କାର୍ଯ୍ୟ କରିବାର ସମୟ ଆସିଛି
ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ହେପାଟାଇଟିସ୍ ବିପକ୍ଷରେ ଲୋକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଜୁଲାଇ ୨୮ ତାରିଖରେ ବିଶ୍ୱ ହେପାଟାଇଟିସ୍ ଦିବସ ପାଳନ କରିଆସୁଛି। ବିଶ୍ୱବ୍ୟାପୀ ଏହି ଦିବସ ପାଳିତ ହୋଇଥାଏ। ପ୍ରତିବର୍ଷ ପରି ଚଳିତବର୍ଷର ବାର୍ତ୍ତା ରହିଛି ‘କାର୍ଯ୍ୟ କରିବାର…
ସ୍ବାସ୍ଥ୍ୟସେବାରେ ପାତରଅନ୍ତର
ବୃହସ୍ପତି ସାମଲ ଭାରତର ଜନସଂଖ୍ୟା ଅନୁପାତରେ ଆବଶ୍ୟକ ସଂଖ୍ୟକ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ଚିକିତ୍ସାଳୟର ଅଭାବ ଯୋଗୁ ହାସ୍ପାତାଳଗୁଡ଼ିକ ଉତ୍କୃଷ୍ଟ ମାନର ସ୍ବାସ୍ଥ୍ୟସେବା ଯୋଗାଇଦେବାରେ ବିଫଳ ହେଉଛନ୍ତି। ବିଭିନ୍ନ ଗୋଷ୍ଠୀ, ଜାତି, ଲିଙ୍ଗ, ଅର୍ଥନୈତିକ ଓ…
ସମର୍ଥକ ନିରାଶ
ବଜେଟକୁ ନେଇ ନିରାଶ ହୋଇ ପ୍ରଧାନମନ୍ତ୍ରୀଙ୍କ ସମର୍ଥକମାନେ ସ୍ବର ଉତ୍ତୋଳନ କରିଛନ୍ତି। ବିଶେଷକରି ମଧ୍ୟବିତ୍ତ ଶ୍ରେଣୀ ସହିତ ଜଡ଼ିତ ବିଷୟ (ଏହି ବଜେଟରେ ଟିକସ ଏବଂ ସମ୍ପତ୍ତି ବିକ୍ରୟ) ଅସନ୍ତୋଷ ସୃଷ୍ଟି କରିଛିି। ସେମାନଙ୍କ ଅଭିଯୋଗ ଅସ୍ବାଭାବିକ ମନେହୁଏ, କାରଣ ସେମାନେ…
ଏଇ ଭାରତରେ
ଜୀବିକା ପାଇଁ ମାଛ ଧରୁଥିବାବେଳେ ଗଛ ଲଗାଇ ଜୈବ ବିବିଧତାର ସୁରକ୍ଷା କରୁଛନ୍ତି କେରଳର କଣ୍ଡଲ ରଞ୍ଜନ। କନ୍ନୁର ଜିଲାରେ କଣ୍ଡଲଙ୍କ ଘର। କଣ୍ଡଲର ଅର୍ଥ ହେଉଛି ମ୍ୟାନଗ୍ରୋଭ। ତାଙ୍କ ନାମକରଣ ଏଭଳି କରାଯାଇଛି ସତ, କିନ୍ତୁ ତାଙ୍କ କାମ ତାହାର…
ବିଷମିଶା ରଙ୍ଗିନ ଖାଦ୍ୟ
ବର୍ଷାଦିନେ ଲଗାଣ ବର୍ଷା ଭିତରେ ଗରମ କୋବି ମାଞ୍ଚୁରିଆନ, ରଙ୍ଗିନ ମିଠା, କଟନକ୍ୟାଣ୍ଡି ଆଉ ସ୍କୁଲ ଯାଉଥିବା ପିଲାଙ୍କ ପାଇଁ ବରଫ ଗୋଲା ହେଉ ବା ରଙ୍ଗିନ ଚୁସ୍କି, ଏହା ସବୁ ନିଶ୍ଚିନ୍ତ ଲୋଭନୀୟ, ଆକର୍ଷଣୀୟ ଓ ପାଗ ଦେଖା ପାଟି…
ବଜେଟରେ ସାଧାରଣ ଜନତା
ଜୁଲାଇ ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଉପସ୍ଥାପନ କରିଥିଲେ। ପୂର୍ବଥର ଭଳି ବଜେଟ ଏଥର ଦେଶର ସାଧାରଣ ଜନତା ବିଶେଷ କରି କୃଷକ, ଶ୍ରମିକ, ଯୁବକ, ମହିଳା ଏପରିକି ମଧ୍ୟବିତ୍ତ ଶ୍ରେଣୀକୁ ନିରାଶ କରିଛି। ବଜେଟରେ ଦେଶର ଅର୍ଥନୈତିକ…
ଇସ୍ତଫା ପଛର କାରଣ
ଜଣେ ଆଇଏଏସ୍ ପ୍ରୋବେସନରଙ୍କ ନକଲି ସାର୍ଟିଫିକେଟ୍କୁ ନେଇ ହୋଇଥିବା ଘୋଟାଲା ପରେ ୟୁପିଏସ୍ସି ଅଧ୍ୟକ୍ଷ ଡ. ମନୋଜ ସୋନି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଗୁଜବ ସୃଷ୍ଟି ହୋଇଛି। କିନ୍ତୁ ସୋନି ପ୍ରାୟ ୧ମାସ ପୂର୍ବରୁ ଇସ୍ତଫା ଦେଇଥିବା ବିଷୟ…
ଅସ୍ତମିତ ଅସ୍ମିତା
ଦୁବଂଶ ଧ୍ବଂସ ମୂଳରେ ଥିଲା କୋକୁଆ। ବାସ୍ତବରେ କୋକୁଆର ସ୍ବରୂପ କେହି ଦେଖି ନ ଥିଲେ। କୋକୁଆ କୌଣସି ଜୀବ ବା ଜୀବାଣୁ ନ ଥିଲା। ଜନମୁଖରେ କେବଳ କୋକୁଆ ଶୁଭୁଥିଲା। ପରସ୍ପର ମଧ୍ୟରେ କୋକୁଆ କୋକୁଆ ଶବ୍ଦ ସହ ଗଣ୍ଡଗୋଳ…
ଭଙ୍ଗା ପୋଲର ଆତ୍ମକଥା
ହେଉଛି ଭଙ୍ଗା ପୋଲ। ନାମକରଣ ହେବା ପରେ ପରେ ମୁଁ ଭାଙ୍ଗିଗଲି, ସେଥିପାଇଁ ମୋତେ ମୋ ନାମରେ କେହି ଜାଣନ୍ତି ନାହିଁ। ଦିନେ ଦିବାଲୋକରେ ସମସ୍ତଙ୍କ ସାମ୍ନାରେ, ତଳେ ପଡ଼ିଗଲି। ମୁଁ ନିଜେ ପଡ଼ି ନ ଥିଲି, ଯୋଜନା କରି ମୋ…
ତାଲିବାନ୍ ଶାସନରେ ଲିଙ୍ଗଗତ ବିଭେଦ
ଆଜକୁ ତିନି ବର୍ଷ ପୂର୍ବେ ଆଫଗାନିସ୍ତାନରେ ତାଲିବାନ୍ କ୍ଷମତାକୁ ଫେରିଥିଲା। ତା’ ପରଠାରୁ ସେଠାରେ ଝିଇମାନେ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିପାରିନାହାନ୍ତି। ସେମାନଙ୍କ ପାଇଁ ମୌଳିକ ଶିକ୍ଷାର ଅତ୍ୟଧିକ ଆବଶ୍ୟକତା ରହିଥିଲେ ବି ତାଲିବାନ୍ ଶାସନରେ ସେମାନଙ୍କ ଅଧିକାର କ୍ରମଶଃ ହ୍ରାସ ପାଇଆସିଛି।…
ଏଇ ଭାରତରେ
ପରିବେଶ ସ୍ବଚ୍ଛ ରଖିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି ମନୋଜ ରଞ୍ଜନ। ସେ ଅଳିଆ ଗଦା ହେଉଥିବା ସ୍ଥାନରେ ସୁନ୍ଦର ବଗିଚା କରି କଲୋନିରେ ସ୍ବଚ୍ଛତା ଆଣିପାରିଛନ୍ତି। ମନୋଜ ରାଞ୍ଚିର ହର୍ମୁ ହାଉସିଂ କଲୋନିରେ ରୁହନ୍ତି। ପେସାରେ ସେ ଜଣେ…
ତାଳଗଛ ଓ ବଜ୍ରପାତ
ଇଂ. ମାୟାଧର ସ୍ବାଇଁ ଓଡ଼ିଶା ସରକାର ଏହି ବର୍ଷ ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟରେ ତାଳଗଛ କାଟିବାରେ କଟକଣା ଲଗାଇଛନ୍ତି। ବନ ବିଭାଗର ବିନା ଅନୁମତିରେ କେହି ନିଜ ବାଡ଼ିରୁ ମଧ୍ୟ ଏହି ଗଛ କାଟି ପାରିବେ ନାହିଁ। ଏହା ବ୍ୟତୀତ…
Archives


