ସମ୍ପାଦକୀୟ

କାର୍ଯ୍ୟକାରୀ ହେବ ନାହିଁ

ଭାରତ ଏକ ଧର୍ମନିରପେକ୍ଷ ଦେଶ। ଏଠାରେ ବିଭିନ୍ନ ଧର୍ମର ଲୋକ ସହାବସ୍ଥାନ କରନ୍ତି। କିନ୍ତୁ ଅନେକ ସମୟରେ ଧର୍ମୀୟ ପୀଠ ଯଥା ମନ୍ଦିର, ମସ୍‌ଜିଦ କିମ୍ବା ଗୀର୍ଜାକୁ ନେଇ ବିବାଦ ଦେଖାଯାଉଛି। ବିବାଦ ଉପୁଜୁଛି ଏଗୁଡ଼ିକର ସ୍ଥାନକୁ ନେଇ। ଦେଖାଯାଏ ଅନେକ…

ଏଇ ଭାରତରେ

କର୍ପୋରେଟ ଚାକିରି ଛାଡ଼ି ହିମାଳୟର ଦାର୍ଜିଲିଂ ନିକଟସ୍ଥ ଗାଁଗୁଡ଼ିକୁ ବର୍ଜ୍ୟମୁକ୍ତ କରିବାରେ ଲାଗିଛନ୍ତି ଉତ୍ସ ପ୍ରଧାନ। ସେ ସ୍ଥାନୀୟ ପରମ୍ପରା ଓ ହିମାଳୟର କ୍ଷତିଗ୍ରସ୍ତ ପରିସଂସ୍ଥାର ପୁନରୁଦ୍ଧାର କରିବା ସହ ଗାଁଗୁଡ଼ିକୁ ପରିବେଶ ଉପଯୋଗୀ କରୁଛନ୍ତି। ଉତ୍ସଙ୍କ ବୟସ ଏବେ ୪୩।…

ଦେଶ କୁଆଡ଼େ ଯାଉଛି

ଜିକାଲି ନିଧିଆ ବାପାଙ୍କୁ ଭୁଲିବା ବେମାର ଧରିଛି। ସେ ଯାହା ବି କହୁଛନ୍ତି , ତାକୁ ପୁନରାବୃତ୍ତି କରୁଛନ୍ତି। ଜ୍ଞାନୀ ଏବଂ ତାଙ୍କ ସଂସ୍ପର୍ଶରେ ଆସୁଥିବା ଲୋକମାନେ ବୁଝିସାରିଛନ୍ତି ଯେ ରୋଗ ଆଳରେ ଏହା ବାର୍ଦ୍ଧକ୍ୟ । ଗତ କିଛି ଦିନ…

ଛାତ୍ର ଶକ୍ତି, ରାଷ୍ଟ୍ରର ଶକ୍ତି

କଟରେ ଭାରତ ଓ ପଡ଼ୋଶୀ ବାଂଲାଦେଶରେ ଦୁଇଟି ଆନ୍ଦୋଳନାତ୍ମକ ଘଟଣା ଘଟିଯାଇଛି, ଯାହା ଛାତ୍ର ଶକ୍ତିର ପରାକାଷ୍ଠାକୁ ପୁଣି ଥରେ ପ୍ରତିପାଦିତ କରିଛି। ସାଧାରଣ ଜନତା ଯାହା କରିବାରେ ସମର୍ଥ ହୋଇନଥା’ନ୍ତି, ତାହା ଛାତ୍ରଙ୍କ ଦ୍ୱାରା ସମ୍ଭବ ହୋଇପାରିଥାଏ। ପଶ୍ଚିମବଙ୍ଗରେ ଗତ…

ଏକ ନମ୍ବର ପଛରେ

ଏକ ନମ୍ବରରେ ରହିବା ପାଇଁ ଏବେ ଚାରିଆଡ଼େ କସରତ ହେଉଛି। ପୂର୍ବରୁ ଭାବୁଥିଲୁ ଯେ, ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରିବାକୁ ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ସବୁକିଛି ଉଦ୍ୟମ କରିଦଅନ୍ତି। ଦରକାର ପଡ଼ିଲେ ପିଲାଙ୍କୁ କପି କରିବା ପାଇଁ ମଧ୍ୟ ଉସୁକାଇଥାଆନ୍ତି। ଏବେ…

ଏଇ ଭାରତରେ

ଭୁଲ କାମ ପାଇଁ ପିଲାମାନଙ୍କୁ ମା’ବାପା ଦଣ୍ଡ ଦିଅନ୍ତି ସତ କିନ୍ତୁ ଦଣ୍ଡ ଦେବା ପରେ ନିଜେ ବହୁତ କଷ୍ଟ ପାଆନ୍ତି। ଏମିତିକି ଦଣ୍ଡ ଦେବା ପରେ ଲୁଚି ଲୁଚି କାନ୍ଦନ୍ତି ଓ ପିଲାମାନଙ୍କୁ ଗେଲ ବି କରନ୍ତି। ହେଲେ ଏମିତି…

ପ୍ରଣାମ ମାହାତ୍ମ୍ୟ

ପିତାମହ ଭୀଷ୍ମ ମନଯୋଗ ସହ ଯୁଦ୍ଧ କରୁ ନ ଥିବା ଅଭିଯୋଗ କରି ଦୁର୍ଯ୍ୟୋଧନ ତାଙ୍କ ପ୍ରତି କଟୁ ଶବ୍ଦ ପ୍ରୟୋଗ କଲା ପରେ ପିତାମହ ବଚନ ଦେଇଥିଲେ ଯେ, ସେ ପରଦିନ ଯୁଦ୍ଧରେ ପାଣ୍ଡବମାନଙ୍କ ବିନାଶ କରିବେ। ଏ କଥା…

ଆତ୍ମହତ୍ୟା: ସାମାଜିକ ଓ ସ୍ବାସ୍ଥ୍ୟ ସମସ୍ୟା

ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ରିପୋର୍ଟ ମୁତାବକ ସାରା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ଦଶ ଲକ୍ଷ ଲୋକ ଆତ୍ମହତ୍ୟା କରି ମୃତ୍ୟୁବରଣ କରୁଛନ୍ତି। ଅର୍ଥାତ ପ୍ରତି ଦିନ ୩,୦୦୦ ଲୋକ ଆତ୍ମହତ୍ୟା କରୁଛନ୍ତି। ଯେତେ ଲୋକ ଆତ୍ମହତ୍ୟା କରି ମୃତ୍ୟୁବରଣ, କରୁଛନ୍ତି ତାହାର…

ଅନ୍ଧବିଶ୍ୱାସ କରିଦେଉଛି ଅନ୍ଧ

ଇଂଲିଶ ମିଡିୟମ ସ୍କୁଲରେ ପଢ଼ି ବଡ଼ ହେଇହେବ ଓ ତାଙ୍କ ପୂର୍ବ ପୁରୁଷଙ୍କଠାରୁ ଉତ୍ତମ ଶିକ୍ଷା ପାଇବା ଆଶା ରଖି ଉତ୍ତରପ୍ରଦେଶ ହାଥରାସ ଜିଲା ନିକଟବର୍ତ୍ତୀ ଡିଏଲ୍‌ ପବ୍ଲିକ୍‌ ସ୍କୁଲରେ ପୁଅକୁ ଭର୍ତ୍ତି କରିଥିଲେ ସ୍ଥାନୀୟ ବାସିନ୍ଦା କ୍ରିଷ୍ଣା କୁସଓ୍ବା। ହେଲେ…

ଏଇ ଭାରତରେ

ବାଉଁଶରେ ନିର୍ମିତ ବିଭିନ୍ନ ଉପକରଣ ଦେଖିଛନ୍ତି ଓ ବ୍ୟବହାର ମଧ୍ୟ କରୁଛନ୍ତି। କିନ୍ତୁ ବାଉଁଶରେ ସାଇକେଲ ତିଆରି ହେବା ଓ ରାସ୍ତାରେ ଚାଲିବା ନିଶ୍ଚିତ ଭାବେ ଏକ ଅଜବ ଘଟଣା। ବିହାର ସମସ୍ତିପୁର ବାସିନ୍ଦା ଅମରେଶ କୁଶଓ୍ବା ଏଭଳି ସାଇକେଲ ନିର୍ମାଣ…

ପ୍ରତିରକ୍ଷା ବିଶେଷଜ୍ଞରୁ ପ୍ରଧାନମନ୍ତ୍ରୀ

ବିବାହ ପରେ ମହିଳାମାନେ ସ୍ବାମୀଙ୍କ ସାଙ୍ଗିଆରେ ପ୍ରାୟତଃ ପରିଚିତ ହେଉଥିବା ଦେଖିବାକୁ ମିଳେ। ଭାରତରେ ମଧ୍ୟ ସମାନ ସ୍ଥିତି। କିନ୍ତୁ ଏଠାରେ ସେଥିପାଇଁ କିଛି ଆଇନ ନାହିଁ। ହେଲେ ଜାପାନରେ ଯୁବତୀ ବିବାହ କରିବା ପରେ ସେ ସାଙ୍ଗିଆ ହରାଇବା ଥୟ।…

ଦୁର୍ନୀତିର ଚେର

ବୈକୁଣ୍ଠନାଥ ମିଶ୍ର ପ୍ରାକ୍‌ ସ୍ବାଧୀନତା କାଳରେ ବିଦେଶୀ ଶାସକଙ୍କ ଉତ୍ପୀଡ଼ନରେ ଦେଶବାସୀ ଅକଥନୀୟ ଦୁରବସ୍ଥା ଭୋଗୁଥିଲେ । ଆଶାଥିଲା ବିଦେଶୀ ଶାସନର ଅବସାନ ପରେ ସ୍ବଦେଶୀ ଗଣତାନ୍ତ୍ରିକ ବିଧିବ୍ୟବସ୍ଥାରେ ସେମାନେ ଏକ ନୂତନ ସୂର୍ଯ୍ୟର ଆଭାରେ ଆଲୋକିତ ହେବେ। କିନ୍ତୁ କ୍ଷୋଭ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri