ଅନଶନ ସହଜ ନୁହେଁ
ଏନ୍ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ କରିଆସୁଥିବା ସାମାଜିକ ତଥା ଜଳବାୟୁ କର୍ମୀ ସୋନମ ଓ୍ବାଙ୍ଗ୍ଚୁକ୍ଙ୍କୁ ଦିଲ୍ଲୀ ପୋଲିସ ଉଠାଇ…
ଏଇ ଭାରତରେ
ପ୍ରଦ୍ୟୋତ ଭୋଲେଟି ଗରିବ ଓ ଅସହାୟ ପିଲାଙ୍କୁ ମାଗଣାରେ ବାସ୍କେଟବଲ ପ୍ରଶିକ୍ଷଣ ଦେଉଛନ୍ତି। ସେ ଡ୍ରିବଲ ଏକାଡେମୀ ମାଧ୍ୟମରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସେ ରହୁଛନ୍ତି ଗେଝାରେ ଏବଂ ଏହା ଆଖପାଖର ୮ଟି ଗାଁର ପିଲାଙ୍କୁ ଖେଳ ଶିଖାଉଛନ୍ତି।…
ନୂଆ ପିଢ଼ି ପାଇଁ ଅପରିଚିତ ଅକ୍ଷର
ଭାଷା କେବଳ ଭାବ ବିନିମୟର ମାଧ୍ୟମ ନୁହେଁ; ଏହା ଏକ ଜାତିର ସଭ୍ୟତା, ସଂସ୍କୃତି, ଇତିହାସ ଓ ଅସ୍ମିତାର ବାହକ। ମଣିଷର ଚିନ୍ତାଧାରା, ସୃଜନଶୀଳତା ଏବଂ ସାଂସ୍କୃତିକ ଚେତନାର ପ୍ରଥମ ପରିଚୟ ହେଉଛି ତା’ର ମାତୃଭାଷା। ଓଡ଼ିଆ ଭାଷା ତା’ର ସମୃଦ୍ଧ…
ବ୍ୟାଙ୍କ ଜାତୀୟକରଣର ପୃଷ୍ଠଭୂମି
ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ କାୟା ବିସ୍ତାର କରି ୧୭୭୦ ମସିହାରେ କଲିକତାରେ ବ୍ୟାଙ୍କ ଅଫ୍ ହିନ୍ଦୁସ୍ତାନ ନାମକ ବାଣିଜି୍ୟକ ବ୍ୟାଙ୍କ ଖୋଲିଥିଲା। ଏ ବ୍ୟାଙ୍କ ତିଷ୍ଠି ନ ପାରିବାରୁ ୧୮୨୯-୩୨ରେ ବନ୍ଦ ହୋଇଯାଇଥିଲା। ଆଜିର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସ୍ବିଆଇ)…
ଆନ୍ଦୋଳନର ତିନୋଟି କଥା
କକ୍ରୋଚ୍ ଜନତା ପାର୍ଟିର ବିକ୍ଷୋଭ ପ୍ରଦର୍ଶନକୁ ନେଇ ମୋ ମନକୁ କିଛି କଥା ବା ବିଚାର ଆସୁଛି। ପ୍ରଥମ କଥା ହେଉଛି, ସୋନମ ୱାଙ୍ଗଚୁକଙ୍କ ସମେତ ଏହାର କର୍ମକର୍ତ୍ତାଙ୍କ ଦ୍ୱାରା କରାଯାଇଥିବା ଅନଶନର ଏକମାତ୍ର ଦାବି ହେଉଛି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର…
ମୁଁ କବି ହେବି
ବନ୍ଧୁ ହାରାଧନ ବାବୁ କହିଲେ- ମୋତେ କେତୋଟି ପତ୍ରିକାର ଠିକଣା ଦିଅ। ମୁଁ ମୋ କବିତା ପଠାଇବି। କେଉଁ ପତ୍ରିକା? ମୁଁ ପଚାରିଲି। ସେ କହିଲେ- ଯେଉଁ ପତ୍ରିକାର ସମ୍ପାଦକଙ୍କ ସହିତ ତୁମର ସମ୍ପର୍କ ଅଛି। ମୋ କବିତା ବାହାର କରିବାକୁ…
ଡେଥ୍ ଟେକ୍-ମୃତ୍ୟୁର ବଜାରୀକରଣ
କିଛିଦିନ ତଳେ ଗୋଟିଏ ବିବାହ ସମାରୋହର ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବେ ପ୍ରସାରିତ ହୋଇଥିଲା। ଭିଡିଓଟି ଭାଇରାଲ ହେବାର ମୁଖ୍ୟ କାରଣ ଥିଲା ଯେ ଏଥିରେ ବରପାତ୍ରର ଦିବଂଗତ ପିତା ସ୍ବର୍ଗରୁ ଅବତରଣ କରି ବିବାହ ଉତ୍ସବରେ ଯୋଗଦାନ କରୁଛନ୍ତି।…
ନିୟମ ମାନିବାକୁ ପଛଘୁଞ୍ଚା
ସରକାରମାନେ ଆଇନର ଶାସନ ବିଷୟରେ କହୁଥିଲେ ମଧ୍ୟ ନିଜେ ତାହାକୁ ମାନିବାକୁ ପଛଘୁଞ୍ଚା ଦେଇଥାନ୍ତି। ଖାଦ୍ୟ ମନ୍ତ୍ରଣାଳୟ ଦ୍ୱାରା ଏଫ୍ସିଆଇର ଜଣେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ନିଲମ୍ବନ ଆଦେଶକୁ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି)ରଦ୍ଦ କରିବା ଏହାର ଏକ ସ୍ପଷ୍ଟ ଉଦାହରଣ।…
ଏଇ ଭାରତରେ
ନର୍ସ ଭାବେ ଦୀର୍ଘ ୪୦ବର୍ଷ ଧରି ସାଇକେଲରେ ଉତ୍ତର ପଶ୍ଚିମବଙ୍ଗର ଚା’ବଗିଚା ଅଞ୍ଚଳକୁ ଯାଇ ଆଦିବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ସହ ସେଠାରେ ଅନେକ କିଛି ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇପାରିଛନ୍ତି ଗୀତା କର୍ମାକାର । ବିଶେଷକରି ମାତୃ ଓ ଶିଶୁ ମୃତ୍ୟୁହାର…
କାହିଁକି ଏ ନୈରାଶ୍ୟବୋଧ
କାର୍ଯ୍ୟ ପଛରେ ନିହିତ ଥାଏ କାରଣଟିଏ। ମଣିଷ ଏହି କାରଣଟି ପାଇଁ ଧାଉଁଥାଏ କାର୍ଯ୍ୟ ପଛରେ। ଲକ୍ଷ୍ୟ ଥାଏ ସଫଳତା ପାଇଁ। ତେବେ ମଣିଷ କେବେକେବେ ସଫଳତାକୁ ହାତମୁଠାରେ ଧରି ଖୁସିରେ ମସ୍ଗୁଲ ହୋଇଉଠେ ତ କେତେବେଳେ ସଫଳତା ପାଇ ନ…
ଭାସୁକୁଟି
ସକାଳ ହେଲେ ଯେପରି କୁଆକୋଇଲି ରାବଦେଇ ଡାକନ୍ତି, ସେପରି ଭାସୁକୁଟି ମଧ୍ୟ ଆରମ୍ଭ ହୁଏ ଗାଁରେ। ନଦୀ, ପୋଖରୀ ନିକଟରେ ଅବା ପାଇପ ମୂଳରେ ପାଣି ଭରୁଥିବା ମହିଳା, ଚା’ଦୋକାନରେ ବସିଥିବା ଲୋକେ, ହାଟବାଟରେ ଭେଟାଭେଟି ହେଉଥିବା ମଣିଷ ସମସ୍ତଙ୍କ ମନରେ…
ଇରାନ୍ ଯୁଦ୍ଧ ଓ ବିଶ୍ୱ ଅର୍ଥବ୍ୟବସ୍ଥା
ଇରାନ୍ ଉପରେ ଆମେରିକା-ଇସ୍ରାଏଲ୍ର ବାରମ୍ବାର ଆକ୍ରମଣ ଆର୍ଥିକ ବଜାର ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟରେ ଅଧିକ ଅସମାନତାକୁ ସ୍ପଷ୍ଟ କରିଛି। ଏଭଳି ସଙ୍କଟ ବିଶ୍ୱ ଅର୍ଥବ୍ୟବସ୍ଥାକୁ କିପରି ଭିନ୍ନ ଭିନ୍ନ ଭାବେ ପ୍ରଭାବିତ କରେ, ତାହାକୁ ମଧ୍ୟ ସାମ୍ନାକୁ ଆଣିଛି। ତୈଳ…

