ସମ୍ପାଦକୀୟ

ଛୁରି, ଛୁଞ୍ଚି, କଇଁଚି ଉପାଖ୍ୟାନ

ତିକତା ଦୃଷ୍ଟିରୁ ଡାକ୍ତରମାନେ ସର୍ବଦା ରୋଗୀଙ୍କ ଯନ୍ତ୍ରଣା ଉପଶମ କରିବାକୁ ପ୍ରାଣପଣେ ପ୍ରୟାସ କରିଥା’ନ୍ତି। କିନ୍ତୁ ରୋଗୀମାନଙ୍କୁ ଯନ୍ତ୍ରଣା ଜର୍ଜରିତ କରିବାକୁ କଦାପି ନୁହେଁ। ସେଇଥିପାଇଁ ତ ସେମାନଙ୍କୁ ଜଣେ ଜଣେ ଦେବଦୂତ ବା ଦ୍ୱିତୀୟ ଈଶ୍ୱର ଭାବେ ବିବେଚନା କରାଯାଏ।…

ସୋସିଆଲ ମିଡିଆ ଓ ପିଲାଙ୍କ ସୁରକ୍ଷା

ଅଷ୍ଟ୍ରେଲିଆ ବର୍ତ୍ତମାନ ୧୬ ବର୍ଷରୁ କମ୍‌ ପିଲାଙ୍କୁ ସୋସିଆଲ ମିଡିଆ ବ୍ୟବହାର କରିବାକୁ ବାରଣ କରିଛି। ବିଶେଷକରି ମେଟା (ଯାହା ଫେସ୍‌ବୁକ୍‌ ଏବଂ ଇନ୍‌ଷ୍ଟାଗ୍ରାମ୍‌ର ମାଲିକ) ଏବଂ ଟିକ୍‌ଟକ୍‌ ଭଳି କମ୍ପାନୀଗୁଡ଼ିକ ଏହି ପଦକ୍ଷେପକୁ ସମାଲୋଚନା କରିଛନ୍ତି। ଯଦି ସେମାନେ ଯୁବକମାନଙ୍କୁ…

ଆଦିବାସୀ ଓ ଆମ୍ବଟାକୁଆ

ଦାରିଙ୍ଗବାଡ଼ି ବ୍ଲକର ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଗ୍ରାମରେ ଅନୁସୂଚିତ ଜନଜାତିର ଦୁଇଜଣ ସ୍ତ୍ରୀ ଲୋକ ଆମ୍ବଟାକୁଆକୁ ରୋଷେଇ କରି ଖାଇ ମୃତ୍ୟୁବରଣ କଲେ ଓ ୬ ଜଣ ଅସୁସ୍ଥ ହେବାର ଖବର ରାଜ୍ୟବାସୀଙ୍କୁ ଚିନ୍ତାଗ୍ରସ୍ତ କରାଇଛି। ସେଥିରୁ ଜଣେ କଟକ ବଡ଼…

ଓୟୁଏଟିରେ କୃଷି ଇଞ୍ଜିନିୟରିଂ ଶିକ୍ଷା

ଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ୧୯୬୨ ମସିହାରେ ପ୍ରତିଷ୍ଠା ହେବା ପରଠାରୁ ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ନିରନ୍ତର ପ୍ରଚେଷ୍ଟା ଜାରିରଖିଛି ଏବଂ ରାଜ୍ୟରେ ଚାଷୀମାନଙ୍କର ଉନ୍ନତିରେ ସହାୟକ ହୋଇପାରିଛି। ବିଶ୍ୱବିଦ୍ୟାଳୟରେ କୃଷି, ଉଦ୍ୟାନ, କୃଷି ଯାନ୍ତ୍ରିକ,…

ଭାରତରେ ମନ୍ଦିର ସଂସ୍କୃତି

କୌଣସି ଏକ ହିନ୍ଦୁ ମନ୍ଦିର ଦର୍ଶନକଲେ ମନରେ ଆଧ୍ୟାତ୍ମିକ ଭାବର ବିକାଶ ଘଟେ। ଇତିହାସ, ଭୂଗୋଳ, ରାଜନୀତି ଏବଂ ଅର୍ଥନୀତିରେ ବି ମନ୍ଦିର ଏକ ବିଷୟ ହୋଇପାରେ। ପ୍ରଥମେ ଇତିହାସରୁ ଆରମ୍ଭ କରିବା। ଆମ ଭିତରୁ କେତେଜଣ ପଚାରନ୍ତି, କିଏ ମନ୍ଦିର…

ଆଜିର ଯାତ୍ରା

ଯାତ୍ରାରେ ଅଶ୍ଳୀଳତା ଏବେ ରାଜ୍ୟର ଗଣମାଧ୍ୟମରେ ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଛି। ଅନେକ ଯାତ୍ରା ମଞ୍ଚରେ ଏହି ନୃତ୍ୟ ଯୋଗୁ ଅସ୍ବାଭାବିକ ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଥିବାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ରାଜ୍ୟ ସରକାର ଏହା ଉପରେ…

ବିଦ୍ୟାଳୟ ଶିକ୍ଷାର ଦୁଇଟି ଆହ୍ବାନ

ଆଜି ଛାତ୍ରୀଛାତ୍ରମାନଙ୍କ ଭିତରେ ଦୁଇ ପ୍ରକାରର ଜ୍ଞାନର ଅଭାବ ଦେଖାଦେଇଛି ଯଥା: ଅକ୍ଷର ଓ ବିଚାର। ମାନେ ଗୋଟିଏ ହେଉଛି ବିଷୟଗତ ମୌଳିକ ଜ୍ଞାନ ଓ ଦକ୍ଷତା, ଅନ୍ୟଟି ଆଚରଣ ସମ୍ବନ୍ଧୀୟ ନୈତିକ ଜ୍ଞାନ। ବିଦ୍ୟାଳୟରେ ଭାରତୀୟ ଛାତ୍ରୀଛାତ୍ରମାନଙ୍କ (ବିଶେଷକରି ସରକାରୀ…

ପ୍ରଥମେ ଡାକ୍ତରଙ୍କୁ ସୁରକ୍ଷା

ଉତ୍ତମ ସ୍ବାସ୍ଥ୍ୟସେବା ଏକ ସମନ୍ବିତ ଓ ବିକଶିତ ଭିତ୍ତିଭୂମି ଉପରେ ନିର୍ଭର କରେ। ଅର୍ଥାତ୍‌ ଉତ୍ତମ ପରିବେଶରେ ହସ୍ପିଟାଲ, ଗୁଣବତ୍ତା ଚିକିତ୍ସାର ଉପଲବ୍ଧତା, ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ଉପସ୍ଥିତି ଯୋଗୁ ସବୁ ଦିଗରୁ ସ୍ବାସ୍ଥ୍ୟସେବା ସମୃଦ୍ଧ ହୋଇପାରିବ। ସବୁଥାଇ ଯଦି…

ଡିଜିଟାଲ ଶୋଷଣ ମହାମାରୀ

ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ଚାଇଲ୍ଡ ଫଣ୍ଡ, ଇଣ୍ଡିଆର ମିଳିତ ଉଦ୍ୟମରେ ୱେବ୍‌ ସେଫ୍‌ ଆଣ୍ଡ ୱାଇଜ୍‌ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ପିଲାମାନଙ୍କ ପ୍ରତି ହେଉଥିବା ଡିଜିଟାଲ ଶୋଷଣ ବିରୋଧରେ ସଚେତନତା ସୃଷ୍ଟି କରିବା ସହ ଏହା…

ସମାଜର ପ୍ରଗତି ଓ ଦୁର୍ଗତି

ସମୟକ୍ରମେ ସମାଜରେ ପରିବର୍ତ୍ତନ ଘଟିଥାଏ। ଏହି ପରିବର୍ତ୍ତନ ସମ୍ପର୍କରେ ସମାଜଶାସ୍ତ୍ରରୁ ବାସ୍ତବ ଆକଳନ କରି ହେବ। ଫରାସୀ ଚିନ୍ତକ ଅଗଷ୍ଟ କମ୍‌ଟେ (୧୭୯୮-୧୮୫୭)ଙ୍କୁ ସମାଜଶାସ୍ତ୍ରର ଜନକ (ଫାଦର ଅଫ୍‌ ସୋସିଓଲଜି) ଭାବେ ନାମିତ କରାଯାଇଛି। ୧୮୩୦ରେ ପ୍ରଣୀତ ଏହି ଶାସ୍ତ୍ରରେ କମ୍‌ଟେ…

ବାଣ ଫୁଟାଅନି

ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ଡୋନାଲ୍ଡ ଟ୍ରମ୍ପ୍‌ ୨୦ ଜାନୁଆରୀ ୨୦୨୫ରେ ଶପଥ ନେବେ। ଏହା ପୂର୍ବରୁ ତାଙ୍କର କେତେକ ମନ୍ତବ୍ୟ ବିଶ୍ୱ ଭୂରାଜନୈତିକ ତଥା ଅର୍ଥନୈତିକ ଦୃଶ୍ୟପଟରେ ବଡ଼ ପରିବର୍ତ୍ତନକୁ ଇଙ୍ଗିତ କରିଛି। ନଭେମ୍ବର ୩୦ରେ ବ୍ରିକ୍ସ ଦେଶଗୁଡ଼ିକୁ ଲକ୍ଷ୍ୟକରି…

ଏଇ ଭାରତରେ

ଚାକିରି ସହ ଚାଷ କରିବା କଷ୍ଟକର ହୋଇଥିଲେ ମଧ୍ୟ ସେଥିରେ ସଫଳ ହୋଇଛନ୍ତି କେରଳର ଇଞ୍ଜିନିୟର ପାର୍ବତୀ ମୋହନାନ୍‌। ପାର୍ବତୀ ଫୁଲଚାଷ କରି ସେଥିରୁ ମାସକୁ ୧ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ତାଙ୍କ ନିକଟକୁ ଦିନକୁ ୧୦୦ ପର୍ଯ୍ୟନ୍ତ ଅର୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?