ ଧନୀ ଓ କୃପଣ ବ୍ୟକ୍ତି ଘରେ ଉପସ୍ଥିତ ଥିଲାବେଳେ ଜଣେ ସାଧୁ ଆସି ଦ୍ୱାରଦେଶରେ ଭୋଜନ ପାଇଁ କିଛି ମାଗିଲେ। ବ୍ୟକ୍ତିଟି ସେଥିକୁ କର୍ଣ୍ଣପାତ ନ କରିବାରୁ ,ଘର ଭିତରୁ ଗୁଣବତୀ ନୂଆବୋହୂଟି ସାଧୁଙ୍କୁ କହିଲା,”ବାବା! ଆମେ ତ...
ସ୍କୁଲ୍ରୁ କାଫେ
ଶିଶୁମାନଙ୍କର ଶିକ୍ଷା ଅଧିକାରକୁ ଭ୍ରୂକ୍ଷେପ ନ କରି ରାଜ୍ୟ ସରକାର ବିଗତ ଦିନଗୁଡ଼ିକରେ ରାଜ୍ୟର ଅନେକ ସ୍କୁଲ ବନ୍ଦ କଲେ। ୨୦୦୧ ମସିହାରେ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ଆବଶ୍ୟକତା ନ ଥିବା ଅଞ୍ଚଳରେ ସରକାର ବିଦ୍ୟାଳୟ ମାନ ଖୋଲିଥିଲେ।...
Archives


