ସମ୍ପାଦକୀୟ

ଏଇ ଭାରତରେ

ପଞ୍ଜାବର ସୁଖପାଲ ସିଂ ସିଦ୍ଧୁ ଜଣେ ପ୍ରଥମିକ ବିଦ୍ୟାଳୟର ଶିକ୍ଷକ। ସେ ଶିକ୍ଷାର ମହତ୍ତ୍ୱ ବୁଝି ତାହାକୁ ସାମାଜିକ ସ୍ତରରେ ପ୍ରତିଫଳିତ କରିଛନ୍ତି । ଶିକ୍ଷା ବିନା ସଶକ୍ତ ନାଗରିକ ହେବା ଅସମ୍ଭବ; ତାହା ମଧ୍ୟ ସେ ହୃଦୟଙ୍ଗମ କରିଛନ୍ତି ।…

ଆଳୁ ଖୋଳୁ ଖୋଳୁ ମହାଦେବ

ଥରେ ଜଣେ ଚାଷୀ ନିଜ ବିଲରେ ଆଳୁ ଖୋଳୁ ଖୋଳୁ ତାଙ୍କ କୋଦାଳରେ ପଥର ଭଳି କ’ଣ ବାଜିଲା। ଯେଉଁ ବିଲକୁ ସିଏ ପୁରୁଷାନୁକ୍ରମେ ଚାଷ କରି ଆସୁଛନ୍ତି, ସେଠି ପଥର ରହିବା କଥା ସିଏ ବିଶ୍ୱାସ କରି ନ ପାରି…

ନାରୀ ସଶକ୍ତୀକରଣ ଓ ଗୋଷ୍ଠୀ ଗଠନ

ଆନ୍ତର୍ଜାତିକ ଖାତିସମ୍ପନ୍ନ ବ୍ୟାଖ୍ୟାକାର ‘ଜାକେବ୍‌ ଜର୍ଜ ହିଲିଓକ’ଙ୍କ ଭାଷାରେ ସମବାୟ ହେଉଛି ଏକ ସ୍ବେଚ୍ଛାକୃତ ସମ୍ମେଳନ, ଯହିଁରେ ସମସ୍ତଙ୍କ ସହଭାଗୀ, ଯୋଗଦାନ ଓ କର୍ତ୍ତୃତ୍ୱ ମଧ୍ୟରେ ଏକ ଐକ୍ୟବଦ୍ଧ ଉଦ୍ୟୋଗଟି ପରିପୂର୍ଣ୍ଣ ପଥରେ ଅଗ୍ରସର ହୋଇଥାଏ।’ ଭାରତର ବହୁ ପ୍ରାଚୀନ କାଳରୁ…

ଭାରତରେ ଷ୍ଟାରଲିଙ୍କ୍‌

ଆମେରିକାର ଏରୋସ୍ପେସ୍‌ କମ୍ପାନୀ ସ୍ପେସ୍‌ଏକ୍ସ ଅଧୀନରେ ଥିବା ଷ୍ଟାରଲିଙ୍କ୍‌ ଇଣ୍ଟରନେଟ ସେବାର ଭାରତ ପ୍ରବେଶକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଉଲ୍ଲେଖନୀୟ ଯେ, ସ୍ପେସ୍‌ଏକ୍ସର ମାଲିକ ହେଉଛନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିବିଶେଷ ଏଲନ୍‌ ମସ୍କ। ସେ ୨୦୨୦ରେ ପ୍ରଥମେ…

ଏଇ ଭାରତରେ

ମାମଲାଗୁଡ଼ିକର ଆପୋସ ସମାଧାନ ଦିଗରେ ଏକ ମାଇଲଖୁଣ୍ଟ ସାଜିଛି ଲିଗାଲ ଷ୍ଟାର୍ଟଅପ ‘ସମ’। ପ୍ରଞ୍ଜଳ ସିହ୍ନା, ଅକ୍ଷତ ଅଶୋକ ଏବଂ ବିକ୍ରମ କୁମାର ଏହି ଷ୍ଟାର୍ଟଅପ ପ୍ରତିଷ୍ଠା କରିଛନ୍ତି। ଚାଣକ୍ୟଙ୍କ ନୀତିରେ ଚାରି ନିୟମ ମଧ୍ୟରେ ଥିବା ‘ସମ’କୁ ଆଧାର କରି…

ଭାରତୀୟ ସାମୁଦ୍ରିକ ଶକ୍ତିର ଉତ୍ଥାନ

ର ଅବିଶ୍ୱାସୀ ତଥା ବିସ୍ତାରବାଦୀ ଚାଇନା ଧୀରେ ଧୀରେ ଭାରତ ମହାସାଗରରେ ତା’ର ଦବ୍‌ଦବା ବଢ଼ାଇବାରେ ଅବିରତ ପ୍ରୟାସରତ। ଦେଖୁନାହାନ୍ତି, ଚାଇନା ଭାରତର ଉତ୍ତରପଶ୍ଚିମ ଦିଗରେ ପାକିସ୍ତାନର ବେଲୁଚିସ୍ତାନରେ ଅବସ୍ଥିତ ଗ୍ବାଦର୍‌ ଓ କରାଚି, ଉତ୍ତର ପୂର୍ବରେ ମ୍ୟାନ୍‌ମାରର କ୍ୟାକପ୍ୟୁ ବନ୍ଦର,…

ଶିକ୍ଷକଙ୍କ ପରିବର୍ତ୍ତିତ ଭୂମିକା

ଯୁଗେ ଯୁଗେ ଗୁରୁ ବା ଶିକ୍ଷକସମାଜ ହିଁ ସମାଜ ପରିବର୍ତ୍ତନର ଦଧୀଚି ଓ ବିଶ୍ୱକର୍ମା। ଶିକ୍ଷକସମାଜ ବିନା ଅନ୍ୟ କୌଣସି ସମାଜ ବୈଚାରିକ ପରିବର୍ତ୍ତନର ମଙ୍ଗ ଧରିବା କଷ୍ଟସାଧ୍ୟ, ଯଦିଓ ସହଯୋଗୀ ଭାବରେ କାମ କରିପାରନ୍ତି। ଅନ୍ୟମାନଙ୍କ ଅପେକ୍ଷା ଶିକ୍ଷକମାନେ ନିତ୍ୟ…

ମାନଚିତ୍ର ବଦଳିଯାଇପାରେ

ଭାରତକୁ ବିଶ୍ୱସ୍ତରରେ ଅନ୍ୟତମ କ୍ଷମତାଶାଳୀ ଦେଶ ଭାବେ ଏଠାକାର ରାଷ୍ଟ୍ରୀୟ ନେତାମାନେ ପ୍ରଦର୍ଶନ କରିଚାଲିଛନ୍ତି। ବିଭିନ୍ନ ମଞ୍ଚରେ ଭାରତର ଉତ୍ଥାନ ବିଷୟରେ ଅନେକ ନେରେଟିଭ୍‌ ବା ବ୍ୟାଖ୍ୟାନ କରାଯାଉଛି। କେତେକେ ଭାରତ ଭୂମିର ସଫଳତାର ଊର୍ଦ୍ଧ୍ୱକୁ ଉଠି ମହାକାଶ କ୍ଷେତ୍ରରେ ଉଲ୍ଲେଖନୀୟ…

ତାରାର ମୃତ୍ୟୁରେ ଆମର ଜୀବନ

ଖ୍ୟାତ କବି ୱାଲ୍ଟ ୱିଟ୍‌ମ୍ୟାନ ତାଙ୍କ କବିତା ‘ଲିଭ୍ସ ଅଫ୍‌ ଗ୍ରାସ’ରେ କହିଥିଲେ, ”ମୁଁ ବିଶ୍ୱାସକରେ ଯେ ଗୋଟିଏ ଘାସପତ୍ରରେ ମଧ୍ୟ ତାରାମାନଙ୍କର ଜୀବନଚକ୍ରର ପ୍ରଭାବ ରହିଛି।“ ଏହା କହିବାର ତାତ୍ପର୍ଯ୍ୟ ହେଉଛି, ଆମ ସମସ୍ତଙ୍କ ଉତ୍ପତ୍ତି ତାରାମାନଙ୍କଠାରୁ। ପୃଥିବୀ ପୃଷ୍ଠରେ…

ମୋର ଭୁଲ୍‌ କେଉଁଠି

ଅଚିହ୍ନା ଥିବା ଯାଏ ମୋ ମାଆଙ୍କୁ ସଭିଏଁ ଭଲ ପାଉଥିଲେ, ଆଦର ଯତ୍ନ କରୁଥିଲେ। ସୁନ୍ଦର ସୁନ୍ଦର ପରାମର୍ଶ ଦେଉଥିଲେ ଯଥା- ଠିକ୍‌ ସମୟରେ ଖାଅ, ସୁଷମ ଖାଦ୍ୟ ଖାଅ, ବିଶ୍ରାମ ନିଅ, ଭାରି କାମ କରନାହିଁ, ସର୍ବଦା ହସଖୁସିରେ ରୁହ,…

କେବଳ ଛଳନା

ଯଦି ତୁମ ସହିତ ମୋର କିଛି ବିବାଦ ଅଛି, ତେବେ ମୁଁ ଏହାକୁ ତିନୋଟି ଉପାୟ ମଧ୍ୟରୁ ଯେକୌଣସି ଗୋଟିଏରେ ସମାଧାନ କରିପାରିବି। ପ୍ରଥମଟି ହେଉଛି ଆଲୋଚନା(ବୁଝାମଣା) ଦ୍ୱାରା। ଯଦି ଉଭୟ ପକ୍ଷର ବିଚାର ସ୍ପଷ୍ଟ ଏବଂ ଉଭୟେ ସେମାନଙ୍କ ସ୍ବାର୍ଥ…

ଖବରକାଗଜ ଓ ଆମେ

ଭାରତ ସ୍ବାଧୀନ ହେବାର ୭୭ ବର୍ଷ ପରେ ଏବେ ଖବରକାଗଜ ଉପରେ ସମୀକ୍ଷା କରିବାର ଆବଶ୍ୟକତା ଅନୁଭୂତ ହେଉଛି। ସ୍ବାଧୀନତା ଲାଭ ପୂର୍ବରୁ ଭାରତର ସ୍ବାଧୀନତା ଆନ୍ଦୋଳନକୁ ଆହୁରି ସକ୍ରିୟ କରିବାକୁ ଖବରକାଗଜକୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଥିଲା। ସ୍ବାଧୀନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?