ସମ୍ପାଦକୀୟ

ମୂଷିକ ବାହନ

ଆଗକୁ ଆସୁଛି ଗଣେଶ ପୂଜା। ସବୁଠାରେ ବିଘ୍ନନାଶନ ଗଣେଶଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମଣ୍ଡପରେ ଗଣେଶଙ୍କ ପାଦତଳେ ମୂଷିକ ବାହନ ବସିଥିବା ଦେଖିବାକୁ ମିଳେ। ବାସ୍ତବରେ ମୂଷାମାନେ ଘୃଣାର ଭାବନା ସୃଷ୍ଟି କରନ୍ତି। ସେମାନଙ୍କ…

ସକାରାତ୍ମକ ବାର୍ତ୍ତା ଆସୁ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଜି୨୦ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାନବ ଅଧିକାର, ଭଦ୍ର ସମାଜ ଓ ଗଣମାଧ୍ୟମ ସ୍ବାଧୀନତା ବିଷୟରେ ଜଣାଇଥିବା କଥା ଭିଏଟ୍‌ନାମରେ କହିଛନ୍ତି। ତାଙ୍କୁ ଭାରତରେ ଗଣମାଧ୍ୟମକୁ ଭେଟିକରି ଏହିସବୁ ବିଷୟ କହିବାକୁ ସୁଯୋଗ…

କ୍ରୋଧ ବିଚାର

ୟୁନାଇସ ଡିସୁଜାଙ୍କ ‘କ୍ରୋଧ’ ବିଷୟ ସମ୍ବଳିତ ଏକ କବିତା ପଢ଼େଇବା ଅବସରରେ ଚାଣକ୍ୟଙ୍କର ଏକ ଶ୍ଳୋକ ମନେପଡ଼ିଲା, ଟିକିଏ ଦ୍ବନ୍ଦ୍ବରେ ପଡ଼ିଗଲି ଯେ ଶ୍ଳୋକଟି ଆବୃତ୍ତି କରି ବୁଝେଇବା ଉଚିତ ହେବ କି ନା। ଚାଣକ୍ୟ କହିଛନ୍ତି ‘ପକ୍ଷୀଣାଂ କାକଶ୍ଚାଣ୍ଡାଳଃ ପଶୁନାଂ…

ଆମ ସମ୍ବିଧାନରେ ଦଳତନ୍ତ୍ରର ବୀଜ

ସମ୍ବିଧାନ ପ୍ରଣେତାମାନେ ସମ୍ବିଧାନର କୌଣସି ସ୍ଥାନରେ ‘ରାଜନୈତିକ ଦଳ’ ଶବ୍ଦଦ୍ୱୟ ବ୍ୟବହାର କରିନାହାନ୍ତି। ୧୯୫୦ର ମୂଳ ରିପ୍ରେଜେଣ୍ଟେଶନ୍‌ ଅଫ୍‌ ପିପୁଲ୍‌ସ ଆକ୍ଟ (ଜନପ୍ରତିନିଧି ଆଇନ)ରେ ‘ପଲଟିକାଲ୍‌ ପାର୍ଟି’ ଉଲ୍ଲେଖ ନ ଥିଲା। ଇନ୍ଦିରା ଗାନ୍ଧୀ ଇମର୍ଜେନ୍ସି ଜାରି କରିଥିବା ସମୟରେ ଓ…

ଏଇ ଭାରତରେ

କମ୍‌ କୀଟନାଶକ ଓ ସର୍ବନିମ୍ନ କୃଷି ଶ୍ରମିକ ଦ୍ୱାରା କୃଷକମାନେ ଲାଭ ପାଇପାରିବେ। କମ୍‌ କୀଟନାଶକରେ ସ୍ବାସ୍ଥ୍ୟପ୍ରଦ ଖାଦ୍ୟଶସ୍ୟ ମଧ୍ୟ ଉତ୍ପାଦନ ହୋଇପାରିବ। ଏଭଳି ଦୃଷ୍ଟିକୋଣକୁ ନେଇ ବେଙ୍ଗାଲୁରୁର ଇଞ୍ଜିନିୟର ଜୟସୀମା ରାଓ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ରୋବୋ ନିର୍ମାଣ କରିଛନ୍ତି,…

ଏଇ ଭାରତରେ

ଜେଇଇ ହେଉ କିମ୍ବା ନିଟ୍‌ ଅବା ଅନ୍ୟ କୌଣସି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ସକାଶେ ଅନେକ ଲକ୍ଷ ପିଲା ଟଙ୍କା ଦେଇ ଦେଶର ବିଭିନ୍ନ କୋଚିଂ ସେଣ୍ଟରରେ ନାମ ଲେଖାଉଛନ୍ତି । କିନ୍ତୁ ଗରିବ ତଥା ଅନଗ୍ରସର ପରିବାରର ପିଲାମାନେ ଏଥିରୁ…

ଜରିଗୋଟାଳି

ସତ୍ୟବ୍ରତ ପାଣିଗ୍ରାହୀ ଆବର୍ଜନାକୁ ଅଧିକାଂଶ ଅଦରକାରୀ ମନେକରନ୍ତି। କିନ୍ତୁ ଆବର୍ଜନାରେ ଯେ ଏକ ସର୍ଜନାର ବୀଜ ଲୁକ୍କାୟିତ ଥାଏ, ଏହାକୁ ଅନୁଭବ କରିବାର ବେଳ ଏବେ ଆସିଯାଇଛି। ରାସ୍ତାକଡ଼, ରେଳଷ୍ଟେଶନ ଓ ସହର ଉପକଣ୍ଠରେ କୁଢ଼କୁଢ଼ ଆବର୍ଜନା ଆଉ ବ୍ୟବହୃତ ପ୍ଲାଷ୍ଟିକକୁ…

ପୁନର୍ମୂଷିକ ଭବ

ଅକ୍ଷୟ କୁମାର ମିଶ୍ର ଆମ ରାଜ୍ୟରେ ଠିକା ନିଯୁକ୍ତି ଉଚ୍ଛେଦ ଘୋଷଣା ହୋଇଥିଲା। ସମସ୍ତେ ସରକାରଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ସମଗ୍ର ଦେଶରେ ଆମ ରାଜ୍ୟ ଠିକା ନିଯୁକ୍ତି ଉଚ୍ଛେଦ କରି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲା। ଅବଶ୍ୟ କିଛି…

ନକଲି ଡିଫିଟାଲିଓ

ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ନିୟମ ଅନୁଯାୟୀ ହଜାରେ ରୋଗୀଙ୍କ ପାଇଁ ଜଣେ ଡାକ୍ତର ରହିବା କଥା। ଭାରତରେ ଏହି ଅନୁପାତ ଉତ୍ତମ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାଓ୍ବାର ଲୋକ ସଭାରେ ଏକ ପ୍ରଶ୍ନର ଉତ୍ତର ଦେବା…

ଏଇ ଭାରତରେ

ଏବେ ବି ଭାରତରେ ବହୁ ଅଞ୍ଚଳରେ ଗମନାଗମନର ଅଭାବ ରହିଛି। ସ୍ବାସ୍ଥ୍ୟ ସେବା ସେଠାରେ ଅପହଞ୍ଚ। ରୋଗୀଟିଏ ହେଉ କିମ୍ବା ଗର୍ଭବତୀଙ୍କୁ ଖଟିଆରେ ବୁହାହୋଇ ଅଣାଯାଉଛି ହସ୍ପିଟାଲକୁ। ଆମ୍ବୁଲାନ୍ସ ସେବା ବି ଉପଲବ୍ଧ ହୋଇପାରୁ ନାହିଁ। ଏଭଳି ସ୍ଥିତି ପ୍ରତିଦିନ ଖବର…

ବିଚାର ବିଭ୍ରାଟ

ଜନାର୍ଦ୍ଦନ ପତି   ୧୯୮୯ରେ ଭାରତୀୟ ଜନତା ପାର୍ଟି (ଭାଜପା)ର ପାଲାମପୁର ଅଧିବେଶନରେ ଅଯୋଧ୍ୟାର ରାମମନ୍ଦିର ଭଳି ଧର୍ମୀୟ ବିଷୟକୁ ରାଜନୈତିକ ପ୍ରସଙ୍ଗରେ ପରିଣତ କରି ଏହି ଦଳ ଦେଶର ରାଜନୀତିରେ ପ୍ରମୁଖ ଶକ୍ତିଭାବେ ନିଜକୁ ପ୍ରତିପାଦିତ କରିପାରିଥିଲା। ୧୯୯୦ ଡିସେମ୍ବର…

ଭୋକିଲା ଈଶ୍ୱରଙ୍କ ସମ୍ପର୍କରେ

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ଈଶ୍ୱର ପୁଣି ଭୋକିଲା ରହିପାରନ୍ତି, ଏଭଳି ଅଜବ କଥା କେହି ବି ବିଶ୍ୱାସ କରିବେନି। ସେ ଖାଆନ୍ତୁ କି ନ ଖାଆନ୍ତୁ, ତାଙ୍କୁ ଖାଇବାକୁ ଦେବା ପାଇଁ ଏଠି ଯେମିତି ଭକ୍ତଗଣଙ୍କର ପାଗଳ ପ୍ରତିଯୋଗିତା, ତହିଁରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri