ବିରୋଧୀଙ୍କ ପଦକ୍ଷେପ
ବିରୋଧୀ ବ୍ଲକ୍ ଇଣ୍ଡିଆ ୧୪ଜଣ ଆଙ୍କର ବା ଉପସ୍ଥାପକଙ୍କ ନାମ ଘୋଷଣା କରିଛି ଯାହାଙ୍କ କାର୍ଯ୍ୟକ୍ରମକୁ ସେମାନଙ୍କ ମୁଖପାତ୍ରମାନେ ବର୍ଜନ କରିବେ। ଆଙ୍କରମାନଙ୍କ ତାଲିକା ପ୍ରକାଶ କରାଯାଇଥିଲାବେଳେ ଏଭଳି ପଦକ୍ଷେପର କୌଣସି କାରଣ ଦର୍ଶାଯାଇନାହିଁ। କିନ୍ତୁ ବିରୋଧୀ ଦଳର ବିଭିନ୍ନ ନେତା…
ନିଷ୍ପତ୍ତିରେ ପ୍ରଶ୍ନବାଚୀ
ସରକାରୀ ନିଷ୍ପତ୍ତିରେ ସ୍ଥିରତା ବା ସୁସଙ୍ଗତି ଦାୟିତ୍ୱପୂର୍ଣ୍ଣ ଶାସନର ଏକ ମୌଳିକ ନୀତି। ସରକାରଙ୍କ ପ୍ରତ୍ୟେକ ନିଷ୍ପତ୍ତି ଯତ୍ନର ସହ ବିଚାର କରାଯିବା ପରେ ତାହାକୁ ଗ୍ରହଣ କରାଯିବା ଦେଖାଯାଇଛି ଓ ଏହା ସରକାରଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। କନ୍ତୁ ହରିୟାଣା…
ଆମ ସଂସ୍କୃତିର କେତୋଟି ବିଚାର
ଆମ ସଂସ୍କୃତିର ଏକ ସ୍ବାତନ୍ତ୍ର୍ୟ ହେଉଛି ‘ତେନତ୍ୟକ୍ତେନ ଭୂଞ୍ଜିଥା’ ଅର୍ଥାତ୍ ତ୍ୟାଗପୂର୍ବକ ଉପଭୋଗ କର। ଏକାକୀ ଉପଭୋଗ ନ କରି ସମୂହ ଭାବରେ ଦୁଃଖ ସୁଖକୁ ବାଣ୍ଟିନେବା ପାଇଁ ଆମକୁ ପିଲାଟି ଦିନରୁ ଶିଖା ହୋଇଛି। ଯେଭଳି ‘ପ୍ରସାଦ ବାଣ୍ଟିଣ ଖାଇବ,…
ନାଁରୁ କ’ଣ ମିଳିବ
ଆମ ଦେଶରେ ବେଶି ଠାକୁରାଣୀ ଠାକୁରଙ୍କ ନାଁରେ ମା’ବାପାମାନେ ସେମାନଙ୍କ ପିଲାଙ୍କ ନାମ ରଖନ୍ତି। ଆଉ ମଧ୍ୟ କିଛି ଆଧୁନିକ ନାଁ ଦିଅନ୍ତି। ବିଦ୍ୟାଭୂଷଣ ନାଁ ଥାଇ ମୂର୍ଖ, ଦିବ୍ୟଲୋଚନ ନାଁ ଥାଇ ଦୃଷ୍ଟି ବାଧିତ, ଗୋରାଚାନ୍ଦ ନାଁ ନେଇ ତ୍ରିପଣ୍ଡ…
ଏଇ ଭାରତରେ
ପାର୍କିନସନରେ ପୀଡ଼ିତ, ବୟସ ୬୨, ତଥାପି ପ୍ରତିଦିନ ଖେଚୁଡ଼ି ପ୍ରସ୍ତୁତ କରି ୧୦୦ ଜଣ ରୋଗୀଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି କିରନ କମଦାର। ସେ ମହାରାଷ୍ଟ୍ରର ପାଲଘରସ୍ଥିତ ଡି.ଏମ୍. ପେଟିଟ୍ ଗଭର୍ନମେଣ୍ଟ ହସ୍ପିଟାଲରେ ରୋଗୀମାନଙ୍କୁ ଖେଚୁଡ଼ି ଖାଇବାକୁ ଦେଉଛନ୍ତି। ଏହି କାର୍ଯ୍ୟ…
ଚାଇନାର ଅବରୋଧ
ତାଇଓ୍ବାନ୍ ପାଇଁ ଇଣ୍ଟରନେଟ୍ ସଂଯୋଗୀକରଣ ହେଉଛି ଏକ ଜୀବନରେଖା। ନିକଟରେ ତାଇପେଇରେ ଚାଇନା ପକ୍ଷରୁ ସୃଷ୍ଟ ଯୁଦ୍ଧସ୍ଥିତି ଓ ଚାଇନାର ଅବରୋଧ କାର୍ଯ୍ୟକଳାପ (ଇଣ୍ଟରନେଟ୍ ସଂଯୋଗରେ ବ୍ୟାଘାତ) ଯୋଗୁ ଏହି ଦ୍ୱୀପ ଯୋଗାଯୋଗରୁ ବିଚ୍ଛିନ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଫେବୃୟାରୀରେ…
ଆବାସିକ ପୁନଃ ଥଇଥାନ
ମାନସିକ ଅସୁସ୍ଥ ବ୍ୟକ୍ତି ଏବଂ ପରିବାର ଜୀବନରେ ଅନେକ ଆହ୍ବାନର ସମ୍ମୁଖୀନ ହୋଇଥା’ନ୍ତି। ଅସୁସ୍ଥତା ସମୟରେ ବ୍ୟକ୍ତିକୁ କେବଳ ଯେ ନୂଆ କୌଶଳ ଶିଖିବାରେ ଅସୁବିଧା ହୋଇ ନ ଥାଏ ବରଂ ନିଜ ପାଖରେ ଥିବା ଦୈନନ୍ଦିନ ଜୀବନଚର୍ଯ୍ୟା, ଭାବର ଆଦାନପ୍ରଦାନ…
ଏକ ଦେଶ, ଏକ ନିର୍ବାଚନରେ ସମସ୍ୟା
‘ଏକ ଦେଶ, ଏକ ନିର୍ବାଚନ’ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଚିନ୍ତାଧାରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଥର ପ୍ରକାଶ କରିଛନ୍ତି। ଏହି ‘ଏକ ଦେଶ, ଏକ ନିର୍ବାଚନ’ ଯୋଜନା କ’ଣ ତାହା ଆମକୁ ବୁଝିବାକୁ ପଡ଼ିବ।…
ଏଇ ଭାରତରେ
ସମୁଦ୍ରରେ ପ୍ଲାଷ୍ଟିକ ପ୍ରଦୂଷଣ ବୃଦ୍ଧି ଏବେ ସାମୁଦ୍ରିକ ଜୀବଙ୍କ ପାଇଁ ବିପଦ ହୋଇଛି। ତେବେ ବିଶାଳ ସମୁଦ୍ରରୁ ଏହି ବର୍ଜ୍ୟକୁ ଦୂର କରିବା ଏକ ଅସମ୍ଭବ ବ୍ୟାପାର ହୋଇଥିବାବେଳେ ଚେନ୍ନାଇର ସ୍କୁବା ଡାଇଭର ଅରବିନ୍ଦ ଥାରୁନଶ୍ରୀ ଓ ତାଙ୍କ ୯ ବର୍ଷୀୟା…
ଏଇ ଭାରତରେ
ଇଚ୍ଛାଶକ୍ତି ଥିଲେ ସବୁକିଛି ସମ୍ଭବ। ଏହା ପ୍ରମାଣ କରିଛନ୍ତି ରାଜସ୍ଥାନର ମହିଳା ସରପଞ୍ଚ ନିରୁ ଯାଦବ। ଛାପ୍ରାର ସଲିମପୁର ଗାଁରେ ତାଙ୍କ ଜନ୍ମ। ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ବିବାହ ପରେ ସେ ଝୁନ୍ଝୁନ୍ ଜିଲା ଲାମ୍ବିଅହିର ଗାଁକୁ ଯିବା…
ଚୌକିର ମୋହ
ଡ. ଛାୟାକାନ୍ତ ଷଡ଼ଙ୍ଗୀ ଶିଶୁକୁ ଏକ ଉପଯୁକ୍ତ ମଣିଷ ଭାବରେ ଗଢ଼ିବାରେ ଶିକ୍ଷକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ଶିକ୍ଷକଙ୍କୁ ଶିଶୁର ଦ୍ୱିତୀୟ ପିତାର ମର୍ଯ୍ୟାଦା ଦିଆଯାଇଛି। ପୁଣି ମନୁ ସଂହିତାର ଦ୍ୱିତୀୟ ଅଧ୍ୟାୟରେ କୁହାଯାଇଛି- ”ଉତ୍ପାଦକବ୍ରହ୍ମଦାତ୍ରୋର୍ଗରୀୟାନ୍ ବ୍ରହ୍ମଦଃ ପିତା।“ ଅର୍ଥାତ୍…
ହାତୀ-ମଣିଷ ସମସ୍ୟା
ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ଜାତିସଂଘର ପରିସଂଖ୍ୟାନରୁ ଜଣାଯାଏ ପୃଥିବୀରେ ଦୈନିକ ପ୍ରାୟ ୮୦ହଜାର ଏକର ପରିମିତ ଜଙ୍ଗଲ ଧ୍ୱଂସ ହେଉଛି। ତା’ଛଡ଼ା ଜଙ୍ଗଲର ଜୀବଜନ୍ତୁଙ୍କ ନିମନ୍ତେ ସବୁଠାରୁ ବଡ଼ ବିପଦ ସାଜିଛି ମଣିଷର ସର୍ବଗ୍ରାସୀ ଲୋଭ । ପଶୁପକ୍ଷୀଙ୍କ ଚମଡ଼ା, ଦାନ୍ତ…
Archives


