ସଫଳ ସାହିତ୍ୟ ସ୍ରଷ୍ଟା
ସୃଷ୍ଟିରେ ଜଣେ ସାରସତ୍ତ୍ୱ ସାଧକ ସାହସର ସହ ସମାଜର ବାସ୍ତବ ଚିତ୍ରକୁ ପ୍ରକାଶ କରିଥାଏ। ସାହିତ୍ୟରେ ଅଙ୍ଗୀକାରବଦ୍ଧତା ରହିଲେ, ତାହା ଯାବତୀୟ ସଂଶୟ ଏବଂ ଯାବତୀୟ ବାଡ଼ଠାରୁ ଅଧିକ ବୃହତ୍ କୌଣସି ଅମୂଲ୍ୟ ସମ୍ପଦ ସମାଜକୁ ଭେଟି ଦେଇପାରିବ। ଅଙ୍ଗୀକାରବଦ୍ଧ ମଣିଷ…
ଶିଶୁ ଓ ସୋସିଆଲ ମିଡିଆ
ଡିଜିଟାଲ ଯୁଗରେ ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିବାରେ ଲାଗିଛି। ଏହାର ପ୍ରଭାବ ଶିଶୁ ଓ କିଶୋରଙ୍କ ଉପରେ ଅତ୍ୟଧିକ ମାତ୍ରାରେ ପଡ଼ୁଥିବାରୁ ନିର୍ଦ୍ଦିଷ୍ଟ ବୟସ ବର୍ଗ ପାଇଁ ଏହାକୁ ନିଷିଦ୍ଧ କରିବା ଲାଗି ପୃଥିବୀବ୍ୟାପୀ ଗୋଟେ ପଦକ୍ଷେପ ନିଆଯିବା ଆରମ୍ଭ ହୋଇଛି…
ବାପୁନର ବିଚାର
ପୁଅର ରେଜଲ୍ଟ ଭଲ ହୋଇଥିବା ଖୁସିରେ ଡାକ୍ତର ବନ୍ଧୁ ସୁରେଶବାବୁ ଆୟୋଜନ କରିଥିବା ଗୋଟେ ପାରିବାରିକ ଉତ୍ସବରେ ସାମିଲ ହେବାକୁ ପହଞ୍ଚିଲା ବେଳକୁ ଦେଖିଲି ଯେ ଖୁସି ପରିବର୍ତ୍ତେ ଘରେ ଟେନ୍ସନର ବାତାବରଣ। ସ୍ବାମୀ-ସ୍ତ୍ରୀ ଦୁହେଁ ମତେ ଆତିଥ୍ୟ ପ୍ରଦାନ କରୁଥିବାବେଳେ…
ତ୍ରୁଟିପୂର୍ଣ୍ଣ ଉପହାର ପ୍ରତ୍ୟାହାର ହେଉ
କୋମଳମତି ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ବଳିଷ୍ଠ, ପୁଷ୍ଟ ଓ ପ୍ରଭାବିତ କରିବାରେ ପାଠ୍ୟପୁସ୍ତକର ଅନିବାର୍ଯ୍ୟ ଭୂମିକା ସର୍ବଜନଗ୍ରାହ୍ୟ। ମାସକ ପୂର୍ବରୁ ୭ମ ଶ୍ରେଣୀର ଓଡ଼ିଆ ପାଠ୍ୟପୁସ୍ତକରେ ଥିବା ତ୍ରୁଟି ସମ୍ପର୍କରେ ଶିକ୍ଷକଙ୍କଠାରୁ ଅବଗତ ହୋଇ ମୁଁ ଗଣମାଧ୍ୟମ ‘X’ ଦ୍ବାରା ମଧ୍ୟ ରାଜ୍ୟ…
ନିଆଁ ପରେ ନିଆଁ
ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଅଲିଗଞ୍ଜ ଅଞ୍ଚଳରେ ଥିବା ଏକ କୋଚିଂ ସେଣ୍ଟରରେ ୨୨ ଜୁନ୍ରେ ନିଅଁା ଲାଗିଯିବାରୁ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରାରମ୍ଭିକ ସୂଚନାରୁ ଜଣାପଡ଼ିଛି। ୬ରୁ ୭ ପିଲା ଜୀବନ ବିକଳରେ ସେଠାରୁ ତଳକୁ ଡେଇଁ ପଡ଼ିଥିବା କୁହାଯାଉଛି।…
ଏଇ ଭାରତରେ
ଦିଲ୍ଲୀର ‘ମାଠିଆ ମଣିଷ’ ନଟରାଜନ- ଏଭଳି ସମ୍ବୋଧନ ଅଜବ ଲାଗୁଥିଲେ ବି ଏହା ପଛରେ ରହିଛି ଏକ ବାସ୍ତବ କାହାଣୀ। ନଟରାଜନ ଦିଲ୍ଲୀର ଲୋକଙ୍କୁ ଥଣ୍ଡା ମାଠିଆ ପାଣି ପିଇବାକୁ ଦେଉଥିବାରୁ ତାଙ୍କୁ ଲୋକେ ଶ୍ରଦ୍ଧାରେ ଏଭଳି ଡାକୁଛନ୍ତି। ନଟରାଜନଙ୍କ ବୟସ…
ପୁଞ୍ଜି ବଜାରରେ ଅବିଶ୍ୱାସ
ଞ୍ଜି ବଜାର ଏକ ଦେଶର ଅର୍ଥନୀତିର ଦର୍ପଣ ସଦୃଶ। ଏହା କେବଳ ଶେୟାର ଓ ଅନ୍ୟାନ୍ୟ ଆର୍ଥିକ ସମ୍ପତ୍ତିର କାରବାର ସ୍ଥଳ ନୁହେଁ, ବରଂ ଏହା ସଞ୍ଚୟ ଓ ନିବେଶ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ। ଏହି ବଜାର ମାଧ୍ୟମରେ ସାଧାରଣ…
ସତ୍ୟର ପ୍ରୟୋଗ ବନାମ କାଳର ପ୍ରଭାବ
ବଡ଼ ବଡ଼ ମାଛ ଛୋଟ ଛୋଟ ମାଛକୁ ଖାଇ ସଫା କରିଦେଲା ପରି ବଡ଼ ବଡ଼ ଖବର ଦାଉରେ ଆଜିକାଲି ଛୋଟ ଛୋଟ ଖବର ଆଖିରେ ପଡ଼ୁନାହାନ୍ତି। ମାତ୍ର ଆମ ଚାରିପାଖରେ ଦୈନିକ ଅନେକ ଘଟଣା ଘଟିଯାଉଛି ଏବଂ ତା’ ଭିତରୁ…
ଚାଲିବା କେଉଁଠି
ସୁପ୍ରିମକୋର୍ଟ ୧୯ ଜୁନ୍ରେ ଏକ ରାୟରେ କହିଛନ୍ତି, ଚିହ୍ନଟ ହୋଇଥିବା ଫୁଟ୍ପାଥ ବା ପାଦଚଲା ପଥରେ ଚାଲିବା ଏକ ମୌଳିକ ଅଧିକାର। ଏହି ଅଧିକାର ସମ୍ବିଧାନର ଅନୁଚ୍ଛେଦ ୧୯(୧)(ଡି)ରେ ଦିଆଯାଇଥିବା ମୁକ୍ତ ଓ ସୁରକ୍ଷିତ ଭାବେ ଚଳପ୍ରଚଳ କରିବା ଏବଂ ଅନୁଚ୍ଛେଦ…
ଏଇ ଭାରତରେ
ଆନ୍ଧ୍ରପ୍ରଦେଶ ଏନ୍ଟିଆର୍ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍ କୋଡ୍ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍ ସ୍କାନ୍ କଲେ ଆନ୍ଧ୍ରପ୍ରଦେଶର ଯେ କୌଣସି ସ୍ଥାନରେ ଆପଣଙ୍କ ଯାତ୍ରାକୁ ସୁରକ୍ଷିତ କରିପାରିବେ। ରେଡ୍ଡୀ ମୋହନ…
ସ୍ବାଧୀନତାର ମଣିଷ
ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍ ବାଟରେ ଚାଲିବ। ତେଣୁ ସେ ନିଜର ମିତ୍ର ହେବା ସହ ସଂସାରର ଆଶୀର୍ବାଦ ପାଲଟି…
ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା
ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ ହେଲା। ଓଡ଼ିଶାରେ ଏମିତି ତାଲାପକା ଘଟଣା ପ୍ରତ୍ୟହ ଦେଖିବାକୁ ମିଳିଲାଣି। ମାଲିକକୁ ଗୃହ…
Archives


