ସେମାନେ ବି ମନ୍ତ୍ରୀ ଥିଲେ
ଡ. ସିଦ୍ଧାର୍ଥ କାନୁନ୍ଗୋ ସେଦିନ ଇନ୍ଦିରା ପାର୍କରେ ପ୍ରାତଃଭ୍ରମଣ ସାରି ଆମେ କିଛି ଅବସରପ୍ରାପ୍ତ ସରକାରୀ କର୍ମଚାରୀ ନିକଟସ୍ଥ ଏକ ଚା’ ଦୋକାନରେ ପଡ଼ିଥିବା ବେଞ୍ଚରେ ବସି ଚା’ ପାନ ସଙ୍ଗେ ସଙ୍ଗେ ଥକା ମେଣ୍ଟାଉଥିଲୁ। ବେଞ୍ଚ୍ରେ ପଡ଼ିଥିବା ଖବରକାଗଜକୁ ଦେଖି…
ମହାବିପତ୍ତି
ଜୈବବିବଧତା ପରିପୂର୍ଣ୍ଣ ହିମାଳୟ ପାଦଦେଶର ରାଜ୍ୟ ବିଶେଷକରି ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ଅନେକ ସମୟରେ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଘଟିଚାଲିଛି। ହିମଖଣ୍ଡଜନିତ ବନ୍ୟା ସହ ଭୂସ୍ଖଳନ ଓ ବାଦଲଫଟା ବର୍ଷାରେ ବ୍ୟାପକ ଧନଜୀବନ କ୍ଷତି ହେଉଛି। ଏହାବାଦ୍ ଉତ୍ତରାଖଣ୍ଡର ଜୋଷୀମଠ…
ବାଘ ଆଇଲେ
ସମ୍ବଲପୁର ଜିଲାର ଦେବ୍ରିଗଡ଼ ଓ କେନ୍ଦୁଝର ଜିଲାର ଘଟଗାଁ ଜଙ୍ଗଲରେ ଦୁଇଟି ମହାବଳ ବାଘ ବୁଲୁଥିବାର ଦୃଶ୍ୟ ବନ ବିଭାଗ କ୍ୟାମେରାରେ କଏଦ ହୋଇଥିବା ଫଟୋରୁ ଏବେ ଦେଖିବାକୁ ମିଳିଛି। ଏହା ନିଶ୍ଚିତ ଭାବେ ଖୁସିର କଥା। ସେହିଭଳି ଅଲିଭ୍ ରିଡ୍ଲେ…
ଏଇ ଭାରତରେ
ରାସ୍ତାକଡ଼ ଢାବାରେ ବସି ପସନ୍ଦର ଖାଦ୍ୟ ଖାଇବା ମଜା ନିଆରା। କିନ୍ତୁ କୁକୁରଙ୍କ ପାଇଁ ଏମିତିକା ଢାବା କେବେ ଦେଖିଛନ୍ତି କି? ଯଦି ନା, ତେବେ ଇନ୍ଦୋର ଯାଆନ୍ତୁ; ସେଠାରେ ବଲରାଜ ଝଲା ଓ ତାଙ୍କ ସ୍ତ୍ରୀ ମିଶି ଖେଲିଥିବା ‘ଡଗି…
ଭଲ ମଣିଷ ହେବା ଦରକାର
ଡ. ମନୋରଞ୍ଜନ ପ୍ରଧାନ କଲେଜରୁ ଘରେ ପହଞ୍ଚି ଦେଖିଲି ପୁଅ ମନ ଦୁଃଖ କରିଛି। କାରଣ ଜାଣିବାକୁ ପାଇଲି, ପରୀକ୍ଷାରେ ତା’ର ସ୍ଥାନରେ ଅବନତି ଘଟିଛି, ତେଣୁ ମାଆ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତ ପରୀକ୍ଷାରେ ସେ ଶ୍ରେଣୀରେ ପ୍ରଥମ…
କାଳର କଷଟିରେ ଆଗୁସାର ରମଣ
ଡ. ଗୌରୀଶଙ୍କର ସାହୁ ୧୯୮୬ ମସିହାରେ ଜାତୀୟ ବିଜ୍ଞାନ ଓ ପ୍ରାଦ୍ୟୋଗିକ ସମ୍ପ୍ରେଷଣ ପରିଷଦ (ଏନ୍ସିଏସ୍ଟିଏସ୍)ର ପ୍ରସ୍ତାବ ମୁତାବକ ତତ୍କାଳନୀ ରାଜୀବ ଗାନ୍ଧୀ ସରକାର ୨୮ଫେବୃୟାରୀକୁ ଜାତୀୟ ବିଜ୍ଞାନ ଦିବସ ରୂପେ ପାଳନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ।…
କାର୍ଯ୍ୟାଳୟରେ ହେଲ୍ମେଟ
ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଡିସେମ୍ବର ୨୦୨୩ ସୁଦ୍ଧା ଏହା ଶେଷ ହୋଇ ଶ୍ରଦ୍ଧାଳୁଙ୍କ ସକାଶେ ଖୋଲାଯିବ ବୋଲି ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ସମୟ ଦେଇସାରିଲେଣି। ଅନ୍ୟପକ୍ଷରେ ସେହି ରାଜ୍ୟର ବାଘପତ୍ ଜିଲାର ବାରାଉତ…
ଏଇ ଭାରତରେ
ହିନ୍ଦୁଧର୍ମ ପରମ୍ପରାରେ ହୋଲି ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ। ପ୍ରତିବର୍ଷ ଦୋଳରେ ଏହାକୁ ଧୁମ୍ଧାମରେ ପାଳନ କରାଯାଉଥିବାବେଳେ ଅନେକ ଗାଁ ଅଜବ ବିଶ୍ୱାସକୁ ଆଧାରକରି ହୋଲି ପାଳନ ନ କରିବା ଦେଖାଯାଏ। ଏଭଳି ଦୁଇଟି ଗାଁ ରହିଛି ଛତିଶଗଡ଼ର କୋରବା ଜିଲାରେ। ପ୍ରଥମ…
ମାଇକ୍ରୋ ଫାଇନାନ୍ସ ଓ ମହିଳା ସଶକ୍ତୀକରଣ
ସୌରଜିତ୍ ପ୍ରଧାନୀ ନବେ ଦଶକର ପ୍ରାରମ୍ଭରେ ଭାରତୀୟ ଅର୍ଥନୀତି ଉଦାରୀକରଣରେ ଅନେକ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଥିଲା ଏବଂ ଆର୍ଥିକ ଅଭିବୃଦ୍ଧିର ଗତି ଉପରମୁହାଁ ହୋଇଥିଲା। କିନ୍ତୁ ବିତର୍କର ବିଷୟ ହେଉଛି- ସମାଜର ପ୍ରତ୍ୟେକ ବର୍ଗରେ ଏହି ଅଭିବୃଦ୍ଧି ପହଞ୍ଚିଛି ନା…
ଏଫ୍ବିଆଇ ବି ପଲିଟିକାଲ ହୋଇପାରେ
ସହଦେବ ସାହୁ ଇଂଲଣ୍ଡ, ଇସ୍ରାଏଲ ଭଳି ଗଣତାନ୍ତ୍ରିକ ଦେଶରେ ପୋଲିସ ପ୍ରଧାନମନ୍ତ୍ରୀଙ୍କୁ ବି ଆଇନଭଙ୍ଗ ଦୋଷରେ ଦଣ୍ଡିତ କରିଥାଏ। କାରଣ ସେଠାରେ ସାଂସଦମାନେ ଓ ସେମାନଙ୍କ ପ୍ରଭାବରେ ସ୍ବଳ୍ପକାଳୀନ ଏକଜିକ୍ୟୁଟିଭ୍ (ପ୍ରଶାସନିକ) ହେଡ୍ ଅର୍ଥାତ୍ ପାଞ୍ଚବର୍ଷୀୟ ମନ୍ତ୍ରୀମାନେ ସେମାନଙ୍କ ଅଧୀନରେ…
ଦ୍ୱିତୀୟ ସାମ୍ମୁଖ୍ୟ
ସାଧାରଣ ନିର୍ବାଚନ ୨୦୨୪ ପାଖେଇ ଆସୁଛି। ଏଥିପାଇଁ ସବୁ ରାଜନୈତିକ ଦଳ ନିଜ ତରିକାରେ ଭୋଟରଙ୍କ ପାଖରେ ପହଞ୍ଚିବା ସକାଶେ ଉଦ୍ୟମ ଜୋରଦାର କଲେଣି। ଭାଜପା ନେତୃତ୍ୱାଧୀନ ସରକାର କେନ୍ଦ୍ରରେ ଆସନ୍ତାବର୍ଷ ଦଶନ୍ଧି ରାଜୁତି ସାରି ଆଗକୁ ବଢ଼ିବା ପାଇଁ ପାଗ…
ଏଇ ଭାରତରେ
ବହୁ ସମୟରେ ଲୋକମାନଙ୍କର ଅଜବ ପସନ୍ଦ ଦେଖିବାକୁ ମିଳେ। କିଏ ପଶୁପକ୍ଷୀଙ୍କ ସହ ରହି ଜୀବନର ଆନନ୍ଦ ନେଉଥିବାବେଳେ କିଏ ଜଳଚର ଜୀବଙ୍କୁ ପାଳି ଖୁସି ହୁଅନ୍ତି। କିନ୍ତୁ ମୁମ୍ବାଇର ପ୍ରିୟଙ୍କା ସିଂଙ୍କ ପସନ୍ଦ ଏ କ୍ଷେତ୍ରରେ ନିଶ୍ଚୟ ଭିନ୍ନ। ସେ…
Archives


