ଇଣ୍ଟରନେଟ୍ ପାଠ
ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେଶନ (ସିବିଏସ୍ଇ) ଅନୁବନ୍ଧିତ ସ୍କୁଲଗୁଡ଼ିକ ପାଇଁ କେନ୍ଦ୍ର ସରକାରଙ୍କ ଅଧୀନ ନ୍ୟାଶନାଲ କାଉନ୍ସିଲ ଅଫ୍ ଏଡୁକେଶନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନ୍ସିଇଆର୍ଟି) ପାଠ୍ୟକ୍ରମ ଏବଂ ବହି ପ୍ରସ୍ତୁତ କରେ । କିନ୍ତୁ ପ୍ରାୟ ପ୍ରତ୍ୟେକ ବର୍ଷ…
ଆମ ଭୁଲ୍
ମମାନଙ୍କର ଏକ ଅତି ସାଧାରଣ ପ୍ରକୃତି ହେଉଛି ଏୟା ଯେ କୌଣସି ଭୁଲ୍ କରିଛୁ ବୋଲି ଆମେ ସ୍ବୀକାର କରିବାକୁ ରାଜି ନ ଥାଉ। ଆମ ଦ୍ୱାରା କେବେ କିଛି ଅବାଞ୍ଛିତ କାର୍ଯ୍ୟ ଘଟିଗଲେ, ସେଥିପାଇଁ ଆମେ ନିଜ ଚରିତ୍ରର ଅସଙ୍ଗତିକୁ…
ପ୍ରହେଳିକା
ଜନ୍ମରୁ ମୃତ୍ୟୁ ଯାଏ କେବଳ ଆଲୋକ ଆଉ ଅନ୍ଧକାରର ଖେଳ। ଏଇ ଆଲୁଅ ଅନ୍ଧାରର ପ୍ରହେଳିକାମୟ ଲୁଚକାଳି ଖେଳ ଭିତରେ ମଣିଷ ଖୋଜି ଚାଲିଛି ଚିରନ୍ତନ ସୃଷ୍ଟିର ରହସ୍ୟକୁ। ସେହି ଲକ୍ଷ୍ୟ ସାଧନ ପାଇଁ କିଏ ଆଧ୍ୟାତ୍ମିକ ମାର୍ଗ ଅନୁସରଣକରେ ତ…
ଏଇ ଭାରତରେ
ତିନିଚକିଆ ସାଇକେଲ, ତାହା ପୁଣି ଚାଲୁଛି ସୌର ଶକ୍ତିରେ। ଏମିତିକା ସାଇକେଲ ତିଆରି କରିଛନ୍ତି କୋଚିର ଦୁଇ ଇଞ୍ଜିନିୟର ଅଜିମ ହସ୍ମି ଏବଂ ଅବଦୁଲ ହଡି ମୁଥେରି। ସେମାନଙ୍କ ଦ୍ୱାରା ପ୍ରତିଷ୍ଠିତ ସୁଗଡ ମୋବିଲିଟି ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ଟ୍ରାଇସାଇକେଲ ତିଆରି…
ଏଇ ଭାରତରେ
ଆମ ଦେଶରେ କୃଷି ଉପତ୍ାଦ ଓ ବଜାର ମଧ୍ୟରେ ମଧ୍ୟସ୍ଥିଙ୍କ ଉପସ୍ଥିତି ଯୋଗୁ ଚାଷୀ କମ୍ ଲାଭ ପାଉଛନ୍ତି। ଏଭଳି ସମସ୍ୟାକୁ ଦୂର କରି ଭଲ ଲାଭ ପାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ମହାରାଷ୍ଟ୍ର ରତ୍ନଗିରିର ଆମ୍ବ ଚାଷୀମାନେ। ୩୦୦…
ଗ୍ୟାରେଣ୍ଟିର ଗ୍ୟାରେଣ୍ଟି
ଗଣେଶ୍ୱର ନାୟକ ଆମେ ଯେକୌଣସି ପଣ୍ୟ ବଜାରରୁ କିଣିଥାଉ, ତାହା ଯଦି ଗୁଣବତ୍ତାରେ କିଛି ନୂ୍ୟନ ହୁଏ, ତେବେ ଆମେ ଅଭିଯୋଗ କରିବାକୁ ବହୁ ବ୍ୟବସ୍ଥା ଅଛି। କୌଣସି ଚୁକ୍ତି ମଧ୍ୟ ଖିଲାପ ହେଲେ, ତାହା ଦ୍ୱାରା କ୍ଷତି ଭରଣା ପାଇଁ…
ଜୀବନରେ ବର୍ଣ୍ଣର ଭୂମିକା
ଧ୍ରୁବ ଚରଣ ଘିବେଲା ଜୀବନରେ ବର୍ଣ୍ଣର ଭୂମିକା ଥାଏ ଅନେକ। ପୁଣି ତାହା ଥାଏ ବିବିଧ ଆକାରରେ ଓ ପ୍ରକାରରେ। ଜୀବନ ମହାର୍ଘ। ଜୀବନ ମୂଲ୍ୟବାନ୍। ଜୀବନ ଜିନ୍ଦାବାଦ୍। ଜୀବନ ସଦା ମୂଲ୍ୟଯୁକ୍ତ ମୂଲ୍ୟ ଆଧାରିତ। ଜୀବନ ଅର୍ଥପୂର୍ଣ୍ଣ। ଜୀବନର ଅର୍ଥ/ମୂଲ୍ୟ…
ଦୁଇଟି ଯୁଦ୍ଧ
କୋଭିଡ୍ ମହାମାରୀକୁ ମୁକାବିଲା କରି ପୃଥିବୀ ଆର୍ଥିକ ଓ ସାମାଜିକ ସ୍ଥିରତା ଚାହୁଁଥିବା ବେଳେ ପ୍ରଥମେ ୨୪ ଫେବୃୟାରୀ ୨୦୨୨ରେ ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣ କରିବା ପରେ ୭ ଅକ୍ଟୋବର ୨୦୨୩ରୁ ଗାଜାରେ ଇସ୍ରାଏଲ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି।…
ଏଇ ଭାରତରେ
ଡାକ୍ତରଖାନାରେ ବାହାଘର! ଯେଉଁଠି ସମସ୍ତେ ରୋଗରୁ ମୁକ୍ତି ପାଇବା ପାଇଁ ଆସନ୍ତି ସେଠି ପୁଣି ବିବାହ ଭଳି ଏକ କାର୍ଯ୍ୟ। କଥାଟି ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇପାରେ। ମାତ୍ର ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ଲକ୍ଷ୍ନୌରେ। ଏଠାରେ ଏକ…
ସୀମା ଭିତରେ ଜିଇବା
ବିପ୍ଳବ ମଣିଷ ଗୋଟିଏ ସାମାଜିକ ପ୍ରାଣୀ। ତେଣୁ ସାମାଜିକ ବିଧି ବ୍ୟବସ୍ଥା ଭିତରେ ଏକ ଶୃଙ୍ଖଳିତ ଜୀବନଯାପନ ପାଇଁ ଅନେକ ସୀମାରେଖା ତା’ ପାଇଁ ରହିଛି। କିଛି ସୀମାରେଖା ସମ୍ବିଧାନ ଟାଣିଚି, କିଛି ସୀମାରେଖା ସମାଜ ଟାଣିଚି। କିଛି ସୀମାରେଖା…
ଲିଙ୍ଗଗତ ନିରପେକ୍ଷତାର ବାର୍ତ୍ତା
ଡ. ସନ୍ତୋଷ କୁମାର ମହାପାତ୍ର ଲିଙ୍ଗଗତ ବ୍ୟବଧାନ, ବିଭିନ୍ନ ଲିଙ୍ଗର ଲୋକଙ୍କ ମଧ୍ୟରେ ଆପେକ୍ଷିକ ପାର୍ଥକ୍ୟ, ଯାହା ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଫଳିତ ହୁଏ। ସାମାଜିକ, ରାଜନୈତିକ, ବୌଦ୍ଧିକ, ସାଂସ୍କୃତିକ, ବୈଜ୍ଞାନିକ ଏବଂ ଅର୍ଥନୈତିକ ସଫଳତା କିମ୍ବା ମନୋଭାବରେ…
ଗୋଟିଏ ନିଯୁକ୍ତି ୩.୨ କୋଟି
୨୦୧୪ରୁ ୨୦୨୪ ପର୍ଯ୍ୟନ୍ତ କେନ୍ଦ୍ରରେ ଭାଜପା ସରକାର ଗଢ଼ିଆସିଥିଲା। ନାମକୁମାତ୍ର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ସରକାର କୁହାଯାଉଥିଲେ ମଧ୍ୟ ସହଯୋଗୀ ଦଳଗୁଡ଼ିକର କୌଣସି ଗୁରୁତ୍ୱ ରହୁ ନ ଥିଲା। ୨୦୨୪ ନିର୍ବାଚନରେ ଭାଜପାର ‘୪୦୦ ପାର୍’ ଧ୍ୱନି ବିଫଳ ହେବା…
Archives


