ସନ୍ଦେହରୁ ବିନାଶ
ହରେକୃଷ୍ଣ ଦାସ ମହାଭାରତ ଯୁଦ୍ଧରେ ଆତ୍ମୀୟସ୍ବଜନଙ୍କ ବିରୋଧରେ ଲଢ଼ିବାର ଔଚିତ୍ୟକୁ ନେଇ ସଂଶୟରେ ଥିବା ଅର୍ଜୁନକୁ ଭଗବାନ୍ ଶ୍ରୀକୃଷ୍ଣ ତାତ୍ତ୍ୱିକ ଉପଦେଶ ତଥା ସଦ୍ଜ୍ଞାନ ପ୍ରଦାନ କରିବା ଅବସରରେ କହିଥିଲେ, ‘ଅଜ୍ଞଶ୍ଚ ଅଶ୍ରଦ୍ଧଧାନଶ୍ଚ ସଂଶୟାତ୍ମା ବିନସ୍ୟତି, ନାୟଂ ଲୋକୋସ୍ତି ନ ପରୋ…
ଉପେକ୍ଷିତ ଶୈଶବ, ଦୁଃଖଦ ବାର୍ଦ୍ଧକ୍ୟ
ପ୍ରକାଶ ତ୍ରିପାଠୀ ପିଲାବେଳର ଅନୁଭୂତି ଓ ସ୍ମୃତିକୁ କୌଣସି ମଣିଷ ସେମାନଙ୍କ ଜୀବନକାଳ ମଧ୍ୟରେ ଭୁଲିପାରି ନ ଥାନ୍ତି। ବିଶେଷକରି ପରିଣତ ସମୟରେ ନିଜର ସେହି ଅଭୁଲା ସ୍ମୃତିକୁ ମନେପକାଇ ସମସ୍ତେ ଭାବପ୍ରବଣ ହୋଇଥାନ୍ତି। ସେଥିପାଇଁ ବୋଧହୁଏ ପରିଣତ ବୟସରେ ନାତୁଣୀନାତିଙ୍କ…
ଆସିବେ ଯିବେ
କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଯେତେବେଳେ କୌଣସି ଏକ ମାମଲାର ତଦନ୍ତ କରିବାକୁ ହୁଏ ସେତେବେଳେ ସେହି ସଂସ୍ଥାକୁ ଏକ ସାମ୍ବିଧାନିକ ପଦ୍ଧତି ଦେଇ ଯିବାକୁ ପଡ଼ିଥାଏ। ସେହି ବ୍ୟବସ୍ଥା ଅନୁଯାୟୀ ସିବିଆଇ ମନଇଚ୍ଛା କୌଣସି ରାଜ୍ୟରେ ତାହାର କାର୍ଯ୍ୟ ଆରମ୍ଭ…
ଗାଇଲେ ଦୋଷ
ମହାରାଷ୍ଟ୍ର ସରକାର ଓ ପ୍ରଶାସନିକ ବ୍ୟବସ୍ଥାକୁ ବିରୋଧ କରି ଗୀତ ଗାଇଥିବା ରାପର ଉମେଶ ଖାଡେଙ୍କୁ ମୁମ୍ବାଇ ପୋଲିସ ଏପ୍ରିଲ ୯ରେ ଗିରଫ କରିଛି। ଅପରପକ୍ଷରେ ପୋଲିସ ତରଫରୁ କୁହାଯାଉଛି ଯେ, ଉମେଶଙ୍କୁ ଗିରଫ କରାଯାଇ ନ ଥିଲା! କିନ୍ତୁ ତାଙ୍କୁ…
ଏଇ ଭାରତରେ
୧୦୦ ବର୍ଗଫୁଟ ଜାଗାରେ ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରିବା ବିଷୟ ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଏହା ସତ୍ୟ। ନୋଏଡାର ଅବସରପ୍ରାପ୍ତ ଇଂ ରମେଶ ଗେରା ୧୦୦ ବର୍ଗଫୁଟ ଘରେ କେସର ଚାଷ କରି ଅନେକ ଲକ୍ଷ ଟଙ୍କା…
ସ୍ବାଭିମାନର ପ୍ରତୀକ ଖଦି
ଡ. ପ୍ରଫୁଲ୍ଲ କୁମାର ସାହୁ ଭାରତୀୟ ସମ୍ଭ୍ରାନ୍ତପଣର ପ୍ରତୀକ ଖଦି। ସ୍ବଦେଶୀ, ସ୍ବରାଜ, ସ୍ବାଭିମାନ ଓ ସ୍ବାବଲମ୍ବନର ପ୍ରେରଣା। ଗାନ୍ଧିଜୀଙ୍କ ଦୃଷ୍ଟିରେ ଏହା କେବଳ ଏକ ବସ୍ତ୍ର ନ ଥିଲା, ବରଂ ଥିଲା ଅହିଂସା ଆନ୍ଦୋଳନର ଏକ ଅସ୍ତ୍ର। ସ୍ବାଧୀନତା…
ହିମବାହ ବିପଦ
ନିକଟରେ ‘ନେଚର ଜିଓସାଇନ୍ସ ଜର୍ନାଲ’ରେ ରିପୋର୍ଟ ପ୍ରକାଶ ପାଇଛି ଯେ, ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବାରୁ ହିମାଳୟର ହିମବାହ (ଗ୍ଲେସିୟର) ଦ୍ରୁତଗତିରେ ତରଳିବାରେ ଲାଗିଛି। ୨୦୦୦ରୁ ୨୦୨୦ ମସିହା ମଧ୍ୟରେ ହିମାଳୟରୁ ୨.୭ ଗିଗା ଟନ୍ (୨୭୦ କୋଟି ଟନ୍)…
ନ କହିବା ଭଲ
କେନ୍ଦ୍ର ସରକାର ୬ ଏପ୍ରିଲ ୨୦୨୩ରେ ଅନ୍ଲାଇନ ମିଡିଆକୁ ନେଇ ନୂଆ ଆଇନ ପାସ୍ କରିଥିଲେ। ସରକାରଙ୍କ ସମ୍ପର୍କିତ ନକଲି କିମ୍ବା ଭୁଲ୍ ଅବା ଭ୍ରମ ସୃଷ୍ଟିକାରୀ ଅନ୍ଲାଇନ ବିଷୟବସ୍ତୁ ଚିହ୍ନଟ କରିବା ପାଇଁ ଏଥିରେ ପ୍ରାବଧାନ ଅଛି। ସରକାରଙ୍କ ଦ୍ୱାରା…
ହରିନାମେ କି ରସ ଅଛି
ନିଜେ ନ ମଲେ ଯେମିତି ଯମରାଜଙ୍କ ଦର୍ଶନ ମିଳେନା, ସେମିତି ନିଜେ ନ ପିଇଲେ ହରିନାମରେ ଥିବା ରସର ସ୍ବାଦ ଜାଣିହୁଏନା। ଏକାନ୍ତ ବ୍ୟକ୍ତିଗତ ୟେ ଅନୁଭବ, ଯାହାକୁ କାହା ସହିତ ବାଣ୍ଟିହୁଏନା କି ଯେତେ ପିଇଲେ ବି ତୃଷ୍ଣା ମେଣ୍ଟେନା।…
ଚନ୍ଦ୍ରାଭିମୁଖୀ ମହାକାଶଚାରୀ
ଲାଟି ବେଳୁ ଇଚ୍ଛା ଥିଲା ମହାକାଶକୁ ଯିବେ। ତାହା ସମ୍ଭବ ହେଲା। ଏବେ ପୃଥିବୀର ପ୍ରଥମ ମହିଳା ଭାବେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଆଶା ତାଙ୍କର ପୂରଣ ହେବାକୁ ଯାଉଛି। ସେ ହେଲେ ଆମେରିକୀୟ ମହାକାଶ ସଂସ୍ଥା ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍…
ଏଇ ଭାରତରେ
ନାଁ ରୁହାନି ବର୍ମା। ବୟସ ୧୮। ସେ ଏହି ବୟସରେ ଆର୍କିଟେକ୍ ଶ୍ରୀଧର ରାଓଙ୍କ ସହ ମିଶି ଏକ କାର୍ବନ ନିର୍ଗମନ ଶୂନ୍ୟ ଶୌଚାଳୟ ନିର୍ମାଣ କରି ଉଦାହରଣ ସୃଷ୍ଟି କରିଛନ୍ତି। ବଡ଼ କଥା ହେଉଛି, ରୁହାନି ଏହି ଶୌଚାଳୟକୁ କେବଳ…
ଏଇ ଭାରତରେ
ଅଭିଭାବକମାନେ ପିଲାଙ୍କ ପାଇଁ ଜୋତା କିଣି କିଛିଦିନ ପରେ ଛୋଟ ହେଲେ ତାହାକୁ ଫିଙ୍ଗିଦିଅନ୍ତି। କାରଣ ପିଲାଙ୍କ ବୟସ ଅନୁସାରେ ପାଦ ବଢିବା ଯୋଗୁ ତାହା ସେମାନଙ୍କ ପାଦକୁ ଫିଟ୍ ହୋଇ ନ ଥାଏ। ତେବେ ପିଲାଙ୍କ ପାଇଁ କମ୍ ସମୟ…
Archives


