ଇତିହାସର ବିକୃତୀକରଣ
ନିକଟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଭୋଲ୍ଗୋଗ୍ରାଡ (ପୂର୍ବନାମ ଷ୍ଟାଲିନ୍ଗ୍ରାଡ)ରେ ଭାଷଣ ଦେବା ଅବସରରେ ରୁଷିଆର ୟୁକ୍ରେନ୍ ଆକ୍ରମଣର ଯୁକ୍ତିଯୁକ୍ତତା ଦର୍ଶାଇବାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଭୟାବହତାକୁ ଉଜ୍ଜୀବିତ କରିଛନ୍ତି। ପାଶ୍ଚାତ୍ୟର ସମ୍ମିଳିିତ କ୍ରୋଧକୁ ଆମକୁ ବାରମ୍ବାର ପ୍ରତିହତ କରିବାକୁ ପଡ଼ିବ ବୋଲି…
ଅସଙ୍ଗଠିତ ଶ୍ରମିକଙ୍କ ଦୁଃଖ
ଅସଙ୍ଗଠିତ ଶ୍ରମଜୀବୀ ସଙ୍ଗଠିତ ହୋଇ ନ ଥିବାରୁ ସେମାନଙ୍କ ଦୈନନ୍ଦିନ ସମସ୍ୟା ସମାଧାନ କରିବା ଦିଗରେ କୌଣସି ସଙ୍ଗଠିତ ଉଦ୍ୟମ ହୁଏନାହିଁ। ଇଟା, ପଥର, ଗୃହନିର୍ମାଣ, କାଠକାମ, ସାଧାରଣ କାମର ମହତ୍ତ୍ୱ ସରକାର ବା ବେସରକାରୀ ସଂସ୍ଥା ଠିକ୍ ଭାବେ ବୁଝି…
ବିଦେଶୀ ବିଶ୍ୱବିଦ୍ୟାଳୟ ପ୍ରବେଶର ଏପାଖ ସେପାଖ
ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ ଆମ ଦେଶରେ ବିଦେଶୀ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ସବୁଜ ସଙ୍କେତ ଦେଇଛି। ତଦନୁସାରେ ବିଦେଶରେ ଥିବା ନାମୀଦାମୀ ବିଶ୍ୱବିଦ୍ୟାଳୟ ତାଙ୍କର କ୍ୟାମ୍ପସ୍ ଭାରତରେ ସ୍ଥାପନ କରିବେ। ପ୍ରଥମ ପର୍ଯ୍ୟାୟରେ ୧୦ ବର୍ଷ ପାଇଁ ସେମାନଙ୍କୁ ଅନୁମତି ମିଳିବ…
ଏଇ ଭାରତରେ
ଭାରତରେ ବାଲ୍ୟବିବାହ ଓ ଭ୍ରୂଣହତ୍ୟାରେ ଆଗୁଆ ରାଜ୍ୟ ରାଜସ୍ଥାନରେ ଗୋଟିଏ ପରିବାରର ୫ ଭଉଣୀ ରାଜସ୍ଥାନ ପ୍ରଶାସନିକ ସେବା(ଆର୍ଏଏସ୍)ପରୀକ୍ଷାରେ ସଫଳ ହେବା ନଶ୍ଚିତ ଭାବେ ପ୍ରେରଣାଦାୟକ। ଅଭାବୀ ପରିବାରରେ କନ୍ୟାମାନେ ଶିକ୍ଷା ଦ୍ୱାରା ସଶକ୍ତ ହୋଇପାରନ୍ତି, ଏହା ପ୍ରମାଣସିଦ୍ଧ କରିଥିବା ୫…
ଏଇ ଭାରତରେ
ବହୁ ସମୟରେ ନିଜ ପସନ୍ଦର ବୃତ୍ତି ତଥା ସ୍ବାଧୀନ ଭାବେ ରୋଜଗାର କରିବା ଲକ୍ଷ୍ୟରେ ଅନେକେ ସୁରକ୍ଷିତ ଓ ଉଚ୍ଚ ବେତନର ଚାକିରି ଛାଡ଼ି ଦେଇଥାନ୍ତି। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ହରିୟାଣର ଦୀପକ ସିଂ। ଦୀପକ ରହୁଛନ୍ତି ମହେନ୍ଦ୍ରଗଡ଼ରେ। ସେ…
ଧର୍ମ ଏକା ପୋତ?
ରଞ୍ଜନ କୁମାର ଦାସ ଆଗକାଳରେ ଗାଁରେ ବୁଢ଼ାଲୋକମାନେ କହନ୍ତି- ଧର୍ମ ଏକା ପୋତ ଗଢ଼ିଛନ୍ତି ବିଧି, ତରିବାକୁ ଏହି ସଂସାର ବାରିଧି। ଖାଲି ବୁଢ଼ାବୁଢ଼ୀ ନୁହନ୍ତି, ଆଗକାଳରେ ଲୋକମାନେ ପ୍ରାୟତଃ ଧର୍ମବିଶ୍ୱାସୀ ଥିଲେ। ଅବଶ୍ୟ ଅତୀତରେ ଲୋକଙ୍କ ଭିତରେ ପାପୀ,…
ପ୍ରେମ ହିଁ ମହାଶକ୍ତି
ମୀରା ବେଉରା ସେଦିନ ଫ୍ରାନ୍ସର ଲେଖକ, ଦାର୍ଶନିକ ରୁଷୋ ଖୋଜି ଖୋଜି ନିଜର ସ୍ତ୍ରୀ ହେବା ପାଇଁ ଜଣେ ମହିଳାଙ୍କୁ ପାଇଥିଲେ। ତାଙ୍କ ନାମ ଟେରେସି। ରୂପରେ କୁତ୍ସିତା, ବୁଦ୍ଧିରେ ମୂଢ଼ା, ସ୍ବଭାବତଃ କଳହପ୍ରିୟ। ଗୁଣରେ କ୍ରୂର ଓ କର୍କଶଭାଷୀ…
ସଙ୍କଟ ମୁକାବିଲାର ପ୍ରସ୍ତୁତି
ମମ୍ତା ମୂର୍ତ୍ତି ବିଶ୍ୱରେ ସ୍ବାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତିରେ ଅଭାବ ଓ ଦୁର୍ବଳତାକୁ କୋଭିଡ୍-୧୯ ମହାମାରୀ ପୁଣି ସାମ୍ନାକୁ ଆଣିଛି। ଯେତେବେଳେ କୋଭିଡ୍ ଭୂତାଣୁ ସଂକ୍ରମଣ ଶୀର୍ଷରେ ପହଞ୍ଚତ୍ଥିଲା ସେତେବେଳେ ନିମ୍ନ ଓ ମଧ୍ୟମ ଆୟ ବର୍ଗର ଦେଶଗୁଡ଼ିକ ଲୋକଙ୍କ…
ସିଧା ଗାର
ବିଚାର ବିଭାଗ କିମ୍ବା ପୋଲିସ ହେପାଜତରେ ଥିବାବେଳେ ମହିଳା ଅଭିଯୁକ୍ତଙ୍କ ଭର୍ଜିନିଟି ବା କୁମାରିତ୍ୱ ପରୀକ୍ଷା କରାଯିବା ଅସାମ୍ବିଧାନିକ ବୋଲି ୭ ଫେବୃୟାରୀ ୨୦୨୩ରେ ଦିଲ୍ଲୀ ହାଇକୋର୍ଟ ଏକ ରାୟ ଦେଇଛନ୍ତି। କେରଳରେ ୧୯୯୨ରେ ସିଷ୍ଟର ଅଭୟାଙ୍କୁ ହତ୍ୟା କରାଯାଇଥିବା ଘଟଣାରେ…
କୁନ୍ତଳାଙ୍କ କାବ୍ୟରେ ଦେଶଭକ୍ତି ଝଲକ
ଜୀବନର ଅନେକ ସୁଖଦୁଃଖର ଶିଡ଼ି ଅତିକ୍ରମ କରି ନାରୀମାନଙ୍କ ମଧ୍ୟରେ ଆଧୁନିକ ସାରସ୍ବତ ଗଗନର ପ୍ରଭାତୀ ତାରା ରୂପେ ଉଇଁ କୁନ୍ତଳା କୁମାରୀ ନିଜକୁ କେବଳ ବିଭୁଭକ୍ତିର ଚତୁଃସୀମାରେ ଆବଦ୍ଧ ରଖି ନ ଥିଲେ, ବରଂ ତାଙ୍କ ଲେଖନୀରେ ଦେଶପ୍ରେମ ବ୍ୟଞ୍ଜକ…
ଈଶ୍ୱର ସମର୍ପିତ ଜୀବନରେ ବ୍ୟାଧି
ସାଧୁ, ସନ୍ଥ କିମ୍ବା ଈଶ୍ୱର ସମର୍ପିତ ଭକ୍ତମାନେ ଯେତେବେଳେ ଦୁଃଖ ଯନ୍ତ୍ରଣା ଓ ଦୁରାରୋଗ୍ୟ ବ୍ୟାଧିରେ ଆକ୍ରାନ୍ତ ହୁଅନ୍ତି ମନରେ ପ୍ରଶ୍ନ ଉଠେ ଈଶ୍ୱରଙ୍କ ପ୍ରତି ସମର୍ପିତ ହୋଇ ମଧ୍ୟ ଯଦି ସେସବୁଠୁ ମୁକ୍ତି ମିଳେ ନାହିଁ, ତା’ହେଲେ ଈଶ୍ୱର ଆରାଧନା…
ଏଇ ଭାରତରେ
ଛୋଟ ଚାକିରିରେ ସନ୍ତୁଷ୍ଟି ବା ଜବ୍ ସାଟିସ୍ଫିକେଶନ କେତେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ, ତାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ବିବେକଙ୍କ କ୍ଷେତ୍ରରେ। ବିବେକ ପ୍ରଥମେ ଦିଲ୍ଲୀ ପୋଲିସରେ ହାବିଲଦାର ଥିଲେ ଓ ପରେ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ ପରୀକ୍ଷା ଦେଇ…
Archives


