ଭାବାବେଗ ପଲିଟିକ୍ସ ଗଣତନ୍ତ୍ରକୁ ନଷ୍ଟ କରେ
କମ୍ପାସନ ବା ଅନୁକମ୍ପା ଭାବ ଆମକୁ ଅନ୍ୟର ଦୁଃଖ ଦରଦ ବୁଝିବାରେ ସାହାଯ୍ୟକରେ, କିନ୍ତୁ ସାମୂହିକ ଆବଶ୍ୟକତା ବୁଝେ ନାହିଁ। ସାମୂହିକ କଲ୍ୟାଣ ବା ବିକାଶ ଚିନ୍ତା ହିଁ ଗଣତନ୍ତ୍ରର ମୂଳମନ୍ତ୍ର। ସାମୂହିକ କଲ୍ୟାଣ ଯୋଜନା ଏକ ଅଖଣ୍ଡ ପ୍ରବାହ, ସମଗ୍ର…
ଏଇ ଭାରତରେ
ବସ୍ତି ଜୀବନରେ ବଞ୍ଚିବାର ସଂଗ୍ରାମ ବ୍ୟତୀତ ଆଉ କିଛି ଚିନ୍ତା କରିବାର ଅବକାଶ ହିଁ ନ ଥାଏ। ବସ୍ତିର ପିଲାମାନଙ୍କୁ ଭଲ ଶିିକ୍ଷା ଦେବା ସେମାନଙ୍କ ମାତାପିତାଙ୍କ ପକ୍ଷେ ବି ସମ୍ଭବ ହୋଇପାରେ ନାହିଁ। ବିନା ଶିକ୍ଷାରେ ପିଲାମାନଙ୍କ ମଧ୍ୟରୁ କିଏ…
ବିଗ୍ ଟେକ୍ ଫାର୍ମର ଚକ୍ରାନ୍ତ
ଦୁଇ ବର୍ଷ ପୂର୍ବେ ଅଷ୍ଟ୍ରେଲିଆ ସଂସଦ ନ୍ୟୁଜ ମିଡିଆ ବାର୍ଗେନିଂ କୋଡ୍ ନାମକ ଏକ ଆଇନ ପାସ୍ କରିଥିଲା। ମେଟା (ଫେସ୍ବୁକ୍) ଏବଂ ଆଲ୍ଫାବେଟ(ଗୁଗଲ) ସେମାନଙ୍କ ପ୍ଲାଟ୍ଫର୍ମରେ ଶେୟାର କରୁଥିବା ନ୍ୟୁଜ୍ ତଥ୍ୟ ପାଇଁ ପାଉଥିବା ରାଜସ୍ବକୁ ମିଡିଆ ସଂସ୍ଥାଗୁଡ଼ିକୁ ଦେବା…
ଟିକସର ବୋଝ
ଗତ ଏପ୍ରିଲ ମାସରେ ଦେଶରେ ସାମଗ୍ରୀ ଓ ସେବା ଟିକସ ବା ଜିଏସ୍ଟି ଆଦାୟରେ ଭାରତ ଇତିହାସ ସୃଷ୍ଟି କରିଛି ବୋଲି ସରକାରଙ୍କ ତରଫରୁ ବାରମ୍ବାର କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ଏପ୍ରିଲରେ ଜିଏସ୍ଟି ଆଦାୟ ବାର୍ଷିକ ୧୨ ପ୍ରତିଶତ ବୃଦ୍ଧି ପାଇ…
ଏଆଇ ପ୍ରଭାବ
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଆସିବା ପରେ ଲୋକ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ୨୦୧୦ ଆରମ୍ଭରୁ ସ୍ମାର୍ଟ ଆଲଗୋରିଦମ ଆମର ଦୈନନ୍ଦିନ ଜୀବନରେ ପ୍ରଭାବ ପକାଇଛି। ସର୍ଚ୍ଚ ଇଞ୍ଜିନ୍, ଅନ୍ଲାଇନ୍ ଶପିଂ, ଟ୍ରାଫିକ୍ ମ୍ୟାନେଜ୍ମେଣ୍ଟ ଏହାର…
ଏଇ ଭାରତରେ
ଗାଁ ସ୍କୁଲରେ ଶିକ୍ଷାକୁ ଅଧିକ ଆକର୍ଷଣୀୟ କରିବା ଲାଗି ଅକ୍ଷୟ ମାଶେଲକରଙ୍କ ପ୍ରୟାସ ବେଶ୍ ପ୍ରଶଂସନୀୟ। ସେ ଏକ ମାନବ ରୋବୋ ମାଧ୍ୟମରେ ଏହା କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହି ରୋବୋର ନାମ ଶିକ୍ଷା। ଏହା ୪ର୍ଥରୁ କମ୍ ଶ୍ରେଣୀରେ ପଢୁଥିବା…
ଏଇ ଭାରତରେ
ହିମାଳୟରୁ ପ୍ଲାଷ୍ଟିକ ବର୍ଜ୍ୟ ସଫା କରି ପରିବେଶ ସୁରକ୍ଷାର ବର୍ତ୍ତା ଦେଉଛନ୍ତି ହରିୟାଣାର ପ୍ରଦୀପ ସାଙ୍ଗବାନ୍। ସେ ୨୦୧୬ ମସିହାରୁ ହିମାଚଳପ୍ରଦେଶରେ ଦୁର୍ଗମ ହିମାଳୟ ଅଞ୍ଚଳରୁ ବର୍ଜ୍ୟ ସଫା କରି ଆସୁଛନ୍ତି। ସେ ‘ହିଲିଂ ହିମାଳୟ’ ସଂସ୍ଥା ମାଧ୍ୟମରେ ଏହି ଅଭିଯାନ…
ଚାଇନାର କୂଟନୀତି
ହରେକୃଷ୍ଣ ପଣ୍ଡା ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଆଗୁଆ ଦେଶ ବୋଲାଇବା ନିଶା ଚାଇନା ରାଷ୍ଟ୍ରପତିଙ୍କୁ ଛାଡ଼ି ନାହିଁ। ନିଜ ଦେଶ ପାଇଁ ବହୁ ସମସ୍ୟା ମୁଣ୍ଡ ଟେକୁଥିବା ବେଳେ ଦକ୍ଷିଣ ଏସିଆ ପାଇଁ ଚାଇନା ରାଷ୍ଟ୍ରପତି ମୁଣ୍ଡ ଖେଳାଇବା ହାସ୍ୟାସ୍ପଦ…
ଧୂଳିକଣାରେ ରୁନ୍ଧିହେଉଛି ସହର
ନାରାୟଣ ଚନ୍ଦ୍ର ବିଶ୍ୱାଳ ସହରୀ ସଭ୍ୟତାର ଅଭିବୃଦ୍ଧି ସହ ତାଳଦେଇ ବଢୁଛି ବାୟୁ ପ୍ରଦୂଷଣ। ବହୁ ସଂଖ୍ୟାରେ ଦୁଇଚକିଆ ଓ ଚାରିଚକିଆ ଯାନ ଚଳାଚଳ ଏହାର ପ୍ରମୁଖ କାରଣ ପାଲଟିଛି। ସହରର ବାୟୁରେ ବର୍ଦ୍ଧିତ ଧୂଳିକଣାର ପରିମାଣ ଜନଜୀବନକୁ କ୍ଷତି…
ଜଗତୀକରଣ ଓ ସବୁଜ ବିଶ୍ୱ
ଜଳବାୟୁ ଲକ୍ଷ୍ୟ ବିଶେଷକରି ସବୁଜଗୃହ ବାଷ୍ପଗୁଡ଼ିକ (ଜିଏଚ୍ଜିଏସ୍)ର ଶୂନ ନିର୍ଗମନ ସ୍ତର କିଭଳି ହାସଲ କରାଯାଇପାରିବ ସେ ସମ୍ପର୍କରେ ବିତର୍କ ଚାଲିଛି। କେତେଜଣ ଯୁକ୍ତି ବାଢ଼ନ୍ତି ଯେ, ଏକ ସହନୀୟ ଅର୍ଥବ୍ୟବସ୍ଥାରେ ଉପତ୍ାଦନ ଓ ପରିବହନ ଭିତ୍ତିକ ବାଣିଜ୍ୟରୁ ଜିଏଚ୍ଜିଏସ୍ ସୃଷ୍ଟି…
ନଜର ତୁର୍କୀ ଉପରେ
ତୁର୍କୀର ରାଷ୍ଟ୍ରପତି ନିର୍ବାଚନ ଉପରେ ବିଶ୍ୱର ନଜର ରହିଛି। ମେ ୧୪ରେ ଅନୁଷ୍ଠିତ ନିର୍ବାଚନରେ ଦେଶକୁ ଦୁଇ ଦଶନ୍ଧି ଧରି ଶାସନ କରିଥିବା ରିସେପ ତଇପ ଏର୍ଡୋଗାନ ଓ ବିରୋଧୀ ଦଳର ନେତା କେମାଲ କିଲିକଡାରୋଗ୍ଲୁଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ…
ନିଃସ୍ଵ ମଣିଷ
କେହି ଜଣେ ବ୍ୟକ୍ତି ବିଦ୍ୱାନ ଚାଣକ୍ୟଙ୍କୁ ପ୍ରଶ୍ନ କଲେ ମହାଭାଗ! ବିଷ କ’ଣ? ଚାଣକ୍ୟ ଚମତ୍କାର ଉତ୍ତରଟିଏ ଦେଲେ। ”ଆବଶ୍ୟକତାଠାରୁ ଅଧିକ ମିଳିଥିବା ପ୍ରତ୍ୟେକ ଜିନିଷ ବିଷ । ଏହା କ୍ଷମତା, ଧନ, କ୍ଷୁଧା, ସ୍ବାଭିମାନ, ଲୋଭ, ଆଳସ୍ୟ, ପ୍ରେମ, ଘୃଣା…
Archives


