ସିଆଇଏ ସିଟିଓ
ପ୍ରଥମ ଥର ପାଇଁ ଜଣେ ଭାରତୀୟ ବଂଶୋଦ୍ଭବ ନନ୍ଦ୍ ମୁଲଚନ୍ଦାନି ଆମେରିକାର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି (ସିଆଇଏ)ର ଚିଫ୍ ଟେକ୍ନୋଲୋଜି ଅଫିସର (ସିଟିଓ) ନିଯୁକ୍ତ ହୋଇଛନ୍ତି। ଆମେରିକୀୟ ଗୋଇନ୍ଦାର ଏକ ଉଚ୍ଚ ପଦବୀରେ ମୁଲଚନ୍ଦାନି ଅବସ୍ଥାପିତ ହେବା ସଂକ୍ରାନ୍ତରେ ଘୋଷଣା...
ମାନବ ସେବାରେ ରେଡ୍କ୍ରସ
ଯୁଦ୍ଧ ସରିଯାଇଛି। ଯୁଦ୍ଧର ବିଭୀଷିକାକୁ ଦେଖି ମ୍ରିୟମାଣ ହୋଇଛନ୍ତି। ପାରିବାଯାଏ ଆହତ, ମୁମୂର୍ଷୁ ସୈନିକମାନଙ୍କର ସେବା, ଶୁଶ୍ରୂଷା କରିଛନ୍ତି। ଏହି ଯୁଦ୍ଧର ଭୟବହତାକୁ ସେ ବର୍ଣ୍ଣନା କରନ୍ତି ”ମେମୋରି ଅଫ୍ ସଲ୍ଫରିନୋ“ ନାମରେ। ଏହି ପୁସ୍ତକ ହିଁ ଏକ ଅନ୍ତର୍ଜାତୀୟ...
ଏଇ ଭାରତରେ
ପୋଲିସ ସେବା ଭଳି କଠୋର ଦାୟିତ୍ୱ ମଧ୍ୟରୁ ସମୟ ବାହାର କରି ପିଲାମାନଙ୍କୁ ପଢ଼ାଇବା କିଛି କମ୍ କଥା ନୁହେଁ। ଏଭଳି କାର୍ଯ୍ୟ କରି ଅଯୋଧ୍ୟାରେ ଜଣେ ପୋଲିସ ଇନ୍ସପେକ୍ଟର ରଣଜିତ ସିଂ ଯାଦବ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।...
ଏଇ ଭାରତରେ
ଜୀବନ କେମିତି ଗଢ଼ିବାକୁ ହୁଏ, ଜୀବିକା ଲାଗି ସଂଗ୍ରାମ କରି ନିଜେ ବଞ୍ଚି ଅନ୍ୟମାନଙ୍କ ମୁହଁରେ କେମିତି ହସ ଫୁଟାଇବାକୁ ହୁଏ; ତାହାର ଏକ ଦୃଷ୍ଟାନ୍ତ ହେଉଛନ୍ତି ମଧୁମିତା ଶ। ପିପଲ ଟ୍ରି ସଂସ୍ଥା ମାଧ୍ୟମରେ ହସ୍ତକଳା ବ୍ୟବସାୟ କରି...
ବିଦ୍ୟୁତ୍ ବ୍ୟବହାର: ବିଚାରଣୀୟ ବିଷୟ
ମନୋଜ ପଟ୍ଟନାୟକ ବିଦ୍ୟୁତ୍ ସେବା ଆମ ଗ୍ରାହକମାନଙ୍କୁ ଶେଷ କିଛି ସପ୍ତାହ ହେଲା ବହୁତ ବ୍ୟତିବ୍ୟସ୍ତ କରିଛି। ଏହି ବ୍ୟାଘାତ ହେତୁ ବିଭିନ୍ନ ମହଲରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବୁଦ୍ଧିଜୀବୀ କିଛି ମତବ୍ୟକ୍ତ କରିନାହାନ୍ତି ତଥାପି ଅନେକ ଖବର...
ଆତଙ୍କର ବୁଲ୍ଡୋଜର
ଭାଲଚନ୍ଦ୍ର ଷଡ଼ଙ୍ଗୀ ଦେଶରେ ଆଜିକାଲି ବୁଲ୍ଡୋଜରକୁ ନେଇ ଚର୍ଚ୍ଚା ଚାଲିଛି। ଉତ୍ତର ପ୍ରଦେଶଠାରୁ ଆରମ୍ଭକରି ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ବୁଲ୍ଡୋଜର ଏବେ ରାଜନୀତିର ନୂଆ ପ୍ରତୀକ ଭାବେ ସାମ୍ନାକୁ ଆସିଛି। ବିଶେଷକରି କେନ୍ଦ୍ର ଓ ବିଭିନ୍ନ ରାଜ୍ୟର ଶାସନ କ୍ଷମତାରେ...
ପକ୍ଷପାତ ରାଜନୀତିକୁ ଉପେକ୍ଷା
ନିକଟରେ କେରଳ ମୁଖ୍ୟ ଶାସନ ସଚିବ ଭି.ପି.ଜୟ ଗୁଜରାଟରେ ଇ-ଗଭର୍ନାନ୍ସ ପାଇଁ ଚାଲିଥିବା ଡାଶ୍ବୋର୍ଡ ସିଷ୍ଟମ ଉପରେ ଅନୁଧ୍ୟାନ କରିବା ପାଇଁ ଗାନ୍ଧୀନଗର ଗସ୍ତ କରିଥିଲେ। ଉତ୍ତମ ସରକାର ପାଇଁ ଡାଶ୍ବୋର୍ଡ ସିଷ୍ଟମକୁ ଅନ୍ୟ ରାଜ୍ୟଗୁଡ଼ିକ ଗ୍ରହଣ କରିବାର ଏହା...
ଏଇ ଭାରତରେ
ପରିବେଶ ଓ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣି ଆଦିବାସୀମାନଙ୍କୁ ସୁସ୍ଥ ଜୀବନର ବାଟ ଦେଖାଇଛନ୍ତି ମୁମ୍ବାଇର କାସାନ୍ଦ୍ରା ନଜରେଥ ଏବଂ ତାଙ୍କ ଟିମ୍। ଆର୍ୟେ ଜଙ୍ଗଲ ଓ ମାଧ ଆଇଲ୍ୟାଣ୍ଡରେ ଓ୍ବର୍ଲି ସମ୍ପ୍ରଦାୟର ୨,୫୦୦ ପରିବାରକୁ ବାୟୋ ଟଏଲେଟ ଏବଂ...
ମାଗଣା ଓ ମହରଗ
ଡ.ପ୍ରଫୁଲ୍ଲ କୁମାର ସାହୁ ଏବେ ଭୟଙ୍କର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି ଶ୍ରୀଲଙ୍କା। ଖାଦ୍ୟପଦାର୍ଥ, ତୈଳ, ରନ୍ଧନ ଗ୍ୟାସ୍, ଔଷଧ ଓ ଦୁଗ୍ଧ ଇତ୍ୟାଦି ଅତ୍ୟାବଶ୍ୟକ ଜିନିଷର ଘୋର ଅଭାବ। ଦର ଆକାଶଛୁଆଁ । ଶ୍ରୀଲଙ୍କା ମୁଦ୍ରା ରୁପିରେ...
ଶାସନରେ ଇତିହାସର ଦାବି
ଏଡୋଆର୍ଡୋ କ୍ୟାମ୍ପନେଲା ମହାମାରୀ ପୂର୍ବରୁ ନୋଷ୍ଟାଲଜିକ୍ (ଅତୀତର ଗୌରବକୁ ମନେପକାଇ ସ୍ବପ୍ନାଭିଳାଷ କିମ୍ବା ଆସକ୍ତ ଭାବ ପୋଷଣ କରିବା) ବୈଶ୍ୱିକ ରାଜନୀତିର ଏକ ପ୍ରମୁଖ ଶକ୍ତି ଥିଲା। ଆମେରିକାକୁ ପୁନଶ୍ଚ ମହାନ୍ କରି ଗଢ଼ିତୋଳିବା ଲାଗି ପ୍ରତିଶ୍ରୁତି ଦେଇ ଡୋନାଲ୍ଡ...
କଠୋପନିଷଦର ପ୍ରତିପାଦ୍ୟ ସିଦ୍ଧାନ୍ତ
ଡା. ଗୋପାଳ ଚନ୍ଦ୍ର ଦାଶ କଠୋପନିଷଦର ବିଷୟବସ୍ତୁ ମୁଖ୍ୟତଃ ବ୍ରହ୍ମ ଓ ଆତ୍ମା ସିଦ୍ଧାନ୍ତ ଉପରେ ପର୍ଯ୍ୟବସିତ। ଉପନିଷଦକାର ଯମ-ନଚିକେତା ଖବର ମାଧ୍ୟମରେ ଏହି ତତ୍ତ୍ୱକୁ ଅଗ୍ନିବିଦ୍ୟା ଓ ଆତ୍ମବିଦ୍ୟା ଭାବରେ ବର୍ଣ୍ଣନା କରିଛନ୍ତି। ପ୍ରଶ୍ନୋତ୍ତର ମାଧ୍ୟମରେ ଆଚାର୍ଯ୍ୟ ଯମ...
ଦେଖିବାର କଳା
ସୃଷ୍ଟିରେ କ’ଣ ଦେଖିପାରିବା , କ’ଣ ଦେଖି ନ ପାରିବା ତାହା ହିଁ ପ୍ରଶ୍ନ। ଜୀବ ଓ ଜଡ଼ବସ୍ତୁ , ସବୁକିଛି ସ୍ରଷ୍ଟାଙ୍କ ସୃଷ୍ଟି। ସୃଷ୍ଟିର କୌଣସି ଏକ ଜୀବ ଓ ଜଡ଼ବସ୍ତୁ ମଧ୍ୟରେ ପ୍ରଭେଦ ଦେଖିବାକୁ ମିଳେ। ଜୀବର...