ସମ୍ପାଦକୀୟ

ଏଇ ଭାରତରେ

ୟୁପିଏସ୍‌ସି ପରୀକ୍ଷାରେ ସଫଳ ହୋଇ ନ ପାରିଲେ ଭିନ୍ନକ୍ଷମମାନଙ୍କ ପାଇଁ ଏ କ୍ଷେତ୍ରରେ ସାହାରା ପାଲଟିଛନ୍ତି କେରଳର ଜୋବିନ ଏସ୍‌ କୋଟାରାମ। ଜୋବିନଙ୍କ ବୟସ ୪୧। ଚାଙ୍ଗାନାସେରି ସହରରେ ଜନ୍ମିତ ଜୋବିନ ୨୦୧୦ରେ ସିଭିଲ ସର୍ଭିସ ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ପରେ…

ଅଶାନ୍ତି ବୃଦ୍ଧିପାଉଛି

ଡ. ସନ୍ତୋଷ କୁମାର ମହାପାତ୍ର   ସକାଳୁ ଖବରକାଗଜ ଖୋଲିଲେ, ଜିଡିପି ବୃଦ୍ଧି ବା ଆର୍ଥିକ ଅଭିବୃଦ୍ଧି ସମ୍ପର୍କିତ ଲେଖା ବେଶି ଦେଖିବାକୁ ମିଳେ। କିଏ ଲେଖିଲେଣି ଭାରତ ବିଶ୍ୱରେ ସର୍ବାଧିକ ବେଗରେ ବୃଦ୍ଧି ପାଉଛି ତ ଆଉ କିଏ ଲେଖିଲେଣି…

ବିଜ୍ଞାନ ଓ ଆଧ୍ୟାତ୍ମିକତା

ଅନୀତା ପଟ୍ଟନାୟକ   ସରଳ ତା’ ବାପାମାଆଙ୍କର ଅତ୍ୟନ୍ତ ଆଜ୍ଞାବହ ପୁତ୍ର ଥିଲା। ତା’ର ଶାନ୍ତ ସ୍ବଭାବ ଓ ପ୍ରୀତିକର ଆଚରଣ ପାଇଁ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲା। ତା’ ବାପା ଜଣେ ସଚ୍ଚୋଟ ଓ ନ୍ୟାୟପରାୟଣ ବ୍ୟକ୍ତି ଥିଲେ। ଧନୀ ଦରିଦ୍ରଙ୍କୁ…

ସେନାପତିଙ୍କ ପ୍ରତ୍ୟାବର୍ତ୍ତନ

ରାଣା ମିଟ୍ଟର   ନିକଟରେ ୟେଭଗେନି ପ୍ରିଗୋଝିନ୍‌ଙ୍କ ଓ୍ବାଗ୍‌ନର ଗ୍ରୁପ୍‌ ଦ୍ୱାରା ରୁଷିଆରେ ସୃଷ୍ଟି ହୋଇଥିବା ଏକ ଅଶାନ୍ତ ତଥା ସଙ୍କଟଜନକ ସ୍ଥିତି ବିଶ୍ୱରେ ସବୁଦେଶର ଦୃଷ୍ଟି ଆକର୍ଷଣ କରିଛି। କିନ୍ତୁ ଚାଇନାରେ ଏହା ଯେତିକି ଦୃଷ୍ଟି ଆକର୍ଷଣ କରିଛି ତା’…

ପ୍ରାଣୀ ଆଇନ

ଜୁନ୍‌ ୭ ତାରିଖରେ ଲାଇଭ୍‌ଷ୍ଟକ ଆଣ୍ଡ୍‌ ଲାଇଭ୍‌ଷ୍ଟକ ପ୍ରଡକ୍ଟସ୍‌ (ଇମ୍ପୋର୍ଟେଶନ ଆଣ୍ଡ୍‌ ଏକ୍ସପୋର୍ଟେଶନ) ବିଲ୍‌ ବା ପ୍ରାଣୀଧନ ଓ ପ୍ରାଣୀଧନ ଉତ୍ପାଦ (ଆମଦାନୀ ଓ ରପ୍ତାନି) ବିଲ୍‌ର ଚିଠା କେନ୍ଦ୍ର ସରକାରଙ୍କ ଦ୍ୱାରା ସାର୍ବଜନୀନ କରାଯାଇଥିଲା। ମାତ୍ର ୧୦ ଦିନ ଭିତରେ…

ବିକଳ୍ପ ବାଟ ସନ୍ଧାନରେ

ବାତାନୁକୂଳିତ କହିଲେ ସାଧାରଣତଃ ଏୟାର କଣ୍ଡିଶନିଂ ବା ଏସିର ବ୍ୟବହାର ବୋଲି ଆମେ ବୁଝିଥାଉ। ତେବେ ଏହି ଏସିର ବ୍ୟବହାର ଗ୍ରୀଷ୍ମମାସଗୁଡିକରେ ଅଧିକ ଦେଖିବାକୁ ମିଳିଥାଏ। ଅନେକ ବ୍ୟକ୍ତି ଏହାକୁ ବର୍ଷସାରା ବ୍ୟବହାର କରିଥାନ୍ତି। ପ୍ରକୃତି ସହିତ ଜଡିତ ହୋଇ ଋତୁକାଳୀନ…

ଋଣ ଖିଲାପକାରୀଙ୍କ ସହ ସନ୍ଧି କାହିଁକି

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଜୁନ ୮, ୨୦୨୨ରେ ଜାରିକରିଥିବା ନୂତନ ନିୟମାବଳୀ ଅନୁଯାୟୀ ବ୍ୟାଙ୍କମାନେ ଏବେ ଅନାଦାୟ ଋଣ ପାଇଁ ଋଣ ଖିଲାପକାରୀଙ୍କ ସହ ଆପୋସ ବୁଝାମଣା ମାଧ୍ୟମରେ ଏକକାଳୀନ ସମାଧାନର ଉପାୟ ସ୍ଥିର କରିପାରିବେ। କିଛି ବ୍ୟାଙ୍କରଙ୍କ କହିବା…

ଏଇ ଭାରତରେ

ମାଞ୍ଜାପାଇ ବ୍ୟାଗ ନାଁ ଶୁଣିଛନ୍ତି କି? ଏମିତି ଏକପ୍ରକାର ସୂତାବ୍ୟାଗ ପରିବେଶ ପ୍ରଦୂଷଣ ରୋକିବାରେ ମୁଖ୍ୟ ଭୂମିକା ନେଉଛି। ଏହି ବ୍ୟାଗ୍‌ର ରଙ୍ଗ ହଳଦିଆ। ଆଇଏଏସ୍‌ ଅଧିକାରୀ ସୁପ୍ରିୟା ସାହୁ ଏହାର ବ୍ୟବହାରକୁ ବ୍ୟାପକ କରିବାକୁ ଲାଗିପଡ଼ିଛନ୍ତି। ସୁପ୍ରିୟା ଏବେ ତାମିଲନାଡୁର…

ସାଙ୍ଘାତିକ ସ୍ଥିତି: ସଲିଳସମାଧି

ଉପେନ୍ଦ୍ର ବିଶ୍ୱାଳ ପିଲାଟି କେତେ ଆଶା ନେଇ ବ୍ରହ୍ମପୁରରୁ ଆସି ପହଁଚିଥିଲା ନାଚୁଣିସ୍ଥ (ଖୋର୍ଦ୍ଧା) ମାମୁଘରେ, ରଜରେ ଟିକେ ମଉଜ ପାଇଁ। ଏକମାତ୍ର ଭଣଜାକୁ ପାଇ ଖୁସିରେ ବି ଫାଟି ପଡୁଥିଲା ମାମୁଘର। କେତେ ହସଖୁସି, ଦୋଳି, ନାଚଗୀତରେ ଫାଟି ପଡୁଥିଲା…

ଏଇ ଭାରତରେ

ମହିଳାଙ୍କ ସ୍ବାସ୍ଥ୍ୟ କ୍ଷେତ୍ରରେ ଯେଉଁ କେତେଜଣ ବୈଜ୍ଞାନିକ କାର୍ଯ୍ୟ କରୁଛନ୍ତି ସେମାନଙ୍କ ମଧ୍ୟରେ ଆଇଆଇଟି ୫ ଦିଲ୍ଲୀର ଦୁଇ ଜଣ ଏବେ ନୂତନତ୍ୱ ପାଇଁ ପ୍ରଶଂସିତ ହୋଇଛନ୍ତି। ଏହି ଦୁଇ ମ୍ୟାଟେରିଆଲ ବୈଜ୍ଞାନିକ ହେଲେ ଡ. ସବାପାଥି ଏସ୍‌ ଏବଂ ଅନୁପ…

ଭାରି ଭୋକ

ଡ. ଭବାନୀ ଶଙ୍କର ଦାଶ ଭୋକ ସାର୍ବଜନୀନ ଓ ସର୍ବକାଳୀନ। ଭୋକର ଜନ୍ମ ଇତିହାସ ପ୍ରାଣିସମୂହର ଜନ୍ମ ସହ ଜଡ଼ିତ। ଭୋକ କାହାର ନାହିଁ ଏମିତି ନାହିଁ। ସଦ୍ୟଜାତ ଶିଶୁର କ୍ରନ୍ଦନ କାରଣ ତ ଭୋକ। ମାତୃଗର୍ଭରେ ଥିବାଯାଏ ମଣିଷ ଛୁଆଟା…

ଦୁର୍ଘଟଣା ଲାଗିରହିବ

ରବିବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡି କଲେଜ ନିକଟରେ ଘଟିଥିବା ଭୟଙ୍କର ବସ୍‌ ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ଘଟିବା ସହ ୯ ଜଣ ଗୁରୁତର ଅବସ୍ଥାରେ ଅଛନ୍ତି। ବାହାଘର ସ୍ଥାନରେ କନ୍ୟାକୁ ଛାଡ଼ି ଖଣ୍ଡଦେଉଳି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri