ଏଇ ଭାରତରେ
ସଡ଼କ ଦୁର୍ଘଟଣା ରୋକିବା ପାଇଁ ଅନେକ ସଚେତନତାମୂଳକ କାର୍ଯ୍ୟ କରାଯାଉଛି। କିନ୍ତୁ ଲକ୍ଷ୍ନୌର ଜ୍ୟୋତି ପାଣ୍ଡେଙ୍କ ପଦକ୍ଷେପ ଏସବୁ ମଧ୍ୟରେ ନିଆରା। ସେ ସାଇକେଲ ଆରୋହୀଙ୍କ ସୁରକ୍ଷା ପାଇଁ ମାଗଣାରେ ସେଫ୍ଟି ଲାଇଟ ଲଗାଉଛନ୍ତି। ଫଳରେ ଘନକୁହୁଡ଼ି ଓ ଅନ୍ଧାରରେ ସେମାନଙ୍କ…
ମ୍ୟାଲେରିଆ ନିରାକରଣ ଅସ୍ତ୍ର
କ୍ରିଷ୍ଟିନା ଡୋନିନି, ଡୋରିନ ଆକିୟୋ ୟୋମୋହ ସ୍ବସ୍ଥ୍ୟ କ୍ଷେତ୍ରରେ ବିଗତ ୩ ବର୍ଷ ହେଲା କୋଭିଡ୍-୧୯ ପ୍ରମୁଖ ଖବର ହୋଇଆସିଛି ଏବଂ ଏହା ମଧ୍ୟ ବୈଜ୍ଞାନିକ ଗବେଷଣାକୁ ଅଧିକ ଗତିଶୀଳ କରିଛି। ଏହି ମହାମାରୀକୁ ନେଇ ବିଶେଷଜ୍ଞମାନେ ସଂସାଧନ ଓ ଅତ୍ୟଧିକ…
ପ୍ରକୃତ ବାଟ
ଆରତି ମହାନ୍ତି ଆଚ୍ଛା, କେବେହେଲେ ବି ତମେ କ’ଣ ଏଇ ଗୋଟାଏ କଥା ଅର୍ଥାତ୍ କାହାରି ଉପରେ ନିର୍ଭର ନ କରି ଚଳିବା କ’ଣ ସେଇଟାକୁ ଭାବି ଦେଖିଛ? ତା’ମାନେ କ୍ଷୀରବାଲା କି ପରିବାବାଲା କି ଏମିତିକା ନିତିଦିନିଆ ଜୀବନ କଟାଇବା…
ମାତୃଭୂମିର ମନ୍ତ୍ରଦାତା
ସୀତାଂଶୁ ମୋହନ ଦ୍ୱିବେଦୀ ମଧୁସୂଦନ ଦାସ ଜନ୍ମଭୂମିକୁ ମାତୃସ୍ବରୂପା ଜନନୀ ରୂପେ ଆବାହନ କରିଥିଲେ। ଉତ୍କଳର ମିଶ୍ରଣ ଆନ୍ଦୋଳନପାଇଁ ବ୍ୟାକୁଳ ଥିବା ମାତୃଭୂମିର ମନ୍ତ୍ରଦାତା ମଧୁସୂଦନ ହେଉଛନ୍ତି ଓଡ଼ିଶାର ସର୍ବପ୍ରଥମ ଓଡ଼ିଆ ରାଜନୈତିକ ପୁରୁଷ। ତାଙ୍କଠାରୁ ଆରମ୍ଭ ହୋଇଛି ଓଡ଼ିଆମାନଙ୍କର ରାଜନୈତିକ…
ତିନି ବୈଦିକ ନାରୀ
ଋଗ୍ ବେଦ ପ୍ରାୟ ୩,୫୦୦ ବର୍ଷର ପୁରୁଣା। ଉକ୍ତ ବେଦରେ ମହର୍ଷି ବ୍ୟାସ ୧୦ଟି ଅଧ୍ୟାୟରେ ୧,୦୦୦ରୁ ଅଧିକ ସଂସ୍କୃତ ସ୍ତୋତ୍ରକୁ ସ୍ଥାନିତ କରିଛନ୍ତି। ସଂଗୃହୀତ ସ୍ତୋତ୍ରଗୁଡ଼ିକ ମଧ୍ୟରୁ ଅଧିକାଂଶରେ ଦେବତାମାନଙ୍କ ସ୍ତୁତି କରାଯାଇଛି, ଯାହା ପୁରୁଷଙ୍କ ଦ୍ୱାରା ସଙ୍କଳିତ। କିନ୍ତୁ…
ନ୍ୟାୟ ପ୍ରଦାନରେ ନୂଆ ରେକର୍ଡ
ସାଧାରଣ ଲୋକଙ୍କ ପାଇଁ ବିଚାର ପ୍ରକ୍ରିୟା ଥିଲା ଦୁର୍ବୋଧ୍ୟ ଓ ଅଜ୍ଞାତ। ଏବେ ସବୁ କିଛି ମୁକ୍ତ ଓ ସହଜ ହେବାରେ ଲାଗିଛି। ନାଲିକୋଠା ଭୟ, ଆଶଙ୍କା କି ଉଦ୍ବେଗର ଜାଗା ନୁହେଁ ଏଭଳି ବିଶ୍ୱାସ ତିଆରି ହେଉଛି ସାଧାରଣ ଲୋକଙ୍କ…
ମାଗଣାର ରାଜନୀତି
କିଛିଦିନ ତଳେ ଶ୍ରୀଲଙ୍କାରେ ଯେଉଁ ଅରାଜକତା ସୃଷ୍ଟି ହୋଇଥିଲା ତା’ର ମୁଖ୍ୟ କାରଣ ଥିଲା ଘୋର ଆର୍ଥିକ ବିପର୍ଯ୍ୟୟ, ଯାହାପାଇଁ ସେ ଦେଶର ରାଜନୈତିକ ଅବିମୃଶ୍ୟକାରିତା ହିଁ ଦାୟୀ ଥିଲା। ଶସ୍ତା ଲୋକପ୍ରିୟତା ହାସଲ ପାଇଁ କ୍ଷମତାସୀନ ଦଳ ଦେଶରେ ପ୍ରଚଳିତ…
ଏଇ ଭାରତରେ
ଉତ୍ତରପ୍ରଦେଶର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇବା ପରେ ପ୍ରକାଶିତ ଫଳାଫଳରେ ବୋର୍ଡ ଅଧିକାରୀଙ୍କ ଏକ ଅବହେଳା ସାମ୍ନାକୁ ଆସିଛି। ୯୪ ପ୍ରତିଶତ ପାଇଥିବା ଜଣେ ଛାତ୍ରୀଙ୍କୁ ପ୍ରାକ୍ଟିକାଲରେ ୩୦ ପରିବର୍ତ୍ତେ ୩ ନମ୍ବର ଦିଆଯାଇଛି।…
ଏଇ ଭାରତରେ
ସେବାର ମୂଲ୍ୟ ବୁଝିଥିବା ଜଣେ ଡାକ୍ତର ଓ ତାଙ୍କ ସ୍ତ୍ରୀ ଉତ୍ତରପୂର୍ବାଞ୍ଚଳର ଗ୍ରାମୀଣ ଅଞ୍ଚଳରେ ସୁବିଧାରେ ସ୍ବାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି। ଏହି ଦମ୍ପତି ହେଉଛନ୍ତି ସେନାର ପୂର୍ବତନ ଡାକ୍ତର ସୁନୀଲ କୌଲ ଏବଂ ଜେନିଫର୍ ଲିଆଙ୍ଗ। ସେମାନେ ମୁଖ୍ୟତଃ ମାନସିକ ରୋଗୀମାନଙ୍କୁ…
ନ କହିଲେ କୁଳ ଭାସି ଯାଏ
ଶ୍ରୁତକୀର୍ତ୍ତି ତ୍ରିପାଠୀ ଆମ ଭାରତୀୟ ସଂସ୍କୃତିରେ ଗୁରୁ ଶିଷ୍ୟ ପରମ୍ପରାକୁ ସବୁବେଳେ ବିଶେଷ ମର୍ଯ୍ୟାଦା ଦିଆଯାଇଛି। ଏପରି କି ଗୁରୁଙ୍କୁ ‘ସାକ୍ଷାତ ଈଶ୍ୱର’ ରୂପ ବୋଲି କୁହାଯାଇଛି। ଶିଷ୍ୟ ଜୀବନକୁ ଅନୁଶାସନ, ସଂଯମ ଏବଂ ଶିକ୍ଷାର ପୁଟ ଦେଇ, ଉତ୍ତମ…
ନିଯୁକ୍ତି ବୃଦ୍ଧି ଗୁରୁତ୍ୱପୂର୍ଣ୍ଣ
ଡ. ସନ୍ତୋଷ କୁମାର ମହାପାତ୍ର କରୋନା ମହାମାରୀ ସମୟରେ ‘ଆତ୍ମନିର୍ଭର ଭାରତ’ ସ୍ଲୋଗାନ ଦିଆଯାଇଥିଲା। ସେହିପରି ସ୍ବାବଲମ୍ବୀ ଓଡ଼ିଶା ବା ଆତ୍ମନିର୍ଭର ଓଡ଼ିଶା କଥା କୁହାଯାଉଛି। କିନ୍ତୁ ଚିନ୍ତାର ବିଷୟ ହେଉଛି ‘ଆତ୍ମ ନିର୍ଭର ଭାରତ’ କେବଳ ସ୍ଲୋଗାନରେ ରହିଯାଇଛି।…
ଇ-ଯାନ ସମସ୍ୟା
ଓଡ଼ିଶା ସରକାର ଇଲେକ୍ଟ୍ରିକ ଭେହିକିଲ ବା ବୈଦ୍ୟୁତିକ ଯାନ (ଇଭି) ପ୍ରତି ଲୋକମାନଙ୍କୁ ଆକୃଷ୍ଟ କରିବା ଲାଗି ରିହାତି ହାର ବୃଦ୍ଧି କରିବାକୁ ନିକଟରେ କ୍ୟାବିନେଟ୍ରେ ନିଷ୍ପତ୍ତି ନେଇଛନ୍ତି। ଇ-ଭେହିକିଲ ପଲିସି ବା ବୈଦ୍ୟୁତିକ ଯାନ ନୀତି ୨୦୨୧କୁ ଫଳପ୍ରଦ କରିବା…
Archives


