ଭାରତ ଏକ ଗୋତ୍ର
ଭାରତରେ ନାମ ପରିବର୍ତ୍ତନ କିଛି ଦଶନ୍ଧି ପୂର୍ବେ ଆରମ୍ଭ ହୋଇଥିଲା। ମୁମ୍ବାଇ, ଚେନ୍ନାଇ ଓ କୋଲକାତା ଆଦି ନାମ ଚଳିତ ଶତାବ୍ଦୀର ଟିକେ ପୂର୍ବରୁ ବା ପରେ ସ୍ଥାନୀୟ ଭାଷାର ଉଚ୍ଚାରଣ ଓ ଭୌଗୋଳିକ ସ୍ଥିତିକୁ ନେଇ କରାଯାଇଥିଲା। ପରେ ତାହାର…
ଜଟିଳ ପ୍ରକ୍ରିୟା
ଆଇନଶୂନ୍ୟ ଦେଶଗୁଡ଼ିକର ମନମୁଖି ଶାସନ ପ୍ରତି ଲୋକମାନଙ୍କ ମନରେ ଗଭୀର ଆତଙ୍କ ରହିଥାଏ। ଏଥିରେ ନିଷ୍ଠୁରତାକୁ ଏକ ପ୍ରକ୍ରିୟା ଭାବରେ ଦର୍ଶାଯାଇ ଲୋକଙ୍କୁ ନିର୍ଯାତନା ଦିଆଯାଇଥାଏ। ଏବେ ଦେଶରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ଫର୍ମ ବଣ୍ଟାଯାଉଛି। ପାଠକ ଯେତେ ଶିକ୍ଷିତ…
ନୀରବ ଆକ୍ରମଣ
କାଳସ୍ରୋତର ଅନବରତ ପ୍ରବାହରେ ଓଡ଼ିଶାର ସାମାଜିକ-ଆର୍ଥିକ-ସାଂସ୍କୃତିକ ସଂରଚନା ଆଜି ଏକ ଭୟାବହ, ଦୁରାରୋଗ୍ୟ ଦୁର୍ବିପାକର ସମ୍ମୁଖୀନ – ତାହା ହେଉଛି ଜବରଦଖଲ । ଏହା କେବଳ ଏକ ଆଇନଗତ ଉଲ୍ଲଂଘନ ବା ପ୍ରଶାସନିକ ତ୍ରୁଟି ନୁହେଁ, ବରଂ ରାଜ୍ୟର ଅର୍ଥନୀତି, ପରିବେଶ,…
କ୍ଷମତା ଓ ଅହଂ
ଭାରତରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ। କେହି କେହି ଜିତନ୍ତି ଓ କେହି କେହି ପରାଜିତ ହୁଅନ୍ତି। ବେଳେବେଳେ ବିଭିନ୍ନ କାରଣରୁ ଅନେକ ଯୋଗ୍ୟ ପ୍ରାର୍ଥୀ ନିର୍ବାଚିତ ହୋଇପାରନ୍ତି ନାହିଁ। ଯେଉଁମାନେ ବିଜୟ ଲାଭ କରନ୍ତି ସେମାନେ ଉଲ୍ଲସିତ…
ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ
ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍ଙ୍କ ଉପରେ କମ୍ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ ନିର୍ମାତାଙ୍କୁ ସୃଷ୍ଟି କରିଛୁ। ଅନେକ ଭାରତୀୟ ବୃତ୍ତିଧାରୀ ବିଶ୍ୱର କେତେକ ବୃହତ୍ତମ ବ୍ୟାଙ୍କର…
ଏଇ ଭାରତରେ
ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ ହେଉଛି ଏଠାରେ ୬ ଦଶନ୍ଧିରୁ ଅଧିକ ସମୟ ଧରି ପିଢ଼ି ପରେ ପିଢ଼ି…
ହାରିଯାଇଥିବା ଲୋକ
ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ ଦୁର୍ଯ୍ୟୋଧନଙ୍କୁ ଛାଡି ନ ଥିଲେ। ଶ୍ରୀକୃଷ୍ଣ ଓ କର୍ଣ୍ଣଙ୍କ ବନ୍ଧୁତା ଯୁଗ ଯୁଗ…
ମମଦାନୀଙ୍କ ଦୃଷ୍ଟିକୋଣ
ଫ୍ରାନ୍ସିସ୍ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ ହେଉଛି ସର୍ବୋତ୍ତମ ସାମାଜିକ ବ୍ୟବସ୍ଥା । ତେଣୁ ଏକ ମାତ୍ର ପ୍ରଶ୍ନ ଥିଲା,…
ପାଠ୍ୟପୁସ୍ତକ ରାଜନୀତି
ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ନଷ୍ଟ ହୁଏ। ଓଡ଼ିଶାର ସମସ୍ତ ସ୍କୁଲରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ହୋଇପାରି…
ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ
ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍ ମର୍ନିଂ’ ମେସେଜ୍ ପଠାଇବା, ମନ୍ଦିର ଯାଇ ଶିବଲିଙ୍ଗରେ କ୍ଷୀର ଢାଳିବା କିମ୍ବା ଠାକୁରଙ୍କ ଆଗରେ ଦୀପ ଜାଳିବା…
କାଳୀଦାସ ବୁଦ୍ଧି
ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ ଆମ ରାଷ୍ଟ୍ରନେତାଙ୍କ ମଧ୍ୟରେ ଅନୁରୂପ ଆଚରଣ ଲକ୍ଷ୍ୟ କରାଯାଉଛି। ତଥାକଥିତ ବିକାଶର ନିଶା…
ବରାବର ଗୁମ୍ପାର ରହସ୍ୟ
ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍ କରାଯାଇଛି ଯେ ସେଗୁଡ଼ିକ ଦର୍ପଣ ପରି ମନେହୁଏ। ପ୍ରାୟ ୨୩୦୦ ବର୍ଷ ପୂର୍ବେ…

