ସମ୍ପାଦକୀୟ

ଚିପ୍‌ ଯୁଦ୍ଧ

ପୂର୍ବ ଏସିଆରେ ଅବସ୍ଥିତ ତାଇଓ୍ବାନ ଏକ କ୍ଷୁଦ୍ର ରାଷ୍ଟ୍ର। ଏହାକୁ ରିପବ୍ଲିକ୍‌ ଅଫ୍‌ ଚାଇନା ତା’ର ଅଂଶ ବୋଲି ଦର୍ଶାଇଚାଲିଛି। ଅନ୍ୟପକ୍ଷରେ ତାଇଓ୍ବାନ ନିଜର ସାର୍ବଭୌମତ୍ୱକୁ ବଜାୟ ରଖି ବିଶ୍ୱର ଅନ୍ୟତମ ବୃହତ୍‌ ଶକ୍ତିକୁ ଚ୍ୟାଲେଞ୍ଜ ଦେଉଛି। ସାମରିକ ନାଲିଆଖି ଦେଖାଇ…

ଏଇ ଭାରତରେ

ଅଭାବ ଭିତରେ ଶିକ୍ଷା ଦେବାର ଦୃଢ଼ ଇଚ୍ଛାଶକ୍ତି ଆସାମର ଉତ୍ତମ ଟେରୋନଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି। ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଉତ୍ତମ ତାଙ୍କ ଗୁହାଳକୁ କ୍ଲାସ୍‌ରୁମରେ ପରିଣତ କରି ଅସହାୟ ପିଲାଙ୍କୁ ମାଗଣାରେ ପଢ଼ାଇବା ଆରମ୍ଭ କରିଥିଲେ ୨୦୦୩ରେ।…

ଘର୍‌ମାଓ

ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ   ଘର୍‌ମାଓ କହିଲେ ପୋଷା ବିଲେଇକୁ ବୁଝାଏ, ଯିଏ ତାକୁ ପାଳିଥିବା ମାଲିକର ଘରେ ରହିଥାଏ ଦିନରାତି ଚବିଶଘଣ୍ଟା। ତା’ ଆହାର ବିହାର, ଖେଳକୁଦ ସବୁକିଛି ହେଉଥାଏ, କିନ୍ତୁ ସେଇ ଘର ଭିତରେ କେବଳ। ତା’ କାମ…

ସଂସ୍କୃତିର ସୁରକ୍ଷା ଦାୟିତ୍ୱ ଆମର

ଡ. ମନୋରଞ୍ଜନ ବିଷୋୟୀ   ସଂସ୍କୃତି ହେଉଛି ଏକ ପ୍ରେରଣା-ବ୍ୟକ୍ତିଗତ ଓ ସାମୂହିକ ଆତ୍ମ ଆବିଷ୍କାରର ପ୍ରେରଣା। ସଂସ୍କୃତି ହେଉଛି ଏକ ଗୁଣାତ୍ମକ ଆସ୍ପୃହା। ପ୍ରକୃତପକ୍ଷେ କହିବାକୁ ଗଲେ ସଂସ୍କୃତି ଏକ ଅନ୍ବେଷଣ, ଏକ ସତତ ଉଦ୍ୟମ, ସତତ ଆହ୍ବାନଗୁଡ଼ିକୁ ଆବିଷ୍କାର…

ଆମେ କେବେ ବୁଝିବା

ବୈକୁଣ୍ଠନାଥ ମିଶ୍ର   ସମ୍ପ୍ରତି ଏକ ଉତ୍କଟ ପରିସ୍ଥିତି ଦେଇ ମାନବ ସମାଜ ଗତିକରୁଛି। ସ୍ନେହ, ସହାନୁଭୂତି, ଦୟା, କ୍ଷମା, ପରୋପକାର ଇତ୍ୟାଦି ସ୍ବପ୍ନ ହୋଇଗଲାଣି। ଯଦିବା କେହି ଦୟା ବା ସହାନୁଭୂତି ପ୍ରଦର୍ଶନ କରୁଛି ତାହା କେବଳ ପ୍ରଚାର ସର୍ବସ୍ବ।…

କ୍ଷମତାର ଗାତ

ଗଣତନ୍ତ୍ରର ମୂଳଦୁଆ ମୁକ୍ତ ଓ ଅବାଧ ନିର୍ବାଚନ ଉପରେ ପର୍ଯ୍ୟବସିତ। କିନ୍ତୁ ୫ ବର୍ଷରେ ଥରେ ହେଉଥିବା ନିର୍ବାଚନରେ ଭୋଟ ଦେଇଦେବା ପରେ ନାଗରିକର ଦାୟିତ୍ୱ ଶେଷ ହୁଏ ନାହିଁ। ଦୁର୍ଭାଗ୍ୟର ବିଷୟ, ସାଧାରଣ ଭାରତୀୟ ଭୋଟଦାତା ଦିନଟିଏ ଭୋଟ ଦେଇ…

ଏଇ ଭାରତରେ

ମହାରାଷ୍ଟ୍ର ନାସିକ ଜିଲା କୋର୍ଟର ଏକ ନିଆରା ନିଷ୍ପତ୍ତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆକ୍ରମଣ ପାଇଁ ଜଣେ ବ୍ୟକ୍ତିଙ୍କୁ ଜେଲକୁ ପଠାଇବା ପରିବର୍ତ୍ତେ କୋର୍ଟ ଏକ ନିଆରା ଦଣ୍ଡାଦେଶ କରିଛନ୍ତି , ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଆକ୍ରମଣରେ…

ପଞ୍ଚାୟତିରାଜ ବ୍ୟବସ୍ଥା ଓ ବିଜୁବାବୁ

ଡ. ପ୍ରଫୁଲ୍ଲ କୁମାର ସାହୁ ଗାଁର ଦେଶ ଭାରତ। ଗାଁ ଉପରେ ନିର୍ଭର କରେ ଦେଶର ଖାଦ୍ୟାବସ୍ଥା ଓ ଅର୍ଥନୀତି। ଗାଁର ବିକାଶ ହିଁ ଦେଶର ବିକାଶ। ଗାଁରୁ ଶାସନ ଆରମ୍ଭ ନ ହେଲେ ସଫଳ ହେବନି ଗଣତନ୍ତ୍ର। ଏପରି ଏକ…

ନାସାର ନୂଆ ବିଜ୍ଞାନ ମୁଖ୍ୟ

– ଜିତେନ୍ଦ୍ର କୁମାର ନାୟକ ବୟସ ମାତ୍ର ୮ ମାସ ହୋଇଥିବା ବେଳେ ପିତା ତାଙ୍କୁ ଟେଲିଭିଜନରେ ଚନ୍ଦ୍ରରେ ଆପୋଲୋ ୧୧ର ଅବତରଣ (୨୦ ଜୁଲାଇ ୧୯୬୯) ଦୃଶ୍ୟ ଦେଖାଇଥିଲେ। ପିଲାଟି ବଢ଼ିବା ସହ ପିତା ତାଙ୍କୁ ଗ୍ରହମାନଙ୍କ ଚଳପ୍ରଚଳ, ରାତି…

ଉତ୍ତର ନାହିଁ

ଚଳିତ ସପ୍ତାହରେ କିଛି ଘଟଣା ଘଟିଛି ଯାହା ଉପରେ ଗଭୀର ଚିନ୍ତାକରିବା ସହ ପ୍ରକାଶ କରିବା ଦରକାର। ଏହା ମଧ୍ୟରେ ଅନେକ ବିଷୟ ଉପରେ ଅନୁଧ୍ୟାନ କରିବା ମଧ୍ୟ ଆବଶ୍ୟକ। ନିକଟରେ ଭାରତ ତା’ ପିଲାମାନଙ୍କୁ ନେଇ ଜି୨୦ ସମ୍ମିଳନୀ ଆୟୋଜିତ…

ଏଇ ଭାରତରେ

ନିଜେ ଓ ନିଜର ପରିବାରକୁ ବୃଦ୍ଧାବୃଦ୍ଧଙ୍କ ସେବାରେ ଯୋଡ଼ି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଗୁଜରାଟ ଦିସାର ଆଶାବେନ ରାଜପୁରୋହିତ। ୩୦ ବର୍ଷୀୟା ଆଶା ଏବେ ୨୨ ଜଣ ବୃଦ୍ଧାବୃଦ୍ଧଙ୍କ ସେବା କରୁଛନ୍ତି। ଆଶା ଆଶ୍ରୟସ୍ଥଳୀର ନାମ ଦେଇଛନ୍ତି ‘ସୁଦାମା ବୃଦ୍ଧାଶ୍ରମ’।…

ଜୀବନ ନେଉଛି କୀଟନାଶକ

ଡ.ଜୀବନ କୃଷ୍ଣ ମିଶ୍ର   ୨୦୨୩ ମସିହାର ପ୍ରାରମ୍ଭିକ ପର୍ଯ୍ୟାୟରେ ସମଗ୍ର ପୃଥିବୀର ମୋଟ ଜନସଂଖ୍ୟା ଆନୁମାନିକ ଆଠଶହ କୋଟିରେ ପହଞ୍ଚିଛି ବୋଲି ସର୍ବେକ୍ଷଣରୁ ଜଣାପଡ଼ିଛି। ଏହି ସମୟରେ ଭାରତ ଉପମହାଦେଶର ଜନସଂଖ୍ୟା ପ୍ରାୟତଃ ୧୪୧.୭୦ କୋଟିରେ ପହଞ୍ଚି ସାରା ଜଗତରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri