ଭିଡ଼ରୁ ବିପଦ
ଧର୍ମପୀଠ, ଧର୍ମୀୟ ସମାବେଶ ଓ ମେଳାଗୁଡ଼ିକରେ ଦଳାଚକଟା ହୋଇ ଶ୍ରଦ୍ଧାଳୁଙ୍କ ପ୍ରାଣହାନି ଘଟିବା ଏକ ନିତିଦିନିଆ ଖବର ପାଲଟିଲାଣି। ଏହି କ୍ରମରେ ଅଗଷ୍ଟ୧୧ରେ ବିହାର ଜେହାନାବାଦ ଜିଲା ମଖୁଦମପୁରର ବାବା ସିଦ୍ଧିନାଥ ମନ୍ଦିରରେ ଦଳାଚକଟା ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ…
ଏଇ ଭାରତରେ
ଜଳବାୟୁ ପରିବର୍ତ୍ତନ ଯୋଗୁ ଏବେ ତାପମାତ୍ରା ବଢ଼ିଚାଲିଛି। ଏଥିରେ ଘରେ କିମ୍ବା ବାହାରେ ରହିବା କଷ୍ଟକର ହୋଇପଡ଼ୁଛି। ଏସି ବ୍ୟବହାର କରୁଛନ୍ତି। କିନ୍ତୁ ମନେରଖିବା ଦରକାର ଯେ, ଏସି ଯୋଗୁ ବି ଘର ଭିତର ବାୟୁ ପ୍ରଦୂଷିତ ହୁଏ। ଏଭଳି ପ୍ରଦୂଷଣ…
ଧର୍ମ ନା ଅଧର୍ମ
ପବିତ୍ର ଶ୍ରାବଣ ମାସଟା ଯାକ ନିରାମିଷ ଭକ୍ଷଣ କରିବା ସହିତ ସୋମବାରଗୁଡ଼ିକରେ ଉପବାସ ରଖି ମହାଦେବଙ୍କୁ ଜଳଲାଗି କରାଯାଏ। ହଜାର ହଜାର ଭକ୍ତ ଦିନେ କିମ୍ବା ଦୁଇଦିନ ଆଗରୁ ପାଣି ନେଇ ସୋମବାର ମନ୍ଦିରରେ ଜଳ ଅର୍ପଣ କରି ଶିବ ଦର୍ଶନ…
ଅସୁରକ୍ଷିତ ଡାକ୍ତର
କୋଲକତାର ଡ. ରାଧାଗୋବିନ୍ଦ କର ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲର ଜଣେ ପିିଜି ଦ୍ୱିତୀୟ ବର୍ଷ ଡାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଏବେ ସାରା ଦେଶରେ ଆନ୍ଦୋଳନ ଜୋର୍ ଧରିଛି। ଅଗଷ୍ଟ ୯ ଶୁକ୍ରବାର ରାତିରେ ପୀଡ଼ିତା…
ଭାବୀ ପିଢ଼ି କ୍ଷମା ଦେବନି
ପାଠକ ବନ୍ଧୁ ! ଶୀର୍ଷକଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଆମ ସାମାଜିକ, ଅର୍ଥନୈତିକ, ଓଡ଼ିଆ ଅସ୍ମିତା ଓ ଆମ ଭବିଷ୍ୟତ ଉପରେ ଗଭୀର ପ୍ରଭାବ ରଖେ ବୋଲି ମୋର ମତ। ଓଡ଼ିଶା ୧୫.୫ ନିୟୁତ ହେକ୍ଟର କ୍ଷେତ୍ରଫଳ ସହିତ ଦେଶର ଅଷ୍ଟମ…
ମୁଁ ଏକା ତୁମର
ସମ୍ପର୍କର ରଜୁରେ ଦୁଇଟି ବିପରୀତଧର୍ମୀ ଚିନ୍ତାଧାରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଥମଟି ହେଉଛି ‘ମୁଁ ଏକା ତୁମର’ ଦ୍ୱିତୀୟଟି ହେଉଛି ‘ତୁ ଏକା ମୋହର’। ପ୍ରଥମ ଭାବନାରେ ଜଣେ ଅନ୍ୟଜଣକ ପାଖରେ ସମ୍ପୂର୍ଣ୍ଣ ସମର୍ପିତ ହୋଇଥିବା ବେଳେ ଦ୍ୱିତୀୟ ଭାବନାରେ ଜଣେ ଅନ୍ୟଜଣକୁ…
ଅନିଶ୍ଚିତତା ଓ ହିଂସା କବଳିତ ବାଂଲାଦେଶ
ସରକାରୀ ଚାକିରିରେ ସଂରକ୍ଷଣ (କୋଟା) ସଂସ୍କାର ଦାବିରେ ବାଂଲାଦେଶରେ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା, ତା’ର ପରିଣତିରେ ଦେଶ ଛାଡ଼ି ପଳାଇବାକୁ ହେଲା ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ୱାଜେଦଙ୍କୁ। ସ୍ବାଧୀନ ବାଂଲାଦେଶର ଆତ୍ମପ୍ରକାଶ ପରେ ଦେଶର ମୁକ୍ତିଯୋଦ୍ଧାମାନଙ୍କ ପରିବାରଙ୍କ ପାଇଁ ସରକାରୀ…
ସାଧାରଣ ମାଧବୀ
ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚ ସଂସ୍ଥା ୧୮ ମାସ ପରେ ଏବେ ଭାରତର ଆର୍ଥିକ ବଜାରରେ ପୁଣି ଚହଳ ସୃଷ୍ଟି କରିଛି। ୨୪ ଜାନୁଆରୀ ୨୦୨୩ରେ ଏହି ସଂସ୍ଥା ଗୌତମ ଆଦାନୀଙ୍କ ବ୍ୟବସାୟିକ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିଲା। ଷ୍ଟକ୍ ମୂଲ୍ୟରେ ଅବିଶ୍ୱସନୀୟ ବୃଦ୍ଧି…
ଏଇ ଭାରତରେ
ଗାଜିଆବାଦରେ ଏକ ଫୁଟ୍ପାଥ ସ୍କୁଲ ଚାଲିଛି। ଏନ୍ଟିପିସିରୁ ଅବସର ନେବା ପରେ ନିରଜା ସାକ୍ସେନା ଏହି ସ୍କୁଲ ଚଳାଉଛନ୍ତି। ଲକ୍ଡାଉନ ସମୟରେ ଏଭଳି ଫୁଟ୍ପାଥ ସ୍କୁଲ ଚଳାଇବା ଲାଗି ନିରଜା ନିଷ୍ପତ୍ତି ନେଇଥିଲେ ଓ ତାହା ସେବେଠାରୁ ଚାଲିଛି। ଏହାର ନାମ…
ଡିଜିଟାଲ ଗଛ
ମୋହନ ଚରଣ ବିଷି ଗତ କିଛିଦିନ ତଳେ ମାଁ ମାଣିକେଶ୍ୱରୀ ବିଶ୍ବବିଦ୍ୟାଳୟ କଳାହାଣ୍ଡି, ୧୦୦ ଗୋଟି ଗଛରେ କ୍ୟୁଆର୍ କୋଡ୍ ଲଗାଇବାର ଖବର ପ୍ରସାରିତ ହୋଇଥିଲା। ବିଶ୍ୱବିଦ୍ୟାଳୟର କୁଳପତିଙ୍କ କହିବା ଅନୁସାରେ ଆଗକୁ ଆହୁରି ୫୦୦ ଗଛରେ କ୍ୟୁଆର୍ କୋଡ୍ ଲାଗିବ…
ସଂରକ୍ଷଣର ଗୋଲକଧନ୍ଦା
ସୌଭାଗ୍ୟ ସୁନ୍ଦରରାୟ ଦୁଇଟି ରାଜ୍ୟର ଜାତିଭିତ୍ତିକ ସଂରକ୍ଷଣ ବ୍ୟବସ୍ଥା ଉପରେ ନିକଟରେ ସେଠାକାର ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ଏହି ଦୁଇଟି ରାଜ୍ୟ ହେଲା ବିହାର ଓ ପଶ୍ଚିମବଙ୍ଗ। ବିହାର ସରକାର ସଂରକ୍ଷଣ ସୀମା ୬୫%କୁ ବୃଦ୍ଧି କରିଥିବାବେଳେ ପଶ୍ଚିମବଙ୍ଗ ସରକାର…
ତିନୋଟି ଦେଶ
ଆକାର ପଟେଲ ବାଂଲାଦେଶରେ ବଳ ପ୍ରୟୋଗକରି ସରକାରକୁ ହଟାଇ ଦିଆଯିବା ପରେ ସଂଖ୍ୟାଲଘୁ ସମ୍ପ୍ରଦାୟ ବିଶେଷକରି ହିନ୍ଦୁଙ୍କ ପ୍ରତି ହିଂସାର ଅନୁମାନ କରାଯାଉଛି। ଦେଖିବାକୁ ଗଲେ ସ୍ବାଧୀନତା ପାଇବା ପରେ ଦକ୍ଷିଣ ଏସିଆ ଦେଶଗୁଡ଼ିକରେ ସଂଖ୍ୟାଲଘୁଙ୍କୁ ଆକ୍ରମଣ କରିବା ଜାତୀୟତାବାଦର ଏକ…
Archives


